Blog

ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୩, ନବବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର, ୦୧/୨୩ : ସମୟର ଟିକଟିକ୍ ଶବ୍ଦ ସହ ସରିଯାଇଛି ପୁରୁଣା ବର୍ଷ, ବିଦାୟ ନେଇଛି ୨୦୨୨ । ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୩ । କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା। ସମସ୍ତଙ୍କ ମନରେ ଆନନ୍ଦର ଲହରୀ। ନୂଆ ବର୍ଷରେ ନୂଆ ଆରମ୍ଭ କରିବାକୁ ସମସ୍ତଙ୍କ ମନରେ ଉଦ୍ଦୀପନା। ତେବେ ଚାଲନ୍ତୁ ଉତ୍ସାହର ସହ ନବବର୍ଷକୁ ସ୍ବାଗତ କରିବା। ସମସ୍ତ ପାଠକ ପାଠିକାମାନଙ୍କୁ ନବବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ…

Read More

୨୦୨୨ରେ ମହିଳାଙ୍କ ହକ୍‌ରେ ଆସିଛି ବହୁ ବଡ଼ ନିଷ୍ପତ୍ତି, ନାରୀ ଶକ୍ତିର ବର୍ଷ ଥିଲା ୨୦୨୨

ନୂଆଦିଲ୍ଲୀ, ୩୧/୧୨ : ମହିଳା ସଶକ୍ତିକରଣ ପାଇଁ ଭାରତ ସରକାର, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଲଗାତର ପ୍ରୟାସରତ ଅଛନ୍ତି। ଏତଦ୍ ସତ୍ତ୍ଵେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଆଜି ବି ମହିଳା ଉପେକ୍ଷିତ। ଲିଙ୍ଗଗତ ଭେଦଭାବ ଏବଂ ଅସମାନତାର ଶିକାର ହେଉଛନ୍ତି ମହିଳା। କେତେବେଳେ ମହିଳାଙ୍କୁ କେଉଁ ମନ୍ଦିରକୁ ପ୍ରବେଶ ଅନୁମତି ମିଳୁନି ତ ଆଉ କେତେବେଳେ ସମାନ କାମ ପାଇଁ ପୁରୁଷଙ୍କ ସମାନ ବେତନ ମିଳୁନି। ତେବେ ୨୦୨୨ରେ ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ…

Read More

ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରେ ଲମ୍ବା ଏବଂ ମୋଟା କେଶ, ବ୍ୟବହାର କରନ୍ତୁ ବିଟ୍ ଟନିକ୍

ଭୁବନେଶ୍ଵର, ୨୮/୧୨ : ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରେ ଲମ୍ବା ଏବଂ ମୋଟା କେଶ । କିନ୍ତୁ ଆଜିର ଜୀବନଶୈଳୀ, ଖାଇବା ଅଭ୍ୟାସ ଏବଂ ପ୍ରଦୂଷଣ ବୃଦ୍ଧି ହେତୁ କେଶ ଅକାଳ ଧୂସର ହେବା ସହ କେଶ ଝଡ଼ିବା ସମସ୍ୟା ସୃଷ୍ଟି ହେଉଛି। ଯେଉଁଥିପାଇଁ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ତେଣୁ କେଶର ଯତ୍ନ ନେବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଏହି ରାମବାଣ ଉପାୟ। ଭିଟାମିନ୍-ଏରେ ଭରପୂର ହୋଇଥାଏ ବିଟ୍। ଯାହାକି ଆପଣଙ୍କ କେଶକୁ ଶକ୍ତି ଏବଂ ଚମକ…

Read More

ରାଜ୍ୟପାଳଙ୍କୁ ଭେଟିଲେ ରାଷ୍ଟ୍ରଦୀପର ପୂର୍ବତନ ସଂପାଦକ

ଭୁବନେଶ୍ବର- 28/12   ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ  ରାଷ୍ଟ୍ରଦୀପର ପୂର୍ଵତନ ସମ୍ପାଦକ ଓ ପ୍ରସିଦ୍ଧ ଲେଖକ ଶ୍ରୀ ଜଗବନ୍ଧୁ ମିଶ୍ର ନିଜ ଲିଖିତ ତିନିଟି ପୁସ୍ତକ ଅର୍ପଣ କରିଛନ୍ତି । ଗତକାଲି  ରାଜଭବନକୁ ଯାଇ ନିଜ ରଚିତ ତିନିଟି ପୁସ୍ତକ ଅର୍ପଣ କରିଥିଲେ। ଏହି ତିନିଟି ପୁସ୍ତକ ହେଲା ‘ପ୍ରଵନ୍ଧ ବିବିଧବର୍ଣ୍ଣା’, ‘ମହାକାଳ’, ‘ଓଡିଶାର ସନ୍ଥ ପରଂପରାରେ ସାମାଜିକ ସମରସତା’ । ଲେଖକ ଶ୍ରୀ ମିଶ୍ରଙ୍କ ସହ ରାଷ୍ଟ୍ରଦୀପର ପୂର୍ଵତନ ସମ୍ପାଦକ ଶ୍ରୀ ଶିବ ନାରାୟଣ ସିଂହ ଓ…

Read More

ବୟସ ନାମକୁ ମାତ୍ର ଏକ ନମ୍ଵର… ୭୪ ବର୍ଷୀୟା ବୃଦ୍ଧାଙ୍କ ପ୍ରେମରେ ୨୩ ବର୍ଷୀୟା ଯୁବତୀ

ନୂଆଦିଲ୍ଲୀ, ୨୬/୧୨ : ୭୪ ବର୍ଷୀୟା ବୃଦ୍ଧାଙ୍କ ପ୍ରେମରେ ପଡ଼ିଲେ ୨୩ ବର୍ଷୀୟା ଯୁବତୀ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଦୁହିଁଙ୍କ ପ୍ରେମ କାହାଣୀ। ଅତ୍ୟଧିକ ବୟସ ଗ୍ୟାପ୍ ଏବଂ ସମଲିଙ୍ଗୀ ହୋଇଥିବା କାରଣରୁ ହେଉଛନ୍ତି ସମାଲୋଚନାର ଶୀକାର। ତେବେ ଏହି ସମାଲୋଚନା ଦ୍ଵାରା କୌଣସି ଫରକ ପଡୁନଥିବା କହିଛନ୍ତି ୨୩ ବର୍ଷୀୟା କାୟଲ ଏନ୍। କାୟଲ ଏନ୍ ଟିକ୍‌ଟକ୍ ଭିଡିଓ ମାଧ୍ୟରେ ତାଙ୍କର ପାର୍ଟନରଙ୍କ ବିଷୟରେ କହିଛନ୍ତି। ଏହି ଭିଡିଓରେ ସେ ତାଙ୍କ ପାର୍ଟନରଙ୍କ ବିଷୟରେ…

Read More

ଚଳିତ ବର୍ଷର ଚର୍ଚ୍ଚିତ ଭାରତୀୟ ମହିଳା, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ଵର, ୨୫/୧୨ : କିଛି ଭଲ ଏବଂ ଖରାପ ସ୍ମୃତି ଛାଡ଼ି ବିଦାୟ ନେବ ୨୦୨୨। ବର୍ଷର ଆରମ୍ଭ କରୋନା ଭାଇରସ୍ ଡରରେ ଆରମ୍ଭ ହୋଇଥିଲା ଏବଂ ବର୍ଷର ପ୍ରଥମ ଦିନରେ ବୈଷ୍ଣୌଦେବୀ ମନ୍ଦିରରେ ଦଲାଚକଟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଥିଲା। ଏହି କ୍ରମରେ କିଛି ଭଲ ଏବଂ ଖରାପ ଘଟଣାକୁ ନେଇ ୨୦୨୨ କଟିଗଲା। ରାଜନୈତିକ କ୍ଷେତ୍ର ଠାରୁ ନେଇ ଅର୍ଥନୈତିକ କ୍ଷେତ୍ର ପର୍ଯ୍ୟନ୍ତ ଏବଂ ମନୋରଞ୍ଜନ ଜଗତ ଠାରୁ ନେଇ କ୍ରୀଡ଼ା ଜଗତ ପର୍ଯ୍ୟନ୍ତ…

Read More

ଗାଁର ରୂପରେଖ ବଦଳାଇଦେଲେ ମହିଳା ସରପଞ୍ଚ, ୭୦ ରୁ ୭୫ ପ୍ରତିଶତ ପ୍ଲାଷ୍ଟିକ ମୁକ୍ତ ଗାଁ 

ନୂଆଦିଲ୍ଲୀ, ୨୩/୧୨ : ଗାଁର ରୂପରେଖ ବଦଳାଇଦେଲେ ମହିଳା ସରପଞ୍ଚ। ପ୍ଲାଷ୍ଟିକ ମୁକ୍ତ ହେଲା ଗାଁ। ଏବେ ସବୁଠି ପରିଷ୍କାର ପରିଚ୍ଛନ୍ନତା। କଚରା ଉଠାଇବା ପାଇଁ ଗାଁରେ ତିଆରି ହୋଇଛି ପ୍ଲାଷ୍ଟିକ ବ୍ୟାଙ୍କ। ଉତ୍ତର ପ୍ରଦେଶର ରାଜପୁରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର। ରାଜସ୍ଥାନର ଜନ୍ମିତ ପ୍ରିୟଙ୍କା ତିୱାରୀଙ୍କ ବିବାହ ୨୦୧୯ରେ ହୋଇଥିଲା। ବିବାହ ପରେ ସେ ଉତ୍ତର ପ୍ରଦେଶର ଏକ ଗ୍ରାମ ରାଜପୁରରେ ରହୁଥିଲେ। ଏହି ସମୟରେ ସେ ଗାଁରେ ଥିବା ବିଭିନ୍ନ ସମସ୍ୟାକୁ ନେଇ…

Read More

ଅକ୍ଷମରୁ ସକ୍ଷମ ହୋଇଛନ୍ତି ରାଧିକା, ଆତ୍ମନିର୍ଭର କଲା କାଗଜ କଣ୍ଢେଇ

ନୂଆଦିଲ୍ଲୀ, ୨୨/୧୨ : ଆତ୍ମନିର୍ଭର କଲା କାଗଜ ଗୁଡିୟା। ତାମିଲନାଡୁ କୋୟମ୍ଵଟୁରର ୨୩ ବର୍ଷୀୟା ରାଧିକା ଜେଏ କାଗଜରେ କଣ୍ଢେଇ ତିଆରି କରି ଆତ୍ମନିର୍ଭର ହୋଇପାରିଛନ୍ତି। ସେ ଅକ୍ଷମ ହୋଇଥିଲେ ମଧ୍ୟ ସକ୍ଷମ ହୋଇପାରିଛନ୍ତି। ତାଙ୍କୁ ୫ ବର୍ଷ ବୟସ ହୋଇଥିବା ବେଳେ ସେ ଏକ ଗମ୍ଭୀର ରୋଗରେ ପୀଡିତ ହୋଇଥିଲେ। ଯାହାଫଳରେ ପାଠପଢା ଶେଷ କରିପାରି ନଥିଲେ। ହେଲେ ତାଙ୍କର ଅନ୍ତଃନିହିତ କଳା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ସେ ଏବେ ଘରେ ବସି…

Read More

ଚାଷୀଙ୍କ ପାଇଁ ମଞ୍ଜି ବୁଣିବା ଯନ୍ତ୍ର ତିଆରି କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲଶକ୍ତି ପୁରସ୍କାର ପାଇଛନ୍ତି ଏହି ବାଳକ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ, ୨୦/୧୨ : କୁହନ୍ତି ଚାଷ କାମ ଯାହାର କେଡ଼େ ସୁଖ ତାହାର। ହେଲେ ଆପଣ ଜାଣନ୍ତି କି ଏହି କୃଷି କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଚାଷୀମାନେ ପ୍ରତି ବର୍ଷ ବନ୍ୟା, ବାତ୍ୟା ଏବଂ ମରୁଡ଼ି ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏଥିପାଇଁ ଚାଷ କାର୍ଯ୍ୟ ପାଇଁ ଉପଯୋଗୀ ବିଭିନ୍ନ ପ୍ରକାରର ମେସିନ୍ ଚାଷୀମାନେ କିଣିପାରନ୍ତି ନାହିଁ। ତେବେ ଚାଷୀମାନଙ୍କର ଏହି ସମସ୍ୟା ଦୂର କରିବା ପାଇଁ ଜଣେ ୧୬…

Read More

ଗୌରୀ ସାୱନ୍ତ କିଏ ? ଜଣେ କିନ୍ନରଙ୍କ ଜୀବନୀକୁ ନେଇ ପ୍ରେରିତ ସୁସ୍ମିତା ସେନଙ୍କ ସିରିଜ୍ ‘ତାଲି’

ନୂଆଦିଲ୍ଲୀ, ୨୦/୧୨ : ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଗୌରୀ ସାୱନ୍ତଙ୍କ ଜୀବନୀ ଉପରେ ଆଧାରିତ ସୁସ୍ମିତା ସେନଙ୍କ ସିରିଜ୍ ‘ତାଲି’। ମରାଠୀ ଫିଲ୍ମ ନିର୍ମାତା ରବି ଜାଧବଙ୍କ ଦ୍ବାରା ନିର୍ମିତ ତାଲିରେ ସୁସ୍ମିତା ସେନ ଜଣେ କିନ୍ନରଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରାନ୍ସ ଅଧିକାର ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଅଧିକାରକୁ ନେଇ ଗୌରୀ କରିଥିବା ଲଢେଇକୁ ଏହି ଫିଲ୍ମରେ ଚିତ୍ରିତ କରାଯାଇଛି। ସବୁବେଳେ ଝିଅ ପିଲାମାନଙ୍କ ପୋଷାକ ପିନ୍ଧିବା ପାଇଁ ଇଛୁକ ଥିବା ଏବଂ ମାଆ…

Read More