ଇକୋ ଫ୍ରେଣ୍ଡଲି ଗ୍ରାମ ତିଆରି କରିଛନ୍ତି ଏହି ଅଧିକାରୀ, ଗାଁରେ ଅବାଧରେ ଚଳପ୍ରଚଳ କରୁଛନ୍ତି ବନ୍ୟପ୍ରାଣୀ

ଭୁବନେଶ୍ଵର, ୨୮/୦୭ : ଗତ ଏକ ବର୍ଷ ଧରି ଓଡିଶାର ଡେବ୍ରିଗଡ ବନ୍ୟପ୍ରାଣୀ ଅଭୟାରଣ୍ୟର ସମସ୍ତ ପ୍ରାଣୀ ବିନା ଭୟରେ ଜଙ୍ଗଲରେ ବୁଲୁଛନ୍ତି। ପରିବେଶ ଅନୁକୂଳ ଗାଁ ଧୋଡ୍ରୋକୁସୁମର ୪୮ ପରିବାର ଏହି ପଶୁମାନଙ୍କୁ ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶ ଯୋଗାଇବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ଏଠାରେ ରହୁଥିବା ପ୍ରାୟ ୨୦୦ ରୁ ୨୫୦ ଲୋକ ନିଜ ଗାଁକୁ ପ୍ଲାଷ୍ଟିକ ମୁକ୍ତ କରିଛନ୍ତି। ଗାଁରେ ଡଷ୍ଟବିନ ଅଛି ଏବଂ ସମସ୍ତ ଘରେ ଇନ୍ଧନ ସଞ୍ଚୟ କରୁଥିବା…

Read More

ଥଣ୍ଡା, ଜ୍ୱରରୁ ଶୀଘ୍ର ସୁସ୍ଥ ହେବେ କେମିତି ? ୫ ସୂତ୍ରୀ ସରଳ ଚିକିତ୍ସା

ଭୁବନେଶ୍ୱର, ୨୨/୨୪ : ଭାରତରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବା ବେଳେ ଇନଫ୍ଲ୍ୟୁଏଞ୍ଜା-ଏ’ର ସବ୍ ଭ୍ୟାରିଆଣ୍ଟ ଏଚ୩ଏନ୨ ମଧ୍ୟ ବଢିବାରେ ଲାଗିଛି । ଫଳରେ ଅଧିକାଂଶ ଲୋକଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ଦେଖିବାକୁ ମିଳୁଛି । ତେବେ ଏହି ଭାଇରାଲ ଥଣ୍ଡା, ଜ୍ୱରରୁ ଶୀଘ୍ର ମୁକ୍ତି ପାଇବା ଅବା ସୁସ୍ଥ ହେବା ପାଇଁ କ’ଣ କରିବାକୁ ପଡିବ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ୫ଟି ସରଳ ଉପାୟ ଅଛି ଯାହା ଶୀଘ୍ର ଜ୍ୱର, ଥଣ୍ଡା…

Read More

ବର୍ଷା ଦିନେ ପିନ୍ଧନ୍ତୁ ବାଇଗଣୀ ରଙ୍ଗର ଆଉଟଫିଟ୍‌, ଦେଖାଯିବେ ଫ୍ରେସ୍‌

ଭୁବନେଶ୍ଵର, ୧୭/୦୭ : ଋତୁ ପରିବର୍ତ୍ତନ ହେବା ସହିତ ଫ୍ୟାଶନ ଟ୍ରେଣ୍ଡ୍‌ ବି ବଦଳିଥାଏ । କେବଳ ପୋଷାକ ନୁହେଁ  ରଙ୍ଗରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ । ଏବେ ଅଳ୍ପ ଅଳ୍ପ ବର୍ଷା ଆରମ୍ଭ ହୋଇଗଲାଣି ।  ବର୍ଷାରେ ବାଇଗଣୀ ରଙ୍ଗର ପୋଷାକ ଖୁବ ସୁନ୍ଦର ଲାଗିଥାଏ । ଯଦି ଆପଣ ଭାବୁଥିବେ ବାଇଗଣୀ ରଙ୍ଗ ସ୍କିନ୍‌ ଟୋନ୍‌କୁ ଡାର୍କ କରୁଥାଏ ତା’ହେଲେ ଭୁଲ । ଏହି ରଙ୍ଗ ସ୍ଥାୟୀ, ସୁନ୍ଦର ଏବଂ ଉଜ୍ଜ୍ୱଳ । ଏହି…

Read More

ଆପଣଙ୍କ ପିଲାର ମନେ ରହୁନି କି ପାଠ ? ଜାଣନ୍ତୁ କେମିତି ବୃଦ୍ଧି କରାଇବେ ସ୍ମରଣ ଶକ୍ତି

ଭୁବନେଶ୍ଵର, ୧୨/୦୭ : ପିଲାଙ୍କ ପାଠପଢ଼ାକୁ ନେଇ ଅଭିଭାବକମାନେ ଚିନ୍ତାରେ ରହିଥାଆନ୍ତି। ସାଧାରଣତଃ ପିଲାମାନେ ପାଠ ପଢ଼ାରେ ମନଧ୍ୟାନ ଦେଉ ନଥିବା ବେଳେ ପାଠ ମନ ରଖିପାରନ୍ତି ନାହିଁ। ପିଲାଙ୍କ ପାଠ ମନେ ନ ରହିବାର କାରଣ ଜଣା ପଡୁନଥିବା ବେଳେ ଅଭିଭାବକମାନେ ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଚିନ୍ତିତ ରହିଥାଆନ୍ତି। ପିଲାମାନେ ପଢ଼ିଥିବା ପାଠକୁ ମନ ରଖିବା ପାଇଁ ସ୍ମରଣ ଶକ୍ତି ବୃଦ୍ଧିପାଇଁ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ…

Read More

ମହିଳାଙ୍କ ପାଇଁ ବରଦାନ ଅଶ୍ବଗନ୍ଧା, ବଢାଏ ପ୍ରଜନନ କ୍ଷମତା

ଭୁବନେଶ୍ୱର, ୧/୦୬ : ଅଶ୍ୱଗନ୍ଧା ଏକ ବହୁତ ଉପକାରୀ ଆୟୁର୍ବେଦିକ ଔଷଧ । ଶହ ଶହ ବର୍ଷ ଧରି ଏହାକୁ ଅନେକ ରୋଗରୁ ଉପସମ ପାଇଁ ବ୍ୟବହାର କରାଯାଉଛି । ଏହାକୁ ଇଣ୍ଡିଆନ ୱିଣ୍ଟର ଚେରୀ ବା ଇଣ୍ଡିଆନ ଜିନସେଙ୍ଗ ବୋଲି କୁହାଯାଇଥାଏ । ଅଶ୍ୱଗନ୍ଧା ସମସ୍ତଙ୍କ ପାଇଁ କାମରେ ଆସିଥାଏ । ହେଲେ ବିଶେଷ ଭାବେ ଏହା ମହିଳାଙ୍କର କିଛି ସ୍ୱତନ୍ତ୍ର ସମସ୍ୟା ଦୂର କରିବାରେ ଉପଯୋଗୀ ହୋଇଥାଏ । ଅଶ୍ୱଗନ୍ଧା ଏକ ଔଷଧୀୟ ବୃକ୍ଷ…

Read More

ସୌନ୍ଦର୍ଯ୍ୟ ବୃଦ୍ଧିରେ ଗ୍ଲିସେରିନ୍, ଜାଣନ୍ତୁ କିପରି କରିବେ ବ୍ୟବହାର…

ଭୁବନେଶ୍ୱର, ୩୦/୦୬ : ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଅନେକ ରହିଛି । ଜାଣନ୍ତୁ ସୌନ୍ଦର୍ଯ୍ୟକୁ ଏହାକୁ ବ୍ୟବହାର କରିବେ କିପରି? ଗ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ । ବରଂ ଏହାକୁ ଗୋଲାପ ଜଳ କିମ୍ବା ମିନେରାଲ ୱାଟରରେ ମିଶାଇ ବ୍ୟବହାର କରନ୍ତୁ । ଗ୍ଲିସେରିନକୁ…

Read More

ପଟିଆଲା ସୁଟ୍‌ ସହିତ ପିନ୍ଧନ୍ତୁ ଷ୍ଟାଇଲିସ୍ ମୋଜରି, ଦେଖାଯିବ ସୁନ୍ଦର

ଭୁବନେଶ୍ଵର, ୨୩/୦୬ : ଝିଅମାନେ ସାଧାରଣତଃ ସୁନ୍ଦର ଦେଖାଯିବାକୁ ଅନେକ ଡିଜାଇନ୍‌ର ଫୁଟ୍‌ୱିୟର୍‌ ପିନ୍ଧନ୍ତି। ଅନେକ ଡିଜାଇନ୍‌ ର ଫୁଟୱିୟର ବଜାରରେ ମଧ୍ୟ ଉପଲବ୍ଧ ହେଉଛି। କିଛି ମହିଳା ଥାଆନ୍ତି ଯିଏ ଆରାମ ଅନୁଯାୟୀ ଫୁଟୱିୟର୍‌ ପିନ୍ଧନ୍ତି । ଆଉ କିଛି ଷ୍ଟାଇଲ୍‌ ଏବଂ ଡିଜାଇନର୍‌ ଫୁଟୱିୟର୍‌ ପିନ୍ଧିବାକୁ ପସନ୍ଦ କରନ୍ତି । ଯଦି ଆପଣ ବି ଡିଜାଇନର୍‌ ଏବଂ ଆରାମଦାୟକ ଫୁଟୱିୟର୍‌ ପିନ୍ଧିବାକୁ ଚାହୁଁଥିବେ ତେବେ ମୋଜରି ପିନ୍ଧିପାରିବେ । ପଟିଆଲା ସୁଟ୍‌ ସହିତ ଏହା…

Read More

ଯୋଗ ଦିବସ

ଭୁବନେଶ୍ଵର, ୨୧।୬ : ଯୋଗାଭ୍ୟାସର ଅସଂଖ୍ୟ ସୁଫଳର ପ୍ରୋତ୍ସାହନ ନିମନ୍ତେ ପ୍ରତି ବର୍ଷ ଜୁନ୍‌ ୨୧ ତାରିଖରେ ପାଳିତ ହୁଏ ବିଶ୍ୱ ଯୋଗ ଦିବସ । ଦ୍ରୁତ ଓ ଆଧୁନିକ ଜୀବନରେ ସନ୍ତୁଳନ ରକ୍ଷାର ଗୁରୁତ୍ୱ ଉପରେ ଏହା ଆଲୋକପାତ କରେ । ଏଥିସହିତ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସଦ୍‌ଭାବକୁ ପ୍ରୋତ୍ସାହିତ କରେ । ଯୋଗ ଏକାଗ୍ରତା ବଢ଼ାଏ, ଚାପ ହ୍ରାସ କରେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଫୋକସ୍‌ କରେ । ଚଳିତ ବର୍ଷ…

Read More

ପିଲାଙ୍କୁ ଶିଖାନ୍ତୁ ସଞ୍ଚୟର ଗୁରୁତ୍ୱ, ସେମାନେ ବୁଝିପାରିବେ ଅର୍ଥର ଗୁରୁତ୍ଵ

ଭୁବନେଶ୍ଵର, ୧୮/୬ : ମହଙ୍ଗା ଦୁନିଆରେ ଛୋଟବେଳୁ ପିଲାଙ୍କୁ ଶିଖାନ୍ତୁ ସଞ୍ଚୟର ଗୁରୁତ୍ୱ। ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବା ଅଭିଭାବକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ତେଣୁ ଏହି ପରିସ୍ଥିତିରେ ପିଲାଙ୍କୁ ଟଙ୍କାର ପ୍ରକୃତ ମୂଲ୍ୟ ବୁଝାଇବା ଖୁବ୍‌ ଜରୁରି । ପିଲାଟିଏ ଟଙ୍କାର ପ୍ରକୃତ ମୂଲ୍ୟ ବୁଝିବା ଦ୍ୱାରା ହିଁ ତା’ ଖର୍ଚ୍ଚରେ ପରିବର୍ତ୍ତନ ଆସିଥାଏ । ତେଣୁ ଛୋଟ ବେଳୁ ହିଁ ପିଲାକୁ ଅର୍ଥର ମୂଲ୍ୟ ବୁଝାଇବାକୁ ପ୍ରୟାସ କରନ୍ତୁ । ଫଳରେ…

Read More

ଏହି ସବୁ ଯୋଗାସନ କଲେ ଆପଣଙ୍କ ପିଲା ରହିବେ ଫିଟ୍, ବିକଶିତ ହେବ ଶାରିରୀକ ଏବଂ ମାନସିକ ଗଠନ

ଭୁବନେଶ୍ଵର, ୨୪/୦୪ : ପିଲାମାନଙ୍କ ସୁସ୍ଥ ଶରୀର ଗଠନ ପାଇଁ ଆପଣାନ୍ତୁ ଏହି ସବୁ ଯୋଗାସନ। ଏହା ଦ୍ଵାରା ସେମାନେ ଉଭୟ ଶାରିରୀକ ଏବଂ ମାନସିକ ଭାବରେ ଫିଟ୍ ରହିବେ। ସେମାନଙ୍କର ବ୍ରେନ୍ ବୁଷ୍ଟ ହେବ। ତେବେ ଆସନ୍ତୁ ଜାଣିବା ଏହି ସବୁ ଯୋଗାସନ ବିଷୟରେ… ବୃକ୍ଷାସନ- ଏହି ଆସନ କରିବା ଦ୍ଵାରା ପିଲାମାନଙ୍କ ମାନସିକ ସନ୍ତୁଳନ ଠିକ୍ ରହିବ। ପାଦ ଗୁଡ଼ିକୁ ଶକ୍ତି ମିଳିବ।  ପ୍ରାଣାୟମ- ପିଲାମାନେ ସ୍ମାର୍ଟ ହେବା ପାଇଁ ପ୍ରତି ଦିନ ପ୍ରାଣାୟମ…

Read More