ପୁରୁଷ ଏବଂ ମହିଳାମାନଙ୍କଠାରେ ହୃଦଘାତର ଲକ୍ଷଣ ଭିନ୍ନ, ଜାଣନ୍ତୁ ମହିଳାମାନଙ୍କ ଠାରେ ଦେଖା ଯାଉଥିବା ହୃଦଘାତର ଲକ୍ଷଣ
ଭୁବନେଶ୍ଵର, ୧୦/୦୩ : ଖରାପ ଜୀବନଶୈଳୀ ଏବଂ ଅନ୍ୟାନ୍ୟ କାରଣରୁ ଆଜିକାଲି ହୃଦଘାତ ଏକ ଗୁରୁତର ସମସ୍ୟା ପାଲଟିଛି । ଅନ୍ୟାନ୍ୟ ରୋଗ ପରି ହୃଦଘାତର ମଧ୍ୟ ଲକ୍ଷଣ ରହିଥାଏ। କେବଳ ସେଗୁଡିକୁ ଚିହ୍ନିବା ଆବଶ୍ୟକ। ଆପଣ ଜାଣନ୍ତି କି ପୁରୁଷ ଏବଂ ମହିଳାମାନଙ୍କଠାରେ ହୃଦଘାତର ଲକ୍ଷଣ ଭିନ୍ନ ହୋଇଥାଏ? ଯଦି ଉଚିତ୍ ସମୟରେ ସେଗୁଡିକ ଉପରେ ଧ୍ୟାନ ଦିଆଯାଏ, ତେବେ ଗମ୍ଭୀର ସମସ୍ୟାକୁ ଏଡ଼େଇ ଦିଆଯାଇପାରେ। ତେବେ ଆସନ୍ତୁ ଜାଣିବା ମହିଳାଙ୍କଠାରେ ହୃଦଘାତର ଲକ୍ଷଣ କଣ……
