ଦିଲ୍ଲୀର ବିଟେକ୍ ଗୁପ୍‌ଚୁପ୍ ବାଲି, ପାଠ ପଢା ସହ କରୁଛନ୍ତି ବ୍ୟବସାୟ

ନୂଆଦିଲ୍ଲୀ, ୨୮/୦୩ : ଗୁପ୍‌ଚୁପ୍ ଖାଇଲା ବେଳେ ଆପଣଙ୍କ ମନକୁ ହାଇଜିନ୍ ଏବଂ କ୍ୟାଲୋରୀକୁ ନେଇ ପ୍ରଶ୍ନ ଉଠୁଥିବ। ହେଲେ ଏହାର ସ୍ଵାଦ କଥା ଭାବିଲେ ଆପଣଙ୍କ ମୁହଁରୁ ପାଣି ଆସିଯାଉଥିବ। ଦଲ୍ଲୀର ତାପସୀ ଉପାଧ୍ୟାୟଙ୍କ ମନକୁ ମଧ୍ୟ ଠିକ୍ ଏହି ପ୍ରଶ୍ନ ଆସୁଥିଲା। ତେଣୁ ସେ ଏହାକୁ ବ୍ୟବସାୟର ମାଧ୍ୟମ କରିବାକୁ ସ୍ଥିର କଲେ। ଜଣେ ବିଟେକ୍ ଛାତ୍ରୀ ହୋଇଥିଲେ ମଧ୍ୟ ସେ ଦିଲ୍ଲୀରେ ଗୁପ୍‌ଚୁପ୍ ବିକ୍ରି କରୁଛନ୍ତି। ଏବେ ତାଙ୍କର ୪ଟି ଷ୍ଟଲ ରହିଛି।…

Read More

ବାୟୁସେନାରେ ଯୁଦ୍ଧ ୟୁନିଟ୍‌ର ପ୍ରଥମ ମହିଳା କମାଣ୍ଡର ଶାଲିଜା ଧାମି, ମହିଳାଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା…

ନୂଆଦିଲ୍ଲୀ, ୨୬/୦୩ : ଭାରତୀୟ ବାୟୁସେନାରେ ମହିଳାଙ୍କ ସହଭାଗିତା ବୃଦ୍ଧି ପାଉଛି। ଅନେକ ମହିଳା ସେନାରେ ଯୋଗ ଦେଉଛନ୍ତି। ଏହି ମହିଳାମାନଙ୍କ ମଧ୍ୟରେ ଶାଲିଜା ଧାମି ଅନ୍ୟତମ। ଭାରତୀୟ ବାୟୁସେନାରେ ଶାଲିଜା ଧାମି ପଶ୍ଚିମ ସେକ୍ଟରରେ ଫ୍ରଣ୍ଟଲାଇନ କମ୍ବାଟ୍ ୟୁନିଟର କମାଣ ସମ୍ଭାଳିଛନ୍ତି। ଭାରତୀୟ ବାୟୁସେନା ଇତିହାସରେ ଏହା ପ୍ରଥମ। ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଯୁଦ୍ଧ ୟୁନିଟର କମାଣ୍ଡର କରାଯାଇଛି। ବାୟୁସେନାର ଜଣେ ମହିଳା ପାଇଲଟ୍ ହେବା ନିଜେ ଏକ ବଡ଼ ସଫଳତା। ସେ…

Read More

ଓଜନ କମାଏ ଗହମ ଘାସ, ଜାଣନ୍ତୁ ଏହାର ଉପକାରିତା

ଭୁବନେଶ୍ୱର, ୨୫।୦୩ : ଯେତେବେଳେ ସ୍ୱାସ୍ଥ୍ୟ କଥା ଆସେ, ସେତେବେଳେ କୌଣସି ପ୍ରକାରର ଅସାବଧାନତା ଗ୍ରହଣ କରାଯିବା ଉଚିତ୍ ନୁହେଁ। ଯଦି ଆପଣ ସୁସ୍ଥ ଜୀବନଯାପନ କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ପ୍ରାକୃତିକ ଫଳ, ପନିପରିବା ଏବଂ ଜଡି-ବୁଟି ଆପଣଙ୍କର ଦୈନନ୍ଦିନ ଖାଦ୍ୟର ଅଂଶ କରନ୍ତୁ। ଆପଣ କେବେ ନା କେବେ ନିଶ୍ଚୟ ଘାସ ଉପରେ ବସିଥିବେ। କିନ୍ତୁ ଆପଣ ଜାଣନ୍ତୁ କି ଏହି ଘାସ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ? ଗହମ ଘାସ ସୁପରଫୁଡ୍…

Read More

ବ୍ୟାୟାମ କରିବାକୁ ସମୟ ମିଳୁନି କି ? ଚିନ୍ତା କରନ୍ତୁନି… ରୋଷେଇ ଘରେ କରିପାରିବେ ଏହି ବ୍ୟାୟାମ

ଭୁବନେଶ୍ଵର, ୨୩/୦୩ : ମହିଳାମାନେ ଘର କାମ କରିବା ସହ ଏବେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହୋଇପଡିଛନ୍ତି । ଓଜନ ନିୟନ୍ତ୍ରିତ କରିବା ପାଇଁ ଜିମ୍‌ ଯିବାଠାରୁ ଆରମ୍ଭ କରି ଯୋଗ ଓ ବ୍ୟାୟାମକୁ ଗୁରୁତ୍ଵ ଦେଉଛନ୍ତି । ତେବେ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରୁନାହାଁନ୍ତି । କାରଣ ସେମାନଙ୍କର ଅଧିକ ସମୟ ରୋଷେଇ ଘରେ କଟିଥାଏ । କେବେ ସ୍ୱାମୀ ଓ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି  ତ ଆଉ କେତେବେଳେ ବନ୍ଧୁବାନ୍ଧବଙ୍କ…

Read More

ବେଶର୍ମ ରଙ୍ଗ ଗୀତରେ ଚାରଚାନ୍ଦ ଲଗାଇଦେଲେ ଏହି ଯୁବତୀ, ୟୁଜର କହିଲେ ଦୀପିକାଙ୍କର ହୋଇଯିବ ଛୁଟି…

ନୂଆଦିଲ୍ଲୀ, ୨୩/୦୩ : ସେ ‘ପଠାନ’ ହେଉ କିମ୍ବା ତାର ଗୀତ ‘ବେସରମ ରଙ୍ଗ’, ନିକଟ ଅତୀତରେ ଉଭୟ ଖୁବ୍ ବିବାଦରେ ଥିଲେ। ହେଲେ ଏବେ ପଠାନ ସହ ଏହାର ଗୀତକୁ ଖୁବ୍ ଭଲପାଇବା ମିଳିଛି। ଏହି ଗୀତରେ ଦୀପିକା ପାଦୁକୋନଙ୍କ ସିଜଲିଂ ଲୁକ୍ ଏବଂ କାତିଲ ଅନ୍ଦାଜ ସମସ୍ତଙ୍କୁ ପାଗଳ କରିଦେଇଛି। ଏବେ ସୋସିଆଲ ମିଡିଆରେ ଏହି ଗୀତରେ ବିଭିନ୍ନ ରିଲ୍ସ ଦେଖିବାକୁ ମିଳିଛି। ଏହି ଗୀତରେ ଜଣେ ଯୁବତୀଙ୍କ ଭିଡିଓ ଏବେ ଭାଇରାଲ୍ ହେବାରେ…

Read More

ମହିଳା ଡ୍ରୋନ ପାଇଲଟ୍ ନିଶା ସୋଲାଙ୍କି, ଜାଣନ୍ତୁ ତାଙ୍କ ବିଶୟରେ

ଭୁବନେଶ୍ଵର, ୨୦/୦୩ : ଘର ରୋଷେଇଠାରୁ ଆରମ୍ଭ କରି ପିଲାମାନଙ୍କର ଶିକ୍ଷା ପର୍ଯ୍ୟନ୍ତ ସବୁକିଛି ଆଧୁନିକ ହୋଇଗଲାଣି। ଏଭଳି ପରିସ୍ଥିତିରେ କୃଷି କ୍ଷେତ୍ର ପଛୁଆ ରହିବା ଉଚିତ୍ ନୁହେଁ। ତେଣୁ ଏକରୁ ଅଧିକ ଟେକ୍ନୋଲୋଜି ବିକଶିତ ହେଉଛି। ଏଥିମଧ୍ୟରୁ କେବଳ ଅଳ୍ପ କିଛି କୌଶଳ ଅଛି ଯାହା କୃଷକମାନଙ୍କ ନିକଟରେ ପହଞ୍ଚୁଛି। ତେବେ ହରିୟାଣାର ମହିଳା ଡ୍ରୋନ୍ ପାଇଲଟ୍ ନିଶା ସୋଲାଙ୍କି କୃଷକମାନଙ୍କୁ ଟେକ୍ନୋଲୋଜି ଆଧାରରେ ଅଗ୍ରଗତି କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେ ପ୍ରଚେଷ୍ଟା ମଧ୍ୟ…

Read More

୮୮ ବର୍ଷରେ ବ୍ୟବସାୟ କରୁଛନ୍ତି ପଦ୍ମା ପାରିଖ, ଦେଶ ବିଦେଶରେ ବିକ୍ରି ହେଉଛି ପ୍ରଡକ୍ଟ

ଭୁବନେଶ୍ଵର, ୨୦/୦୩ : ଅହମ୍ମଦାବାଦର ୮୮ ବର୍ଷୀୟା ପଦ୍ମା ପାରିଖ। ବୟସର ଅପରାହ୍ଣରେ ବି ଥକି ଯାଇ ନାହାଁନ୍ତି। ସେ ଦିନକୁ ୪ ରୁ ୫ ଘଣ୍ଟା ପରିଶ୍ରମ କରି ହସ୍ତକଳା ବ୍ୟବସାୟ କରୁଛନ୍ତି। ପିଲାଦିନରୁ ତାଙ୍କର ହସ୍ତକଳା ପ୍ରତି ରୁଚି ରହିଛି। ତାଙ୍କ ହାତ ତିଆରି ଜିନିଷର ଚାହିଦା ଦେଶ ବିଦେଶରେ ରହିଛି। କାନାଡ଼ା, ଆମେରିକା, ଜାପାନ ସମେତ ୧୦ଟି ଦେଶରେ ତାଙ୍କର ଜିନିଷ ବିକ୍ରି ହେଉଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଗୋଟିଏ…

Read More

ମାତ୍ର ୧୫ ଦିନରେ ରୋଜଗାର କରିଥିଲେ ଏକ ହଜାର କୋଟି, ଜାଣନ୍ତୁ କିଏ ଏହି ମହିଳା ?

ନୂଆଦିଲ୍ଲୀ, ୧୭/୦୩ : ଅନେକ ଭାରତୀୟ ଭେଟେରାନ ବ୍ୟବସାୟୀ ସାରା ବିଶ୍ୱରେ ବ୍ୟବସାୟ ବିସ୍ତାର କରୁଛନ୍ତି ଏବଂ ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଭାରତର ଭେଟେରାନ୍ ବ୍ୟବସାୟୀ ରାକେଶ ଝୁନଝୁନୱାଲାଙ୍କ ନାମ କିଏ ବା ନଜାଣେ। ସେ ଜଣେ ନିବେଶକ ଏବଂ ଷ୍ଟକ୍ ବ୍ୟବସାୟୀ ଥିଲେ। କିନ୍ତୁ ତାଙ୍କ ପତ୍ନୀ ରେଖା ଝୁନଝୁନୱାଲା ମଧ୍ୟ କମ୍ ନୁହଁନ୍ତି। ନିକଟରେ ସେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଏକ ହଜାର କୋଟି ଟଙ୍କା…

Read More

ଗରମ ଯୋଗୁଁ ତ୍ଵଚା ହରାଉଛି କି ଉଜ୍ଜ୍ଵଳତା, ପାଣିକୁ ଏମିତି କରନ୍ତୁ ବ୍ୟବହାର…

ଭୁବନେଶ୍ଵର, ୧୭/୦୩ : ଗ୍ରୀଷ୍ମ ଆସିବା ମାତ୍ରେ ଚର୍ମ ସହିତ ଜଡିତ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିବା ଆରମ୍ଭ କରେ। ଏଥିପାଇଁ ଚର୍ମ ରୋଗ ବିଶେଷଜ୍ଞମାନେ ଲୋକଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ ପରାମର୍ଶ ଦିଅନ୍ତି। ଜଳ ଶରୀରକୁ ହାଇଡ୍ରେଟ୍ ରଖେ। ଯେଉଁଥି ପାଇଁ ଶରୀରରେ ଚମକ ଅକ୍ଷୁର୍ଣ୍ଣ ରହିଥାଏ। ଯଦି ଆପଣଙ୍କ ଶରୀରରେ ଜଳର ଅଭାବ ଥାଏ, ତେବେ ଏହା ଆପଣଙ୍କ ତ୍ୱଚାକୁ ସିଧାସଳଖ ପ୍ରଭାବିତ କରିବ। ଜଳର ଅଭାବ ଶରୀରରେ ଅନମନୀୟତା ଆଣିଥାଏ। ଏହା…

Read More

ପୁଅ ବେଶରେ ଇଂରେଜମାନଙ୍କ ବିରୋଧରେ ଲଢେଇ କରିଥିବା ମହିଳା ସ୍ଵାଧିନତା ସଂଗ୍ରାମୀ କଳ୍ପନା ଦତ୍ତ, ଜାଣନ୍ତୁ ତାଙ୍କ ବିଷୟରେ

କଟକ, ୧୬/୦୩ : ଦେଶ ପାଇଁ ନିଜ ଜିବନକୁ ଉତ୍ସର୍ଗ କରିଥିବା ବହୁ ସ୍ଵତନ୍ତ୍ରତା ସେନାନୀ ଏବେବି ଅପରିଚିତ। ବିଶେଷ କରି ମହିଳା ସ୍ଵାଧିନତା ସଂଗ୍ରାମୀ। ଇତିହାସର ଫର୍ଦ୍ଦରୁ ହଜିଯାଇଥିବା ଜଣେ ମହିଳା ସ୍ଵାଧିନତା ସଂଗ୍ରାମୀ ହେଉଛନ୍ତି କଳ୍ପନା ଦତ୍ତ। ୧୯୧୩ ମସିହା ଜୁଲାଇ ୧୩ ତାରିଖରେ ଚଟଗାଁଓର ଶ୍ରୀପୁର ଗ୍ରାମରେ ଏକ ମଧ୍ୟମ ବର୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିବା କଳ୍ପନା ସ୍ଵାଧିନତା ସଂଗ୍ରାମରେ ଯୋଗ ଦେଇଥିଲେ। ୧୯୨୯ ମସିହାରେ ସେ ପାଠ ପଢିବା ପାଇଁ କଲିକତା…

Read More