ପାରିବାରିକ ବ୍ୟବସାୟରେ ବଢୁଛି ଝିଅଙ୍କ ନେତୃତ୍ଵ
ନୂଆଦିଲ୍ଲୀ, ୧୬/୦୧ : ପାରବାରିକ ବ୍ୟବସାୟ ସମ୍ଭାଳିବାରେ ଝିଅମାନେ ବେଶ୍ ପାରଙ୍ଗମ । ଝିଅମାନେ ବି ବ୍ୟବସାୟକୁ ନୂଆ ଶିଖରରେ ପହଞ୍ଚାଇପାରିବେ । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବର୍ଣ୍ଣାଡ ଅର୍ଣ୍ଣଲ୍ଟ ନିଜର ପ୍ରାୟ ୭୨.୪ ହଜାର କୋଟି ମୂଲ୍ୟଯୁକ୍ତ ଲକ୍ଜ୍ୟୁରୀ ସାମଗ୍ରୀ ବ୍ରାଣ୍ଡ ଡିୟରର ଦାୟିତ୍ୱ ଝିଅ ଡେଲ୍ଫିନ୍ଙ୍କ ହାତରେ ନ୍ୟସ୍ତ କରିଛନ୍ତି । ଫେବ୍ରୁଆରୀ ୧ରୁ ନୂଆ ପଦ ସମ୍ଭାଳିବେ ଡେଲ୍ଫିନ୍ । ଆମ ଦେଶରେ ବି ଅନେକ ବଡ଼ ବଡ଼ ଉଦ୍ୟୋଗୀ ପରିବାର…