ପକେଟ୍ ଖର୍ଚ୍ଚରେ ପରିବେଶ ଅନୁକୂଳ ଟଏଲେଟ୍ କରୁଛନ୍ତି ମୋନ୍ଦ୍ରିତା, ସମାଜରେ ବାଣ୍ଟୁଛନ୍ତି ସ୍ଵଚ୍ଛତାର ବାର୍ତ୍ତା

ଜାମସେଦପୁର, ୨୬/୧୦ : ମନୋବଳ ଦୃଢ ଥିଲେ କୌଣସି କାମ ବଡ଼ ହୋଇନଥାଏ। ପକେଟ୍ ଖର୍ଚ୍ଚରେ ପରିବେଶ ଅନୁକୂଳ ଟଏଲେଟ୍ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ମୋନ୍ଦ୍ରିତା ଚାଟାର୍ଜୀ। ୨୦୧୬ରେ ଟେଲେକୋ ଅଞ୍ଚଳ ଉପକଣ୍ଠରେ ଥିବା କେନ୍ଦ୍ରିଡିହ ପଞ୍ଚାୟତରେ ସେ ନିଜ ପକେଟ୍‌ ଖର୍ଚ୍ଚ ବାବଦକୁ ମିଳୁଥିବା ଟଙ୍କା ସାହାଯ୍ୟରେ ପ୍ରଥମେ ଏକ ଟଏଲେଟ୍‌ ତିଆରି କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା । ଅଦ୍ୟାବଧି ସେ ବିଭିନ୍ନ ସ୍ଥାନରେ ୧୦ଟି…

Read More

ମୁହଁରେ ଲଗାନ୍ତୁ କଫି ଆଇସ୍ କ୍ୟୁବ୍, ଚମକିବ ତ୍ବଚା

ଭୁବନେଶ୍ୱର, ୨୩/୧୦ : ଚେହେରା ପାଇଁ ଅତ୍ୟନ୍ତ ଲାଭଦାୟକ କଫି। ଏହା ତ୍ୱଚାକୁ ସୁନ୍ଦର ରଖିବା ସହିତ ତ୍ୱଚାର ପିଗମେଣ୍ଟେସନକୁ ମଧ୍ୟ ଦୂର କରିଥାଏ । କଫିକୁ ଆପଣ ତ୍ୱଚାରେ ସ୍କ୍ରବ୍ ଏବଂ ଫେସ୍ ପ୍ୟାକ୍ ଭାବରେ ବ୍ୟବହାର କରିପାରିବେ । କଫିରେ ବ୍ଲିଚିଂ ପ୍ରପର୍ଟି ଯୁକ୍ତ ଆଣ୍ଟି-ଏଜିଙ୍ଗ୍ ପ୍ରପର୍ଟି ରହିଥାଏ, ଯାହା ବୟସ ପୂର୍ବରୁ ଚେହେରାରେ କୁଞ୍ଚନ, କଳା ରଙ୍ଗର ପ୍ୟାଚ୍ ଭଳି ସମସ୍ୟା ଦୂର କରିଥାଏ । ଏହା ବ୍ୟତୀତ ଏହା ଡେଡ୍ ସ୍କିନ୍ ବାହାର…

Read More

ଭାରତର ପ୍ରଥମ ମହିଳା ମାଜିଷ୍ଟ୍ରେଟ୍ ଓମାନା କୁଞ୍ଜମ୍ମା, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ, ୨୨/୧୦ : ଭାରତ ଇତିହାସରେ ମହିଳାଙ୍କ ଯୋଗଦାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ସେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସ୍ଵର ଉତ୍ତୋଳନ କରିବା ହେଉ କିମ୍ଵା ଇଂରେଜମାନଙ୍କ ଗୋଲାମୀ ଜଞ୍ଜିର ଭାଙ୍ଗିବାକୁ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବା… ସବୁ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ ରହିଛି। ଦେଶ ସ୍ଵାଧୀନ ହେବା ପରେ ଭାରତର ବିକାଶ କ୍ଷେତ୍ରରେ ମହିଳାମାନେ ନିରନ୍ତର ପ୍ରୟାସ କରିଛନ୍ତି। ରାଜନୀତି ଠାରୁ ନେଇ ରକ୍ଷାନୀତି ଯାଏଁ ସବୁ କ୍ଷେତ୍ରରେ ନାରୀ ଆଗରେ। ଆଉ…

Read More

ସବୁଠୁ ଅଧିକ ବୟସ୍କା ମହିଳା ଭାରତୀୟ ପର୍ବତାରୋହୀ ଜ୍ୟୋତି ରାତ୍ରେ, ଅନ୍ୟମାନଙ୍କ ପାଇଁ ପାଲଟିଲେ ପ୍ରେରଣା…

ନୂଆଦିଲ୍ଲୀ, ୨୧/୧୦ : ସବୁଠୁ ଅଧିକ ବୟସ୍କା ମହିଳା ଭାରତୀୟ ପର୍ବତାରୋହୀ ଜ୍ୟୋତି ରାତ୍ରେ। ଯେଉଁ ବୟସରେ ଆଣ୍ଠୁଗଣ୍ଠି ବାତ ଯୋଗୁଁ ମଣିଷ ଆରାମ କରିବାକୁ ଇଚ୍ଛା କରେ ସେହି ବୟସରେ ପର୍ବତ ଚଢି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ଜ୍ୟୋତି। ଭୋପାଳରେ ରହୁଥିବା ଜ୍ୟୋତି ତାଙ୍କ ସ୍କୁଲ ସମୟରେ ଏଭରେଷ୍ଟ ଶୃଙ୍ଗ ବିଷୟରେ ପଢିଥିଲେ। ଏଭରେଷ୍ଟ ଚଢିବା ଖୁବ୍ କଷ୍ଟ ବୋଲି ସେ ବହିରେ ପଢିଥିଲେ। ଏହା ପରେ ସେ ପାହାଡ଼ ଚଢିବା ପାଇଁ ସ୍ଵପ୍ନ…

Read More

ଓଡ଼ିଶୀ ଏବଂ ଭାରତନାଟ୍ୟମର ମହାଗୁରୁ ସୋନାଲ ମାନସିଂହ, ଜାଣନ୍ତୁ କିଏ ଏହି ମହିଳା…

ଭୁବନେଶ୍ଵର, ୧୯/୧୦ : ସେ ନୃତ୍ୟର ଜଣେ ଅନୁଭବୀ ଗୁରୁ। ତାଙ୍କ ଜୀବନରେ ସେ କଳାକୁ ଜିଇଁଛନ୍ତି। ତାଙ୍କର ଆଖି ଏବଂ ମୁଦ୍ରା କୁହେ ଅନେକ କାହାଣୀ। ଦୁନିଆ ସାରା ଅଛନ୍ତି ତାଙ୍କ ନୃତ୍ୟର ପ୍ରଶଂସକ ଏବଂ ଦେଶ ବିଦେଶରେ ଶିଷ୍ୟ। ଆମେ କହୁଛୁ ଭାରତନାଟ୍ୟମ୍ ଏବଂ ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ଲାଭ କରିଥିବା ସୋନଲ ମାନସିଂହଙ୍କ ବିଷୟରେ। ନୃତ୍ୟକୁ ତାଙ୍କ ଜୀବନରେ ଏକ ଅଭିନ୍ନ ଅଙ୍ଗ ବୋଲି ଭାବନ୍ତି ସୋନଲ। ସୋନଲଙ୍କ କହିବା ଅନୁଯାୟୀ, ନୃତ୍ୟ…

Read More

ଜାଣନ୍ତୁ ମେକଅପ୍ ବ୍ରସ୍ ରେ କେମିତି କରିବେ ମେକଅପ୍

ମେକ୍ଅପ ତ ସବୁ ମହିଳା କରିଦିଅନ୍ତି । ମାତ୍ର ମେକ୍ଅପ୍ କରିବା ସମୟରେ ଅନେକ ମହିଳା ଅଛନ୍ତି ଅଜାଣତରେ ହେଉ ଅବା ଜାଣିକି ହେଉ ବହୁତ କିଛି ଭୁଲ୍ କରିଦିଅନ୍ତି । ଫଳରେ ଚେହେରା ସୁନ୍ଦର ଦେଖାଯିବା ପରିବର୍ତେ ବହୁତ ଅଜବ ଦେଖାଯାଇଥାଏ । ମେକ୍ଅପ୍ ନେବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ମେକ୍ଅପ୍ ବ୍ରଶ୍ର । କାରଣ ବ୍ରଶ୍ ବିନା ମେକଅପ୍ ନେବା ଅସମ୍ଭବ ହୋଇଥାଏ । ଆଜି ଆମେ ଜାଣିବା ଅଧିକାଂଶ ବ୍ୟବହାର ହେଉଥିବା…

Read More

କ୍ୟାଣ୍ଡି ଏବଂ ଚକୋଲେଟ୍ ଚୋରି କରୁଛନ୍ତି ମାଆ, ତାଙ୍କୁ ଜେଲ୍ ପଠାଅ… ଥାନାରେ ଅଭିଯୋଗ କଲେ ୩ ବର୍ଷର ଶିଶୁ

ଭୋପାଳ, ୧୭/୧୦ : ମାଆ ବିରୋଧରେ ଅଭିଯୋଗର ଲମ୍ଵା ତାଲିକା ଧରି ଥାନାରେ ପହଞ୍ଚିଲା ପୁଅ। ଅଭିଯୋଗକାରୀଙ୍କୁ ଦେଖି ପୋଲିସ ତାଜୁବ। ଅଭିଯୋଗକାରୀଙ୍କୁ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ। ତେବେ ଏହି ଅଭିଯୋଗକାରୀ କିଏ ? କଣ ହୋଇଛି ତାଙ୍କ ସହ ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା… ମଧ୍ୟପ୍ରଦେଶ ବୁରହାନପୁର ଦେଡତଲାଇରେ ଏକ ରୋଚକ ଘଟଣା ଘଟିଛି। ଏକ ୩ ବର୍ଷର କୁନି ଶିଶୁ ତାର ମାଆଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିଛନ୍ତି।…

Read More

ଭାରତରେ ପରିବାର ନିୟୋଜନର ମୂଳଦୁଆ ପକାଇଥିଲେ ଏହି ମହିଳା, ଜାଣନ୍ତୁ ଏହି ମହିଳାଙ୍କ ବିଷୟରେ…

ନୂଆଦିଲ୍ଲୀ, ୧୬/୧୦ : ରାସ୍ତାରେ ଯାଉଥିବା ଗାଡି କିମ୍ଵା ସହରର ବଡ଼ ବଡ଼ କୋଠାର କାନ୍ଥରେ ଆପଣ ପରିବାର ନିୟୋଜନ ପୋଷ୍ଟର ଦେଖିଥିବେ। ମେଟ୍ରୋ ଏବଂ ଟିଭି ଚ୍ୟାନେଲରେ କଣ୍ଡୋମର ବିଜ୍ଞାପନ ମଧ୍ୟ ଦେଖିଥିବେ। ସପିଂ ମଲ୍ ଏବଂ ଷ୍ଟୋରରେ ସାନିଟାରୀ ନାପକିନ୍ ମଧ୍ୟ ବିକ୍ରି ହେଉଥିବା ଦେଖିଥିବେ। ତେବେ କିଛି ବର୍ଷ ତଳେ ଏହି ସବୁ ଜିନିଷ ଗୁଡ଼ିକର ଏତେ ପ୍ରଚାର ପ୍ରସାର ନଥିଲା। ପରିବାର ନିୟୋଜନ ବିଷୟରେ ଲୋକମାନେ ଖୋଲାଖୋଲି ଭାବେ କଥା ହୋଇପାରୁ…

Read More

ଓଜନ କମ୍ କରିବାରେ ସହାୟକ ହୁଏ ପୋଦିନା ଚା’

ଭୁବନେଶ୍ୱର ୧୪/୧୦ :  ପୋଦିନା ପତ୍ର ସ୍ୱାସ୍ଥ୍ୟ ପାଇଁ ହିତକର । ଆୟୁର୍ବେଦରେ ପୋଦିନାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ପୋଦିନାକୁ ଆପଣ ଯେକୌଣସି ଉପାୟରେ ବ୍ୟବହାର କରିପାରିବେ। ଏହାର ସୁଗନ୍ଧ ସମସ୍ତଙ୍କୁ ପସନ୍ଦ। ସେଥିପାଇଁ ଅନେକ ବ୍ୟଞ୍ଜନରେ ଏହାକୁ ବ୍ୟବହାର କରାଯାଏ। ପୋଦିନା ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ। ପୋଦିନାରେ କ୍ୟାଲୋରୀ ଏବଂ ପ୍ରୋଟିନ୍ କମ୍ ମାତ୍ରାରେ ରହିଥାଏ। ଯେଉଁଥିପାଇଁ ଏହା ମେଦ କମ କରିବାରେ ସାହାଯ୍ୟ କରିଥାଏ। ପୋଦିନା ଚା’ ଦ୍ୱାରା ଓଜନ…

Read More

ପୁଣେର ପ୍ରୀତି ମସ୍କେ, ୫୫ ଘଣ୍ଟାରେ ଲେହରୁ ମନାଲୀ ସାଇକେଲ୍ ଯାତ୍ରା କରି ଗିନିଜ୍ ବୁକ୍ ଅଫ ରେକର୍ଡରେ ହେଲେ ସ୍ଥାନିତ

ନୂଆଦିଲ୍ଲୀ, ୧୨/୧୦ : ପାଠପଢା ହେଉକି ଖେଳକୁଦ ଏବେ ସବୁ କ୍ଷେତ୍ରରେ ନାରୀ ଆଗରେ। ଶାରିରିକ ହେଉକି ମାନସିକ ସବୁ ସ୍ତରରେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ନାରୀ। ଆଜିର ନାରୀ ଦେଶର ସର୍ବୋଚ୍ଚ ଆସନରେ ବସିଥିବା ବେଳେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଦେଶର ନାମକୁ ଉଜ୍ଜ୍ଵଳ କରୁଛନ୍ତି। ପରିବାର ଏବଂ ଗୃହସ୍ଥୀ ସମ୍ଭାଳିବା ସହ ଆଜିର ନାରୀ ଉଦ୍ୟୋଗ ଜଗତ, ଖେଳକୁଦ ସବୁ କ୍ଷେତ୍ରରେ ଜଗତଜିତା ହୋଇପାରିଛି। ଏଭଳି ଜଣେ ମହିଳା ହେଉଛନ୍ତି ପୁଣେର…

Read More