ସ୍ବାମୀଙ୍କ ସ୍ବପ୍ନ ପୂରଣ କରିବାକୁ ଯାଇ ସେନାରେ ଭର୍ତ୍ତି ହେଲେ ମହିଳା, ଟ୍ରେନିଂ ସମୟରେ ନିଜ ଶିଶୁ ଠାରୁ ରହିଲେ ୧୧ ମାସ ଦୂରରେ…

ନୂଆଦିଲ୍ଲୀ, ୦୫/୧୧ : ସ୍ବପ୍ନ ତ ସମସ୍ତେ ଦେଖନ୍ତି। ହେଲେ ସ୍ବାମୀଙ୍କ ସ୍ବପ୍ନ ପୂରଣ କରିବାକୁ ଯାଇ ସେନାରେ ଭର୍ତ୍ତି ହୋଇଛନ୍ତି ମହିଳା। ସ୍ବାମୀ ଶହୀଦ ହେବା ପରେ ଦେଶ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଦେଇଛନ୍ତି ଏହି ମହିଳା ଜଣଙ୍କ। ତେବେ ତାଙ୍କର ଏହି ଯାତ୍ରା ଥିଲା ଖୁବ୍ କଠିନ। ଏଥିପାଇଁ ସେ ନିଜ ସନ୍ତାନ ଠାରୁ ୧୧ ମାସ ଦୂରରେ ଥିଲେ। ଦୃଢ଼ ମନୋବଳ ଯୋଗୁଁ ଆଜି ସେ ହୋଇପାରିଛନ୍ତି ସେନାରେ ଲେପ୍ଟନାଣ୍ଟ। ତେବେ ଜାଣନ୍ତୁ…

Read More

ଦେଶର ପ୍ରଥମ ମହିଳା ଚିଫ୍ ଜଷ୍ଟିସ୍ ଲୀଲା ସେଠ, ଏଭଳି ମିଳିଥିଲା ‘ମଦର ଅଫ ଲ’ ସମ୍ମାନ…

ନୂଆଦିଲ୍ଲୀ, ୦୩/୧୧ : ସ୍ବାଧୀନ ଭାରତରେ ଏବେ ଖୁବ୍ ଉଚ୍ଚ ସ୍ଥାନରେ ରହିଛନ୍ତି ମହିଳା। ଗଣତନ୍ତ୍ରର ତିନୋଟି ଅଙ୍ଗ ବ୍ୟବସ୍ଥାପିକା, ନ୍ୟାୟପାଳିକା, ଏବଂ କାର୍ଯ୍ୟପାଳିକା ଏହି ତିନୋଟିରେ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିଛନ୍ତି ମହିଳା। ଆଜି ସଂସଦ, ରାଜନୈତିକ ଏବଂ ପ୍ରଶାସନିକ ସେବାରେ କେବଳ ମହିଳାଙ୍କ ସ୍ଥିତି ମଜବୁତ ହୋଇନାହିଁ, ବରଂ ଦେଶର ନ୍ୟାୟପାଳିକାରେ ମହିଳାମାନେ ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଅନେକ ମହିଳା ମୁଖ୍ୟ ବିଚାରପତି ଅଛନ୍ତି। କିନ୍ତୁ ଆପଣ ଜାଣନ୍ତି…

Read More

ଆଜି ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ, ଜାଣନ୍ତୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ବିଷୟରେ…

ନୂଆଦିଲ୍ଲୀ, ୩୧/୧୦ : ଭାରତରେ ଅନେକ ଶକ୍ତିଶାଳୀ ମହିଳା ଅଛନ୍ତି, ଯେଉଁମାନଙ୍କର ଅଦ୍ଭୁତପୂର୍ବ ଅବଦାନ ଏବଂ କାର୍ଯ୍ୟ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଛି। ଏପରି ଜଣେ ମହିଳା ହେଉଛନ୍ତି ଇନ୍ଦିରା ଗାନ୍ଧୀ। ଦେଶର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ହେଉଛନ୍ତି ଇନ୍ଦିରା ଗାନ୍ଧୀ। ତଙ୍କ ପରଠାରୁ ଦେଶରେ କୌଣସି ମହିଳା ପ୍ରଧାନମନ୍ତ୍ରୀ ହୋଇନାହାଁନ୍ତି। ଇନ୍ଦିରା ମହିଳା ସଶକ୍ତିକରଣର ଏକ ଅପୂର୍ବ ପ୍ରତୀକ। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଦୂର ଦୃଷ୍ଟି ନିଷ୍ପତ୍ତି ସମଗ୍ର ଦେଶରେ ବିପ୍ଳବ କରିଥିଲା।…

Read More

ଭାରତୀୟ ମହିଳା କ୍ରିକେଟ ଦଳର ପ୍ରଥମ ଅଧିନାୟିକା ଶାନ୍ତା ରଙ୍ଗାସ୍ୱାମୀ, ଜାଣନ୍ତୁ ତାଙ୍କ ଜୀବନୀ ଓ କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ, ୩୦/୧୦ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କ ବାୟୋପିକ୍ ସାବାସ ମିଠୁର ଟ୍ରେଲର ରିଲିଜ୍ ହେବା ପରେ ସେ ଏବେ ଖବରର ଶିରୋନାମା ପାଲଟିଛନ୍ତି। ମିତାଲି ରାଜ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଦଳର ଅଧିନାୟିକତ୍ୱ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। କେବଳ ମିତାଲି ରାଜ ନୁହଁନ୍ତି, ଭାରତୀୟ କ୍ରିକେଟ୍ ଦଳର ଅନେକ ମହିଳା ଖେଳାଳି ଗତ କିଛି ବର୍ଷ ମଧ୍ୟରେ ମହିଳା କ୍ରିକେଟ୍ କୁ ଏକ ଭିନ୍ନ ପରିଚୟ ଏବଂ…

Read More

ଭାରତର ପ୍ରଥମ ମହିଳା ମାଜିଷ୍ଟ୍ରେଟ୍ ଓମାନା କୁଞ୍ଜମ୍ମା, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ, ୨୨/୧୦ : ଭାରତ ଇତିହାସରେ ମହିଳାଙ୍କ ଯୋଗଦାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ସେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସ୍ଵର ଉତ୍ତୋଳନ କରିବା ହେଉ କିମ୍ଵା ଇଂରେଜମାନଙ୍କ ଗୋଲାମୀ ଜଞ୍ଜିର ଭାଙ୍ଗିବାକୁ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବା… ସବୁ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ ରହିଛି। ଦେଶ ସ୍ଵାଧୀନ ହେବା ପରେ ଭାରତର ବିକାଶ କ୍ଷେତ୍ରରେ ମହିଳାମାନେ ନିରନ୍ତର ପ୍ରୟାସ କରିଛନ୍ତି। ରାଜନୀତି ଠାରୁ ନେଇ ରକ୍ଷାନୀତି ଯାଏଁ ସବୁ କ୍ଷେତ୍ରରେ ନାରୀ ଆଗରେ। ଆଉ…

Read More

ସବୁଠୁ ଅଧିକ ବୟସ୍କା ମହିଳା ଭାରତୀୟ ପର୍ବତାରୋହୀ ଜ୍ୟୋତି ରାତ୍ରେ, ଅନ୍ୟମାନଙ୍କ ପାଇଁ ପାଲଟିଲେ ପ୍ରେରଣା…

ନୂଆଦିଲ୍ଲୀ, ୨୧/୧୦ : ସବୁଠୁ ଅଧିକ ବୟସ୍କା ମହିଳା ଭାରତୀୟ ପର୍ବତାରୋହୀ ଜ୍ୟୋତି ରାତ୍ରେ। ଯେଉଁ ବୟସରେ ଆଣ୍ଠୁଗଣ୍ଠି ବାତ ଯୋଗୁଁ ମଣିଷ ଆରାମ କରିବାକୁ ଇଚ୍ଛା କରେ ସେହି ବୟସରେ ପର୍ବତ ଚଢି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ଜ୍ୟୋତି। ଭୋପାଳରେ ରହୁଥିବା ଜ୍ୟୋତି ତାଙ୍କ ସ୍କୁଲ ସମୟରେ ଏଭରେଷ୍ଟ ଶୃଙ୍ଗ ବିଷୟରେ ପଢିଥିଲେ। ଏଭରେଷ୍ଟ ଚଢିବା ଖୁବ୍ କଷ୍ଟ ବୋଲି ସେ ବହିରେ ପଢିଥିଲେ। ଏହା ପରେ ସେ ପାହାଡ଼ ଚଢିବା ପାଇଁ ସ୍ଵପ୍ନ…

Read More

ଓଡ଼ିଶୀ ଏବଂ ଭାରତନାଟ୍ୟମର ମହାଗୁରୁ ସୋନାଲ ମାନସିଂହ, ଜାଣନ୍ତୁ କିଏ ଏହି ମହିଳା…

ଭୁବନେଶ୍ଵର, ୧୯/୧୦ : ସେ ନୃତ୍ୟର ଜଣେ ଅନୁଭବୀ ଗୁରୁ। ତାଙ୍କ ଜୀବନରେ ସେ କଳାକୁ ଜିଇଁଛନ୍ତି। ତାଙ୍କର ଆଖି ଏବଂ ମୁଦ୍ରା କୁହେ ଅନେକ କାହାଣୀ। ଦୁନିଆ ସାରା ଅଛନ୍ତି ତାଙ୍କ ନୃତ୍ୟର ପ୍ରଶଂସକ ଏବଂ ଦେଶ ବିଦେଶରେ ଶିଷ୍ୟ। ଆମେ କହୁଛୁ ଭାରତନାଟ୍ୟମ୍ ଏବଂ ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ଲାଭ କରିଥିବା ସୋନଲ ମାନସିଂହଙ୍କ ବିଷୟରେ। ନୃତ୍ୟକୁ ତାଙ୍କ ଜୀବନରେ ଏକ ଅଭିନ୍ନ ଅଙ୍ଗ ବୋଲି ଭାବନ୍ତି ସୋନଲ। ସୋନଲଙ୍କ କହିବା ଅନୁଯାୟୀ, ନୃତ୍ୟ…

Read More

କ୍ୟାଣ୍ଡି ଏବଂ ଚକୋଲେଟ୍ ଚୋରି କରୁଛନ୍ତି ମାଆ, ତାଙ୍କୁ ଜେଲ୍ ପଠାଅ… ଥାନାରେ ଅଭିଯୋଗ କଲେ ୩ ବର୍ଷର ଶିଶୁ

ଭୋପାଳ, ୧୭/୧୦ : ମାଆ ବିରୋଧରେ ଅଭିଯୋଗର ଲମ୍ଵା ତାଲିକା ଧରି ଥାନାରେ ପହଞ୍ଚିଲା ପୁଅ। ଅଭିଯୋଗକାରୀଙ୍କୁ ଦେଖି ପୋଲିସ ତାଜୁବ। ଅଭିଯୋଗକାରୀଙ୍କୁ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ। ତେବେ ଏହି ଅଭିଯୋଗକାରୀ କିଏ ? କଣ ହୋଇଛି ତାଙ୍କ ସହ ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା… ମଧ୍ୟପ୍ରଦେଶ ବୁରହାନପୁର ଦେଡତଲାଇରେ ଏକ ରୋଚକ ଘଟଣା ଘଟିଛି। ଏକ ୩ ବର୍ଷର କୁନି ଶିଶୁ ତାର ମାଆଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିଛନ୍ତି।…

Read More

ଭାରତରେ ପରିବାର ନିୟୋଜନର ମୂଳଦୁଆ ପକାଇଥିଲେ ଏହି ମହିଳା, ଜାଣନ୍ତୁ ଏହି ମହିଳାଙ୍କ ବିଷୟରେ…

ନୂଆଦିଲ୍ଲୀ, ୧୬/୧୦ : ରାସ୍ତାରେ ଯାଉଥିବା ଗାଡି କିମ୍ଵା ସହରର ବଡ଼ ବଡ଼ କୋଠାର କାନ୍ଥରେ ଆପଣ ପରିବାର ନିୟୋଜନ ପୋଷ୍ଟର ଦେଖିଥିବେ। ମେଟ୍ରୋ ଏବଂ ଟିଭି ଚ୍ୟାନେଲରେ କଣ୍ଡୋମର ବିଜ୍ଞାପନ ମଧ୍ୟ ଦେଖିଥିବେ। ସପିଂ ମଲ୍ ଏବଂ ଷ୍ଟୋରରେ ସାନିଟାରୀ ନାପକିନ୍ ମଧ୍ୟ ବିକ୍ରି ହେଉଥିବା ଦେଖିଥିବେ। ତେବେ କିଛି ବର୍ଷ ତଳେ ଏହି ସବୁ ଜିନିଷ ଗୁଡ଼ିକର ଏତେ ପ୍ରଚାର ପ୍ରସାର ନଥିଲା। ପରିବାର ନିୟୋଜନ ବିଷୟରେ ଲୋକମାନେ ଖୋଲାଖୋଲି ଭାବେ କଥା ହୋଇପାରୁ…

Read More

ପୁଣେର ପ୍ରୀତି ମସ୍କେ, ୫୫ ଘଣ୍ଟାରେ ଲେହରୁ ମନାଲୀ ସାଇକେଲ୍ ଯାତ୍ରା କରି ଗିନିଜ୍ ବୁକ୍ ଅଫ ରେକର୍ଡରେ ହେଲେ ସ୍ଥାନିତ

ନୂଆଦିଲ୍ଲୀ, ୧୨/୧୦ : ପାଠପଢା ହେଉକି ଖେଳକୁଦ ଏବେ ସବୁ କ୍ଷେତ୍ରରେ ନାରୀ ଆଗରେ। ଶାରିରିକ ହେଉକି ମାନସିକ ସବୁ ସ୍ତରରେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ନାରୀ। ଆଜିର ନାରୀ ଦେଶର ସର୍ବୋଚ୍ଚ ଆସନରେ ବସିଥିବା ବେଳେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଦେଶର ନାମକୁ ଉଜ୍ଜ୍ଵଳ କରୁଛନ୍ତି। ପରିବାର ଏବଂ ଗୃହସ୍ଥୀ ସମ୍ଭାଳିବା ସହ ଆଜିର ନାରୀ ଉଦ୍ୟୋଗ ଜଗତ, ଖେଳକୁଦ ସବୁ କ୍ଷେତ୍ରରେ ଜଗତଜିତା ହୋଇପାରିଛି। ଏଭଳି ଜଣେ ମହିଳା ହେଉଛନ୍ତି ପୁଣେର…

Read More