ଜାଣନ୍ତୁ ଶିଶୁର ଦାନ୍ତ କେବେଠୁ ସଫା କରିବା ଉଚିତ୍…
ଭୁବନେଶ୍ଵର, ୧୩/୦୬ : ଶିଶୁମାନେ ଧିରେ ଧିରେ ବଢିବା ସହ ତାଙ୍କୁ ସଫା ସୁତୁରା କରିବା ଜରୁରୀ ହୋଇଥାଏ। ସବୁଠୁ ଜରୁରୀ ହେଉଛି ଓରାଲ ହାଇଜିନ୍। ଓରାଲ ହାଇଜିନର କନେକ୍ସନ କହିବାକୁ ଗଲେ ସ୍ୱାସ୍ଥ୍ୟ ସହ ରହିଥାଏ। ଶିଶୁଙ୍କ ଦାନ୍ତ ଓ ମୁହଁର କୀଟାଣୁ ପେଟକୁ ଯାଇ ଶିଶୁକୁ ରୋଗଗ୍ରସ୍ତ କରିଥାଏ। ଏଥିରେ ଦାନ୍ତ ବି ଖରାପ ହୋଇଯାଏ। ଏଥିପାଇଁ ଶିଶୁଙ୍କୁ ଟୁଥବ୍ରଶର ଟ୍ରେନିଂ ଦେବା ନିହାତି ଜରୁରୀ । ହେଲେ କେବେ ଠାରୁ ଏହା କରିବା…
