ଅକ୍ଷମରୁ ସକ୍ଷମ ହୋଇଛନ୍ତି ରାଧିକା, ଆତ୍ମନିର୍ଭର କଲା କାଗଜ କଣ୍ଢେଇ
ନୂଆଦିଲ୍ଲୀ, ୨୨/୧୨ : ଆତ୍ମନିର୍ଭର କଲା କାଗଜ ଗୁଡିୟା। ତାମିଲନାଡୁ କୋୟମ୍ଵଟୁରର ୨୩ ବର୍ଷୀୟା ରାଧିକା ଜେଏ କାଗଜରେ କଣ୍ଢେଇ ତିଆରି କରି ଆତ୍ମନିର୍ଭର ହୋଇପାରିଛନ୍ତି। ସେ ଅକ୍ଷମ ହୋଇଥିଲେ ମଧ୍ୟ ସକ୍ଷମ ହୋଇପାରିଛନ୍ତି। ତାଙ୍କୁ ୫ ବର୍ଷ ବୟସ ହୋଇଥିବା ବେଳେ ସେ ଏକ ଗମ୍ଭୀର ରୋଗରେ ପୀଡିତ ହୋଇଥିଲେ। ଯାହାଫଳରେ ପାଠପଢା ଶେଷ କରିପାରି ନଥିଲେ। ହେଲେ ତାଙ୍କର ଅନ୍ତଃନିହିତ କଳା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ସେ ଏବେ ଘରେ ବସି…
