Admin

ଲଘୁଚାପ ବର୍ଷାରେ ଦୁଇଦିନ 20 ଜିଲ୍ଲା ହନ୍ତସନ୍ତ

ଦୁଇ ଦିନର ଲଘୁଚାପଜନିତ ବର୍ଷାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପ୍ରଭାବରେ ୨୦ଟି ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲଗାଣ ବର୍ଷା ଯୋଗୁ ରାଜ୍ୟର ୨୦ଟି ଜିଲ୍ଲାକୁ ବିଶେଷ ଭାବେ ପ୍ରଭାବିତ ହୋଇଛି । ୨୦ଟି ଜିଲ୍ଲାର ୨୦.୪୬ଲକ୍ଷ ଲୋକ ବର୍ଷା ବା ତତସଂଲଗ୍ନ ବିଭିନ୍ନ କାରଣ ପାଇଁ ପ୍ରଭାବିତ ହୋଇଛନ୍ତି  । ୧୩ ହଜାର ୫୩୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ସ୍ଥାନରେ ୨ ହଜାର୮୭୦ଟି ଘର ଭାଙ୍ଗିଯାଇଥିବା ବେଳେ ୪ଜଣଙ୍କ…

Read More

ଉପବାସର ଉପକାରିତା ଜାଣିବା ଜରୁରୀ

ଭଲ ସୁସ୍ବାଦୁ ଓ ସୁଷମ ଖାଦ୍ୟ ଖାଇବା ଦ୍ବାରା ଶରୀର ଉପଯ଼ୁକ୍ତ ଶକ୍ତି ପାଇଥାଏ ଏବଂ ଏହା ଶରୀର ଗଠନରେ ସାହାଯ଼୍ୟ କରିଥାଏ। ତେଣୁ ସବୁ ବେଳେ ଭଲ ଖାଦ୍ୟ ପାଇଁ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଅନେକ ସମୟରେ ଉପବାସକୁ ମଧ୍ୟ ପ୍ରୋତ୍ସାହନ ଦିଆଯ଼ାଇଥାଏ। କାରଣ ଉପବାସର ରହିଥାଏ ସ୍ବାସ୍ଥ୍ୟ ଉପରେ ଅନେକ ସକାରାତ୍ମକ ପ୍ରଭାବ। ସେଥିପାଇଁ ପ୍ରତ୍ୟେକ ଧର୍ମରେ ଉପବାସର ଏକ ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଉପବାସ ରହିବା ଅର୍ଥ ନୁହେଁ ଖାଦ୍ୟାଭାବ,…

Read More

ପ୍ରମୋଦ ଭଗତଙ୍କ ସେହି ସ୍ବର୍ଣ୍ଣିମ ମୁହୂର୍ତ୍ତ – ଖୁସିରେ ଏମିତି ଡେଇଁଉଠିଲେ

ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ ।  ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି । ବ୍ୟାଡମିଣ୍ଟନ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ସିଧାସଳଖ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରି ପ୍ରମୋଦ ଦେଶକୁ ସ୍ବର୍ଣ୍ଣ ମେଡାଲ ଉପହାର ଦେଇଛନ୍ତି।  ଅଲିମ୍ପିକ୍ସରେ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍‌ ମିଣ୍ଟନରେ…

Read More

ବିନୋଦିନୀ ଦେବୀ ପାଇବେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

ଜୀବନବ୍ୟାପୀ ସାଧନା ଲାଗି ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କରାଯିବ ।  ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ଆରୁଷୀ ମୁଦଗଲ ଏବଂ ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ । ଦୁହିଁଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯିବ । ଏନେଇ ‘ସୃଜନ’ର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।…

Read More

ଗଣେଶ ପୂଜା ପାଇଁ ନିୟମାବଳୀ-ଦେଖନ୍ତୁ କଣ କରିବେ କଣ ନାହିଁ

ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରେ ଶ୍ରୀଗଣେଶ ପୂଜା କେମିତି ପାଳନ କରାଯ଼ିବ ସେନେଇ ଭୁବନେଶ୍ବର ମୁନିସିପାଲ କର୍ପୋରେସନ BMC ଗାଇଡଲାଇନ୍ ଜାରି କରିଛି । COVID-19 ପ୍ରୋଟୋକଲ ଅନୁସାରେ ଭୁବନେଶ୍ବରବାସୀ ଗଣେଶପୂଜାର ଆୟୋଜନ କରିବେ । ମଣ୍ଡପ ଓ ପେଣ୍ଡାଲରେ ଗଣେଶ ପୂଜା ପରିଚାଳନା ପାଇଁ ଅନୁମତି ମିଳିଛି କିନ୍ତୁ ଏଥିରେ କିଛି ସର୍ତ୍ତ ରଖାଯାଇଛି। ଏହି ସର୍ତ୍ତସବୁ ପାଳନ କରିବା ଲାଗି କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 1 ମଣ୍ଡପରେ ପୂଜା କରିବା ପାଇଁ…

Read More

ହରିଶଙ୍କର ନୃସିଂହନାଥ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେବ

ବଲାଙ୍ଗିର ଜିଲାର ପ୍ରସିଦ୍ଧ ଶୈବପୀଠ ଓ ବରଗଡ ଜିଲାର ନୃସିଂହନାଥ ମନ୍ଦିରର ପାରିପାଶ୍ବିକ ବିକାଶ ସହିତ ସେଠାକୁ ସବୁଦିନିଆ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର କରିବା ଲାଗି ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହା ଉପରେ ଆଲୋଚନା ହୋଇଛି । ଉନ୍ନୟନ କାମ ୨୦୨୨ ଡିସେମ୍ବର ମଧ୍ୟରେ ଶେଷ କରିବାକୁ ସ୍ଥିର ହୋଇଛି । ଉଭୟ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସାଂସ୍କୃତିକ ତଥା ଧାର୍ମିକ…

Read More

ମାନସିକ ରୋଗ କେନ୍ଦ୍ରରେ ମହିଳାଙ୍କୁ ହୀନସ୍ଥା ହେବାକୁ ପଡୁଛି କାହିଁକି?

ମାନସିକ ଅନଗ୍ରସର ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିବା ମହିଳାମାନଙ୍କୁ ଲଣ୍ଡା କରିବା ସେମାନଙ୍କର ମାନବାଧିକାର ଉଲ୍ଲଂଘନ । ଏନେଇ ସର୍ବୋଚ୍ଚ ଅଦାଲତ  ଗଭୀର କ୍ଷୋଭ ପ୍ରକାଶ କରିବା ସହିତ କେନ୍ଦ୍ରକୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କ ସହିତ ଯୋଗାଯୋଗ ରଖି ଏ ବାବଦରେ ତୁରନ୍ତ ପଦକ୍ଷେପ ନେବା ଲାଗି କୋର୍ଟ କହିଛନ୍ତି। ସେହିପରି ମାନସିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ ଓ ସେଠାକାର କର୍ମଚାରୀମାନଙ୍କୁ ତୁରନ୍ତ କୋଭିଡ ଭାକ୍ସିନ ଦେବା…

Read More

ରୁଷରେ ଏବେ ପଶ୍ଚିମ ନୀଳ ଭୂତାଣୁ ବ୍ୟାପୁଛି

ରୁଷରେ ଏବେ ପଶ୍ଚିମ ନୀଳ ଭୂତାଣୁ ବା West Nile virus ବ୍ୟାପୁଥିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। । ପଶ୍ଚିମ ଆଫ୍ରିକାରୁ ପ୍ରଥମେ ବ୍ୟାପିଥିବାରୁ ଏହାର ନାମକରଣ ଏପରି କରାଯାଇଛି । ଏବେ ୟୁରୋପ ଏସିଆ ଏବଂ ଉତ୍ତର ଆମେରିକୀୟ ଦେଶଗୁଡ଼ିକରେ ଏହି ରୋଗ ବ୍ୟାପୁଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି। ଏହି ରୋଗ ଡେଙ୍ଗୁ, ଜିକା ଧରଣର ଏହି ରୋଗ ହେଲେ ରୋଗୀର ସ୍ନାୟୁଗତ ସମସ୍ୟା ଦେଖାଦେଇଉଛି। ଅନେକ ସମୟରେ ଏହା ବିପଦ…

Read More

ପାରାଲିମ୍ପିକ୍ସରେ ରୌପ୍ୟ ଜିତି ଇତିହାସ ରଚିଲେ ଭାବିନା

ଭିନ୍ନ କ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ପାରାଲିମ୍ପିକ୍ସରେ ଭାରତର ଭାବିନା ପଟେଲ ଇତିହାସ ରଚିଛନ୍ତି. ଭାବିନା ଟେବୁଲ ଟେନିସରେ ରୌପ୍ୟ ପଦକ ଜିଣି ଭାରତର ପାଇଁ ଗୌରବ ଆଣିଛନ୍ତି. ତେବେ ଭାବିନା ଫାଇନାଲରେ ବିଶ୍ବର ନମ୍ବର ୱାନ ଚୀନର ୟିଙ୍ଗ ଝୋଉଙ୍କଠାରୁ 0-3ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି.  34 ବର୍ଷୀୟା ଭାବନା ଖୁବ ସୁନ୍ଦର ଖେଳ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ. ତେବେ ଫାଇନାଲରେ  ବିଶ୍ବର ନମ୍ବର ୱାନ ଝୋଉଙ୍କଠାରୁ 7-11 5-11 6-11ରେ…

Read More