
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାପ ଛେଉଣ୍ଡ ଝିଅ, ସୁଭଦ୍ରାଙ୍କୁ ବଢିଲା ସହାୟତାର ହାତ
ବାଲେଶ୍ୱର, 20/08 : ନିଜ ଦୁଃଖ ସହ ପଢାଠୁ ଦୂରେଇ ଯିବାର ଭୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଜଣେ ଅସହାୟ ବାପ ଛେଉଣ୍ଡ ଝିଅ। ବାଲେଶ୍ଵର ଜିଲ୍ଲାର ସୁଭଦ୍ରା ପଣ୍ଡା । ସୁଭଦ୍ରା ଏବେ ଦଶମ ଶ୍ରେଣୀରେ ପାଠ ପଢନ୍ତି। ପାଠ ପଢ଼ିବା ସହ ପିଲାଟି ଘରର ସମସ୍ତ କାମ ମଧ୍ୟ କରୁଛନ୍ତି । ସାହା ଭରସା କହିଲେ ବିଧବା ମାଆ ଟିଏ। ସେବି ପୁଣି ମାନସିକ ରୋଗୀ। ତେଣୁ ସେ କାହାରି ଠୁ ସାହାଯ୍ୟ…