ମିସ୍ ଇଣ୍ଡିଆ ହେବାର ସ୍ଵପ୍ନ ଦେଖିଥିଲେ ହୋଇଗଲେ ପ୍ରଶାସନିକ ଅଧିକାରୀ, ଜାଣନ୍ତୁ ମିସ୍ ଉତ୍ତରାଖଣ୍ଡ ତସ୍କିନ୍ ଖାନଙ୍କ କାହାଣୀ…

ନୂଆଦିଲ୍ଲୀ, ୨୨/୦୮ : UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବିୟୁଟି କ୍ଵିନ୍। ସେ ମିସ୍ ଇଣ୍ଡିଆ ହେବାର ସ୍ଵପ୍ନ ଦେଖିଥିଲେ ହୋଇଗଲେ ପ୍ରଶାସନିକ ଅଧିକାରୀ। ଏହା ହେଉଛି ପୂର୍ବତନ ମିସ୍ ଉତ୍ତରାଖଣ୍ଡ ତସ୍କିନ୍ ଖାନଙ୍କ କାହାଣୀ। ସେ ୨୦୨୨ ମସିହାରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତସ୍କିନ ଆରମ୍ଭରୁ ଅଧ୍ୟୟନରେ ତୀକ୍ଷ୍ଣ ନଥିଲେ। ସେ ଗଣିତକୁ ବହୁତ ଡରୁଥିଲେ। ତେବେ ଦଶମ ଏବଂ ଦ୍ଵାଦଶ ପରୀକ୍ଷାରେ ସେ ବିଜ୍ଞାନ ଷ୍ଟ୍ରିମରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିଲେ।…

Read More

ରୋଷେଇ ଘରେ କାମ କରିବା ବେଳେ ମହିଳାଙ୍କ ଏହି ସବୁ ଅଙ୍ଗରେ ହୁଏ କଷ୍ଟ, ଘରେ କରନ୍ତୁ ଏହି ସବୁ ଯୋଗାଭ୍ୟାସ

ନୂଆଦିଲ୍ଲୀ, ୧୯/୦୮ : ସାଧାରଣତଃ ଗୃହିଣୀଙ୍କର ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଥାଏ। ଘର ସମ୍ଭାଳିବା ସହ ରୋଷେଇ କାମ କାର୍ଯ୍ୟ କାରଣରୁ ବିଭିନ୍ନ ଅଙ୍ଗ ଦରଜ ରୁହେ। ଅଟା ଦଳିବା ସମୟରେ ହାତରେ କଷ୍ଟ ଅନୁଭବ ହୁଏ। ସେହିପରି କପଡ଼ା ଧୋଇବା ସମୟରେ କିମ୍ଵା ଘର ସଫା କରିବା ସମୟରେ ଅଣ୍ଟା କଷ୍ଟ ହୁଏ। ତେବେ ଜାଣନ୍ତୁ ଏହି କଷ୍ଟ ଦୂର କରିବାର ଉପାୟ। ଶରୀର କଷ୍ଟ ଦୂର କରିବା ପାଇଁ ଘରେ କରନ୍ତୁ ଯୋଗାଭ୍ୟାସ। ଜାଣନ୍ତୁ…

Read More

ଛାଡ଼ପତ୍ର ପରେ ପିଲାର ନିଅନ୍ତୁ ଖାସ୍ ଯତ୍ନ, ବୁଝନ୍ତୁ ପିଲାର ମାନସିକତା

ଭୁବନେଶ୍ଵର, ୧୭/୮ : ବିବାହ ହେଉଛି ଏକ ବୁଝାମଣା । ଅନେକ ସମୟରେ ବୁଝାମଣା ଅଭାବରୁ ବିବାହିତ ଦମ୍ପତିଙ୍କ ଜୀବନରେ ଛାଡପତ୍ର ଭଳି ସମୟ ଆସିଥାଏ । ଏହା ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି, ଯାହା ଉଭୟଙ୍କ ଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ କରିଥାଏ । ଯଦି ସେହି ଦମ୍ପତିଙ୍କ ଜୀବନରେ ସନ୍ତାନ ଥାଆନ୍ତି, ତେବେ ଏହାର ବହୁ ନକାରାତ୍ମକ ପ୍ରଭାବ ସେମାନଙ୍କ ପିଲା ଉପରେ ମଧ୍ୟ ପଡିଥାଏ । ଏପରିକି ଛାଡପତ୍ର ଯୋଗୁ ପିଲାମାନେ ମଧ୍ୟ…

Read More

ଜାଣନ୍ତୁ କେବେ ଏବଂ କାହିଁକି ପାଳନ କରନ୍ତି ମହିଳା ସମାନତା ଅଧିକାର ?

ଭୁବନେଶ୍ଵର, ୧୬/୦୮ : ମହିଳାମାନେ ଆଇନଗତ ଭାବରେ ପୁରୁଷଙ୍କ ପରି ସମାନ ଅଧିକାର ପାଇଛନ୍ତି, କିନ୍ତୁ ସମାଜରେ ସେମାନଙ୍କର ସ୍ଥିତିକୁ ନେଇ ଅସମାନତା ରହିଛି। ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଲୋକଙ୍କ ମନରେ ଏକ ଭିନ୍ନ ମାନସିକତା ଅଛି। ଆଜି ବି ସମାଜରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକାର ପାଇ ନାହାଁନ୍ତି। ତଥାପି, ସମଗ୍ର ବିଶ୍ୱରେ ମହିଳାମାନଙ୍କୁ ସମାନ ଅଧିକାର ଏବଂ ସ୍ଥାନ ଯୋଗାଇବା ପାଇଁ ଉଦ୍ୟମ କରାଯାଉଛି। ଦେଶରେ ଲିଙ୍ଗଗତ ସମାନତା ଆଣିବା ପାଇଁ ରାଜ୍ୟସଭା…

Read More

ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୫/୦୮: ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ପଲ୍ଲୀଠୁ ଦିଲ୍ଲୀ ଚାରିଆଡ଼େ ଉତ୍ସବ ମୁଖର। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ଲଗାତାର ୧୦ମ ଥର ପାଇଁ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତ୍ରିରଙ୍ଗା ଉତ୍ତୋଳନ ପରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ପତାକା ଉତ୍ତୋଳନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।…

Read More

ସ୍ଵାଧୀନ ଭାରତର ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ କିଏ ? ଜାଣନ୍ତୁ…

ଭୁବନେଶ୍ଵର, ୧୪/୮ : ଅନେକ ସ୍ୱାଧୀନତା ସଂଗ୍ରାମୀ ଦେଶ ପାଇଁ ବଳୀଦାନ ଦେଇଥିଲେ। ବ୍ରିଟିଶ ଶାସନରୁ ଦେଶକୁ ମୁକ୍ତ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ। ରାଣୀ ଲକ୍ଷ୍ମୀବାଈଙ୍କ ଠାରୁ ସରୋଜିନୀ ନାଇଡୁଙ୍କ ପର୍ଯ୍ୟନ୍ତ ଅନେକ ମହିଳା ଯୋଦ୍ଧାଙ୍କ ନାମ ଇତିହାସରେ ଲିପିବଦ୍ଧ ହୋଇଛି। ସ୍ୱାଧୀନତା ପରେ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହେଲା। ସେବେଠାରୁ ଦେଶରେ ବିକାଶ ଆରମ୍ଭ ହୋଇଥିଲା। ଭାରତର ବିକାଶରେ ମହିଳାମାନେ ମଧ୍ୟ…

Read More

କିଭଳି ହ୍ୟାଣ୍ଡବ୍ୟାଗ୍‌ ବ୍ୟବହାର କରିବେ କର୍ମଜୀବୀ ମହିଳା

ଭୁବନେଶ୍ଵର, ୧୩/୦୮ : ଆଉଟଫିଟ୍‌, ମେକଅପ୍‌ ସାଙ୍ଗକୁ ହ୍ୟାଣ୍ଡବ୍ୟାଗ୍‌ ଲୁକ୍‌କୁ ଆହୁରି ଷ୍ଟାଇଲିଶ୍‌ କରିଥାଏ । କର୍ମଜୀବୀ ମହିଳାଙ୍କ ପାଇଁ ହ୍ୟାଣ୍ଡବ୍ୟାଗ୍‌ ନିହାତି ଜରୁରୀ । ସେମାନେ ଏମିତି ହ୍ୟାଣ୍ଡବ୍ୟାଗ୍‌ ଚାହାନ୍ତି ଯାହା ଟ୍ରେଣ୍ଡି ହେବା ସହିତ ଆବଶ୍ୟକ ସମସ୍ତ ସାମଗ୍ରୀ ରଖି ଅଫିସ୍‌ ଯାଇପାରିବେ । ତା’ହେଲେ ଜାଣିବା ସେମିତି କିଛି ହ୍ୟାଣ୍ଡ୍‌ବ୍ୟାଗ୍‌ ଷ୍ଟାଇଲ୍‌ ଯାହାକୁ କର୍ମଜୀବୀ ମହିଳାମାନେ କ୍ୟାରି କରି ସହଜରେ ମେଟ୍ରୋ ଏବଂ ବସ୍‌ରେ ଯାତ୍ରା କରିପାରିବେ । ବକେଟ୍‌ ଷ୍ଟାଇଲ୍‌ ନିଅନ୍ତୁ…

Read More

ସ୍ଵାଧିନତା ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏହି ସବୁ ମହିଳା, ଇଂରେଜମାନଙ୍କ ବିରୋଧରେ କରିଥିଲେ ଲଢେଇ…

ନୂଆଦିଲ୍ଲୀ, ୧୦/୦୮ : ଭାରତ ସ୍ୱାଧୀନତାର ୭୬ ବର୍ଷ ପୂରଣ କରିବାକୁ ଯାଉଛି। ୧୯୪୭ ଅଗଷ୍ଟ ୧୫ ତାରିଖରେ ଆମେ ସମସ୍ତେ ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇଲୁ। ଏହି ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଦାର ଭାଲଭାଇ ପଟେଲଙ୍କ ଭଳି ସ୍ଵାଧିନତା ସଂଗ୍ରାମୀ ଇଂରେଜମାନଙ୍କ ବିରୋଧରେ ଲଢେଇ କରି ଆମ ପାଇଁ ସ୍ଵାଧିନତା ଆଣିଛନ୍ତି। ତେବେ ଏହି ସଂଗ୍ରାମ ମହିଳାମାନଙ୍କ ବିନା ଅସମ୍ପୂର୍ଣ୍ଣ ଥିଲା। ଭାରତକୁ ସ୍ୱାଧୀନତା ପାଇବାରେ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା…

Read More

ସ୍କୁଲ ଯାଉଛନ୍ତି ୧୧୦ ବର୍ଷୀୟା ଛାତ୍ରୀ

ଭୁବନେଶ୍ଵର, ୦୮/୦୮ : ସ୍କୁଲ ଯାଉଛନ୍ତି ୧୧୦ ବର୍ଷୀୟା ଛାତ୍ରୀ। ସେ ହେଉଛନ୍ତି ସାଉଦି ଆରବର ନୱଦା ଅଲ-କତାନି । ସାଉଦି ସରକାରଙ୍କ ସ୍ପେଶାଲ ଏଜୁକେସନ୍‌ ପ୍ରୋଗ୍ରାମ୍‌ ଅନ୍ତର୍ଗତ ସେ ପୁଣି ଥରେ ଅଧ୍ୟୟନ ଆରମ୍ଭ କରିଛନ୍ତି । ଏହି ପ୍ରୋଗ୍ରାମ୍‌ ଅନ୍ତର୍ଗତ ଯେକୌଣସି ବୟସର ଲୋକେ ସରକାରୀ ସ୍କୁଲରେ ମୌଳିକ ଶିକ୍ଷା ହାସଲ କରିପାରିବେ । ଅଧ୍ୟୟନ ତାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ନୱଦା କହିଛନ୍ତି । ୪ ସନ୍ତାନର ମା’ ନୱଦାଙ୍କର ସବୁଠୁ…

Read More

ମାତ୍ର ୫୦୦ ଟଙ୍କା ବିନିଯୋଗ କରି ମହିଳା ହୋଇପାରିବେ ଇନଭେଷ୍ଟର, ଜାଣନ୍ତୁ କେଉଁଠାରେ କରିବେ ନିବେଶ

ଭୁବନେଶ୍ଵର, ୦୭/୦୮ : ମହିଳାମାନେ ଅଳ୍ପ ପରିମାଣରେ ସଞ୍ଚୟ କରି ନିଜ ପରିବାରକୁ ଆର୍ଥିକ ସହାୟତା କରିପାରିବେ। ସମୟ ଦ୍ରୁତ ଗତିରେ ବଦଳୁଛି। ମହିଳାମାନଙ୍କର ହାରାହାରି ବୟସ ପୁରୁଷଙ୍କ ତୁଳନାରେ ଅଧିକ। ଯଦିଓ ଗୃହିଣୀମାନେ ଆଦୌ ରୋଜଗାର କରନ୍ତି ନାହିଁ ଏବଂ କାର୍ଯ୍ୟରତ ମହିଳାମାନେ ଶିଶୁ ପାଳନର ଦାୟିତ୍ବ ଯୋଗୁଁ ବାଧ୍ୟ ହୋଇ ପୁରୁଷଙ୍କ ତୁଳନାରେ କମ୍ ରୋଜଗାର କରନ୍ତି। ଏପରି ପରିସ୍ଥିତିରେ, ସେଥିରେ ବିନିଯୋଗ କରିବାର ସଠିକ୍ ଉପାୟ ଜାଣିବା ଜରୁରୀ ଅଟେ। ମହିଳାମାନେ କେବଳ…

Read More