ସିନ୍ଧୁ ଜିତିଲେ ବ୍ରୋଞ୍ଜ ଦେଖନ୍ତୁ କେତେ କଷ୍ଟ ସାଧ୍ୟ ଥିଲା ସେହି ସମୟ

ପିଭି ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଭାବେ ଦୁଇଟି ଅଲିମ୍ପିକ୍ସ ମେଡାଲ ଜିଣି ଇତିହାସ ରଚିଛନ୍ତି । ବ୍ୟାଡମିଣ୍ଟନ ସିଙ୍ଗଲସ ତୃତୀୟ ସ୍ଥାନ ପାଇଁ ସିନ୍ଧୁ ତାଙ୍କର ଚୀନ ପ୍ରତିପକ୍ଷ ବିଙ୍ଗ ଜିଆଓଙ୍କୁ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମିଫାଇନାଲରେ ବିଶ୍ବର ନମ୍ବର ୱାନ ଟାଇ ଜୁ ୟିଙ୍ଗଙ୍କଠାରୁ ହାରିଯାଇଥିବା ପିଭି ସିନ୍ଧୁ ଘାଇଲା ବାଘ ପରି ଖେଳିଥିଲେ। ପ୍ରଥମରୁ ହିଁ ତାଙ୍କର ଚୀନ ପ୍ରତିପକ୍ଷଙ୍କ ଉପରେ ପ୍ରଭାବ ବିସ୍ତାର କରି ରଖିଥିଲେ। ତଥାପିବି ମ୍ୟାଚ ରୋଚକ…

Read More

ନେତାଙ୍କ ଛତା ଓ କୁର୍ତ୍ତା -ଆପଣ ହସିବେ କିନ୍ତୁ ଆମକୁ ଶିକ୍ଷା(WATCH)

ନେତାମାନେ ଯେ ଗୁରୁ ଗମ୍ଭୀର ରହିବେ, ସାଧାରଣ ସ୍ଥାନରେ ଏମାନେ ଥଟ୍ଟା ମଜା କରିପାରିବେନି, ଏମାନଙ୍କ ସହିତ କିଛି ଅସାମାନ୍ୟ ଘଟିଗଲେ ଏମାନଙ୍କୁ ଅସହଜ କରିଦିଏ, ଏମିତି ଧାରଣାର ଯୁଗ ଗଲାଣି। ଏବେ ତ ଦିନକୁ ଦିନ ନେତାମାନଙ୍କ ସାଧାରଣ ଜୀବନର ଭିଜୁଆଲ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେମାନେ କେତେ ଅତି ସାଧାରଣ ମଣିଷ, ବିଲକୁଲ ଅନ୍ୟମାନଙ୍କ ଭଳି, ତାହା ସାମ୍ନାକୁ ଆସୁଛି। ଆମେ ଆପଣଙ୍କ ସାମ୍ନାରେ ଦୁଇ ରାଷ୍ଟ୍ରନେତାଙ୍କ ଭିଜୁଆଲ ଆଣିଛୁ ଯ଼ାହାକି…

Read More

ଗୋଟିଏ ଦେଶ ଗୋଟିଏ ରାସନ ଓଡ଼ିଶାରେ ଆରମ୍ଭ

ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠାରୁ ଓଡ଼ିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡ଼ିଶାରେ ଓ ଓଡ଼ିଶାର ଲୋକ ରାଜ୍ୟ ବାହାରେ ତାଙ୍କ ପସନ୍ଦର ଦୋକାନରୁ ରାସନ ପାଇପାରିବେ । ରାଜ୍ୟର ୧୦ ହଜାର ୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ । ଏହାସହିତ…

Read More

କାହିଁକି ମାଙ୍କଡ଼ଙ୍କ ଭିତରେ ହେଲା ଗ୍ୟାଙ୍ଗୱାର

ଦାବି ପୂରଣ ନହେଲେ ଲୋକମାନେ ରାସ୍ତା ଅବରୋଧ କରିବାର ଦେଖିଥିବେ । ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଗଲେ ଟ୍ରାଫିକ ଜାମ ହୋଇଯ଼ିବାର ଦେଖିଥିବେ। ହେଲେ ଦୁଇ ଗୋଷ୍ଠୀ ମାଙ୍କଡ଼ଙ୍କ ମଧ୍ୟରେ ଏମିତି ମାଡଗୋଳ ଆରମ୍ଭ ହୋଇଯ଼ାଇଥିଲା ଯେ ଟ୍ରାଫିକ ଜାମ ହୋଇଯ଼ାଇଥିଲା, ଲୋକେ ଦେଖି ତାଜୁବ। ବେଶ୍ କିଛି ସମୟ ଧରି ଚାଲିଥିଲା ମାଙ୍ଗଡ଼ଙ୍କର ଏହି ଖଣ୍ଡ ଯ଼ୁଦ୍ଧ। ତାପରେ ମାଙ୍କଡ଼ମାନେ ଯେମିତି ଆସିଥିଲେ ସେମିତି ଚାଲିଯାଇଥିଲେ ସେମିତି ଚାଲିଯାଇଥିଲେ ଏବଂ ଟ୍ରାଫିକ ସ୍ବାଭାବିକ ହୋଇଥିଲା କିନ୍ତୁ…

Read More

ପହିଲି ଦିନରେ ମୀରାବାଈ ଚାନୁଙ୍କ କମାଲ- ମଣିପୁରରୁ ରୁପା ମେଡାଲ

ଜାପାନରେ ଅଲିମ୍ପିକ୍ସ ଆରମ୍ଭ ହେବାର ପ୍ରଥମ ଦିନରେ ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି ମଣିପୁର ଲାଡଲି ମୀରାବାଈ ଚାନୁ । ଭାରତ୍ତୋଳନରେ ଭାରତ ପାଇଁ ରୌପ୍ୟ ପଦକ ଜିତି ପୂରା ଦେଶ ପାଇଁ ଉତ୍ସାହ ଭରି ଦେଇଛନ୍ତି ଚାନୁ । ୪୯ କେଜି ବର୍ଗରେ ସେ ସ୍ନାଚ୍‌ରେ ୮୭ ଓ କ୍ଳିନ୍ ଆଣ୍ଡ ଜର୍କରେ ୧୧୫ କେଜି ଏଜନ ଉଠାଇଥିଲେ। ଅଲିମ୍ପିକ୍ସର ପ୍ରଥମ ଦିନରେ ପଦକ ହାସଲ କରିବା ଏବଂ ଭାରୋତ୍ତୋଳନକାରୀ ଭାବେ ରୌପ୍ୟ ପଦକ ଜିତିବାରେ…

Read More

ଦେଶରେ ପ୍ରଥମ ବାର୍ଡ ଫ୍ଲୁରେ ମଣିଷ ମୃତ୍ୟୁ

ଦେଶରେ ପ୍ରଥମ ବାର୍ଡ ଫ୍ଲୁ ଜନିତ ମଣିଷ ମୃତ୍ୟୁ ଘଟିଛି । ତେବେ ଏହି ରୋଗ ମଣିଷରୁ ମଣିଷକୁ ସଂକ୍ରମିତ ହେଉନଥିବାରୁ ଡରିବାର ନାହିଁ ବୋଲି ଏମସ ଡାକ୍ତର ଆଶ୍ବସନା ଦେଇଛନ୍ତି । ହରିୟାଣାର ଏକ 11 ବର୍ଷର ବାଳକର ବାର୍ଡ ଫ୍ଲୁରେ ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି। ପିଲାଟି ଜୁଲାଇ 2 ତାରିଖରେ ଦିଲ୍ଲୀ ଏମସ୍ରେ ଭର୍ତ୍ତି ହୋଇଥିଲା। 10 ଦିନ ପରେ ତାର ମଲ୍ଟି ଅର୍ଗାନ ଫେଲ୍ୟୁରରେ ମୃତ୍ୟୁ ହୋଇଛି। ତେବେ କ୍ୟାନସରରେ ପୀଡ଼ିତ…

Read More

ଲେଖୁ ଲେଖୁ ଲେଖିଦେଲି- ଛୋଟ ବୟସରେ ଏତେ…

ଆମେରିକାର ଗାୟିକା ଅଭିନେତ୍ରୀ ଜେନିଫର ଲୋପେଜ ହଠାତ ଦିନେ ଘୋଷଣା କଲେ ଯେ ତାଙ୍କ 12 ବର୍ଷର ଝିଅ ଏବେ ମ୍ୟାରିବେଲ ମ୍ୟୁନିଜ ଏକ ଶିଶୁ ପୁସ୍ତକ ରଚନା କରିଛନ୍ତି ଏବଂ ଏହା ପ୍ରକାଶିତ ହେବାକୁ ଯାଉଛି। ଶିଶୁମାନେ ଯେ କେବଳ ଭିଡିଓ ଗେମ୍ ବା କାର୍ଟୁନ ସିରିୟଲରେ ସୀମିତ ରହିଛନ୍ତି ଏକଥା ନୁହେଁ ଅନେକ ଶିଶୁ ପୁସ୍ତକ ରଚନା କରି ସେମାନଙ୍କର ନାଁ ସୃଷ୍ଟି କରିସାରିଲେଣି । ଆପଣ ବି ଆପଣଙ୍କ ପୁଅ କିମ୍ବା ଝିଅଙ୍କୁ…

Read More

ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଉ- ଭାର୍ଗବ

ଅଧା ଶିଶୁଙ୍କ ନିକଟରେ କୋଭିଡ ଆଣ୍ଟିବଡି ସୃଷ୍ଟି ହେଲାଣି । ଏମିତିକି ଶିଶୁମାନଙ୍କ ଠାରେ ଭାଇରାଲ ରୋଗ ପ୍ରତିରୋଧ କ୍ଷମତା ଅଧିକ ଥାଏ । ତେଣୁ ଯ଼ଦି ସ୍କୁଲ ଖୋଲିବା କଥା ଚିନ୍ତା କରାଯ଼ାଏ ତେବେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା ଉଚିତ। ଏମିତି କିଛି ମତ ଦେଇଛି ଭାରତର ଚିକିତ୍ସା ଗବେଷଣା ସଂସ୍ଥା ଆଇସିଏମଆର । ଆଇସିଏମଆରର ମୁଖ୍ୟ ବଳରାମ ଭାର୍ଗବ ଚତୁର୍ଥ ସେରୋ ସର୍ଭେ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଦେଶରେ ଦୁଇ…

Read More

ଜୟନ୍ତି ଟିଗାଙ୍କ ବିଷୟରେ ଜାଣିଲେ ଆପଣ ବି ହାର ମାନିବେନି

ଜୟନ୍ତି ଟିଗା, ଏହି ନାଁଟି ପୂର୍ବରୁ କେବେ ସମ୍ଭବତଃ ଆପଣ ଶୁଣିନଥିବେ । କାରଣ ସେ ଚର୍ଚ୍ଚାରେ ରହୁଥିବା ଭିଆଇପିଙ୍କ ଭିତରୁ ନୁହନ୍ତି । ମନ୍ତ୍ରୀ ନୁହନ୍ତି, ନେତା ନୁହନ୍ତି, ସରକାରୀ ବାବୁ କିମ୍ବା ବ୍ୟବସାୟାୀ ବି ନୁହନ୍ତି । ତେବେ ଓଡ଼ିଶାର ଏହି ମହିଳାଙ୍କ ବିଷୟରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଧରିଲାଣି।  ଏହି ମହିଳା ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କର କର୍ମ ନିଷ୍ଠା ତାଙ୍କୁ ଏବେ ପ୍ରଶଂସିତ କରିଛି। ଜୟନ୍ତି ଟିଗା ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା…

Read More