ଚା’ ବାଗନାରେ କାମ କରୁଥିବା ଆଦିବାସୀ ମହିଳାଙ୍କୁ ଆତ୍ମନିର୍ଭର କରୁଛନ୍ତି ଶୁକ୍ଳା ଦେବନାଥ, ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ମିଳିଲା ଯୁବ ସମାଜସେବୀ ସମ୍ମାନ
ନୂଆଦିଲ୍ଲୀ, ୧୩/୦୯ : ଚା ବାଗନାରେ କାମ କରୁଥିବା ଆଦିବାସୀ ମହିଳାଙ୍କୁ ଆତ୍ମନିର୍ଭର କରୁଛନ୍ତି ସମାଜ ସେବୀ ସମାଜସେବୀ ଶୁକ୍ଳା ଦେବନାଥ। କେବଳ ସେତିକି ନୁହେଁ ପିଲାମାନଙ୍କ ମନରେ ଦେଶଭକ୍ତି ଭାବନା ଜାଗ୍ରତ କରିବା ଦିଗରେ ମଧ୍ୟ କାମ କରୁଛନ୍ତି। ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ସବୁଠୁ ଯୁବ ସମାଜସେବୀ ଭାବରେ ତାଙ୍କୁ ସମ୍ମାନିତ କରାଯାଇଛି। ପଶ୍ଚିମବଙ୍ଗ ଦାର୍ଜିଲିଂ ଅଲିପୁରଦ୍ଵାର ଜିଲ୍ଲାରେ ଶୁକ୍ଳା ଦେବନାଥଙ୍କ ଜନ୍ମ। ଚା ବାଗନାରେ କାମ କରୁଥିବା ଆଦିବାସୀ ମହିଳାଙ୍କ ଦୁଃଖ କଷ୍ଟ…
