Admin

ପହିଲି ଦିନରେ ମୀରାବାଈ ଚାନୁଙ୍କ କମାଲ- ମଣିପୁରରୁ ରୁପା ମେଡାଲ

ଜାପାନରେ ଅଲିମ୍ପିକ୍ସ ଆରମ୍ଭ ହେବାର ପ୍ରଥମ ଦିନରେ ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି ମଣିପୁର ଲାଡଲି ମୀରାବାଈ ଚାନୁ । ଭାରତ୍ତୋଳନରେ ଭାରତ ପାଇଁ ରୌପ୍ୟ ପଦକ ଜିତି ପୂରା ଦେଶ ପାଇଁ ଉତ୍ସାହ ଭରି ଦେଇଛନ୍ତି ଚାନୁ । ୪୯ କେଜି ବର୍ଗରେ ସେ ସ୍ନାଚ୍‌ରେ ୮୭ ଓ କ୍ଳିନ୍ ଆଣ୍ଡ ଜର୍କରେ ୧୧୫ କେଜି ଏଜନ ଉଠାଇଥିଲେ। ଅଲିମ୍ପିକ୍ସର ପ୍ରଥମ ଦିନରେ ପଦକ ହାସଲ କରିବା ଏବଂ ଭାରୋତ୍ତୋଳନକାରୀ ଭାବେ ରୌପ୍ୟ ପଦକ ଜିତିବାରେ…

Read More

ଦେଶରେ ପ୍ରଥମ ବାର୍ଡ ଫ୍ଲୁରେ ମଣିଷ ମୃତ୍ୟୁ

ଦେଶରେ ପ୍ରଥମ ବାର୍ଡ ଫ୍ଲୁ ଜନିତ ମଣିଷ ମୃତ୍ୟୁ ଘଟିଛି । ତେବେ ଏହି ରୋଗ ମଣିଷରୁ ମଣିଷକୁ ସଂକ୍ରମିତ ହେଉନଥିବାରୁ ଡରିବାର ନାହିଁ ବୋଲି ଏମସ ଡାକ୍ତର ଆଶ୍ବସନା ଦେଇଛନ୍ତି । ହରିୟାଣାର ଏକ 11 ବର୍ଷର ବାଳକର ବାର୍ଡ ଫ୍ଲୁରେ ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି। ପିଲାଟି ଜୁଲାଇ 2 ତାରିଖରେ ଦିଲ୍ଲୀ ଏମସ୍ରେ ଭର୍ତ୍ତି ହୋଇଥିଲା। 10 ଦିନ ପରେ ତାର ମଲ୍ଟି ଅର୍ଗାନ ଫେଲ୍ୟୁରରେ ମୃତ୍ୟୁ ହୋଇଛି। ତେବେ କ୍ୟାନସରରେ ପୀଡ଼ିତ…

Read More

ବୋହୂ ଆମର ଏମଏ ପଢ଼ିଛି-ଝାନସୀର ରାଣୀ

ଆଜି କାଲି ବାରମ୍ବାର ଗୋଟିଏ କାହାଣୀ ପଢ଼ି ପଢ଼ି ସମସ୍ତେ ବିରକ୍ତ ହୋଇଗଲେଣି- ବୋହୂ ଶାଶୂଶ୍ବଶୂରଙ୍କୁ ଏମିତି କଲା ସେମିତି କଲା , ଘରୁ ବାହାର କରିଦେଲା, ମାଡ଼ ମାରିଲା, ଇତ୍ୟାଦି ଇଦ୍ୟାଦି … କିନ୍ତୁ ଏହି କାହାଣୀ ଆମେ ଏଇଥିପାଇଁ ଲେଖିଛୁ ଯେ ଏହାକୁ ପଢ଼ିବା ପରେ ନିଶ୍ଚୟ ଅନ୍ୟମାନେ ପ୍ରେରଣା  ପାଇବେ। ଏ କାହାଣୀ ହେଉଛି ଉତ୍ତରପ୍ରଦେଶର ଝାନସିର ଏକତା ଗୁପ୍ତାଙ୍କର । ଏକତା ଗୁପ୍ତା ଯ଼େତେବେଳେ ନିଜ କାହାଣୀ ବର୍ଣ୍ଣନା କଲେ ଏବେ…

Read More

ଲେଖୁ ଲେଖୁ ଲେଖିଦେଲି- ଛୋଟ ବୟସରେ ଏତେ…

ଆମେରିକାର ଗାୟିକା ଅଭିନେତ୍ରୀ ଜେନିଫର ଲୋପେଜ ହଠାତ ଦିନେ ଘୋଷଣା କଲେ ଯେ ତାଙ୍କ 12 ବର୍ଷର ଝିଅ ଏବେ ମ୍ୟାରିବେଲ ମ୍ୟୁନିଜ ଏକ ଶିଶୁ ପୁସ୍ତକ ରଚନା କରିଛନ୍ତି ଏବଂ ଏହା ପ୍ରକାଶିତ ହେବାକୁ ଯାଉଛି। ଶିଶୁମାନେ ଯେ କେବଳ ଭିଡିଓ ଗେମ୍ ବା କାର୍ଟୁନ ସିରିୟଲରେ ସୀମିତ ରହିଛନ୍ତି ଏକଥା ନୁହେଁ ଅନେକ ଶିଶୁ ପୁସ୍ତକ ରଚନା କରି ସେମାନଙ୍କର ନାଁ ସୃଷ୍ଟି କରିସାରିଲେଣି । ଆପଣ ବି ଆପଣଙ୍କ ପୁଅ କିମ୍ବା ଝିଅଙ୍କୁ…

Read More

ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଉ- ଭାର୍ଗବ

ଅଧା ଶିଶୁଙ୍କ ନିକଟରେ କୋଭିଡ ଆଣ୍ଟିବଡି ସୃଷ୍ଟି ହେଲାଣି । ଏମିତିକି ଶିଶୁମାନଙ୍କ ଠାରେ ଭାଇରାଲ ରୋଗ ପ୍ରତିରୋଧ କ୍ଷମତା ଅଧିକ ଥାଏ । ତେଣୁ ଯ଼ଦି ସ୍କୁଲ ଖୋଲିବା କଥା ଚିନ୍ତା କରାଯ଼ାଏ ତେବେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା ଉଚିତ। ଏମିତି କିଛି ମତ ଦେଇଛି ଭାରତର ଚିକିତ୍ସା ଗବେଷଣା ସଂସ୍ଥା ଆଇସିଏମଆର । ଆଇସିଏମଆରର ମୁଖ୍ୟ ବଳରାମ ଭାର୍ଗବ ଚତୁର୍ଥ ସେରୋ ସର୍ଭେ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଦେଶରେ ଦୁଇ…

Read More

ଜୟନ୍ତି ଟିଗାଙ୍କ ବିଷୟରେ ଜାଣିଲେ ଆପଣ ବି ହାର ମାନିବେନି

ଜୟନ୍ତି ଟିଗା, ଏହି ନାଁଟି ପୂର୍ବରୁ କେବେ ସମ୍ଭବତଃ ଆପଣ ଶୁଣିନଥିବେ । କାରଣ ସେ ଚର୍ଚ୍ଚାରେ ରହୁଥିବା ଭିଆଇପିଙ୍କ ଭିତରୁ ନୁହନ୍ତି । ମନ୍ତ୍ରୀ ନୁହନ୍ତି, ନେତା ନୁହନ୍ତି, ସରକାରୀ ବାବୁ କିମ୍ବା ବ୍ୟବସାୟାୀ ବି ନୁହନ୍ତି । ତେବେ ଓଡ଼ିଶାର ଏହି ମହିଳାଙ୍କ ବିଷୟରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଧରିଲାଣି।  ଏହି ମହିଳା ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କର କର୍ମ ନିଷ୍ଠା ତାଙ୍କୁ ଏବେ ପ୍ରଶଂସିତ କରିଛି। ଜୟନ୍ତି ଟିଗା ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା…

Read More

ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ :- କାହିଁକି ଏହି କ୍ଷେତ୍ର ପୁରୀ ଭାବେ ଜଣାଯାଏ

  ସ୍ମରଣାତୀତ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆବିର୍ଭୂତ ହୋଇଛନ୍ତି । ଏହି ପରମପାବନ କ୍ଷେତ୍ର ଯେ ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ-ଏହା ବିନା ଦ୍ୱିଧାରେ କୁହାଯାଇପାରେ । କିନ୍ତୁ ଏହି କ୍ଷେତ୍ରର ମୁଖ୍ୟ ଅଧିଷ୍ଠାତା ଦେବତା ଶ୍ରୀଜଗନ୍ନାଥଙ୍କର ଇତିବୃତ୍ତ ଅଦ୍ୟାବଧି ରହସ୍ୟାବୃତ ହୋଇ ରହି ଆସିଛି । ବିଭିନ୍ନ ପୁରାଣ, କିମ୍ବଦନ୍ତୀ ଓ ଇତିହାସ ସେ ରହସ୍ୟ ଭେଦକରି ପାରି ନାହାନ୍ତି । କଥାରେ କୁହାଯାଇଛି, ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଦେବଗଣଙ୍କୁ ମଧ୍ୟ ଅଗୋଚର;…

Read More

ଝୁମ୍ପୁଡି ଘରୁ ହାକିମ ବାବୁ- ଆଜିର ଦିନଟି ମୋର

ଅଭାବୀ ଜହ୍ନ ଦିଶୁଥିବା ଝୁମ୍ପୁଡି ଘରେ ସ୍ବପ୍ନ ଦେଖିବା ପାଇଁ ରାତି ନିଅଣ୍ଟ । ଆଗକୁ ଯ଼ିବା ପାଇଁ ଅର୍ଥ ସବୁବେଳେ ବାଧକ । ତେଣୁ ଏଠି ସ୍ବପ୍ନ ଦେଖିବା ମନା । ବାପା ମା କହୁଥାନ୍ତି ଭଲ ପାଠ ପଢୁଛୁ ଶିକ୍ଷକ ହେଇଯା। କିନ୍ତୁ ପୁଅ ଆଖି ଖୋଲି ସ୍ପପ୍ନ ଦେଖିବା ଶିଖି ଯ଼ାଇଥିଲା। ସେହି ସ୍ପପ୍ନରେ ସେ ନିଜକୁ ଖୋଜି ଖୋଜି ଆଗକୁ ବଢ଼ିବାକୁ ଚାହୁଁଥିଲା । ପ୍ରଥମ ପାହାଚ ଚଢ଼ିବା ପାଇଁ ସେ…

Read More

ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ – ବାଜି ଲଗାଇଛନ୍ତି ଅଜୟ ଦେବଗନ

ଫିଲ୍ମ ଭୁଜ ଦି ପ୍ରାଇଡ ଅଫ ଇଣ୍ଡିଆ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହାର ପ୍ରଥମ ଟିଜରରୁ ଯ଼ାହା ଦେଖାଯାଉଛି ଭୁଜରେ ରହିଛି ଯ଼ୁଦ୍ଧ ବିଭୀଷିକାର ଦୃଶ୍ୟ, ରହିଛି ଇମୋସନ, ରହିଛି ଆକ୍ସନ   । ଟି ସିରିଜ ନିବେଦିତ ଏବଂ ଅଜୟ ଦେବଗନଙ୍କ ପ୍ରଯ଼ୋଜିତ ଏହି ଫିଲ୍ମର ଟିଜର ଖୁବ ପ୍ରଶଂସିତ ହୋଇଛି। ଟିଜରରେ ଅଜୟ ଦେବଗନଙ୍କ ସହିତ ସଞ୍ଜୟ ଦତ୍ତ, ସୋନାକ୍ସି ସିହ୍ନାଙ୍କୁ ଦେଖିବାକୁ ମିଳିଛି।   ଫିଲ୍ମଟି 1971 ଭାରତ ପାକିସ୍ତାନ ଯ଼ୁଦ୍ଧ ଉପରେ…

Read More