କେବିସି ଷ୍ଟାଇଲ୍ରେ ପାଠ ପଢାଉଛନ୍ତି ଏହି ସାର୍, ଖେଳ ଖେଳରେ ପିଲାଙ୍କୁ ଶିଖାନ୍ତି ଗଣିତ-ବିଜ୍ଞାନ
ଭୁବନେଶ୍ଵର, ୦୫/୦୯ : ଆଜି ପବିତ୍ର ଗୁରୁ ଦିବସ। ଗୁରୁ-ଶିଷ୍ୟ ପରମ୍ପରା ବହୁପ୍ରାଚୀନ। ବିଦ୍ୟାର୍ଥୀର ଉଚିତ୍ ମାର୍ଗଦର୍ଶକ ହେଉଛନ୍ତି ଗୁରୁ । ଗୁରୁଙ୍କ ଅବଦାନକୁ ସମ୍ମାନ ଓ ସ୍ମରଣ କରିବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖରେ ପାଳନ କରାଯାଏ ଗୁରୁ ଦିବସ। ଆଜି ଆମେ ଏଭଳି ଜଣେ ଗୁରୁଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଅମିତାଭ ବଚ୍ଚନଙ୍କ କେବିସି ଷ୍ଟାଇଲ୍ରେ ପଢାନ୍ତି ପାଠ। ଓଡ଼ିଶାର ବରଗଡ଼ ଜିଲ୍ଲାର ପୁଜହରିପାଲି ଗ୍ରାମର ଶିକ୍ଷକ ସୁବାଷ ଚନ୍ଦ୍ର…
