Admin

ଶ୍ରୁତି ଶର୍ମାଙ୍କ ସିକ୍ରେଟ କଣ ଜାଣନ୍ତୁ

ଶ୍ରୁତି ଶର୍ମା ସିଭିଲ ସର୍ଭିସ ପରୀକ୍ଷା ଟପ୍ପର ହୋଇ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି ।   ଉତ୍ତରପ୍ରଦେଶର ବିଜନୌରର ବାସିନ୍ଦା ଶ୍ରୁତିଙ୍କ କ୍ୟାରିୟର ଉତ୍ଥାନ ପତ୍ତନ ଦେଇ ଗତି କରିଛି । ଦିଲ୍ଲୀର ଷ୍ଟିଫେନସ କଲେଜରୁ ଇତିହାସରେ ନିଜର  ଗ୍ରାଜୁଏସନ ପାସ କରିଥିବା ବେଳେ ପୋଷ୍ଟ ଗ୍ରାଜୁଏସନ ଜବାହରଲାଲ ନେହରୁ ବିଶ୍ବ ବିଦ୍ୟାଳୟରେ ପଢ଼ିଥିଲେ। ତେବେ ପିଜି ପାସ କରିବା ପୂର୍ବରୁ ସେ ସିଭିଲ ସର୍ଭିସ ପାଇଁ ପାଠ ପଢ଼ା ଆରମ୍ଭ କରିଦେଇଥିଲେ  । ଜାମିଆ…

Read More

ନନ୍ଦନକାନନରେ ରହିବନି ପାର୍କିଂ ସମସ୍ୟା

ନନ୍ଦନକାନନ ଯ଼ାଇଥିବା ଲୋକଟି ଜାଣିଥିବ ଗାଡ଼ି ପାର୍କିଂ କରିବାକୁ କେତେ ଅସୁବିଧା ହୁଏ। ଅନେକ ତ କିଛି ଦୂରରେ ହେଉ ବରଂ ରାସ୍ତାରେ ପାର୍କିଂ କରିବାର ଦେଖାଯ଼ାଇଥାଏ। ହେଲେ ଏବେ ସେମିତି ହେବ ନାହିଁ। ନନ୍ଦନକାନନରେ ଆରମ୍ଭ ହେଲା ବହୁତଳ ପାର୍କିଂ ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ନିର୍ମିତ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି।  ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏଥିରେ ୫୮୩ଟି ଚାରିଚକିଆ ଯାନ…

Read More

ଦୁବାଇ ଯାତ୍ରା ବେଳେ ହଠାତ ଯାତ୍ରୀଙ୍କ କାର୍ଡିଆକ ଆରେଷ୍ଟ ହେଲା

ମଝି ଆକାଶରେ ବିମାନ ଯ଼ାତ୍ରା ସମୟରେ ହଠାତ ଯ଼ାତ୍ରୀଙ୍କୁ ହେଲା ହାର୍ଟ ଆଟାକ । ଏହାପରେ କଣ ହୋଇଥିବ ଭାବନ୍ତୁ । କଣ ସଂପୃକ୍ତ ଯ଼ାତ୍ରୀଙ୍କୁ  ବଞ୍ଚାଯ଼ାଇପାରିଲା ନା ଆଉ କଣ ଘଟିଲା ଏ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ ନିଶ୍ଚୟ।  ନିଶ୍ଚୟ ଭାବେ ଯ଼ାତ୍ରୀଙ୍କୁ ବଞ୍ଚାଇଦିଆଗଲା। ତେବେ କେମିତି ଜାଣନ୍ତୁ । ବିମାନଟି ଯ଼ାଉଥିଲା କନ୍ନରୁରୁ ଦୁବାଇ । ଗୋ ଫାଷ୍ଟ ଫ୍ଲାଇଟ ବିମାନ ଟି ମେ 8 ତାରିଖରେ ଦୁବାଇ ଅଭିମୁଖେ ଯ଼ାତ୍ରା ଆରମ୍ଭ…

Read More

ଗୋଟିଏ ଗୋଡ଼ ନାହିଁ , ସୀମା କିନ୍ତୁ ଡେଇଁ ଡେଇଁ ଯାଏ ସ୍କୁଲ

10 ବର୍ଷର ଝିଅ ସୀମା । ଏବେ ସାରା ଇଣ୍ଟରନେଟରେ ତାହାରି ଚର୍ଚ୍ଚା। କାହିଁକି ସୀମା ବିଷୟରେ ଚର୍ଚ୍ଚା ତାହା ସୀମାର ଭିଡିଓ ଦେଖିଲେ ଜାଣିପାରିବେ। ହଁ ଆଜ୍ଞା ସୀମା ଗୋଟିଏ ଗୋଡ଼ରେ ଏମିତି ଡେଇଁ ଡେଇଁ ସ୍କୁଲ ଯ଼ାଏ। ବିହାରର ଜାମୁଇ ଜିଲ୍ଲାର ଏହି କୁନି ଝିଅଟି ଏବେ ନେଟିଜେନଙ୍କ ଦିଲ ଜିତିନେଇଛି । 2 ବର୍ଷ ତଳେ ଏକ ଦୁର୍ଘଟଣା ହୋଇଥିଲା । ଏଥିପାଇଁ ସୀମାର ଗୋଟିଏ ଗୋଡ଼ କାଟିବାକୁ ପଡ଼ିଥିଲା। Bihar: जमुई…

Read More

ପୁଣି ଫୋନ କଲ ଦର ବଢ଼ିପାରେ

()  ଆପଣଙ୍କ ଫୋନ ବିଲ ପାଇଁ ଆଉ କିଛି ଅଧିକ ଖର୍ଚ୍ଚ କରିବା ଲାଗି ପ୍ରସ୍ତୁତ ହୁଅନ୍ତୁ. କାରଣ ପୁଣି ଘରୋଇ ଟେଲିକମ କମ୍ପାନିମାନେ ସେମାନଙ୍କ ତାରିଫ ବଢ଼ାଇବାକୁ ଯ଼ାଉଛନ୍ତି. ମାନେ ଆପଣ ଯେତିକି କଲ ଟାଇମ ଓ ଡେଟା ପାଇଁ ଯ଼େତିକି ଟଙ୍କା ଦେଉଛନ୍ତି ତାଠାରୁ ଆଉ କିଛି ଅଧିକ ଦେବେ . ମାତ୍ର ଦିନ କେଇଟା ଯ଼ାଇନି ନଭେମ୍ବର 2021ରେ ଟେଲିକମ କମ୍ପାନି ଗୁଡ଼ିକ ସେମାନଙ୍କର ତାରିଫ ବଢ଼ାଇଥିଲେ ଏବେ ପୁଣି ସେମାନଙ୍କର ମନ…

Read More

80 ବର୍ଷ ବୟସରେ ପ୍ରଫୁଲ୍ଲଙ୍କ ପାଇଁ ସାଇକେଲ ଭରସା

ଭୁବନେଶ୍ବର ଜାଗମରା ଜଗନ୍ନାଥ ମନ୍ଦିର ନିକଟରେ ଏକ ଭଙ୍ସାଗା ଦଦରା ସାଇକେଲ ଦୋକାନରେ ଜଣେ ବୃଦ୍ଧ ଅନବରତ ତଳକୁ ମୁଣ୍ଡ ପୋତି ସାଇକେଲ ସଜାଡୁଥିବାର ଦୃଶ୍ୟ ଆପଣ କେବେ ଗଲେ ଦେଖିପାରନ୍ତି . ଦୋକାନଟି ଦେଖିଲେ ସେ ବି ମାଲିକଙ୍କ ଭଳି ସମୟ ଗଣିବାର ଆରମ୍ଭ କରିଛି ଆଉ ଏହାରି ଭିତରେ କିଛି ଭଙ୍ଗା ସାଇକେଲ ନୂଆ ଜୀବନ ପାଉଥାନ୍ତି .  ହଁ ଏହି ସାଇକେଲ ସଜାଡୁଥିବା ବୃଦ୍ଧଙ୍କୁ ଦେଖିଲେ ଆପଣ ଘଡ଼ିଏ ନିଶ୍ଚୟ ଅଟକିଯିବେ. ଏ…

Read More

ଏବେ ଦୋଷ କାହାକୁ ଦିଆଯ଼ିବ ଓ ସମାଧାନ କଣ ?

ଏବେ ରାଜଧାନୀ ଉଠୁଛି ପଡୁଛି । ହାଟବଜାର ଟିଭି ସୋସିଆଲ ମିଡିଆ ଯ଼ୋଉଠି ଦେଖିବ ଏବେ ସେହି ଚର୍ଚ୍ଚା। ବାହପର ଦିନ ବରକୁ ଛାଡ଼ ପଳେଇଲେ ଜଣେ ଯ଼ୁବତୀ।  ଖାଲି ଛାଡ଼ିକି ଯ଼ାଇନାହାନ୍ତି ମାଡ଼ ମାରିକି ଯ଼ାଇଛନ୍ତି, ଟଙ୍କା ସୁନା ନେଇ ପଳେଇଛନ୍ତି।  ଏବେ ବାଧ୍ୟ ହୋଇ ବର ଭୁବନେଶ୍ବର ଭରତପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। କଥା ଅଧିକ ଲେଖିବାର ନାହିଁ। କାରଣ ଏବିଷୟରେ ଆପଣ ଅଳ୍ପ ବହୁତେ ଜାଣି ସାରିବେଣି। କିନ୍ତୁ ଏଠାରେ କଥା ଆପଣଙ୍କ…

Read More

ମଦ ପିଇ ମାତାଲ ହେଲା ଶେଷରେ ଶିଶୁପାଳ ହୋଇଫେରିଲା

ଆପଣ ଠିକ ପଢ଼ିଛନ୍ତି ବର ମଦ ପିଇ ନାଚିଲା, ବରଯ଼ାତ୍ରୀ ବି ଡେଇଁଲେ ଆଉ ଫଳ ହୋଇଥିଲା କନିଆଁ ବାହା ହେଇଗଲା ଆଉ କାହାକୁ । ବାହାଘର ଜୀବନର ଏକ ଅମୂଲ୍ୟ ଅନୁଭୁତି, ଏହି ବାହାଘରକୁ ସ୍ମରଣୀୟ କରିବା ଲାଗି କିଏ କେତେ କଣ କରିଦେଉଛନ୍ତି । ହେଲେ ଏଠି ତ ଏମିତି ଘଟିଲା ଯ଼ାହା ଜୀବନ ତମାମ ମନେ ରହିବ ତା ସାଙ୍ଗକୁ ସାହିପଡ଼ିଶା ଡେଇଁ ଦେଶ ବିଦେଶ ଲୋକ ଛିଛାକର କଲେଣି । ଘଟଣା…

Read More

ପ୍ରି ଡାଏବେଟିସ କଣ ଏହା ଆପଣ ଜାଣିବା ଜରୁରୀ

ଡାଏବେଟିସକୁ ନେଇ ଆଜିକାଲି ଗାଁରୁ ସହର ସବୁଠି ଚିନ୍ତା । ପୂର୍ବରୁ ଏତେ ନଥିଲା ଏବେ କିନ୍ତୁ ପ୍ରାୟ ଲୋକ ଡାଏବେଟିସକୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି। ତେବେ ଟାଇପ ଟୁ ଡାଏବେଟିସ ହେବା ପୂର୍ବରୁ ପ୍ରିଡାଏବେଟିସର ଲକ୍ଷଣ ଦେଖାଦେଇଥାଏ । ଆମେ ସମସ୍ତେ ଏହି ପ୍ରି ଡାଏବେଟିସ ବାବଦରେ ସଚେତନ ରହିବା ଜରୁରୀ । ଆଉ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ପ୍ରିଡାଏବେଟିସ ଟାଇପ ଟୁ ଡାଏବେଟିସରେ ପରିଣତ…

Read More

ପଇସା ଦେଲା ଗଣି, ବାଇକ ଆଣିଲା ଛାଣି

ତାମିଲନାଡୁର ଜଣେ ଯୁବକ ବାଇକ କିଣିବା ପାଇଁ 2 ଲକ୍ଷ 60 ହଜାର ଟଙ୍କାର କଏନ ଦେଲେ ଏକ ବାଇକ କିଣିବା ପାଇଁ । ଫଳ ହୋଇଥିଲା ସମସ୍ତେ ବସି କଏନ ଗଣିଲେ। ସବୁତକ ଟଙ୍କିକିଆ କଏନ ଥିଲା ଏସବୁକୁ ଗଣିବା ଲାଗି ରାତି 9ଟା ବାଜିଗଲା । ଗଣା ସରିବା ପରେ ଯୁବକ ଜଣଙ୍କ ବାଇକ ଧରି ଯାଇଥିଲେ। ଘଟଣା ଥିଲା କିଛି ଏମିତି ତାମିଲନାଡୁ ସଲେମର ଗାନ୍ଧି ମୈଦାନ ଅଞ୍ଚଳର ବାସିନ୍ଦା ଏମ ଭୂପତି…

Read More