ସହର ତୁଳନାରେ ଗ୍ରାମାଞ୍ଚଳର ଶିଶୁ ଅଧିକ ସୁସ୍ଥ, ସ୍ଵାସ୍ଥ୍ୟାବସ୍ଥା ଖରାପ କରୁଛି ପ୍ରଦୂଷଣ

ନୂଆଦିଲ୍ଲୀ, ୦୧/୦୬ : ସହରାଞ୍ଚଳରେ ରହୁଥିବା ପିଲାମାନଙ୍କର ବିକାଶ ଗ୍ରାମରେ ରହୁଥିବା ପିଲାମାନଙ୍କ ତୁଳନାରେ ଖୁବ୍ କମ୍। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ୧୫୦୦ ରୁ ଅଧିକ ଗବେଷକ ଏବଂ ଚିକିତ୍ସକ ୨୦୦ଟି ଦେଶରେ ୭୧ ନିୟୁତ ଶିଶୁଙ୍କ ଉପରେ କରାଯାଇଥିବା ଅନୁସନ୍ଧାନରେ ଏହା ପ୍ରକାଶ କରିଛନ୍ତି। ଅନୁସନ୍ଧାନକାରୀମାନେ ୧୯୯୦ ରୁ ୨୦୨୦ ପର୍ଯ୍ୟନ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ୫ ରୁ ୧୯ ବର୍ଷ ବୟସର ପିଲାମାନଙ୍କର ଉଚ୍ଚତା ଏବଂ ଓଜନ ସମ୍ବନ୍ଧୀୟ ତଥ୍ୟ ବିଶ୍ଳେଷଣ କରିଥିଲେ। ଇମ୍ପେରିଆଲ୍…

Read More

ମାତ୍ର ୨୦ ଟଙ୍କାରେ ନଷ୍ଟ ହେଉଛି ଆପଣଙ୍କ ପିଲାଙ୍କ ଜୀବନ, ଜାଣନ୍ତୁ ଏନର୍ଜି ଡ୍ରିଙ୍କ୍‌ର ସାଇଡ୍ ଇଫେକ୍ଟ…

ନୂଆଦିଲ୍ଲୀ, ୨୯/୦୫ : ମାତ୍ର ୨୦ ଟଙ୍କାରେ ନଷ୍ଟ ହେଉଛି ଆପଣଙ୍କ ପିଲାଙ୍କ ଜୀବନ। ହଁ ଆଜ୍ଞା ମାତ୍ର ୨୦ ଟଙ୍କାରେ ବଜାରରେ ବିକ୍ରି ହେଉଥିବା ଷ୍ଟିଙ୍ଗ୍ ଏନର୍ଜି ଡ୍ରିଙ୍କ୍ ଆପଣଙ୍କ ପିଲାଙ୍କ ସ୍ଵାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି। ଏହାଦ୍ଵାରା ପିଲାମାନେ କ୍ୟାଫିନ ନିଶାର ଶିକାର ହେଉଛନ୍ତି। ଶିଶୁ, ଗର୍ଭବତୀ ମହିଳା ଏବଂ ସମ୍ଵେଦନଶୀଳ ଲୋକ ଏହି ଡ୍ରିଙ୍କ୍ ନପିଇବାକୁ ଏହି ଡ୍ରିଙ୍କ୍ ବୋତଲରେ ଉଲ୍ଲେଖ ଥିଲେ ସୁଦ୍ଧା ଆମେ ଏହାକୁ ଅଣଦେଖା କରୁଛେ। ଯାହାଦ୍ଵାରା…

Read More

ଓଜନ ହ୍ରାସ କରିବାରେ ସହାୟକ ହେବ ବ୍ରୋକୋଲି ସାଲାଡ୍, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଭୁବନେଶ୍ଵର, ୧୮/୦୪ : ବ୍ରୋକୋଲି ହେଉଛି ଏକ ସବୁଜ ପନିପରିବା ଯାହା ଫୁଲକୋବି ପରି ଦେଖାଯାଏ। ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍, ଜିଙ୍କ, ସେଲେନିୟମ୍, ଭିଟାମିନ୍-ଏ ଏବଂ ସି ପରି ଗୁଣ ରହିଛି। ଏହାକୁ ଖାଇବା ଦ୍ଵାରା ଆପଣଙ୍କର ମଧୁମେହ ନିୟନ୍ତ୍ରଣରେ ରହିଥାଏ। ଏହା ବ୍ୟତୀତ ଆପଣଙ୍କ ଯକୃତ ମଧ୍ୟ ସୁସ୍ଥ ରହିଥାଏ । ଏହାକୁ ଆପଣ ବିଭିନ୍ନ ଉପାୟରେ ଖାଇ ପାରିବେ। ଆଜି ଆମେ ଆପଣଙ୍କୁ ବ୍ରୋକୋଲି ସାଲାଡ ରେସିପି ବିଷୟରେ କହିବାକୁ ଯାଉଛି। ବ୍ରୋକୋଲି…

Read More

ପ୍ରବଳ ଖରା ଓ ଗରମ କାରଣରୁ ଲାଲ ପଡ଼ିଯାଏ ତ୍ୱଚା, ଜାଣନ୍ତୁ ଉପଚାର…

ଭୁବନେଶ୍ଵର, ୧୨/୦୪ : ପ୍ରବଳ ଖରା ଓ ଗରମ କାରଣରୁ କୋମଳ ତ୍ୱଚା ଲାଲ ପଡ଼ିଯାଇ ଥାଏ । ତ୍ୱାଚାରେ ଏହି ରେଡ୍‌ନେସ୍‌ ଅନେକ ଥର ସନବର୍ନ ବା ଆଲର୍ଜିକ ରିଆକ୍ସନ କାରଣରୁ ବି ହୋଇଥାଏ। ଯଦି ଆପଣଙ୍କର ଏଭଳି ହେଉଛି ତେବେ କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ। ତ୍ୱଚାକୁ ଲାଲ୍‌ ପଡ଼ିବାରୁ ସୁରକ୍ଷା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ ଗୋଲାପ ଜଳ- ଗରମ ଦିନରେ ତ୍ୱଚାରେ ଗୋଲାପ…

Read More

୫ ଘଣ୍ଟାରୁ କମ୍ ଶୋଉଥିବା ଲୋକଙ୍କୁ ହୋଇପାରେ ଏହି ଭୟଙ୍କର ରୋଗ…

ଭୁବନେଶ୍ଵର,୯/୪ : ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକେ ଅନେକ ଭୁଲ କରି ବସୁଛନ୍ତି। କାମ ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ପାରୁନାହାଁନ୍ତି। ଯେଉଁଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ରାତିରେ ବି କାମ କରନ୍ତି। ଯାହାଦ୍ୱାରା ନିଦ ସମ୍ପୂର୍ଣ୍ଣ ହୁଏନାହିଁ। କିନ୍ତୁ ଆପଣ ଜାଣନ୍ତି କି ନିଦ୍ରା ଅଭାବରୁ ଶରୀରରେ ଅନେକ କ୍ଷତି ହୋଇପାରେ। ଯେଉଁମାନେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥାନ୍ତି ସେମାନଙ୍କର ଦିନକୁ ସାତରୁ ଆଠ…

Read More

ମହିଳାମାନେ କାହିଁକି ପିନ୍ଧନ୍ତି ଗୋଡମୁଦି, ଜାଣିଛନ୍ତି କି ?

ଭୁବନେଶ୍ଵର, ୦୬/୦୪ : ହିନ୍ଦୁ ଧର୍ମରେ ମହିଳାମାନେ ଗୋଡମୁଦି ପିନ୍ଧିବା ବିବାହିତାର ସଂକେତ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ? ଏହି ଗୋଡ ମୁଦି ପିନ୍ଧିବା ପଛର କାରଣ କଣ ? ବିବାହ ପରେ, ମହିଳାମାନଙ୍କ ଶରୀରରେ ଅନେକ ହରମୋନାଲ ପରିବର୍ତ୍ତନ ହୋଇଥାଏ । ଏହି କାରଣରୁ, ଅନିୟମିତ ମାସିକ ଋତୁସ୍ରାବ କିମ୍ବା ହରମୋନରେ ଅସନ୍ତୁଳନ ଭଳି ସମସ୍ୟା ଦେଖାଯାଏ ।ତେଣୁ ଗୋଡମୁଦି ପିନ୍ଧିବା ଦ୍ୱାରା ଏହା, ହରମୋନ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ…

Read More

ଓଜନ କମାଇବାକୁ ଚାହାଁନ୍ତି କି ? ଜାଣନ୍ତୁ ଏହାର ଉପାୟ…

ନୂଆଦିଲ୍ଲୀ, ୩୧/୩ : ଗରମ ଆସିବା ସହିତ ଓଜନ ସମସ୍ୟା ବଢିଥାଏ । କାରଣ ଗରମରେ ଆମେ ପ୍ରାୟତଃ ଚଲାବୁଲା କମାଇବା ସହ ବିଭିନ୍ନ ପାନୀୟର ସାହାର ନେଇଥାଉ । ତେଣୁ ଏହି ସମୟରେ ପ୍ରାୟ ଲୋକ ଓଜନ କମାଇବାକୁ ପ୍ରୟାସ କରୁଥାନ୍ତି । ଚାଲନ୍ତୁ ଓଜନ କମାଇବାର ପ୍ରୟାସ ସକାଳ ଜଳଖିଆରୁ କରିବା । ଉପଯୁକ୍ତ ଜଳଖିଆ ଖାଇଲେ ଓଜନକୁ ନିୟନ୍ତ୍ରିତ ରଖିବା ସହ ଆବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ । ସକାଳ ଜଳଖିଆ…

Read More

ଓଜନ କମାଏ ଗହମ ଘାସ, ଜାଣନ୍ତୁ ଏହାର ଉପକାରିତା

ଭୁବନେଶ୍ୱର, ୨୫।୦୩ : ଯେତେବେଳେ ସ୍ୱାସ୍ଥ୍ୟ କଥା ଆସେ, ସେତେବେଳେ କୌଣସି ପ୍ରକାରର ଅସାବଧାନତା ଗ୍ରହଣ କରାଯିବା ଉଚିତ୍ ନୁହେଁ। ଯଦି ଆପଣ ସୁସ୍ଥ ଜୀବନଯାପନ କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ପ୍ରାକୃତିକ ଫଳ, ପନିପରିବା ଏବଂ ଜଡି-ବୁଟି ଆପଣଙ୍କର ଦୈନନ୍ଦିନ ଖାଦ୍ୟର ଅଂଶ କରନ୍ତୁ। ଆପଣ କେବେ ନା କେବେ ନିଶ୍ଚୟ ଘାସ ଉପରେ ବସିଥିବେ। କିନ୍ତୁ ଆପଣ ଜାଣନ୍ତୁ କି ଏହି ଘାସ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ? ଗହମ ଘାସ ସୁପରଫୁଡ୍…

Read More

ବ୍ୟାୟାମ କରିବାକୁ ସମୟ ମିଳୁନି କି ? ଚିନ୍ତା କରନ୍ତୁନି… ରୋଷେଇ ଘରେ କରିପାରିବେ ଏହି ବ୍ୟାୟାମ

ଭୁବନେଶ୍ଵର, ୨୩/୦୩ : ମହିଳାମାନେ ଘର କାମ କରିବା ସହ ଏବେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହୋଇପଡିଛନ୍ତି । ଓଜନ ନିୟନ୍ତ୍ରିତ କରିବା ପାଇଁ ଜିମ୍‌ ଯିବାଠାରୁ ଆରମ୍ଭ କରି ଯୋଗ ଓ ବ୍ୟାୟାମକୁ ଗୁରୁତ୍ଵ ଦେଉଛନ୍ତି । ତେବେ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରୁନାହାଁନ୍ତି । କାରଣ ସେମାନଙ୍କର ଅଧିକ ସମୟ ରୋଷେଇ ଘରେ କଟିଥାଏ । କେବେ ସ୍ୱାମୀ ଓ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି  ତ ଆଉ କେତେବେଳେ ବନ୍ଧୁବାନ୍ଧବଙ୍କ…

Read More

ପୁରୁଷ ଏବଂ ମହିଳାମାନଙ୍କଠାରେ ହୃଦଘାତର ଲକ୍ଷଣ ଭିନ୍ନ, ଜାଣନ୍ତୁ ମହିଳାମାନଙ୍କ ଠାରେ ଦେଖା ଯାଉଥିବା ହୃଦଘାତର ଲକ୍ଷଣ

ଭୁବନେଶ୍ଵର, ୧୦/୦୩ : ଖରାପ ଜୀବନଶୈଳୀ ଏବଂ ଅନ୍ୟାନ୍ୟ କାରଣରୁ ଆଜିକାଲି ହୃଦଘାତ ଏକ ଗୁରୁତର ସମସ୍ୟା ପାଲଟିଛି । ଅନ୍ୟାନ୍ୟ ରୋଗ ପରି ହୃଦଘାତର ମଧ୍ୟ ଲକ୍ଷଣ ରହିଥାଏ। କେବଳ ସେଗୁଡିକୁ ଚିହ୍ନିବା ଆବଶ୍ୟକ। ଆପଣ ଜାଣନ୍ତି କି ପୁରୁଷ ଏବଂ ମହିଳାମାନଙ୍କଠାରେ ହୃଦଘାତର ଲକ୍ଷଣ ଭିନ୍ନ ହୋଇଥାଏ? ଯଦି ଉଚିତ୍ ସମୟରେ ସେଗୁଡିକ ଉପରେ ଧ୍ୟାନ ଦିଆଯାଏ, ତେବେ ଗମ୍ଭୀର ସମସ୍ୟାକୁ ଏଡ଼େଇ ଦିଆଯାଇପାରେ। ତେବେ ଆସନ୍ତୁ ଜାଣିବା ମହିଳାଙ୍କଠାରେ ହୃଦଘାତର ଲକ୍ଷଣ କଣ……

Read More