ଗର୍ଭାବସ୍ଥା ବେଳେ ପିଲାଙ୍କ ମେଦ ବୃଦ୍ଧି କରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ

ଭୁବନେଶ୍ଵର, ୦୨/୧୧ : ଗର୍ଭାବସ୍ଥା ବେଳେ ପିଲାଙ୍କ ମେଦ ବୃଦ୍ଧି କରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ। ଗର୍ଭାବସ୍ଥା ସମୟରେ ବଜାରରେ ପ୍ୟାକେଟ୍‌ରେ ମିଳୁଥିବା ଚିପ୍ସ, ନମ୍‌କିନ୍‌, ଚକ୍‌ଲେଟ୍‌, ମିଠା, ସୋଡ଼ା ଓ ପାନୀୟ ଖାଇବା ଦ୍ଵାରା ମା’ ସହିତ ସନ୍ତାନ ଜନ୍ମ ପରେ ତା’ର ଓଜନ ଆବଶ୍ୟକତାଠୁ ଅଧିକ ବଢ଼ିପାରେ। ଏନେଇ ବିଏମ୍‌ଜେ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି। ଗବେଷକମାନେ ଆମେରିକାର ନର୍ସେଜ ହେଲ୍‌ଥ ଷ୍ଟଡି-୨ ଓ ଗ୍ରୋଇଙ୍ଗ ଅପ୍‌ ଟୁଡେ ଷ୍ଟଡିର ତଥ୍ୟ ବିଶ୍ଳେଷଣ…

Read More

ପିଲାଙ୍କୁ ଚାପଗ୍ରସ୍ତ କରେ ମା’ ବାପାଙ୍କର କଠୋର ବ୍ୟବହାର, ପ୍ରଭାବିତ ହୁଏ ପିଲାଙ୍କ ଡିଏନଏ

ନୂଆଦିଲ୍ଲୀ, ୨୮/୧୦ : ପିଲାଙ୍କୁ ଚାପଗ୍ରସ୍ତ କରେ ମା’ ବାପାଙ୍କର କଠୋର ବ୍ୟବହାର । ଏଭଳି ବ୍ୟବହାର କଲେ ସେମାନେ ଅବସାଦର ଶିକାର ହୁଅନ୍ତି । ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପଡ଼େ । ସଦାସର୍ବଦା ପାଇଁ ସେମାନେ ମାନସିକ ରୂପେ ରୋଗଗ୍ରସ୍ତ ହୋଇପାରନ୍ତି । କଠୋର ଅନୁଶାସନ ଯୋଗୁ ପିଲା ଆତ୍ମବିଶ୍ୱାସ ହରାଇ ଦିଅନ୍ତି । ବଡ଼ ହେବା ପରେ ମଧ୍ୟ ସେମାନେ ଏଥିରୁ ବାହାରି ପାରନ୍ତି ନାହିଁ ବୋଲି ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି । ଦୁଷ୍ଟାମି…

Read More

ଓଆରଏସ ଅତି ଅତ୍ୟାବଶ୍ୟକ ଘରେ ରଖିବା, ଜାଣନ୍ତୁ ଏହାର ଜନକଙ୍କ ବିଷୟରେ

 ଓଆରଏସ ସହିତ ଆପଣ ଅଳ୍ପ ବହୁତେ ପରିଚିତ । ସାମାନ୍ୟ ଝାଡ଼ବାନ୍ତି ଥକାପଣ ଲାଗିଲେ ଆପଣ ଘରେ ଏହାକୁ ରଖି ପିଇ ଦେଇଥାନ୍ତି। ଏହା ଏମିତି ଏକ ଦ୍ରବଣ ଯ଼ାହାକି ମଣିଷର ଜୀବନ ବଞ୍ଚାଇଥାଏ । ଏହି ଓଆରଏସ ଘରେ ଘରେ ପରିଚିତ ଆଉ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଥିବା ସାଧାରଣ ଦ୍ରବଣ ।ଜାଣିଛନ୍ତି କି ଓଆରଏସକୁ ବାହାର କରିଥିଲେ ଡକ୍ଟର ଦିଲ୍ଲୀପ ମହାଲନାବିସ । ଯ଼ାହାଙ୍କର ନିକଟରେ ଦେହାନ୍ତ ହୋଇଯ଼ାଇଛି।  କୁହାଯ଼ାଏ ମହାଲନାବିସଙ୍କ ଏହି ଆବିଷ୍କାର…

Read More

ଓଜନ କମ୍ କରିବାରେ ସହାୟକ ହୁଏ ପୋଦିନା ଚା’

ଭୁବନେଶ୍ୱର ୧୪/୧୦ :  ପୋଦିନା ପତ୍ର ସ୍ୱାସ୍ଥ୍ୟ ପାଇଁ ହିତକର । ଆୟୁର୍ବେଦରେ ପୋଦିନାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ପୋଦିନାକୁ ଆପଣ ଯେକୌଣସି ଉପାୟରେ ବ୍ୟବହାର କରିପାରିବେ। ଏହାର ସୁଗନ୍ଧ ସମସ୍ତଙ୍କୁ ପସନ୍ଦ। ସେଥିପାଇଁ ଅନେକ ବ୍ୟଞ୍ଜନରେ ଏହାକୁ ବ୍ୟବହାର କରାଯାଏ। ପୋଦିନା ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ। ପୋଦିନାରେ କ୍ୟାଲୋରୀ ଏବଂ ପ୍ରୋଟିନ୍ କମ୍ ମାତ୍ରାରେ ରହିଥାଏ। ଯେଉଁଥିପାଇଁ ଏହା ମେଦ କମ କରିବାରେ ସାହାଯ୍ୟ କରିଥାଏ। ପୋଦିନା ଚା’ ଦ୍ୱାରା ଓଜନ…

Read More

ଭାରତର 4 କଫ ସିରଫ ପାଇଁ ଗାମ୍ବିଆରେ 66 ଶିଶୁଙ୍କ ମୃତ୍ୟୁ ସନ୍ଦେହ

() ଭାରତରେ ପ୍ରସ୍ତୁତ ହୋଇଥିବା 4ଟି କଫ ସିରପ ଉପରେ ଆଲର୍ଟ ଜାରି କରିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ଡବ୍ଲୁଏଚଓ । ମେଡେନ ଫାର୍ମାସ୍ଯୁଟିକାଲସ ଦ୍ବାରା ପ୍ରସ୍ତୁତ ଏହି 4ଟି କଫ ସିରଫ ଓ ଥଣ୍ଡା ଔଷଧର ଭୟଙ୍କର ପାର୍ଶ୍ବ ପ୍ରତିକ୍ରିୟା ଥିବାର ସନ୍ଦେହ ଉପୁଜିଛି ।ଏହି  ଔଷଧ ବ୍ୟବହାର ଯୋଗୁଁ ଗାମ୍ବିଆରେ 66 ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ଡବ୍ଲୁଏଚଓ ଏହାର ତର୍ଜମା ଆରମ୍ଭ କରିଛି । ଏ ବାବଦରେ…

Read More

କଳା ପଡ଼ୁଛି କି ଆଖିତଳ, ଜାଣନ୍ତୁ ଏହାର ନିରାକରଣ…

ଭୁବନେଶ୍ଵର, ୦୪/୧୦ : କମ୍ପ୍ୟୁଟର ଏବଂ ସ୍ମାର୍ଟ ଫୋନରେ ଅଧିକ ସମୟ ବ୍ୟସ୍ତ ରହୁଛନ୍ତି ଆଜିର ଯୁବ ପିଢ଼ି। ଫେସବୁକ, ହ୍ୱାଟ୍ସଆପ୍ ଓ ଟ୍ୱିଟରରେ ବିତିଯାଉଛି ରାତି । ଅଫିସରେ କମ୍ପ୍ୟୁଟର କିମ୍ବା ମୋବାଇଲ୍‌ ସ୍କ୍ରିନ୍ ସାମ୍ନାରେ ସବୁବେଳେ ବସିବାକୁ ପଡ଼ୁଛି। ଯାହା ଫଳରେ ଅଧିକାଂଶ ଲୋକଙ୍କର ଆଖି ତଳ କଳା ପଡ଼ୁଥିବା ଦେଖାଯାଉଛି। ଏସବୁର କାରଣ ହେଉଛି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟରୁ ବାହାରୁଥିବା ନୀଳ ରଶ୍ମୀ। ଯାହା ଆଖିକୁ କ୍ଷତି ପହଞ୍ଚାଉଛି। ତେବେ ଜାଣନ୍ତୁ କାହିଁକି କଳାପଡ଼େ…

Read More

ସକାଳୁ ପିଅନ୍ତୁ ଏହି ଡ୍ରିଙ୍କ୍‌ସ, ଚମକିବ ଆପଣଙ୍କର ତ୍ଵଚା

ଭୁବନେଶ୍ଵର, ୨୨/୦୯ : ରାତିସାରା ପେଟ ଖାଲି ଥିବା କାରଣରୁ ସକାଳୁ ଆମେ କଣ ଖାଉଛେ ତାହା ଖୁବ୍ ଗୁରୁତ୍ଵପୂର୍ଣ୍ଣ। କାରଣ ସକାଳୁ ଉଠିବା ସମୟରେ ପେଟରେ ପିଏଚ୍ ଏସିଡିକ୍ ଥାଏ। ମେଟାବଲିଜିମ୍ ମଧ୍ୟ ଧୀର ଥାଏ। ତେଣୁ ସକାଳୁ ଆମେ ଯେଉଁ ଖାଦ୍ୟ ଖାଉ ତାହାର ନ୍ୟୁଟ୍ରିଆଣ୍ଟ ଖୁବ୍ ଶୀଘ୍ର ଅବଜର୍ଭ ହୁଏ। ଏଥିପାଇଁ ସକାଳର ଭୋଜନ କିଛି ସ୍ଵାସ୍ଥ୍ୟକର ହେବା ଉଚିତ୍। ଏଭଳି କଲେ ଆପଣଙ୍କ କେଶ ଏବଂ ତ୍ଵଚା ପାଇଁ ଖୁବ୍ ଲାଭଦାୟକ…

Read More

ଗର୍ଭବତୀ ଥିବା ସମୟରେ ହିମୋଗ୍ଲୋବିନ୍ କମିଲେ କଣ ସମସ୍ୟା ହୁଏ, ଜାଣନ୍ତୁ କେତେ ରହିବା ଉଚିତ୍ HB

ଭୁବନେଶ୍ଵର, ୧୯/୦୯ : ଗର୍ଭଧାରଣ ସମୟରେ ମହିଳାଙ୍କୁ ନିଜ ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ତେବେ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ନିହାତି ଜରୁରୀ। ଯଦି ମହିଳାମାନେ ଗର୍ଭଧାରଣ କରିବା ପରେ ଡାଇଟ୍‌କୁ ଠିକ୍ ଭାବରେ ଧ୍ୟାନ ନଦେବେ ତେବେ ଶରୀରରେ ରକ୍ତହୀନତା ସୃଷ୍ଟି ହେବ। ଏହି ସମୟରେ ମହିଳାଙ୍କ ଶରୀରରେ ରକ୍ତହୀନତା ସୃଷ୍ଟି ହେବାରୁ ଉଭୟ ମାଆ ଓ ଛୁଆ ଦୁହିଁଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବ। ସାଧାରଣତଃ ଗର୍ଭଧାରଣ କରିବା ପରେ…

Read More

ଏହି ଦୁଇ ଭିଟାମିନ୍ ଅଭାବରୁ ହୋଇଥାଏ ନିଦ୍ରାହୀନତା, ଜାଣନ୍ତୁ କିଭଳି କରିବେ ଏହି ସମସ୍ୟାକୁ ଦୂର…

ଭୁବନେଶ୍ଵର, ୧୫/୦୯ : ଶାରିରୀକ ଏବଂ ମାନସିକ ରୂପରେ ସୁସ୍ଥ ରହିବା ପାଇଁ ରାତିରେ ୭ ରୁ ୮ ଘଣ୍ଟା ନିଦ୍ରା ଜରୁରୀ। ଯେଉଁ ଲୋକମାନଙ୍କୁ ରାତିରେ ଭଲ ନିଦ ହୋଇନଥାଏ ସେମାନେ ଦିନରେ ଖୁବ୍ ଶୀଘ୍ର ଥକି ଯାଆନ୍ତି ଏଵଂ ସବୁ କିଛି ଚିଡଚିଡା ଲାଗେ। ତେବେ ରାତିରେ ଗାଢ ନିଦ ନଆସିବାର ବହୁ କାରଣ ରହିଛି। ଯେପରିକି ମୋବାଇଲ୍‌ର ବ୍ୟବହାର, ଅଧିକ ସମୟ ଟିଭି ଦେଖିବା, ଚିନ୍ତାରେ ରହିବା, ଅଧିକ ଚା କିମ୍ଵା କଫି…

Read More

୫ ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ ନାଜାଲ୍ କୋଭିଡ୍ ଭ୍ୟାକ୍ସିନ, ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ, ୧୧/୦୯ : ୫ ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ ନାଜାଲ୍ କୋଭିଡ୍ ଭ୍ୟାକ୍ସିନ। ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଡ୍ରଗ କଣ୍ଟ୍ରୋଲର ଠାରୁ ଅନୁମତି ମାଗିଲା ଭାରତ ବାୟୋଟେକ୍। ତେବେ ଏହା ପୂର୍ବରୁ ସେପ୍ଟେମ୍ଵର ୬ରେ ଡିସିଜିଆଇ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ଇଣ୍ଟ୍ରାନାଜାଲ୍ କୋଭିଡ୍ ଭ୍ୟାକ୍ସିନ ଦିଆଯିବା ପାଇଁ ମଞ୍ଜୁରି ଦେଇଥିଲା। ଭାରତ ବାୟୋଟେକ୍‌ର ସୂଚନା ଅନୁଯାୟୀ, ଏହି ନାଜାଲ୍ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ତୁଳନାରେ ଭିନ୍ନ ଏବଂ…

Read More