Blog

ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କର ପରଲୋକ

ଭୁବନେଶ୍ୱର, ୦୬/୦୨ : ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମା’ ତଥା ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କର ସୋମବାର ଏଠାରେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଶ୍ରୀମତୀ ନାୟକ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କର ପତ୍ନୀ ଥିଲେ । ବିବାହ…

Read More

ହେଲିକପ୍ଟର ଯୋଗେ ଶାଶୁ ଘରକୁ ଆସିଲେ କନ୍ୟା

ହରିୟାଣା, ୦୫/୦୨ : ହରିୟାଣାର ରେୱାଡିରେ ଜଣେ ଯୁବକ ତାଙ୍କ ବାହାଘରରେ ହେଲିକପ୍ଟର ଯୋଗେ କନ୍ୟାଙ୍କ ଗାଁରେ ପହଞ୍ଚିଛନ୍ତି । ଏଥିସହ କନ୍ୟାଙ୍କୁ ହେଲିକପ୍ଟର ଯୋଗେ ଘରକୁ ଆଣିବା ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ରେୱାଡି ଜିଲାର ଜୈନାବାଦ ନିବାସୀ ରାମ କୱାର ପଟୱାରୀଙ୍କ ପୁଅ ଦିକେଶ ଜଣେ ବ୍ୟବସାୟୀ । ଦିକେଶଙ୍କ ବାହାଘର ନିକଟ ଗ୍ରାମରେ ସ୍ଥିର ହୋଇଥିଲା । ଦିକେଶ ଯାହାଙ୍କୁ ବିବାହ କରିବେ ତାଙ୍କୁ ହେଲିକପ୍ଟର ଯୋଗେ ଘରକୁ ଆଣିବେ ବୋଲି…

Read More

କେନ୍ଦ୍ର ବଜେଟ୍‌ରେ ମହିଳାଙ୍କୁ ସମ୍ମାନ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଲାଗି ୨୫,୪୪୮ କୋଟି ଟଙ୍କା ଆବଣ୍ଟନ

ଭୁବନେଶ୍ଵର, ୦୨/୦୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏଥିରେ ମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ଫୋକସ୍‌ ଦିଆଯାଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଲାଗି ୨୫,୪୪୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପୂର୍ବ ବଜେଟ୍‌ ତୁଳନାରେ ଏହା ୨୬୭ କୋଟି ଟଙ୍କା ଅଧିକ । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନରେ ଗ୍ରାମୀଣ ମହିଳାମାନଙ୍କୁ…

Read More

ପ୍ରଥମ ଭାରତୀୟ ମହିଳା ଅନ୍ତରୀକ୍ଷ ଯାତ୍ରୀ କଳ୍ପନା ଚାୱଲା, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ, ୦୧/୦୨ : ଅନ୍ତରୀକ୍ଷକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ମହିଳା କଳ୍ପନା ଚାୱଲା। ଆଜି ତାଙ୍କର ପୁଣ୍ୟତିଥି। ୨୦୦୩ରେ ତାଙ୍କର ପରଲୋକ ହୋଇଥିଲା। କଲମ୍ଵିଆ ସ୍ପେସ୍ ଶଟଲ ଉଡ଼ାଣ ସମୟରେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଥିଲା। ହରିୟାଣାର କରନାଲରେ ୧୯୬୨ ମସିହା ମାର୍ଚ୍ଚରେ ୧୭ରେ ଜନ୍ମଗ୍ରହଣ କରିଥିଲେ କଳ୍ପନା ଚାୱଲା। ତାଙ୍କ ପିତାଙ୍କ ନାମ ବନାରସି ଲାଲ ଚାୱଲା ଏବଂ ମାତା ସଂଜ୍ୟୋତି ଚାୱଲା। କରନାଲରେ ସେ ତାଙ୍କର ଶିକ୍ଷା ଆରମ୍ଭ କରିଥିଲେ। ପିଲାଦିନର…

Read More

ଆଜି ମହିଳା ଆୟୋଗର ୩୧ତମ ପ୍ରତିଷ୍ଠା ଦିବସ, ପ୍ରଥମ ଅଧ୍ୟକ୍ଷ ଥିଲେ ଜଣେ ଓଡ଼ିଆ 

ନୂଆଦିଲ୍ଲୀ, ୩୧/୦୧ : ଭାରତରେ ମହିଳାଙ୍କ ସ୍ଥିତି ମଜବୁତ କରିବା ପାଇଁ ଏବଂ ସେମାନଙ୍କର ଅଧିକାର ସଂରକ୍ଷଣ କରିବା ପାଇଁ ରାଷ୍ଟ୍ରୀୟ ମହିଳା ଆୟୋଗ କାର୍ଯ୍ୟରତ। ଜାନୁଆରୀ ୩୧ରେ ମହିଳା ଆୟୋଗର ସ୍ଥାପନା ହୋଇଥିଲା। ଏହି ସଂସ୍ଥା ମହିଳାଙ୍କ ସାମ୍ବିଧାନିକ ଏବଂ ଆଇନଗତ ଅଧିକାର ସଂରକ୍ଷଣର ସମୀକ୍ଷା କରେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୩୧ ତାରିଖରେ ରାଷ୍ଟ୍ରୀୟ ମହିଳା ଆୟୋଗର ୩୧ତମ ସ୍ଥାପନା ଦିବସ କାର୍ଯ୍ୟକ୍ରମରେ ସମ୍ଵୋଧିତ କରିଛନ୍ତି। ସଶକ୍ତ ନାରୀ ସଶକ୍ତ…

Read More

ବାଇକ୍ ରାଇଡର ଗରିମା କପୁର, ବୁଲେଟ୍ ଧରି ବାହାରିଲେ ପୁଅମାନେ ବି କରନ୍ତି ସଲାମ୍…

ଲକ୍ଷ୍ନୌ, ୨୭/୦୧ : ଚର୍ଚ୍ଚାରେ ଲକ୍ଷ୍ନୌର ବୁଲେଟ୍ ରାଣୀ। ଯେତେବେଳେ ସେ ବାଇକ୍ ଧରି ରାସ୍ତାକୁ ବାହାରନ୍ତି ସେତେବେଳେ ପୁଅମାନେ ବି ତାଙ୍କୁ ସଲାମ୍ କରନ୍ତି। ତାଙ୍କ ସହ ସେଲଫି ନେବାକୁ ଲାଗେ ଲୋକଙ୍କ ଧାଡ଼ି। ସେ ହେଉଛନ୍ତି ଲକ୍ଷ୍ନୌର ଗରିମା କପୁର। ଲକ୍ଷ୍ନୌର ଝିଅମାନଙ୍କ ପାଇଁ ସେ ପାଲଟିଛନ୍ତି ଆଇକନ୍। ତାଙ୍କୁ ଲୋକମାନେ ଲକ୍ଷ୍ନୌର ଗାର୍ଲ ବାଇକ୍ ରାଇଡର ବୋଲି ମଧ୍ୟ କୁହନ୍ତି। ସେ କେବଳ ନିଜେ ବୁଲେଟ୍ ଚଳାନ୍ତିନି ଝିଅମାନଙ୍କୁ ବାଇକ୍ ଓ ବୁଲେଟ୍…

Read More

ଶିକ୍ଷୟିତ୍ରୀରୁ ଜଣେ ସଫଳ ରାଜନୀତିଜ୍ଞ, ଜାଣନ୍ତୁ ମାୟାବତୀଙ୍କ କାହାଣୀ…

ନୂଆଦିଲ୍ଲୀ, ୨୫।୦୧ : ଭାରତୀୟ ରାଜନୀତିରେ ପୁରୁଷଙ୍କ ଭଳି ମହିଳାଙ୍କର ରହିଛି ସକ୍ରିୟ ଭୂମିକା। ଦେଶର ରାଷ୍ଟ୍ରପତିଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଭୂମିକାରେ ଅଛନ୍ତି ମହିଳା। ଏହି ଶକ୍ତିଶାଳୀ ମହିଳା ରାଜନୀତିଜ୍ଞଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ସେ ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ। ତେବେ ଆପଣ ଜାଣିଛନ୍ତି କି ? ମାୟାବତୀଙ୍କ ପରିବାରରେ କେହିବି ରାଜନୈତିକ ପୃଷ୍ଠଭୂମିରୁ ନଥିଲେ। ସେ ଏକ ସାଧାରଣ ପରିବାରରୁ ଥିଲେ।…

Read More

ଶୀତ ଦିନେ ବଗିଚାରେ ଲଗାନ୍ତୁ ଏହି ସବୁ ଫୁଲ ଗଛ, ବୃଦ୍ଧି ହେବ ଆପଣଙ୍କ ଘରର ସୌନ୍ଦର୍ଯ୍ୟ 

ଭୁବନେଶ୍ଵର, ୨୪/୦୧ : ଘରକୁ ସୁନ୍ଦର କରିବାକୁ ତିଆରି କରନ୍ତୁ ବଗିଚା। ଏହା ଦ୍ଵାରା ଘରର ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଆପଣଙ୍କୁ ମିଳିବ ସକାରାତ୍ମକ ଉର୍ଜା। ଏବେ ଶୀତ ଦିନ ହୋଇଥିବାରୁ ଆପଣ ଆପଣଙ୍କ ଘରେ ବିଭିନ୍ନ ଶୀତ ଦିନିଆ ଫୁଲ ଗଛ ଲଗାଇ ପାରିବେ। ଏହି ସବୁ ଫୁଲ ଗଛ ଚାରା ଆପଣଙ୍କୁ ଯେକୌଣସି ନର୍ସରୀରୁ ମଧ୍ୟ ମିଳିବ। ଆଷ୍ଟର- ଏହି ଫୁଲ ଗଛକୁ ଖୁବ୍ କମ୍ ଯତ୍ନ ନେବାକୁ ପଡ଼େ। ଏହି…

Read More

ଚର୍ମ ଓ କେଶ ପାଇଁ ଲାଭଦାୟକ ଚାଉଳ ପାଣି

ନୂଆଦିଲ୍ଲୀ ୨୨/୦୧ : ଆମ ରୋଷେଇ ଘରେ ଥିବା ଅନେକ ଜିନିଷ ଖାଦ୍ୟ ପ୍ରସ୍ତୁତ ବ୍ୟତୀତ ବିଭିନ୍ନ ଉପାୟରେ ବ୍ୟବହୃତ ହୁଏ। ଅନେକ ଥର, ସୂଚନା ଅଭାବରୁ, ଆମେ ଉପକାରୀ ଜିନିଷ ମଧ୍ୟ ଫିଙ୍ଗି ଦେଇଥାଉ। ଏଥି ମଧ୍ୟରୁ ଗୋଟିଏ ହେଉଛି ଚାଉଳ ପାଣି। ଅନେକ ଥର ଲୋକମାନେ ଏହାକୁ ଫୋପାଡି ଦିଅନ୍ତି କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଦୀର୍ଘ ଦିନ ଧରି ଜାପାନରେ ଚାଉଳ ପାଣି ଅନେକ ଉପାୟରେ ବ୍ୟବହୃତ ହୋଇଆସୁଛି। ସ୍ୱାସ୍ଥ୍ୟ…

Read More

ଆପଣଙ୍କ ହୃଦୟକୁ ସୁସ୍ଥ ରଖେ ଏହି ସବୁ ଖାଦ୍ୟ, ଜାଣନ୍ତୁ…

ଭୁବନେଶ୍ୱର, ୨୧/୦୧ : ହୃଦଘାତ ଏବେ ଏକ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ହୃଦଘାତରେ ଶିକାର ହୋଇ ଅକାଳରେ ବହୁ ଜୀବନ ଚାଲିଯାଉଛି। ସବୁବେଳେ ଫିଟନେସ୍‌କୁ ଗୁରୁତ୍ୱ ଦେଉଥିବା ସେଲିବ୍ରିଟି ବି ଏଥିରୁ ବାଦ ପଡ଼ୁ ନାହାନ୍ତି। ନିକଟ ଅତୀତରେ ପୁନୀତ ରାଜକୁମାର, କେକେ, ସିଦ୍ଧାର୍ଥ ଶୁକ୍ଳାଙ୍କ ପରି ସେଲିବ୍ରିଟି ହୃଦଘାତର ଶିକାର ହୋଇ ପ୍ରାଣ ହରାଇ ସାରିଛନ୍ତି। ଏବେ ପ୍ରସିଙ୍ଗ କମେଡିଆନ ରାଜୁ ଶ୍ରୀବାସ୍ତବ ହୃଦଘାତର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ…

Read More