ଶିଡି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି କି ? ଜାଣନ୍ତୁ କାରଣ…

ଭୁବନେଶ୍ୱର, ୨୮/୦୨ : ଶିଡି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି କି ? କିଛି ଲୋକ ୨/୪ଟି ଶିଡି ଚଢିବା ପରେ ଏଭଳି ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ବିଭିନ୍ନ ବୟସର ଲୋକଙ୍କଠାରେ ଦେଖାଦିଏ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏଭଳି ସମସ୍ୟା ଉପୁଜିଥାଏ । ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ । -ଯେଉଁ ଲୋକଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଥାଏ ସେମାନଙ୍କଠାରେ ଏଭଳି ସମସ୍ୟା…

Read More

ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ଵ, ଏସ୍‌ଏଚ୍‌ଜି ପାଇଁ ୧୦ ହଜାର କୋଟିର ବ୍ୟବସାୟ ସୁଯୋଗ

ଭୁବନେଶ୍ଵର, ୨୬/୦୨ : ମହିଳା ଏବଂ ଶିଶୁଙ୍କ ବିକାଶ ଲାଗି ବଜେଟରେ ୩୬୭୦ କୋଟି ଟଙ୍କାର ଖର୍ଚ୍ଚ ନେଇ ପ୍ରସ୍ତାବ ରହିଛି । ବାପା ମାଆଙ୍କ ସମର୍ଥନ ହରାଇଥିବା ପିଲାଙ୍କ ପାଇଁ ଆଶିର୍ବାଦ ଯୋଜନାରେ ୫୨ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ମମତା ଯୋଜନାରେ ୨୧୯ କୋଟି ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ୨୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ…

Read More

ଶିଶୁଙ୍କ ପାଇଁ ନୂଆ ନୀତି ‘ପ୍ରାରମ୍ଭ’ ଆରମ୍ଭ, ଗଣଶିକ୍ଷା ବିଭାଗ ଶିଶୁଙ୍କ ପାଇଁ ସର୍ବାଧିକ ୭୫.୫% ବ୍ୟୟବରାଦ

ଭୁବନେଶ୍ଵର, ୨୬/୦୨ : ରାଜ୍ୟରେ ମୋଟ ଜନସଂଖ୍ୟାର ୩୪% ହେଉଛନ୍ତି ଶିଶୁ । ସେମାନଙ୍କ ବିକାଶ ପାଇଁ ନୂଆ କରି ଶିଶୁଙ୍କ ପାଇଁ ନୂଆ ନୀତି ‘ପ୍ରାରମ୍ଭ’ ଆରମ୍ଭ ହୋଇଛି । ରାଜ୍ୟ ପାଇଁ ନୂଆ ନୀତି ଓ ଯୋଜନା ଲାଗୁ କରିବା, ସାମାଜିକ ରୂପାନ୍ତରୀକରଣ, ସେମାନଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ ସେବା, ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବାକୁ ଅନେକ ଯୋଜନା ପାଇଁ ଭିନ୍ନ ଭିନ୍ନ ବ୍ୟୟବରାଦ ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁଙ୍କ…

Read More

୬୭ ବର୍ଷରେ ଶିଖିଲେ ଚିତ୍ରକଳା, ଜାଣନ୍ତୁ ପଦ୍ମଶ୍ରୀ ଜୋଧୈୟା ବାଈ ବୈଗାଙ୍କ ବିଷୟରେ…

ନୂଆଦିଲ୍ଲୀ, ୨୪/୦୨ : କୁହନ୍ତି ଶିକ୍ଷା ପାଇଁ ବୟସର ସୀମା ନଥାଏ। ଆପଣ ଯେକୌଣସି ସମୟରେ ଯେକୌଣସି ବୟସରେ ଶିକ୍ଷା ଗ୍ରହଣ କରିପାରିବେ। ବାସ୍ ଏଥିପ୍ରତି ଆପଣଙ୍କର ରୁଚି ଥିବା ଦରକାର। ବୟସର ଅପରାହ୍ନରେ ଚିତ୍ରକଳା ଶିକ୍ଷାଲାଭ କରି ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ମଧ୍ୟପ୍ରଦେଶର ଜୌଧେୟା ବାଈ ବୈଗା। କଳା କ୍ଷେତ୍ରରେ ତାଙ୍କର ଅଦ୍ଭୁତ ପୂର୍ବ ଯୋଗଦାନ ରହିଛି। ସେ କାଠ ଏବଂ ଗୋବର ଘଷି ବିକ୍ରି କରି ତାଙ୍କର…

Read More

ଆମେରିକାର ସିଏଟଲ ସହରରେ ଜାତିଗତ ଭେଦଭାବ ଦୂର କରିଥିବା କ୍ଷମା ସାୱନ୍ତ କିଏ ?

ନୂଆଦିଲ୍ଲୀ, ୨୩/୨ : ଜାତି ଆଧାରିତ ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇଥିବା ପ୍ରଥମ ସହର ହେଉଛି ଆମେରିକାର ସିଏଟଲ। ଏହି ଭେଦଭାବ ନୀତିକୁ ଦୂରୀକରଣ କରିବା ପଛରେ କ୍ଷମା ସାୱନ୍ତଙ୍କ ବଡ଼ ଯୋଗଦାନ ରହିଛି। ମୂଳ ରୂପରେ ଭାରତୀୟ କ୍ଷମା ସାୱନ୍ତ ସିଏଟଲ ସିଟି କାଉନସିଲରେ ଜାତିଗତ ଭେଦଭାବ ଦୂରୀକରଣ ପାଇଁ ପ୍ରସ୍ତାବ ରଖିଥିଲେ। ମଙ୍ଗଳବାର ଏହି ପ୍ରସ୍ତାବରେ ମୋହର ବାଜିଛି। ଜଣେ ଶିକ୍ଷୟିତ୍ରୀ, ଅର୍ଥନୀତିଜ୍ଞ ତଥା ସମାଜସେବୀ ହେଉଛନ୍ତି କ୍ଷମା ସାୱନ୍ତ। ସିଏଟଲ ନଗର ପରିଷଦରେ…

Read More

୩ ବର୍ଷ ଧରି ହୋଇଥିଲେ ଘରୋଇ ହିଂସାର ଶିକାର, ଛାଡ଼ପତ୍ର ଦେଇ କଲେ ନୂଆ ଆରମ୍ଭ, ଆଜି ପୋଲିସ ଅଫିସର…

ନୂଆଦିଲ୍ଲୀ, ୨୦/୦୨ : ଦିନେ ସ୍ଵାମୀ ଠାରୁ ହେଉଥିଲେ ଅତ୍ୟାଚାରିତ, ଅପମାନିତ। ବିବାହିତ ଜୀବନ ପ୍ରତି ଆସିଯାଇଥିଲା ବିତୃଷ୍ଣା ଭାବ। ଆତ୍ମହତ୍ୟା କରିବାକୁ ମଧ୍ୟ କରିଥିଲେ ଉଦ୍ୟମ। ହେଲେ ବିଚାର ବଦଳାଇଦେଲା ଦୃଢ ମନୋବଳ। ଏ ହେଉଛି କେରଳର କୋଝିକୋଡରେ ରହୁଥିବା ନୌଜିଶାଙ୍କ କାହାଣୀ। ଆଜି ନିଜ ଗୋଡ଼ରେ ଠିଆ ହେବ ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ୩୨ ବର୍ଷୀୟା ନୌଜିଶା। କମ୍ପ୍ୟୁଟର ଆପ୍ଲିକେସନରେ ଏମ.ଏ କରିଥିବା ନୌଜିଶା ଜଣେ ଗେଷ୍ଟ ଲେକଚରର ଭାବେ ଚାକିରୀ…

Read More

ରୋଷେଇ ଶାଳରୁ ହଜି ଗଲାଣି ପାରମ୍ପରିକ ପାତ୍ର ଓ ସାମଗ୍ରୀ, ଘର କୋଣରେ ପଡି ରହୁଛି ଶିଳ-ପୁଆ… ଲୋକେ ଭୁଲିଗଲେଣି କୁଲା ପାଛୁଡ଼ା

ଭୁବନେଶ୍ଵର, ୧୭/୦୨ : ରୋଷେଇ ଶାଳରୁ ହଜି ଗଲାଣି ପାରମ୍ପରିକ ପାତ୍ର ଓ ସାମଗ୍ରୀ। ଆଉ ନାହିଁ ବୋଉ ହାତ ରନ୍ଧା ସେହି ଚୁଲି ରନ୍ଧା ତିଅଣର ମହକ। ଅତ୍ୟାଧୁନିକ ଜୀବନଶୈଳୀରେ ଆଉ କାମରେ ଆସୁନି ଏହି ପାରମ୍ପରିକ ଜିନିଷ। କଂସା ପାତ୍ର ବଦଳରେ ଏବେ ବ୍ୟବହାର ହେଉଛି ଷ୍ଟିଲ ବାସନ। କାଠ ଚୁଟି ବଦଳରେ ବ୍ୟବହାର ହେଉଛି ଅତ୍ୟାଧୁନିକ ଗ୍ୟାସ୍। ଶିଳପୁଆ- ସେହିପରି ଘରର ଏକ କୋଣରେ ଅବହେଳିତ ହୋଇ ପଡ଼ି ରହୁଛି ଶିଳପୁଆ। ତାର…

Read More

କୃଷକ ପରିବାରରେ ୫ ଝିଅ ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ, ୧୬/୦୨ : ମହିଳା ଗର୍ଭପାତ ଓ ଶିଶୁ ବିବାହ ପାଇଁ ପରିଚିତ ରାଜ୍ୟରେ ଜଣେ କୃଷକ ପରିବାରରେ ୫ ଝିଅ ହାକିମ ହେବା ଆଦୌ ସାଧାରଣ କଥା ନୁହେଁ । ଏହା ଦେଖିବାକୁ ମିଳିଛି ରାଜସ୍ଥାନରେ । ଗୋଟିଏ ପରିବାରର ୫ ଝିଅ ହୋଇଛନ୍ତି ରାଜସ୍ଥାନ ପ୍ରଶାସନିକ ଅଫିସର୍‌ । ସେମାନଙ୍କ ମତରେ ‘ଆମ ସଫଳତାର ରହସ୍ୟ ହେଉଛି ବାପାଙ୍କ ପ୍ରଗତିଶୀଳ ଚିନ୍ତାଧାରା’ । ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାର ଭେରୁସାରିରରେ ରୁହନ୍ତି ସହଦେବ ସାହାରା ।…

Read More

ଚର୍ଚ୍ଚାରେ ଜାପାନର ବିନ୍‌ ବ୍ୟାଗ୍‌ ପୋଷାକ

ନୁଆଦିଲ୍ଲୀ, ୧୬/୦୨ : ଅଜବ ଗଜବ ଉଦ୍ଭାବନର ପେଣ୍ଠସ୍ଥଳୀ ହେଉଛି ଜାପାନ । ଏବେ ଏଠାରେ ଏଭଳି ଏକ ପୋଷାକ ପ୍ରସ୍ତୁତ ହୋଇଛି, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି । ଏହା ହେଉଛି ପିନ୍ଧିବାଯୋଗ୍ୟ ବିନ୍‌ ବ୍ୟାଗ୍‌ । ବିନ୍‌ ବ୍ୟାଗ୍‌ ପିନ୍ଧିବାର ଆବଶ୍ୟକତା କ’ଣ ବୋଲି ଆପଣ ଭାବୁଥିବେ । ତୁଳାପରି ନରମ ବିନ୍‌ ବ୍ୟାଗ୍‌ ଚେୟାରରେ ବସିବା ବେଶ ଆରାମଦାୟକ । କାର୍ଯ୍ୟସ୍ଥଳୀରେ ଚାପ ଦୂର କରିବା ପାଇଁ ଲୋକେ ଏଥିରେ କିଛି…

Read More

ନାଇଟ୍‌ଆଙ୍ଗେଲ ଅଫ୍‌ ଇଣ୍ଡିଆ’ ସରୋଜିନୀ ନାଇଡୁଙ୍କ ଆଜି ଜନ୍ମ ଜୟନ୍ତୀ

ଭୁବନେଶ୍ଵର, ୧୩/୦୨ : ‘ନାଇଟ୍‌ଆଙ୍ଗେଲ ଅଫ୍‌ ଇଣ୍ଡିଆ’ ନାମରେ ପ୍ରସିଦ୍ଧ ସରୋଜିନୀ ନାଇଡୁଙ୍କ ଆଜି ଜନ୍ମ ଜୟନ୍ତୀ । ରାଜନୈତିକ କାର୍ଯ୍ୟକର୍ତ୍ତା, ମହିଳା ଅଧିକାରର ସମର୍ଥକ, ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଭାରତୀୟ ମହିଳା ଅଧ୍ୟକ୍ଷା ସରୋଜିନୀ ନାଇଡୁଙ୍କ ଜନ୍ମ ହାଇଦ୍ରାବାଦରେ ୧୮୭୯ ମସିହାରେ ହୋଇଥିଲା । ତାଙ୍କ ପିତା ଅଘୋରେନାଥ ଚଟ୍ଟୋପାଧ୍ୟାୟ ହାଇଦ୍ରାବାଦର ନିଜାମ କଲେଜରେ ପ୍ରିନ୍ସିପାଲ ଥିଲେ । ସରୋଜିନୀ ମାଡ୍ରାସ ଏବଂ ଲଣ୍ଡନର କିଙ୍ଗ୍‌ସ କଲେଜରୁ ଶିକ୍ଷା ଲାଭ…

Read More