ଯାଆଁଳା ଛୁଆ ଜନ୍ମ ହେବାର କାରଣ, ଜାଣନ୍ତୁ…
ଭୁବନେଶ୍ଵର, ୨୬/୦୬ : ମା’ କୋଳରେ ଛୁଆଟିଏ ଜନ୍ମ ନେବା ଅର୍ଥାତ୍ ଏହା ଭଗବାନ ସୃଷ୍ଟି। ଭଗବାନ ଚାହିଁଲେ ହିଁ ବାପା ମା’ଙ୍କ କୋଳକୁ ସନ୍ତାନଟିଏ ଆସିଥାଏ। ପୁଣି ସେହି ଛୁଆର କୁଆଁ କୁଆଁ ରାବରେ ଘରେ ଏକ ପ୍ରକାର ଖୁସିର ଲହରି ଖେଳିଯାଏ। କିନ୍ତୁ କଥା ହେଲା କି ଆପଣଙ୍କ ମନରେ ବି ଏହି ପ୍ରଶ୍ନ ସବୁବେଳେ ଆସିଥିବ ଯେ କିଛି ମହିଳା କିଭଳି ଏକସଙ୍ଗେ ଏକରୁ ଅଧିକ ପିଲାଙ୍କୁ ଜନ୍ମ ଦିଅନ୍ତି । ଦୁଇ…
