Blog

ଜି -20 ଶିଖର ସମ୍ମିଳନୀର ସୁରକ୍ଷା ଦାୟିତ୍ଵ ନେବେ ୧୯ ମହିଳା କମାଣ୍ଡୋ

ନୂଆଦିଲ୍ଲୀ, ୦୪/୦୯ : ଜି -20 ଶିଖର ସମ୍ମିଳନୀ ଆସନ୍ତା ସେପ୍ଟେମ୍ଵର ୯ ଏବଂ ୧୦ ତାରିଖକୁ ହେବାକୁ ଯାଉଛି। ଜି -20 ଇଭେଣ୍ଟକୁ ସ୍ୱତନ୍ତ୍ର କରିବା ପାଇଁ ଭାରତରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ସମୟରେ ବିଦେଶୀ ଅତିଥିଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ସେମାନଙ୍କ ଖାଦ୍ୟ ଏବଂ ପାନୀୟ ପର୍ଯ୍ୟନ୍ତ ଠୋସ୍ ବ୍ୟବସ୍ଥା କରାଯାଇଛି। ଏହି ଶିଖର ସମ୍ମିଳନୀ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି। ସେଥିପାଇଁ ସରକାର ମଧ୍ୟ ତିନି ଦିନ ପାଇଁ…

Read More

ବିଶ୍ଵ ପ୍ରସିଦ୍ଧ ମହିଳା ମହାକାଶଚାରୀ, ଅନ୍ତରୀକ୍ଷ ଯାତ୍ରା କରି କରିଛନ୍ତି ରେକର୍ଡ…

ଭୁବନେଶ୍ଵର, ୦୨/୦୯ : ଇତିହାସର ପୃଷ୍ଠାରେ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଗଲା ୨୦୨୩ ଅଗଷ୍ଟ ୨୩। ଏହି ଦିନ ISROର ଚନ୍ଦ୍ର ମିଶନ ସଫଳ ହୋଇଛି। ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରଯାନ ମିଶନରେ ଅନେକ ମହିଳା ବୈଜ୍ଞାନିକଙ୍କ ଯୋଗଦାନ ରହିଛି। ସମଗ୍ର ବିଶ୍ୱରେ ଏପରି ଅନେକ ମହିଳା ଅନ୍ତରୀକ୍ଷ ଭ୍ରମଣକାରୀ ଅଛନ୍ତି, ଯେଉଁମାନେ ମହାକାଶ ଏବଂ ଚନ୍ଦ୍ରରେ ପହଞ୍ଚି ଦେଶ ତଥା ବିଶ୍ଵରେ ଖ୍ୟାତି…

Read More

ମୋଟା ହୋଇଯାଉଛନ୍ତି କି ? ଓଜନ କମାଏ ଶୁଣ୍ଠି

ଭୁବନେଶ୍ଵର, ୦୨/୦୯ : ଅଧିକାଂଶ ଘରେ ଖାଦ୍ୟ ପ୍ରସ୍ତୁତି ପାଇଁ ଅଦାର ବ୍ୟବହାର କରାଯାଇଥାଏ । ଅଦାକୁ ବିଭିନ୍ନ ରୂପରେ ବ୍ୟବହାର କରାଯାଏ । ଶୁଖିଲା ଅଦାକୁ ଶୁଣ୍ଠି କୁହାଯାଏ । ଶୁଣ୍ଠି ଖାଇବା ଦ୍ୱାରା ଥଣ୍ଡାକାଶ ଓ ଗଳା ଦରଜ କମିବା ସହ ପାଚନ ତନ୍ତ୍ର ସମସ୍ୟା ଦୂର ହୋଇଥାଏ । ଏହାବ୍ୟତୀତ ମୋଟାପଣ ମଧ୍ୟ କମ୍‌ ହୋଇଥାଏ । ଶୁଣ୍ଠି ଆଇରନ୍‌, ଫାଇବର, ସୋଡିୟମ୍‌, ଫେଲେଟ୍‌ ଏସିଡ୍‌, କ୍ୟାଲସିୟମ୍‌, ମ୍ୟାଗ୍‌ନେସିୟମ୍‌, ଭିଟାମିନ୍‌- ଏ, ଜିଙ୍କ୍‌…

Read More

ଓଡ଼ିଶା ପ୍ରଶାସନିକ ସେବାରେ ସେବାୟତ ସଂପ୍ରଦାୟର ପ୍ରଥମ ଝିଅ, ଜାଣନ୍ତୁ ସ୍ଵାତୀଙ୍କ କାହାଣୀ…

ପୁରୀ, ୦୧/୦୯ : ସେବାୟତ ସଂପ୍ରଦାୟର ପ୍ରଥମ ଝିଅ ଭାବେ ସେ ଓଡ଼ିଶା ପ୍ରଶାସନିକ ସେବାରେ ୫୧ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଏହି ସଂପ୍ରଦାୟରେ ରହିଛି କଠୋର କଟକଣା । ତଥାପି ସେ ସଫଳତାର ସ୍ୱାକ୍ଷର ବହନ କରିଛନ୍ତି । ତାଙ୍କ ସଫଳତାର ଫର୍ଦ୍ଦ ଯେତିକି ରୋମାଞ୍ଚକର ସେତିକି ପ୍ରେରଣାଦାୟୀ ମଧ୍ୟ । ସାଧାରଣରେ ଦେଖିବାକୁ ଗଲେ ବିବାହ ପରେ ଝିଅଟିଏ ଜଞ୍ଜାଳ ଭିତରେ ଛନ୍ଦି ହେବା ସହ ଜୀବନରେ ଆଉ କିଛି କରିବାକୁ ସାହସ…

Read More

ସ୍କୁଲରୁ ଆସିବା ପରେ ଚିଡ଼ଚିଡ଼ା ହେଉଛନ୍ତି କି ଆପଣଙ୍କ ପିଲା, ଜାଣନ୍ତୁ କିଭଳି ସମ୍ଭାଳିବେ…

ନୂଆଦିଲ୍ଲୀ, ୦୧/୦୯: ପ୍ରତି ପିଲାଙ୍କର ଅଲଗା ଅଲଗା ପ୍ରକାରର ସ୍ୱଭାବ ଥାଏ । କିଛି ପିଲା ସ୍କୁଲ ଯିବା ସମୟରେ ଖୁବ୍‌ ଖୁସି ହୋଇଥାନ୍ତି, ଆଉ ସ୍କୁଲର ପୂରା ସମୟକୁ ଖୁସି ମନରେ ଉପଭୋଗ କରିଥାନ୍ତି । କିନ୍ତୁ ଘରକୁ ଆସିବା ପରେ ଏହି ପିଲାଙ୍କର କାନ୍ଦିବା ଓ ଚିଡ଼ି ଚିଡ଼ା ସ୍ୱଭାବ ଆରମ୍ଭ ହୋଇଯାଏ । ଏହି ସ୍ଥିତିରେ ଅନେକ ସମୟରେ ମାଆଙ୍କ କଥା ଶୁଣିବାକୁ ମିଳେ କି ତୁମେ ସ୍କୁଲରେ ତ ବହୁତ ଖୁସି…

Read More

ଇସ୍ରୋରେ ପହଞ୍ଚି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦି, ମହିଳା ବୈଜ୍ଞାନିକଙ୍କ ଯୋଗଦାନକୁ କଲେ ପ୍ରଶଂସା

ନୂଆଦିଲ୍ଲୀ, ୨୬/୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଆଇଏସଆରଓ)ର ମହିଳା ବୈଜ୍ଞାନିକଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ମହିଳା ବୈଜ୍ଞାନିକମାନେ ‘ଚନ୍ଦ୍ରଯାନ-୩’ ମିଶନର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଥିଲେ। ସପ୍ଟ ଲ୍ୟାଣ୍ଡିଂର ସଫଳ ମିଶନରେ ପିଏମ ମୋଦି ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ। ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଏକ ଲ୍ୟାଣ୍ଡିଂ କରି ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଏହି ଅବସରରେ ଚନ୍ଦ୍ରଯାନ-୩…

Read More

ମିଲିଟାରୀରେ ସାମିଲ ହୋଇଛନ୍ତି ଏହି ଦେଶର ରାଜକୁମାରୀ, ହାତରେ ଧରିଛନ୍ତି ରାଇଫଲ… ପିନ୍ଧିଛନ୍ତି ସେନା ବର୍ଦି

ନୂଆଦିଲ୍ଲୀ, ୨୫/୦୮ : ରାଜକୁମାରୀ ଶବ୍ଦ ଶୁଣିଲେ ସର୍ବଦା ଆମ ମନରେ ମହଲରେ ରହୁଥିବା ଜଣେ ସୁନ୍ଦରୀ ସୁସଜ୍ଜିତ କନ୍ୟାର ଛବି ପ୍ରତିଫଳିତ ହୋଇଥାଏ। ହେଲେ ବାସ୍ତବରେ ରାଜକୁମାରୀ କେବଳ ସଜବାଜ ହୋଇ ମହଲରେ ବସନ୍ତି ନାହିଁ। ତାଙ୍କ କାନ୍ଧରେ ଅନେକ ଦାୟିତ୍ଵ ଭାର ରହିଥାଏ। ଏଭଳି ଜଣେ ରାକୁମାରୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ହେଲେ ଏହି ରାଜକୁମାରୀ ଜଣଙ୍କ ହାତରେ ଧରିଛନ୍ତି ରାଇଫଲ ପିନ୍ଧିଛନ୍ତି ମିଲିଟାରୀ ୟୁନିଫର୍ମ। ତେବେ ଜାଣନ୍ତୁ ମିଲିଟାରୀ…

Read More

ଚନ୍ଦ୍ରଯାନ-୩ ସଫଳତା ପଛରେ ଜଣେ ମହିଳାଙ୍କ ଯୋଗଦାନ, ଜାଣନ୍ତୁ ପ୍ରୋଜେକ୍ଟ ଆସୋସିଏଟ୍ ଡାଇରେକ୍ଟର କଳ୍ପନା କାଲାହସ୍ତୀଙ୍କ କାହାଣୀ

ଭୁବନେଶ୍ଵର, ୨୪/୦୮ : ଇସ୍ରୋର ଚନ୍ଦ୍ରଯାନ-୩ ସଫଳତାପୂର୍ବକ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିଛି। ଏହି ସଫଳତାର ସହ ଭାରତ ସାରା ବିଶ୍ଵରେ ଇତିହାସ ରଚିଛି। ଇସ୍ରୋର ଏହି ମିଶନରେ ବୈଜ୍ଞାନିକଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏଥିପାଇଁ ବୈଜ୍ଞାନିକମାନେ ଦିନରାତି ପରିଶ୍ରମ କରିଛନ୍ତି। ତେବେ ମୁନ୍ ମିଶନରେ ମହିଳାଙ୍କର ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଚନ୍ଦ୍ରଯାନ-୩ ପ୍ରୋଜେକ୍ଟ ଆସୋସିଏଟ୍ ଡାଇରେକ୍ଟର କଳ୍ପନା କାଲାହସ୍ତୀ। କଳ୍ପନା କାଲାହାସ୍ତୀ ଚିତ୍ତୋର ଜିଲ୍ଲାର ବାସିନ୍ଦା। ସେ ଚେନ୍ନାଇରେ…

Read More

ସ୍ତନ କର୍କଟ ପାଇଁ ଦାୟୀ ୪ ନୂଆ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ, ୨୨/୦୮ : ବୈଜ୍ଞାନିକମାନେ ସ୍ତନ କର୍କଟ ପାଇଁ ଦାୟୀ ୪ ନୂଆ ଜିନ୍‌ ପାଇଛନ୍ତି । ସ୍ତନ କର୍କଟ ଆଶଙ୍କାଯୁକ୍ତ ମହିଳାଙ୍କୁ ଚିହ୍ନିବାରେ ଏହା ସହାୟକ ହୋଇପାରିବ । ନେଚର୍‌ ଜେନେଟିକ୍ସ ପତ୍ରିକାରେ ସଦ୍ୟ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି । କର୍କଟ ବିକାଶର ତନ୍ତ୍ର ଉପରେ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି ଏବଂ ନୂଆ ଚିକିତ୍ସା ଚିହ୍ନଟର ମାର୍ଗ ଉନ୍ମୁକ୍ତ କରିଛି । ବ୍ରିଟେନର ୟୁନିଭର୍ସିଟି ଅଫ୍‌ କେମ୍ବ୍ରିଜ ଓ କାନାଡ଼ାର…

Read More

ମିସ୍ ଇଣ୍ଡିଆ ହେବାର ସ୍ଵପ୍ନ ଦେଖିଥିଲେ ହୋଇଗଲେ ପ୍ରଶାସନିକ ଅଧିକାରୀ, ଜାଣନ୍ତୁ ମିସ୍ ଉତ୍ତରାଖଣ୍ଡ ତସ୍କିନ୍ ଖାନଙ୍କ କାହାଣୀ…

ନୂଆଦିଲ୍ଲୀ, ୨୨/୦୮ : UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବିୟୁଟି କ୍ଵିନ୍। ସେ ମିସ୍ ଇଣ୍ଡିଆ ହେବାର ସ୍ଵପ୍ନ ଦେଖିଥିଲେ ହୋଇଗଲେ ପ୍ରଶାସନିକ ଅଧିକାରୀ। ଏହା ହେଉଛି ପୂର୍ବତନ ମିସ୍ ଉତ୍ତରାଖଣ୍ଡ ତସ୍କିନ୍ ଖାନଙ୍କ କାହାଣୀ। ସେ ୨୦୨୨ ମସିହାରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତସ୍କିନ ଆରମ୍ଭରୁ ଅଧ୍ୟୟନରେ ତୀକ୍ଷ୍ଣ ନଥିଲେ। ସେ ଗଣିତକୁ ବହୁତ ଡରୁଥିଲେ। ତେବେ ଦଶମ ଏବଂ ଦ୍ଵାଦଶ ପରୀକ୍ଷାରେ ସେ ବିଜ୍ଞାନ ଷ୍ଟ୍ରିମରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିଲେ।…

Read More