୪୭୦ ଲି. ସ୍ତନ କ୍ଷୀର ଦାନ କରିଛନ୍ତି ମହିଳା, ଏଭଳି ବିରଳ ରୋଗରେ ପୀଡ଼ିତ

ନୂଆଦିଲ୍ଲୀ, ୧୮/୭ : ଶିଶୁ ପାଇଁ କ୍ଷୀର ଅମୃତ ସମାନ। ଶିଶୁ ଜନ୍ମ ହେବାର ୬ ମାସ ଧରି କେବଳ ମା କ୍ଷାର ହିଁ ପିଇଥାଏ । ଏହା ଶିଶୁକୁ ଭରପୂର ପୋଷକ ଦେବା ସହିତ ଶିଶୁର ବିକାଶରେ ମଧ୍ୟ ସହାୟ ହୁଏ । ପିଲା ଜନ୍ମ ହେବା ପରେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନେକ ମହିଳାଙ୍କର ଖୁବ୍ କମ୍ କ୍ଷୀର ନିର୍ଗତ ହୋଇଥାଏ । ଅନ୍ୟପଟେ କିଛି ମହିଳାଙ୍କର ଆଦୌ କ୍ଷୀର ହୁଏନି । ତେଣୁ…

Read More

ବଜାରରେ ବିକ୍ରି ହେଉଥିବା କଳା ଶିଶୁଙ୍କ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ, ଘରେ ପ୍ରସ୍ତୁତ କରନ୍ତୁ କଳା

ଭୁବନେଶ୍ଵର, ୧୫/୦୭ : ଛୁଆଙ୍କୁ ନଜରରୁ ରକ୍ଷା କରିବା ଲାଗି କଳା ଲଗାଇବା ଏହି ପରମ୍ପରାରେ ଅନ୍ତର୍ଭୁକ୍ତ । ବିଶେଷ କରି ନବଜାତ ଶିଶୁଙ୍କୁ କଳା ଲଗାଯାଏ । କାଜଲ ପିଲାଙ୍କ ଆଖିକୁ ସଫା ରଖେ ବୋଲି ଲୋକଙ୍କ ବିଶ୍ୱାସ । ଆଗ କାଳରେ ଲୋକେ ଘରେ କାଜଲ ପ୍ରସ୍ତୁତ କରୁଥିଲେ । ଜଳାଯାଉଥିବା ଦୀପର କଳାକୁ ତେଲ ସହ ମିଶାଇ ଏହାକୁ ପ୍ରସ୍ତୁତ କରୁଥିଲେ । ସମୟାନୁସାରେ, ଲୋକ ବଜାରରେ ମିଳୁଥିବା କାଜଲର ବ୍ୟବହାର କଲେ…

Read More

ଜାଣନ୍ତୁ ଗର୍ଭବତୀ ମହିଳାଙ୍କ ଓଜନ କମାଇବା ଉପାୟ

ଭୁବନେଶ୍ଵର, ୦୫/୦୭ : ପ୍ରତି ମହିଳାଙ୍କ ସ୍ଵପ୍ନ ଥାଏ ମାଆ ହେବା। ମାତ୍ର ଏହି ଖୁସି ଆସିବା ସହିତ କିଛି ଦାୟିତ୍ଵ ଏବଂ ଅସୁବିଧା ମଧ୍ୟ ଆଣିକି ଆସିଥାଏ। ଏହି ଅସୁବିଧା ଭିତରେ ସବୁଠୁ ବଡ଼ ଚିନ୍ତା ହେଉଛି କି ମହିଳାଙ୍କ ଓଜନ ବଢ଼ିବା। ଗର୍ଭବତୀ ହେବା ପରେ ଓଜନ ବଢ଼ିବା ଏକ ସାଧାରଣ କଥା। ମା ହେବା ପରେ ଭାରୀ କାମ କରିବା ସହିତ ଚାଲିବା ଟିକେ କ​‌ଷ୍ଟ ହୋଇପଡ଼େ। ଏହିସବୁ ଅସୁବିଧାରୁ ମୁକ୍ତି ପାଇବାକୁ…

Read More

ମହିଳାଙ୍କ ପାଇଁ ବରଦାନ ଅଶ୍ବଗନ୍ଧା, ବଢାଏ ପ୍ରଜନନ କ୍ଷମତା

ଭୁବନେଶ୍ୱର, ୧/୦୬ : ଅଶ୍ୱଗନ୍ଧା ଏକ ବହୁତ ଉପକାରୀ ଆୟୁର୍ବେଦିକ ଔଷଧ । ଶହ ଶହ ବର୍ଷ ଧରି ଏହାକୁ ଅନେକ ରୋଗରୁ ଉପସମ ପାଇଁ ବ୍ୟବହାର କରାଯାଉଛି । ଏହାକୁ ଇଣ୍ଡିଆନ ୱିଣ୍ଟର ଚେରୀ ବା ଇଣ୍ଡିଆନ ଜିନସେଙ୍ଗ ବୋଲି କୁହାଯାଇଥାଏ । ଅଶ୍ୱଗନ୍ଧା ସମସ୍ତଙ୍କ ପାଇଁ କାମରେ ଆସିଥାଏ । ହେଲେ ବିଶେଷ ଭାବେ ଏହା ମହିଳାଙ୍କର କିଛି ସ୍ୱତନ୍ତ୍ର ସମସ୍ୟା ଦୂର କରିବାରେ ଉପଯୋଗୀ ହୋଇଥାଏ । ଅଶ୍ୱଗନ୍ଧା ଏକ ଔଷଧୀୟ ବୃକ୍ଷ…

Read More

ସୌନ୍ଦର୍ଯ୍ୟ ବୃଦ୍ଧିରେ ଗ୍ଲିସେରିନ୍, ଜାଣନ୍ତୁ କିପରି କରିବେ ବ୍ୟବହାର…

ଭୁବନେଶ୍ୱର, ୩୦/୦୬ : ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଅନେକ ରହିଛି । ଜାଣନ୍ତୁ ସୌନ୍ଦର୍ଯ୍ୟକୁ ଏହାକୁ ବ୍ୟବହାର କରିବେ କିପରି? ଗ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ । ବରଂ ଏହାକୁ ଗୋଲାପ ଜଳ କିମ୍ବା ମିନେରାଲ ୱାଟରରେ ମିଶାଇ ବ୍ୟବହାର କରନ୍ତୁ । ଗ୍ଲିସେରିନକୁ…

Read More

ପିଲାଙ୍କ ଶାରିରୀକ ବିକାଶ ସହ ସୁସ୍ଥା ରହିବା ଜରୁରୀ, ଆପଣଙ୍କ ପିଲାଙ୍କୁ ଦିଅନ୍ତୁ ଏହି ସୁପର ଫୁଡସ୍

ଭୁବନେଶ୍ଵର, ୨୯/୦୬ : ପ୍ରତ୍ୟେକ ମା’ ନିଜ ପିଲାକୁ ଦୁନିଆର ସବୁଠାରୁ ଭଲ ଓ ପୋଷଣଯୁକ୍ତ ଖାଦ୍ୟ ଦେବାକୁ ଚାହାଁନ୍ତି। ଯାହାଦ୍ୱାରା ସେମାନଙ୍କ ପିଲା ଶାରିରୀକ ବିକାଶ ସହ ସୁସ୍ଥ ରହିବ। ଏଥିପାଇଁ ପ୍ରଥମେ ପିଲାର ଖାଦ୍ୟରେ କ’ଣ କ’ଣ ସାମିଲ୍ କରିବା ଉଚିତ୍‌ ତାହା ଜାଣିବା ଦରକାର। ଅନେକ ସମୟରେ ଛୋଟ ପିଲାଙ୍କ ଜିଦି ଆଗରେ ଅଭିଭାବକ ବାଧ୍ୟ ହୋଇ ସ୍ୱାଦିଷ୍ଟ ନାଁରେ ଏଣୁତେଣୁ ଖାଦ୍ୟ ଦେଇଥାନ୍ତି । ଏହାବ୍ୟତୀତ କେବେ କେବେ ବହୁ ବିକଳ୍ପ…

Read More

ଯୋଗ ଦିବସ

ଭୁବନେଶ୍ଵର, ୨୧।୬ : ଯୋଗାଭ୍ୟାସର ଅସଂଖ୍ୟ ସୁଫଳର ପ୍ରୋତ୍ସାହନ ନିମନ୍ତେ ପ୍ରତି ବର୍ଷ ଜୁନ୍‌ ୨୧ ତାରିଖରେ ପାଳିତ ହୁଏ ବିଶ୍ୱ ଯୋଗ ଦିବସ । ଦ୍ରୁତ ଓ ଆଧୁନିକ ଜୀବନରେ ସନ୍ତୁଳନ ରକ୍ଷାର ଗୁରୁତ୍ୱ ଉପରେ ଏହା ଆଲୋକପାତ କରେ । ଏଥିସହିତ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସଦ୍‌ଭାବକୁ ପ୍ରୋତ୍ସାହିତ କରେ । ଯୋଗ ଏକାଗ୍ରତା ବଢ଼ାଏ, ଚାପ ହ୍ରାସ କରେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଫୋକସ୍‌ କରେ । ଚଳିତ ବର୍ଷ…

Read More

ଚିନ୍ତା ବଢ଼ାଉଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଉଥିବା ଉଚ୍ଚ ରକ୍ତଚାପ ସମସ୍ୟା, ଜାଣନ୍ତୁ ଏହାର ନିରାକରଣ

ଭୁବନେଶ୍ୱର, ୧୬/୦୬ :  ବର୍ତ୍ତମାନ ସମୟରେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ଯା। ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ପରି ସମସ୍ୟା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ବଦଳୁଥିବା ଜୀବନଶୈଳୀକୁ ଦାୟୀ କରାଯାଇଛି । ଏହାସହ ମୋଟାପଣ ଯୋଗୁଁ ମଧ୍ୟ ଅନେକ କ୍ଷେତ୍ରରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି । ୧୨ରୁ…

Read More

ଜାଣନ୍ତୁ ଶିଶୁର ଦାନ୍ତ କେବେଠୁ ସଫା କରିବା ଉଚିତ୍…

ଭୁବନେଶ୍ଵର, ୧୩/୦୬ : ଶିଶୁମାନେ ଧିରେ ଧିରେ ବଢିବା ସହ ତାଙ୍କୁ ସଫା ସୁତୁରା କରିବା ଜରୁରୀ ହୋଇଥାଏ। ସବୁଠୁ ଜରୁରୀ ହେଉଛି ଓରାଲ ହାଇଜିନ୍‌। ଓରାଲ ହାଇଜିନର କନେକ୍ସନ କହିବାକୁ ଗଲେ ସ୍ୱାସ୍ଥ୍ୟ ସହ ରହିଥାଏ। ଶିଶୁଙ୍କ ଦାନ୍ତ ଓ ମୁହଁର କୀଟାଣୁ ପେଟକୁ ଯାଇ ଶିଶୁକୁ ରୋଗଗ୍ରସ୍ତ କରିଥାଏ। ଏଥିରେ ଦାନ୍ତ ବି  ଖରାପ ହୋଇଯାଏ। ଏଥିପାଇଁ ଶିଶୁଙ୍କୁ ଟୁଥବ୍ରଶର ଟ୍ରେନିଂ ଦେବା ନିହାତି ଜରୁରୀ । ହେଲେ କେବେ ଠାରୁ ଏହା କରିବା…

Read More

ଖରାରୁ ଆସି କୋଲ୍ଡ ଡ୍ରିଙ୍କସ୍ ପାଉଛନ୍ତି କି ? ସାବଧାନ୍…

ଭୁବନେଶ୍ୱର, ୧୦/୦୬ : ଖରାରୁ ଆସି କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ । କାରଣ ସତର୍କ କରାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, କୋଲ୍ଡ ଡ୍ରିଙ୍କସ୍ ପିଇବା ଶରୀର ପାଇଁ କ୍ଷତିକାରକ । ଏଥିରେ ସୁଗାରର ମାତ୍ରା ଅଧିକ ଥିବାରୁ ଶରୀରର ଅନେକ ପ୍ରକାଣ ରୋଗ ସୃଷ୍ଟି କରିଥାଏ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭତ ହେଉଛି । ଲୋକେ ଖରାରୁ…

Read More