11ବର୍ଷର ଝିଅ କଲେକ୍ଟର : ଇଚ୍ଛା ପୂରଣ ହେଲା

11 ବର୍ଷର ଝିଅ ଫ୍ଲୋରା ଅସୋଦିଆ ଅହମ୍ମଦାବାଦର କଲେକ୍ଟର ହେଲା। ତାର ସ୍ବପ୍ନ  ବା ଇଚ୍ଛା ପୂର୍ଣ୍ଣ ହେଲା। ହେଲେ କଲେକ୍ଟରଙ୍କ କୁର୍ସିରେ ବସିବା ବେଳେ ଫଟୋ ଦେଖିଲେ ଲାଗୁଥିଲା ନା ସେ ସେତେଟା ଖୁସି ଥିଲା ନା ତାର ଚାରିପାଖରେ ଅନ୍ୟମାନେ ଖୁସି ଥିଲେ। ତେବେ ଫ୍ଲୋରାର କାହାଣୀରେ ରହିଛି କିଛି ସେମିତି ଦୁଃଖ ପୂର୍ଣ୍ଣ କଥା। ସେ ବ୍ରେନ ଟ୍ୟୁମରରେ ପୀଡ଼ିତ । ସର୍ଜରୀ ହେବା ପରେ ବି ତାର ସ୍ବାସ୍ଥ୍ୟାବସ୍ଥାରେ ସେତେଟା ଉନ୍ନତି…

Read More

ପ୍ରେମଲତାଙ୍କ ପ୍ରଶଂସାରେ ଶତମୁଖ ହେଲେ ମୁଖ୍ୟମନ୍ତ୍ରୀ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଷ୍ଠାପର କାର୍ଯ୍ୟ ପାଇଁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ସମ୍ମାନ ପାଇଲେ ପ୍ରେମଲତା ବାରିକ । କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପ୍ରେମଲତା ବାରିକଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ଜଗତସିଂହପୁର କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ପ୍ରେମଲତା । ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଦ୍ଵାରା ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ସମ୍ମାନରେ ସମ୍ମାନିତ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶ୍ରୀମତୀ ପ୍ରେମଲତା ବାରିକଙ୍କୁ ଶୁଭେଚ୍ଛା। ଆପଣଙ୍କ ନିଷ୍ଠା ଓ ସମର୍ପିତ…

Read More

ବିନୋଦିନୀ ଦେବୀ ପାଇବେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

ଜୀବନବ୍ୟାପୀ ସାଧନା ଲାଗି ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କରାଯିବ ।  ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ଆରୁଷୀ ମୁଦଗଲ ଏବଂ ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ । ଦୁହିଁଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯିବ । ଏନେଇ ‘ସୃଜନ’ର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।…

Read More

ପାରାଲିମ୍ପିକ୍ସରେ ରୌପ୍ୟ ଜିତି ଇତିହାସ ରଚିଲେ ଭାବିନା

ଭିନ୍ନ କ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ପାରାଲିମ୍ପିକ୍ସରେ ଭାରତର ଭାବିନା ପଟେଲ ଇତିହାସ ରଚିଛନ୍ତି. ଭାବିନା ଟେବୁଲ ଟେନିସରେ ରୌପ୍ୟ ପଦକ ଜିଣି ଭାରତର ପାଇଁ ଗୌରବ ଆଣିଛନ୍ତି. ତେବେ ଭାବିନା ଫାଇନାଲରେ ବିଶ୍ବର ନମ୍ବର ୱାନ ଚୀନର ୟିଙ୍ଗ ଝୋଉଙ୍କଠାରୁ 0-3ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି.  34 ବର୍ଷୀୟା ଭାବନା ଖୁବ ସୁନ୍ଦର ଖେଳ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ. ତେବେ ଫାଇନାଲରେ  ବିଶ୍ବର ନମ୍ବର ୱାନ ଝୋଉଙ୍କଠାରୁ 7-11 5-11 6-11ରେ…

Read More

ଶ୍ରେଣୀରେ ଭଲ ସାଙ୍ଗ ସିଏ- ପାଖରେ ବସିଛି ଯିଏ

କୁହାଯାଏ ଗୋଟିଏ କ୍ଲାସରେ ପଢୁଥିବା ଛାତ୍ରଛାତ୍ରୀ ଯେତେବେଳେ ସେମାନଙ୍କର ସାଙ୍ଗ ବାଛିବା ଆରମ୍ଭ କରନ୍ତି ସେଥିରେ ସେମାନେ ସମାନତାକୁ ବେଶୀ ଗୁରୁତ୍ବ ଦେଇଥାନ୍ତି । ଯେମିତିକି ଭଲ ପାଠ ପଢୁଥିବା ପିଲାଟି ସମାନ ଭାବେ ପଢୁଥିବା ପିଲାଟି ସହିତ ସାଙ୍ଗ ହୋଇଥାଏ, ସେମିତି ଯେଉଁ ଛାତ୍ରଛାତ୍ରୀଙ୍କ ପାରିବାରିକ କିମ୍ବା ଜାତିଗତ ସାମଞ୍ଜସ୍ୟ ରହିଛି ସେମାନେ କୁଆଡ଼େ ସାଙ୍ଗ ହେବାଲାଗି ପସନ୍ଦ କରିଥାନ୍ତି । ଏହା ବର୍ଷ ବର୍ଷ ଧରି ବିଶ୍ବାସ କରାଯାଇଛି । ହେଲେ ଏହାକୁ  କିଛି…

Read More

ରୀନା ଭୂୟାଁଙ୍କ କାହାଣୀ ବି ଏକ ଉଦାହରଣ

ସକାଳ ହେଲେ ସୂର୍ଯ୍ୟ ଉଦୟ ହେଉ ହେଉ ରୀନା ଭୂୟାଁ ତାଙ୍କ ସାଇକେଲ ଧରି ବାହାରି ପଡ଼ନ୍ତି । ପୋଲିଓରେ ଗୋଡ଼ ବଙ୍କା ଏହା ସତ୍ତ୍ବେ ବି ସେ ପ୍ରତିଦିନ 30 କିଲୋମିଟର ସାଇକଲିଂ କରି ଘରକୁ ଫେରନ୍ତି। ତେବେ ଏହି 30 କିଲୋମିଟର ସାଇକଲିଂ ପଛରେ ତାଙ୍କର ରହିଥିଲା ମଜବୁରି । କି କୁହୁଡ଼ି କି ବର୍ଷା ତାଙ୍କୁ ଘରୁ ବାହାରିବାକୁ ପଡୁଥିଲା ଏବଂ ନିର୍ଦ୍ଧାରିତ ସମୟ ଭିତରେ 30 କିଲୋମିଟର ସାଇକେଲରେସାରିବାକୁ ପଡୁଥିଲା। ଘରେ…

Read More

ବୋହୂ ଆମର ଏମଏ ପଢ଼ିଛି-ଝାନସୀର ରାଣୀ

ଆଜି କାଲି ବାରମ୍ବାର ଗୋଟିଏ କାହାଣୀ ପଢ଼ି ପଢ଼ି ସମସ୍ତେ ବିରକ୍ତ ହୋଇଗଲେଣି- ବୋହୂ ଶାଶୂଶ୍ବଶୂରଙ୍କୁ ଏମିତି କଲା ସେମିତି କଲା , ଘରୁ ବାହାର କରିଦେଲା, ମାଡ଼ ମାରିଲା, ଇତ୍ୟାଦି ଇଦ୍ୟାଦି … କିନ୍ତୁ ଏହି କାହାଣୀ ଆମେ ଏଇଥିପାଇଁ ଲେଖିଛୁ ଯେ ଏହାକୁ ପଢ଼ିବା ପରେ ନିଶ୍ଚୟ ଅନ୍ୟମାନେ ପ୍ରେରଣା  ପାଇବେ। ଏ କାହାଣୀ ହେଉଛି ଉତ୍ତରପ୍ରଦେଶର ଝାନସିର ଏକତା ଗୁପ୍ତାଙ୍କର । ଏକତା ଗୁପ୍ତା ଯ଼େତେବେଳେ ନିଜ କାହାଣୀ ବର୍ଣ୍ଣନା କଲେ ଏବେ…

Read More

ଲେଖୁ ଲେଖୁ ଲେଖିଦେଲି- ଛୋଟ ବୟସରେ ଏତେ…

ଆମେରିକାର ଗାୟିକା ଅଭିନେତ୍ରୀ ଜେନିଫର ଲୋପେଜ ହଠାତ ଦିନେ ଘୋଷଣା କଲେ ଯେ ତାଙ୍କ 12 ବର୍ଷର ଝିଅ ଏବେ ମ୍ୟାରିବେଲ ମ୍ୟୁନିଜ ଏକ ଶିଶୁ ପୁସ୍ତକ ରଚନା କରିଛନ୍ତି ଏବଂ ଏହା ପ୍ରକାଶିତ ହେବାକୁ ଯାଉଛି। ଶିଶୁମାନେ ଯେ କେବଳ ଭିଡିଓ ଗେମ୍ ବା କାର୍ଟୁନ ସିରିୟଲରେ ସୀମିତ ରହିଛନ୍ତି ଏକଥା ନୁହେଁ ଅନେକ ଶିଶୁ ପୁସ୍ତକ ରଚନା କରି ସେମାନଙ୍କର ନାଁ ସୃଷ୍ଟି କରିସାରିଲେଣି । ଆପଣ ବି ଆପଣଙ୍କ ପୁଅ କିମ୍ବା ଝିଅଙ୍କୁ…

Read More

ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଉ- ଭାର୍ଗବ

ଅଧା ଶିଶୁଙ୍କ ନିକଟରେ କୋଭିଡ ଆଣ୍ଟିବଡି ସୃଷ୍ଟି ହେଲାଣି । ଏମିତିକି ଶିଶୁମାନଙ୍କ ଠାରେ ଭାଇରାଲ ରୋଗ ପ୍ରତିରୋଧ କ୍ଷମତା ଅଧିକ ଥାଏ । ତେଣୁ ଯ଼ଦି ସ୍କୁଲ ଖୋଲିବା କଥା ଚିନ୍ତା କରାଯ଼ାଏ ତେବେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା ଉଚିତ। ଏମିତି କିଛି ମତ ଦେଇଛି ଭାରତର ଚିକିତ୍ସା ଗବେଷଣା ସଂସ୍ଥା ଆଇସିଏମଆର । ଆଇସିଏମଆରର ମୁଖ୍ୟ ବଳରାମ ଭାର୍ଗବ ଚତୁର୍ଥ ସେରୋ ସର୍ଭେ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଦେଶରେ ଦୁଇ…

Read More

ଜୟନ୍ତି ଟିଗାଙ୍କ ବିଷୟରେ ଜାଣିଲେ ଆପଣ ବି ହାର ମାନିବେନି

ଜୟନ୍ତି ଟିଗା, ଏହି ନାଁଟି ପୂର୍ବରୁ କେବେ ସମ୍ଭବତଃ ଆପଣ ଶୁଣିନଥିବେ । କାରଣ ସେ ଚର୍ଚ୍ଚାରେ ରହୁଥିବା ଭିଆଇପିଙ୍କ ଭିତରୁ ନୁହନ୍ତି । ମନ୍ତ୍ରୀ ନୁହନ୍ତି, ନେତା ନୁହନ୍ତି, ସରକାରୀ ବାବୁ କିମ୍ବା ବ୍ୟବସାୟାୀ ବି ନୁହନ୍ତି । ତେବେ ଓଡ଼ିଶାର ଏହି ମହିଳାଙ୍କ ବିଷୟରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଧରିଲାଣି।  ଏହି ମହିଳା ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କର କର୍ମ ନିଷ୍ଠା ତାଙ୍କୁ ଏବେ ପ୍ରଶଂସିତ କରିଛି। ଜୟନ୍ତି ଟିଗା ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା…

Read More