ଓଜନ କମାଏ ଗହମ ଘାସ, ଜାଣନ୍ତୁ ଏହାର ଉପକାରିତା

ଭୁବନେଶ୍ୱର, ୨୫।୦୩ : ଯେତେବେଳେ ସ୍ୱାସ୍ଥ୍ୟ କଥା ଆସେ, ସେତେବେଳେ କୌଣସି ପ୍ରକାରର ଅସାବଧାନତା ଗ୍ରହଣ କରାଯିବା ଉଚିତ୍ ନୁହେଁ। ଯଦି ଆପଣ ସୁସ୍ଥ ଜୀବନଯାପନ କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ପ୍ରାକୃତିକ ଫଳ, ପନିପରିବା ଏବଂ ଜଡି-ବୁଟି ଆପଣଙ୍କର ଦୈନନ୍ଦିନ ଖାଦ୍ୟର ଅଂଶ କରନ୍ତୁ। ଆପଣ କେବେ ନା କେବେ ନିଶ୍ଚୟ ଘାସ ଉପରେ ବସିଥିବେ। କିନ୍ତୁ ଆପଣ ଜାଣନ୍ତୁ କି ଏହି ଘାସ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ? ଗହମ ଘାସ ସୁପରଫୁଡ୍…

Read More

ବ୍ୟାୟାମ କରିବାକୁ ସମୟ ମିଳୁନି କି ? ଚିନ୍ତା କରନ୍ତୁନି… ରୋଷେଇ ଘରେ କରିପାରିବେ ଏହି ବ୍ୟାୟାମ

ଭୁବନେଶ୍ଵର, ୨୩/୦୩ : ମହିଳାମାନେ ଘର କାମ କରିବା ସହ ଏବେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହୋଇପଡିଛନ୍ତି । ଓଜନ ନିୟନ୍ତ୍ରିତ କରିବା ପାଇଁ ଜିମ୍‌ ଯିବାଠାରୁ ଆରମ୍ଭ କରି ଯୋଗ ଓ ବ୍ୟାୟାମକୁ ଗୁରୁତ୍ଵ ଦେଉଛନ୍ତି । ତେବେ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରୁନାହାଁନ୍ତି । କାରଣ ସେମାନଙ୍କର ଅଧିକ ସମୟ ରୋଷେଇ ଘରେ କଟିଥାଏ । କେବେ ସ୍ୱାମୀ ଓ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି  ତ ଆଉ କେତେବେଳେ ବନ୍ଧୁବାନ୍ଧବଙ୍କ…

Read More

ଗରମ ଯୋଗୁଁ ତ୍ଵଚା ହରାଉଛି କି ଉଜ୍ଜ୍ଵଳତା, ପାଣିକୁ ଏମିତି କରନ୍ତୁ ବ୍ୟବହାର…

ଭୁବନେଶ୍ଵର, ୧୭/୦୩ : ଗ୍ରୀଷ୍ମ ଆସିବା ମାତ୍ରେ ଚର୍ମ ସହିତ ଜଡିତ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିବା ଆରମ୍ଭ କରେ। ଏଥିପାଇଁ ଚର୍ମ ରୋଗ ବିଶେଷଜ୍ଞମାନେ ଲୋକଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ ପରାମର୍ଶ ଦିଅନ୍ତି। ଜଳ ଶରୀରକୁ ହାଇଡ୍ରେଟ୍ ରଖେ। ଯେଉଁଥି ପାଇଁ ଶରୀରରେ ଚମକ ଅକ୍ଷୁର୍ଣ୍ଣ ରହିଥାଏ। ଯଦି ଆପଣଙ୍କ ଶରୀରରେ ଜଳର ଅଭାବ ଥାଏ, ତେବେ ଏହା ଆପଣଙ୍କ ତ୍ୱଚାକୁ ସିଧାସଳଖ ପ୍ରଭାବିତ କରିବ। ଜଳର ଅଭାବ ଶରୀରରେ ଅନମନୀୟତା ଆଣିଥାଏ। ଏହା…

Read More

ବିଦେଶରେ ପ୍ରସିଦ୍ଧି ଲାଭ କରୁଛି ଭାରତର ତୋରଣ, ବ୍ୟବସାୟର ମାଧ୍ୟମ କରି ଆତ୍ମନିର୍ଭର ହୋଇପାରିବେ ଘରୋଇ ମହିଳା

ଭୁବନେଶ୍ଵର, ୧୦/୦୩ : ଭାରତର ପ୍ରତି ପ୍ରାନ୍ତର ନିଜର ପରିଚୟ ରହିଛି। ବିଶେଷ କରି ଯେତେବେଳେ ହସ୍ତକଳା ଏବଂ କାରିଗରୀ କଥା ଉଠେ ଭାରତର ପ୍ରତି ପ୍ରାନ୍ତର ଲୋକମାନେ ସେମାନଙ୍କର ହସ୍ତକଳା ପାଇଁ ବିଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି। ଯେପରି ଘରର ଦ୍ଵାର ବନ୍ଧରେ ଲାଗୁଥିବା ତୋରଣ। ଦକ୍ଷିଣ ଭାରତରେ ଆମ୍ଵ ତୋରଣ ପ୍ରସିଦ୍ଧ ଥିବା ବେଳେ ଉତ୍ତର ଭାରତରେ ଗେଣ୍ଡୁ ଫୁଲ ତୋରଣ ଖୁବ୍ ପ୍ରସିଦ୍ଧ। ସେହିଭଳି ଓଡ଼ିଶାରେ ଧାନରେ ତିଆରି ବେଣ୍ଟି ଖୁବ୍ ପ୍ରସିଦ୍ଧ।…

Read More

ଶିଡି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି କି ? ଜାଣନ୍ତୁ କାରଣ…

ଭୁବନେଶ୍ୱର, ୨୮/୦୨ : ଶିଡି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି କି ? କିଛି ଲୋକ ୨/୪ଟି ଶିଡି ଚଢିବା ପରେ ଏଭଳି ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ବିଭିନ୍ନ ବୟସର ଲୋକଙ୍କଠାରେ ଦେଖାଦିଏ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏଭଳି ସମସ୍ୟା ଉପୁଜିଥାଏ । ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ । -ଯେଉଁ ଲୋକଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଥାଏ ସେମାନଙ୍କଠାରେ ଏଭଳି ସମସ୍ୟା…

Read More

ରୋଷେଇ ଶାଳରୁ ହଜି ଗଲାଣି ପାରମ୍ପରିକ ପାତ୍ର ଓ ସାମଗ୍ରୀ, ଘର କୋଣରେ ପଡି ରହୁଛି ଶିଳ-ପୁଆ… ଲୋକେ ଭୁଲିଗଲେଣି କୁଲା ପାଛୁଡ଼ା

ଭୁବନେଶ୍ଵର, ୧୭/୦୨ : ରୋଷେଇ ଶାଳରୁ ହଜି ଗଲାଣି ପାରମ୍ପରିକ ପାତ୍ର ଓ ସାମଗ୍ରୀ। ଆଉ ନାହିଁ ବୋଉ ହାତ ରନ୍ଧା ସେହି ଚୁଲି ରନ୍ଧା ତିଅଣର ମହକ। ଅତ୍ୟାଧୁନିକ ଜୀବନଶୈଳୀରେ ଆଉ କାମରେ ଆସୁନି ଏହି ପାରମ୍ପରିକ ଜିନିଷ। କଂସା ପାତ୍ର ବଦଳରେ ଏବେ ବ୍ୟବହାର ହେଉଛି ଷ୍ଟିଲ ବାସନ। କାଠ ଚୁଟି ବଦଳରେ ବ୍ୟବହାର ହେଉଛି ଅତ୍ୟାଧୁନିକ ଗ୍ୟାସ୍। ଶିଳପୁଆ- ସେହିପରି ଘରର ଏକ କୋଣରେ ଅବହେଳିତ ହୋଇ ପଡ଼ି ରହୁଛି ଶିଳପୁଆ। ତାର…

Read More

ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା, ଜାଣନ୍ତୁ କେଉଁ ରୋଗ ଥିଲେ କରାଇ ପାରିବେ ନାହିଁ ସ୍ତନ୍ୟପାନ…

ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା, ଜାଣନ୍ତୁ କେଉଁ ରୋଗ ଥିଲେ କରାଇ ପାରିବେ ନାହିଁ ସ୍ତନ୍ୟପାନ… ଭୁବନେଶ୍ଵର, ୧୦/୦୨ : ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା ଏବଂ ପ୍ରତିରୋଧକ ଶକ୍ତିର ଭଣ୍ଡାର, ଯାହା ଶିଶୁକୁ ଭିଟାମିନ୍‌ ଏ’ ଓ ଡି’ ସହ ସମସ୍ତ ପ୍ରକାର ଭିଟାମିନ ଯୋଗାଇଥାଏ । ଏହା ଶିଶୁ ପାଇଁ ଖୁବ୍‌ ଜରୁରୀ । ଚାଲନ୍ତୁ ଜାଣିବା କେଉଁ ରୋଗ ଥିଲେ ମା’ ଶିଶୁକୁ ସ୍ତନ୍ୟପାନ କରାଇପାରିବେ ନାହିଁ । ଯକ୍ଷ୍ମାରୋଗ…

Read More

ଆବଶ୍ୟକତା ଠାରୁ ଅଧିକ ଡାର୍କ ଚକୋଲେଟ୍‌ ଖାଇବା ସ୍ବାସ୍ଥ୍ୟ ପାଇଁ ଘାତକ, ଜାଣନ୍ତୁ…

ଭୁବନେଶ୍ୱର, ୦୯/୦୨ : ଡାର୍କ ଚକୋଲେଟ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ଅଧିକାଂଶ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ପସନ୍ଦ କରନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ସୁସ୍ଥକର ବୋଲି ମଧ୍ୟ ବିଶ୍ୱାସ। ଡାର୍କ ଚାକୋଲେଟ୍‌ ଖାଇବା ଦ୍ୱାରା ଅନେକ ଯନ୍ତ୍ରଣାରୁ ଆରମ ମିଳିଥାଏ। ବିଶେଷ କରି ମହିଳାମାନେ ଏଥିରେ ଅନେକ ଲାଭ ପାଇଥାନ୍ତି। କିନ୍ତୁ ଏହି ଡାର୍କ ଚକୋଲେଟ୍‌ ଯେତିକି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ସେତିକି…

Read More

ଶୀତ ଦିନେ ବଗିଚାରେ ଲଗାନ୍ତୁ ଏହି ସବୁ ଫୁଲ ଗଛ, ବୃଦ୍ଧି ହେବ ଆପଣଙ୍କ ଘରର ସୌନ୍ଦର୍ଯ୍ୟ 

ଭୁବନେଶ୍ଵର, ୨୪/୦୧ : ଘରକୁ ସୁନ୍ଦର କରିବାକୁ ତିଆରି କରନ୍ତୁ ବଗିଚା। ଏହା ଦ୍ଵାରା ଘରର ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଆପଣଙ୍କୁ ମିଳିବ ସକାରାତ୍ମକ ଉର୍ଜା। ଏବେ ଶୀତ ଦିନ ହୋଇଥିବାରୁ ଆପଣ ଆପଣଙ୍କ ଘରେ ବିଭିନ୍ନ ଶୀତ ଦିନିଆ ଫୁଲ ଗଛ ଲଗାଇ ପାରିବେ। ଏହି ସବୁ ଫୁଲ ଗଛ ଚାରା ଆପଣଙ୍କୁ ଯେକୌଣସି ନର୍ସରୀରୁ ମଧ୍ୟ ମିଳିବ। ଆଷ୍ଟର- ଏହି ଫୁଲ ଗଛକୁ ଖୁବ୍ କମ୍ ଯତ୍ନ ନେବାକୁ ପଡ଼େ। ଏହି…

Read More

ଚର୍ମ ଓ କେଶ ପାଇଁ ଲାଭଦାୟକ ଚାଉଳ ପାଣି

ନୂଆଦିଲ୍ଲୀ ୨୨/୦୧ : ଆମ ରୋଷେଇ ଘରେ ଥିବା ଅନେକ ଜିନିଷ ଖାଦ୍ୟ ପ୍ରସ୍ତୁତ ବ୍ୟତୀତ ବିଭିନ୍ନ ଉପାୟରେ ବ୍ୟବହୃତ ହୁଏ। ଅନେକ ଥର, ସୂଚନା ଅଭାବରୁ, ଆମେ ଉପକାରୀ ଜିନିଷ ମଧ୍ୟ ଫିଙ୍ଗି ଦେଇଥାଉ। ଏଥି ମଧ୍ୟରୁ ଗୋଟିଏ ହେଉଛି ଚାଉଳ ପାଣି। ଅନେକ ଥର ଲୋକମାନେ ଏହାକୁ ଫୋପାଡି ଦିଅନ୍ତି କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଦୀର୍ଘ ଦିନ ଧରି ଜାପାନରେ ଚାଉଳ ପାଣି ଅନେକ ଉପାୟରେ ବ୍ୟବହୃତ ହୋଇଆସୁଛି। ସ୍ୱାସ୍ଥ୍ୟ…

Read More