Admin

ପିଲାଙ୍କୁ ମାଡ଼ ମାରି ସିଧା କରିବା ଚେଷ୍ଟା କରନ୍ତୁନି, ବେଶୀ କ୍ଷତି

ସ୍କୁଲରେ ହେଉ କିମ୍ବା ଘରେ ପିଲାଙ୍କୁ ଯ଼ଦି ମାଡ଼ ମାରୁଛନ୍ତି ଏବଂ ଏହାଦ୍ବାରା ପିଲାର ଆଚରଣରେ ସୁଧାର ଆସିବ ବୋଲି ଆଶା ରଖୁଛନ୍ତି ତେବେ ଆପଣଙ୍କ ଭାବନାରେ କିଛି ତ୍ରୁଟି ରହିଛି । ଏକଥା ଆମେ କହୁନୁ ଏକ ବିଶ୍ବସ୍ତରୀୟ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଛୋଟଛୋଟ ପିଲାଙ୍କୁ ମାଡ଼ ମାରି ସୁଧାରିହେବନାହିଁ । ବରଂ ଏହାଦ୍ବାରା ପିଲାମାନେ ଅଧିକ ବିଗିଡ଼ିଯାଇଥାନ୍ତି। ଏବଂ ସେମାନଙ୍କ ଆଚରଣ ଅଧିକ ଉଗ୍ର ଏବଂ ଅଧିକ ଅସାମାଜିକ ହୋଇଥାଏ। ସାଧାରଣରେ ଛୋଟ…

Read More

ମାଲାଇକାଙ୍କ ଫିଟନେସ ମନ୍ତ୍ର କେମିତି ବଢ଼ାଇବେ ଅଭ୍ୟାସ

47 ବର୍ଷ ବୟସରେ ଅଭିନେତ୍ରୀ ମାଲାଇକା ଆରୋରା କେମିତି ଏତେ ଫିଟ୍ ଆଣ୍ଡ ଫାଇନ ରହୁଛନ୍ତି ତାହା ସବୁବେଳେ ତାଙ୍କୁ ପ୍ରଶ୍ନ ହୁଏ । ଏବେ କିନ୍ତୁ ଆପଣଙ୍କ ପାଇଁ ମାଲାଇକା ତାଙ୍କ ଫିଟନେସର ମନ୍ତ୍ର ବତେଇଛନ୍ତି । ତାଙ୍କ କହିବା ଅନୁସାରେ ଆଦୌ କଷ୍ଟକର ବ୍ୟୟାମ ଘରେ କରନ୍ତୁ ନାହିଁ। ଏହାଦ୍ବାରା ଆପଣ ଥକିପଡ଼ିବେ ଏବଂ ଆଗ୍ରହ ବି କମି ଯିବ। ତେଣୁ ଅତି ସରଳ ଏକସରସାଇଜ କରିବା ଲାଗି ଟିପସ ଦେଇଛନ୍ତି ମାଲାଇକା। ନିଜର…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମ୍ବ ଉପହାର – ଏଥର ବାଂଲାଦେଶରୁ

“ମୋତେ ଆମ୍ବ ଖାଇବାକୁ ଭାରି ଭଲ ଲାଗେ”, ଅକ୍ଷୟ କୁମାରଙ୍କୁ ଏକ ଇଣ୍ଟରଭ୍ୟୁ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଦା ଏହା କହିଥିଲେ। ସେ କହିଥିଲେ ଯେ “ଆମ୍ବ କାଟିକି ନୁହେଁ ସିଧା ଗୋଟା ଖାଇବାକୁ ମୋତେ ଭଲ ଲାଗେ।” ଆଉ ଏବେ ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମ୍ବ ଉପହାର ବଢ଼ିଚାଲିଛି । ଆମ୍ବ କଥା କହିବା ବେଳକୁ ଆପଣ ନିଶ୍ଚୟ ମନେ ପକାଇ ସାରିବେଣି ଯେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

Read More

ଅନଲାଇନ ପାଠପଢ଼ା ନାଁରେ କଣ ଚାଲିଛି ନଜର ରଖନ୍ତୁ- ଜାଣିବା ଜରୁରୀ

ମହାମାରୀ ସମୟରେ ସ୍କୁଲ ବନ୍ଦ । ବିନା ପରୀକ୍ଷାରେ ବି ଏବର୍ଷ ମାଟ୍ରିକରେ ଭଲ ମାର୍କ ଅମଳ ହୋଇଛି। ଏଭଳି ସମୟରେ ପିଲାଙ୍କ ସମୟ ବିତୁଛି ପବଜି ଓ ଫ୍ରି ଫାୟାରରେ । ଭାରତରୁ ବ୍ୟାନ ହୋଇଥିବା ପବଜି ନିକଟରେ ପୁଣି ବୁଲେଇ ବଙ୍କେଇ ଏଣ୍ଟ୍ରି ମାରିଛି। ପୂରା ଦେଶୀ ଭର୍ସନରେ ଆସିଛି ବ୍ୟାଟଲ ଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ ।  ଯେଉଁମାନେ ପୂର୍ବରୁ ପବଜିରେ ରେଜିଷ୍ଟ୍ରି କରିଥିଲେ ସେମାନଙ୍କୁ ବିନା କଷ୍ଟରେ ଏହା ଉପଲବ୍ଧ ହୋଇଯାଉଛି ।…

Read More

ଟୁଆଁଟୁଇଁ ଦେଖିବା ବେଳକୁ ବାଘମାମୁ କୂଅରେ-(Watch)

    ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଟୁଆଁଟୁଇଁ ଗପ ସମସ୍ତଙ୍କ ପ୍ରିୟ । ପିଠା ଖାଇବାକୁ ଆସି ବାଘମାମୁ କୂଅରେ ପଡ଼ିବା ଗପରେ ଆମେ ତାଳିମାରିଛେ। ଏବେ କିନ୍ତୁ ସେମିତି ଏକ ଭିଡିଓ ଆସିଛି ଆସାମରୁ। କୂଅରେ ପାଣି ଭିତରେ ପଡ଼ିଛି ଏକ ଚିତାବାଘ। ବାଘଟି କୂଅ ଭିତରୁ ଗର୍ଜନ ତର୍ଜନ କରୁଛି। 20 ଫୁଟ ଗଭୀର କୂଅ ଭିତରେ ବାଘଟି ପଡ଼ିଯ଼ାଇଥିବା ଦେଖାଯ଼ାଇଥିଲା। ଘଟଣା ହେଉଛି ଆସାମର ଗରଭଙ୍ଗା ବନାଞ୍ଚଳର ମାଧବନଗର ।   ଗାଁ…

Read More

ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ : ଅସନ୍ତୁଷ୍ଟଙ୍କୁ ସୁଯୋଗ ନା ଚେତାବନୀ

      ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ଯ଼େଉଁଭଳି ଢଙ୍ଗରେ ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାକୁ ଓହ୍ଲାଇଲେ, ଫଳ ପ୍ରକାଶନକୁ ନେଇ ଅସନ୍ତୋଷ ଜାହିର କଲେ ତାକୁ ନେଇ ସବୁଆଡ଼େ ଖୁବ ଚର୍ଚ୍ଚା ଲମ୍ବିବାରେ ଲାଗିଥିଲା । ଛାତ୍ରଛାତ୍ରୀଙ୍କ ମାଟ୍ରିକ ଫଳ ନିର୍ଣ୍ଣୟ କରାଯ଼ିବାରେ ଯ଼ଥେଷ୍ଟ ସତର୍କତା ଅବଲମ୍ବନ କରାଯ଼ାଇଛି ଏବଂ କୌଣସି ତ୍ରୁଟି ହୋଇନାହିଁ ବୋଲି ବୋର୍ଡ ପକ୍ଷରୁ ବାରମ୍ବାର ସ୍ପଷ୍ଟୀକରଣ ଦିଆଯ଼ିବା ସତ୍ତ୍ବେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସେମାନଙ୍କ ସ୍ବର ନରମ…

Read More

ରାଷ୍ଟ୍ରପତି କେତେ ଦରମା ପାଆନ୍ତି, କେତେ ଟ୍ୟାକ୍ସ ଦିଅନ୍ତି ?

ରାଷ୍ଟ୍ରପତି କେତେ ଦରମା ପାଉଥିବେ ? ସାଙ୍ଗସାଥୀଙ୍କ ସହିତ ଏହି ପ୍ରସଙ୍ଗରେ ନିଶ୍ଚୟ ଆପଣ ଆଲୋଚନା କରିଥିବେ । ନଗର ବିଜ୍ଞାନ ବହିରେ ଯ଼ାହା ପଢ଼ିଥିଲେ ସେ ଜ୍ଞାନକୁ ମନେ ପକାଉଥିବେ । ତେବେ ରାଷ୍ଟ୍ରପତି କେତେ ଦରମା ପାଉଛନ୍ତି ତାହା ନିଜେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସ୍ପଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ସେ କେତେ ଦରମା ପାଆନ୍ତି ଏବଂ କେତେ ସେଥିରୁ ଟ୍ୟାକ୍ସ ଦିଅନ୍ତି ଏହା ମଧ୍ୟ ସର୍ବସାଧାରଣରେ ପ୍ରକାଶ କରିବାରେ…

Read More

ଦେଖନ୍ତୁ – କାହିଁକି ଏହି ମହିଳାଙ୍କୁ ୱିମ୍ବେଲଡନରେ ସମସ୍ତେ ତାଳି ମାରି ଧନ୍ୟବାଦ ଦେଉଥିଲେ-ଆପଣ ବି ଦେବେ

ବର୍ଷା ଖରା ଲୁଚକାଳି ଭିତରେ ଆରମ୍ଭ ହୋଇଛି ୱିମ୍ବେଲଡନ ଟେନିସ ମୁକାବିଲା। ପ୍ରଥମ ଦିନରେ ଡିଫେଣ୍ଡିଙ୍ଗ ଚାମ୍ପିୟନ ନୋଭାକ ଜୋକୋଭିକ ଏବଂ ଆଣ୍ଡି ମୁରେଙ୍କ ମଧ୍ୟରେ ହୋଇଥିଲା ଦମଦାର ମୁକାବିଲା। ଗ୍ୟାଲେରିରେ ବି ଦର୍ଶକ ଖଚାଖଚ ଥିଲେ। ତେବେ ପ୍ରଥମ ଦିନରେ ଦର୍ଶକମାନେ ତାଳିମାରି ଯ଼ାହାଙ୍କୁ ସବୁଠାରୁ ଅଧିକ ଉତ୍ସାହିତ କରିଥିଲେ ସେ କୋର୍ଟରେ ଖେଳୁନଥିଲେ ବରଂ କୋର୍ଟ ବାହାରେ ଥିଲେ । ସେ ବି ଥିଲେ ଜଣେ ମହିଳା। ଗ୍ୟାଲେରିରେ ସମସ୍ତେ ଠିଆ ହୋଇ ଏହି…

Read More

ସୁନା ଝିଅ ଦୀପିକା କୁମାରୀ – ସ୍ବାମୀଙ୍କ ସହ ଧନୁତୀର ଖେଳି, ମାରିଲେ ବାଜି

ସୁପରଷ୍ଟାର ଭାରତୀୟ ଆଥଲେଟ ଦୀପିକା କୁମାରୀ ହ୍ୟଟ୍ରିକ ଗୋଲ୍ଡ ଜିଣି ଭାରତକୁ ଗୌରବାନ୍ବିତ କରିଛନ୍ତି । ପ୍ୟାରିସରେ ଚାଲିଥିବା ବିଶ୍ବକପ ଆର୍ଚେରୀ (ଧନୁଚାଳନା) ଷ୍ଟେଜ 3 ବିଶ୍ବକପରେ ଦୀପିକା ତିନି ତିନି ଥର ସଫଳତା ଅର୍ଜନ କରିଛନ୍ତି। ପ୍ରଥମେ ମହିଳା ଏକକ ରିକର୍ଭ ଇଭେଣ୍ଟରେ ଦୀପିକା ସ୍ବର୍ଣ୍ଣ ଜିଣିଥିଲେ । ଏହାପରେ ମିକ୍ସଡ ଇଭେଣ୍ଟରେ ପତି ଅତନୁ ଦାସଙ୍କ ସହିତ ମିଶି ମଧ୍ୟ ସେ ସ୍ବର୍ଣ୍ଣ ଜିଣିଥିଲେ। ଉଭୟ ନେଦରଲ୍ୟାଣ୍ଡସର ଜେଫ ଭ୍ୟାନ ଡେନ ବର୍ଗ ଏବଂ…

Read More