Admin

ବସ୍ତି ପିଲାମାନଙ୍କୁ ପଢାଉଥିଲେ ପାଠ, ଏବେ ଦେଶର ସର୍ବଶ୍ରେଷ୍ଠ ଟ୍ରେନି ଆଇଏଏସ୍ ଅଫିସର ସିମି କରଣ

ନୂଆଦିଲ୍ଲୀ, 05/08 : କୁହନ୍ତି ତୁଳସୀ ଦୁଇ ପତ୍ରରୁ ବାସେ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଓଡ଼ିଶାର ସିମି କରଣ। ମୁମ୍ଵାଇର ଏକ ବସ୍ତିରେ ପିଲାମାନଙ୍କୁ ପାଠ ପଢାଇବା ବେଳେ ସେମାନଙ୍କ ପାଇଁ କିଛି କରିବାର ଆଶାରେ ଆଜି ସେ ହୋଇପାରିଛନ୍ତି ଜଣେ ଆଇଏଏସ୍ ଅଧିକାରୀ। ଦିନରାତି କଠିନ ପରିଶ୍ରମ କରି ସେ 31ତମ ରାଙ୍କ ରଖି ହୋଇଛନ୍ତି ୟୁପିଏସସି ଟପର। ଆଇଆଇଟି ବମ୍ଵେର ପୂର୍ବତନ ଛାତ୍ରୀ ହେଉଛନ୍ତି ଓଡ଼ିଶାର ସିମି କରଣ। ବିଟେକ୍ କରୁଥିବା…

Read More

ହର ହର ଶମ୍ଭୁ ଗୀତ ଗାଇ ଚର୍ଚ୍ଚାରେ ଓଡ଼ିଆ ଝିଅ ଅଭିଲିପ୍ସା, କରାଟେରେ ଜିତିଛନ୍ତି ସ୍ଵର୍ଣ୍ଣ ପଦକ… 8ଟି ଭାଷାରେ ଗାଇ ପାରନ୍ତି ଗୀତ

ଭୁବନେଶ୍ଵର, ୦୧/୦୮ : ସୋସିଆଲ ମିଡିଆରେ ଏବେ ଧମାଲ କରୁଛି ହର ହର ଶମ୍ଭୁ ଗୀତ। ଏହି ଗୀତ ଗାଇ ଏବେ ସାରା ଦେଶରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଅଭିଲିପ୍ସା ପଣ୍ଡା। ଗତ 2 ମାସ ତଳେ ରିଲିଜ୍ ହୋଇଥିବା ଏହି ଗୀତକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। ଏହି ଗୀତକୁ ଏବେ ମିଲିୟନ ଭ୍ୟୁଜ୍ ମିଳିସାରିଛି। ଯୁବ ପୀଢିଙ୍କ ଠାରୁ ନେଇ ବୟସ୍କଙ୍କ ଯାଏଁ ସମସ୍ତେ ଏହି ଗୀତକୁ ପସନ୍ଦ କରିଛନ୍ତି। ତେବେ ଆପଣ ଜାଣିଛନ୍ତି…

Read More

ଦିନରେ ପଢୁଛନ୍ତି ପାଠ… ରାତିରେ କରୁଛନ୍ତି ଫୁଡ୍ ଡେଲିଭରି, ପଢନ୍ତୁ ମୀରାବଙ୍କ କାହାଣୀ

ନୂଆଦିଲ୍ଲୀ, ୦୩/୦୮ : ନାରୀ ଜାତି ପାଇଁ ପ୍ରେରଣା ପାକିସ୍ତାନୀ ଝିଅ ମୀରାବ। ଦାରିଦ୍ର୍ୟର ତାଡ଼ନା ଭିତରେ ସେ ହରାଇ ନାହାଁନ୍ତି ଆତ୍ମବିଶ୍ଵାସ। ମନୋବଳ ଭାଙ୍ଗିପାରିନି ଅର୍ଥାଭାବ। ଦିନରେ ପଢୁଛନ୍ତି ପାଠ, ରାତିରେ ଫାଷ୍ଟ୍‌ ଫୁଡ୍‌ କମ୍ପାନୀ କେଏଫ୍‌ସି ପାଇଁ କରୁଛନ୍ତି ଫୁଡ୍‌ ଡେଲିଭରୀ କାମ। ଏବେ ଫ୍ୟାଶନ୍‌ ଡିଜାଇନିଂରେ ସ୍ନାତକ କରୁଛନ୍ତି ମୀରାବ। ଆଗାମୀ ଦିନରେ ନିଜର ଫ୍ୟାଶନ୍‌ ବ୍ରାଣ୍ଡ ଲଞ୍ଚ୍‌ କରିବା ତାଙ୍କ ଲକ୍ଷ୍ୟ । ମୀରାବଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଖୁବ୍‌…

Read More

ପ୍ରେରଣାର ସ୍ରୋତ ପ୍ରତୀକ୍ଷା : ଦିନେ ବ୍ୟାଙ୍କ୍‌ରେ ଥିଲେ ଝାଡ଼ୁଦାର… ଆଜି ସେହିଠାରେ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର

ଭୁବନେଶ୍ଵର, ୦୨/୦୮ : ଦିନେ ବ୍ୟାଙ୍କ୍‌ରେ ଝାଡ଼ୁଦାର ଭାବେ ଆରମ୍ଭ କରିଥିଲେ କାମ। ଆଜି ସେହି ବ୍ୟାଙ୍କ୍‌ରେ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର। ତେବେ ଝାଡ଼ୁଦାରରୁ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ଯାତ୍ରା ନଥିଲା ସହଜ। କୁହନ୍ତି ଦୃଢ ଇଛାଶକ୍ତି ଓ କଠିନ ମନୋବଳ ଥିଲେ ସବୁ ଅସମ୍ଭବ ହୁଏ ସମ୍ଭବ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ପ୍ରତୀକ୍ଷା ତୋଣ୍ଡୱାଲକର। ପଢନ୍ତୁ ପ୍ରତୀକ୍ଷାଙ୍କର ଏହି ସଙ୍ଘର୍ଷମୟ କାହାଣୀ ବିଷୟରେ… ପୁନେର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ପ୍ରତୀକ୍ଷା…

Read More

ମହାମହିମ ମୁର୍ମୁ : ଜାଣନ୍ତୁ ଦେଶର ପ୍ରଥମ ନାଗରିକଙ୍କ କୃତିତ୍ତ୍ଵ…

ଭୁବନେଶ୍ଵର, ୦୧/୦୮ : ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅଳଙ୍କୃତ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉପରବେଡ଼ା ଗାଁରେ ସାନ୍ତାଳି ସମୁଦାୟର ଗରିବ ଆଦିବାସୀ ପରିବାରରେ ତାଙ୍କର ଜନ୍ମ। ତାଙ୍କର ବାଲ୍ୟ ଜୀବନ ଥିଲା ଖୁବ୍ ସଂଘର୍ଷମୟ। ସମସ୍ତ ବାଧାବିଘ୍ନ ସତ୍ତ୍ଵେ ସେ ଭୁବନେଶ୍ଵରର ରମାଦେବୀ ମହିଳା କଲେଜରୁ ବିଏ ପାସ୍ କରିଥିଲେ। ରାଜନୀତିରେ ପାଦ ଦେବା ପୂର୍ବରୁ ସେ ରାଇରଙ୍ଗପୁର ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ସହକାରୀ ଶିକ୍ଷୟତ୍ରୀ…

Read More

ଓମିକ୍ରନର ଏହି ଦୁଇ ସବଭ୍ୟାରିଆଣ୍ଟ ପାଇଁ ବେଶୀ ସଂକ୍ରମଣ ବ୍ୟାପୁଛି

ନଜର କରିଥିବେ ମାତ୍ର କିଛି ଦିନ ଭିତରେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି .   ଦେଶରେ ଦୈନିକ ସଂକ୍ରମଣ 20 ହଜାର ଡେଇଁଥିବା ବେଳେ ଓଡ଼ିଶାରେ ଏହା 8ଶହ ଧରିଲାଣି . ଏବେ ଓମିକ୍ରନ ପାଇଁ ହିଁ ଦେଶରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଗତ କିଛି ଦିନ ଭିତରେ ଏଥିରେ ଦ୍ରୁତ ପରିବୃଦ୍ଧି ଦେଖାଦେବାରେ ଲାଗିଛି. ବିଶ୍ବବ୍ୟାପୀ କରୋନାର ଦୁଇଟି ଭ୍ୟରିଆଣ୍ଟ ଚିନ୍ତାର ବିଷୟ ହୋଇଛି.BA.2.75 ଏବଂ BA.5 ଏହି…

Read More

ଶିକ୍ଷୟିତ୍ରୀଙ୍କ ଭିଜୁଆଲ ଭାଇରାଲ ହେଲା

ଜଣେ ଶିକ୍ଷକ କେମିତି ହେବା ଉଚିତ । ଆପଣଙ୍କ ସ୍କୁଲ ସମୟକୁ ମନେ ପକାଇଲେ, ଏମିତି ସ୍ମୃତି ନିଶ୍ଚୟ ଆସୁଥିବ, କିଛି ଶିକ୍ଷକ ଏମିତି ଥାନ୍ତି ଯ଼ାହାଙ୍କୁ ଦେଳେଦେଲେ ପିଲାଏ ଦୌଡ଼ି ଯ଼ାଇ ପାଠ ପାଖରେ ବସି ପଡ଼ନ୍ତି । ଆଉ କିଛି ଶିକ୍ଷକ କଥାରେ କଥାରେ ପାଠଗୁଳି ଖୁଆଇ ଦେଇଥାନ୍ତି ତାହା ଜଣା ପଡ଼ିନଥାଏ। ଏବେ ନେଟ ଦୁନିଆରେ ଏକ ଭିଜୁଆଲ ଭାଇରାଲ ହେଉଛି। ଭିଜୁଆଲଟିରେ ଦେଖାଯ଼ାଉଛି ଶିକ୍ଷୟିତ୍ରୀ ପିଲାମାନଙ୍କ ସହିତ ନାଚୁଛନ୍ତି। ସେ ପୁଣି ବଲିଉଡ଼…

Read More

ଆସୁଛି ନୂଆ ଶ୍ରମ ଆଇନ ଏଥର ମ୍ୟାନେଜରଙ୍କ ହାକିମାତି ଶେଷ

ଜୁଲାଇ 1 ତାରିଖରୁ ଦେଶରେ ନୂଆ ଶ୍ରମ ଆଇନ ଲାଗୁ ହେବାକୁ ଯ଼ାଉଛି । ଏହାଦ୍ବାରା ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ କିଛି ନୂଆ ନିୟମ ଲାଗୁ ହେବ। ଯ଼େଉଁଥିରେ ଆପଣଙ୍କ ପାଇଁ ଅନେକ କିଛି ଜାଣିବାର ଅଛି। ଏହା ନୂଆ ନିୟମ ଲାଗୁ ହେଲେ କର୍ମଚାରୀଙ୍କ କାର୍ଯ଼୍ୟକ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ବିଶେଷ କରି କର୍ମଚାରୀଙ୍କ ଦୈନିକ କାର୍ଯ଼୍ୟ ସମୟ, ସେମାନଙ୍କର ଇପିଏଫ, ସେମାନଙ୍କର ଦରମା, ଗ୍ରାଚ୍ୟୁଟି,  ଆଦି…

Read More

ଅଳିଆ ଗଦାରେ ହଜିଗଲାଣି ହସ୍ପିଟାଲ

ଏଇଠୁ  ଆରମ୍ଭ ହେବା କଥା ସ୍ବଚ୍ଛ ଭାରତ ଅଭିଯ଼ାନ। ନେତାଙ୍କ ଫଟୋ ସାଙ୍ଗକୁ ଅଳିଆ ଫଟୋ ବି ଚିକଚିକ ଦିଶନ୍ତା  ଏସବୁ ଫଟୋକୁ ଦେଖିବା ପରେ ଆପଣ କେବେବି କହିପାରିବେନି ଏହା ଏକ ହସ୍ପିଟାଲ କିମ୍ବା ଏହାର ନିକଟବର୍ତ୍ତୀ ସ୍ଥାନ । କିନ୍ତୁ ଏହା ହସ୍ପିଟାଲର  ଅଳିଆ ଗଦା।  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଛି ଯକ୍ଷ୍ମା ୱାର୍ଡ ଓ ଏହା ନିକଟରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟାଳୟ । ମେଡ଼ିକାଲ ପରିସରରେ ଏଭଳି ଅଳିଆ…

Read More