ରକ୍ତଚାପରେ ପୀଡ଼ିତ ଅଧିକାଂଶ ଯୁବବର୍ଗ, ଜାଣନ୍ତୁ ନିରାକରଣ
ଭୁବନେଶ୍ୱର, ୩୧/୦୭ : ଆଜିକାଲି ବ୍ଲଡପ୍ରେସର ବା ରକ୍ତଚାପ ସାଧାରଣ ହୋଇଗଲାଣି । ପୂର୍ବରୁ ବୟସ୍କ ବ୍ୟକ୍ତିମାନେ ରକ୍ତଚାପର ଶିକାର ହେଉଥିଲେ । କିନ୍ତୁ ଏବେ ସମୟ ବଦଳି ଯାଇଛି । ଏବେ ଯୁବବର୍ଗ ଏହାର ଅଧିକ ଶିକାର ହେଉଛନ୍ତି । ଏବେ ଆମେ କହୁନୁ, ଏମ୍ସର ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଭାରତୀୟ ଯୁବବର୍ଗ ଅଧିକ ରକ୍ତଚାପଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶେଷକରି ସହରାଞ୍ଚଳ ଯୁବବର୍ଗ ଅଧିକ ଆକ୍ରାନ୍ତ…
