
ଚର୍ଚ୍ଚାରେ ଜାପାନର ବିନ୍ ବ୍ୟାଗ୍ ପୋଷାକ
ନୁଆଦିଲ୍ଲୀ, ୧୬/୦୨ : ଅଜବ ଗଜବ ଉଦ୍ଭାବନର ପେଣ୍ଠସ୍ଥଳୀ ହେଉଛି ଜାପାନ । ଏବେ ଏଠାରେ ଏଭଳି ଏକ ପୋଷାକ ପ୍ରସ୍ତୁତ ହୋଇଛି, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏହା ହେଉଛି ପିନ୍ଧିବାଯୋଗ୍ୟ ବିନ୍ ବ୍ୟାଗ୍ । ବିନ୍ ବ୍ୟାଗ୍ ପିନ୍ଧିବାର ଆବଶ୍ୟକତା କ’ଣ ବୋଲି ଆପଣ ଭାବୁଥିବେ । ତୁଳାପରି ନରମ ବିନ୍ ବ୍ୟାଗ୍ ଚେୟାରରେ ବସିବା ବେଶ ଆରାମଦାୟକ । କାର୍ଯ୍ୟସ୍ଥଳୀରେ ଚାପ ଦୂର କରିବା ପାଇଁ ଲୋକେ ଏଥିରେ କିଛି…