ବିଏସଏନଏଲ 4G ସେବା ଆରମ୍ଭ- କଣ କହୁଛି ଦେଶ ଜାଣନ୍ତୁ

ଦେଶ ଯେତେବେଳେ ରିଲାଏନସ ଜିଓରେ ଝୁମୁଛି, ଗାଁଠାରୁ ସହର ଇଣ୍ଟରନେଟରେ ଡୁବି ରହୁଛି, ଏୟାରଟେଲ ତାର 4G ସେବା ପାଇଁ ବାରମ୍ବାର ଗ୍ରାହକଙ୍କ ପାଖରେ କାନଫଟା ବିଜ୍ଞାପନ କରୁଛି ସେତେବେଳେ ଦେଶରେ ଆଜିଠାରୁ ବିଏସଏନଏଲର 4G ସେବା ଆରମ୍ଭ ହୋଇଛି । ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଥମେ ବିଏସଏନଏଲ କଲ କରି ଏହାର ଶୁଭାରମ୍ଭ କରିଛନ୍ତି । ଦେଶ ବିଏସଏନଏଲର ଏହି 4G ସେବାକୁ ନେଇ କି କି ପ୍ରତିକ୍ରିୟା ପ୍ରକାଶ କରିଛି ଏହା ଉଲ୍ଲେଖ…

Read More

ଅରିନ୍ଦମ ଦାସଙ୍କ ବିୟୋଗ: ହଠାତ ଏ କଣ ଘଟିଗଲା

ମହାନଦୀ ଜଳ ଗର୍ଭରେ ଫସି ଯାଇଥିବା ଏକ ହାତୀର ଉଦ୍ଧାର କରାଯିବା ଖବର ସଂଗ୍ରହ କରୁକରୁ ଟିଭି ସାମ୍ବାଦିକତା ଦୁନିଆର ହସ୍ତୀ ଅରିନ୍ଦମ ଦାସ ଭାସିଗଲେ ବହୁ ଦୂରକୁ । ଏତେ ଦୂରକୁ ଯେ ଆଉ ସେଠାରୁ ସେ ଫେରିବେନି । ସତେ ଯେମିତି ଜଣେ ଦକ୍ଷ ସାମ୍ବାଦିକଙ୍କୁ ଭଗବାନ ତାଙ୍କ ଦୁନିଆ ପାଇଁ ଆବଶ୍ୟକ କରୁଥିଲେ ଏବଂ ସେ ଏଥିପାଇଁ ତାଙ୍କୁ ଠିକ ତାଙ୍କର କର୍ତ୍ତବ୍ୟସ୍ଥଳରୁ ପାଖକୁ ନେଇଗଲେ  । Tuskar struck up at…

Read More

ଷ୍ଟାର ପ୍ଲସରେ ବକ୍ସି ଜଗବନ୍ଧୁଙ୍କ ସଂଗ୍ରାମର କାହାଣୀ : ଆସୁଛି ବିଦ୍ରୋହୀ

ଓଡ଼ିଶାର ପାଇକ ବିଦ୍ରୋହର କାହାଣୀ ଏବେ ଷ୍ଟାର ପ୍ଲସରେ ପ୍ରଦର୍ଶିତ ହେବ। ବକ୍ସି ଜଗବନ୍ଧୁଙ୍କର ସଂଗ୍ରାମର କାହାଣୀ ହିନ୍ଦିରେ ଦେଖିବେ ଦର୍ଶକ  । ଏନେଇ ଷ୍ଟାର ପ୍ଲସ ଏହାର ସିରିଜ ବିଦ୍ରୋହୀର  ଟିଜର ରିଲଜ କରି ଘୋଷଣା କରିଛି । ଆଜାଦୀକି ଅମୃତ ମହୋତ୍ସବ ଅବସରରେ ଦେଶର ସଂଗ୍ରାମୀମାନଙ୍କର ତ୍ୟାଗର କାହାଣୀକୁ ନେଇ ତିଆରି ହୋଇଛି ଏହି ସିରିଜ ବିଦ୍ରୋହୀ। ଏହାର ପ୍ରଥମ ଏପିସୋଡରେ ସ୍ବାଧୀନତାର ପ୍ରଥମ ସଂଗ୍ରାମ ମାନ୍ୟତା ପାଇଥିବା ପାଇକ ବିଦ୍ରୋହକୁ ସ୍ଥାନ ଦିଆଯାଇଛି…

Read More

ଲଘୁଚାପ ବର୍ଷାରେ ଦୁଇଦିନ 20 ଜିଲ୍ଲା ହନ୍ତସନ୍ତ

ଦୁଇ ଦିନର ଲଘୁଚାପଜନିତ ବର୍ଷାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପ୍ରଭାବରେ ୨୦ଟି ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲଗାଣ ବର୍ଷା ଯୋଗୁ ରାଜ୍ୟର ୨୦ଟି ଜିଲ୍ଲାକୁ ବିଶେଷ ଭାବେ ପ୍ରଭାବିତ ହୋଇଛି । ୨୦ଟି ଜିଲ୍ଲାର ୨୦.୪୬ଲକ୍ଷ ଲୋକ ବର୍ଷା ବା ତତସଂଲଗ୍ନ ବିଭିନ୍ନ କାରଣ ପାଇଁ ପ୍ରଭାବିତ ହୋଇଛନ୍ତି  । ୧୩ ହଜାର ୫୩୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ସ୍ଥାନରେ ୨ ହଜାର୮୭୦ଟି ଘର ଭାଙ୍ଗିଯାଇଥିବା ବେଳେ ୪ଜଣଙ୍କ…

Read More

ପ୍ରମୋଦ ଭଗତଙ୍କ ସେହି ସ୍ବର୍ଣ୍ଣିମ ମୁହୂର୍ତ୍ତ – ଖୁସିରେ ଏମିତି ଡେଇଁଉଠିଲେ

ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ ।  ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି । ବ୍ୟାଡମିଣ୍ଟନ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ସିଧାସଳଖ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରି ପ୍ରମୋଦ ଦେଶକୁ ସ୍ବର୍ଣ୍ଣ ମେଡାଲ ଉପହାର ଦେଇଛନ୍ତି।  ଅଲିମ୍ପିକ୍ସରେ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍‌ ମିଣ୍ଟନରେ…

Read More

ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧରେ ରହିଛି ସୁଖର ସନ୍ଧାନ

sheodisha.com ଆପଣମାନଙ୍କ ପାଇଁ ଆଣୁଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର ଲାଫିଙ୍ଗ ବୁଦ୍ଧ (Laughing Buddha)। ଲାଫିଙ୍ଗ ବୁଦ୍ଧ କ୍ଷୁଦ୍ର ଚଳଚ୍ଚିତ୍ରରେ ରହିଛି ଏକାଧିକ ମେସେଜ। ବର୍ତ୍ତମାନ ସମାଜର ଘଟଣାବଳୀ ମଧ୍ୟରୁ ଏଥିରେ ରହିଛି ଏମିତି ଏକ ଘଟଣା, ଯ଼ାହାକି ଆପଣ ଦେଖୁଛନ୍ତି,ଜାଣୁଛନ୍ତି କିନ୍ତୁ ନଜର ଆନ୍ଦାଜ କରିଦିଅନ୍ତି । ଖୁସିର ସନ୍ଧାନରେ ମଣିଷ କେମିତି ବାଟବଣା ହୋଇଯ଼ାଏ ଏବଂ ପୁଣି ଲାଫିଙ୍ଗବୁଦ୍ଧ ନିକଟରେ ଖୁସିର ସତ୍ତା ତାକୁ ମିଳିଛି, ଏମିତି କିଛି ନିଆରା କାହାଣୀକୁ ନେଇ ଏହି…

Read More

ଏବେ ମହିଳାମାନଙ୍କର କଣ ହେବ? ଚିନ୍ତା ଆଫଗାନିସ୍ତାକୁ ନେଇ

ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବାକୁ ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟାମାନ ପ୍ରକାଶ ପାଇବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡନ ସ୍ପଷ୍ଟ କରିଦେଇଛନ୍ତି ଆଫଗାନିସ୍ତାନରେ ରାଷ୍ଟ୍ର ନିର୍ମାଣ ଆମେରିକାର କେବେ ଅଭିପ୍ରାୟ ନଥିଲା ବରଂ ଅଲକାଏଦାକୁ ମୂଳୋତ୍ପାଟନ କରିବା ଲାଗି ଆମେରିକା ସେଠାକୁ ଯ଼ାଇଥିଲା । ଆମେରିକା ଯେଉଁ ଟାର୍ଗେଟ ନେଇଥିଲା ତାହା ସଫଳ ହୋଇଛି। ବିନ୍ ଲାଡେନକୁ ଖୋଜି ତାର ଅନ୍ତ ଘଟାଇଛି ଆମେରିକା, । 20 ବର୍ଷରେ ଆମେରିକା ଅନେକ କିଛି କରିବା…

Read More

ଦେଶ ମୋର ରଙ୍ଗୀଲ ରଙ୍ଗୀଲା- ଏ ଚିତ୍ର ଦେଖିଲେ ଛାତି ଫୁଲି ଉଠିବ

କୁହାଯାଏ ଉତ୍ସବ ଅପେକ୍ଷା ଉତ୍ସବର ପୂର୍ବରାତିଟି ହିଁ ବେଶେ ଉତ୍ସାହପ୍ରଦ ହୋଇଥାଏ। ସାରାଦେଶରେ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଦେଶ ବିଦେଶରେ ଯେଉଁଭଳି ଭାବେ ତ୍ରିରଙ୍ଗାର ଛାଇଆଲୁଅ ଚିତ୍ର ମାନ ସାମ୍ନାକୁ ଆସୁଛି ତାହା ଦେଖିଲେ ଜଣେ ଭାରତୀୟ ଭାବେ ଛାତି ଉଲ୍ଲାସରେ କୁଣ୍ଢେମୋଟ ହୋଇଯିବ। ସ୍ବାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ ଏବଂ ଦେଶ କିପରି ବିଭାଜନ ବିଭୀଷିକା ଦିବସ ପାଳନ କରିଛି ଏସବୁ ଉପରେ ଆପଣଙ୍କ ନଜର ନିଶ୍ଚୟ ଥିବ କିନ୍ତୁ କାଶ୍ମୀରରେ କିପରି…

Read More

ନୀରଜଙ୍କ ସୁନାର ମେଡାଲ: କିଛି ଅଭୁଲା ଭିଜୁଆଲ Watch IT

 ଶହେ ବର୍ଷରେ ଭାରତକୁ ମିଳିଛି ଏମିତି ସଫଳତା ଯ଼ାହାକୁ ନେଇ ସାରା ଭାରତ ଗର୍ବରେ ଛାତି ଫୁଲାଇ ପାରୁଛି। ଅଲିମ୍ପିକ୍ସରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତିବାକୁ ପୂରା ଦେଶ ସେଲେବ୍ରେଟ କରୁଛି। ସୋସିଆଲ ମିଡିଆରେ ଏବେ କେବଳ ନୀରଜଙ୍କ ଖବର ଏବଂ ଭିଜୁଆଲ ହିଁ ଛାଇ ଯ଼ାଇଛି। ଏ ସଂପର୍କିତ ପୂରା ଖବର ଆମେ ଏହି ଠାରେ ଆପଣଙ୍କୁ ଦେବାକୁ ଚେଷ୍ଟା କରୁଛୁ।   ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା…

Read More