ବିଏସଏନଏଲ 4G ସେବା ଆରମ୍ଭ- କଣ କହୁଛି ଦେଶ ଜାଣନ୍ତୁ

ଦେଶ ଯେତେବେଳେ ରିଲାଏନସ ଜିଓରେ ଝୁମୁଛି, ଗାଁଠାରୁ ସହର ଇଣ୍ଟରନେଟରେ ଡୁବି ରହୁଛି, ଏୟାରଟେଲ ତାର 4G ସେବା ପାଇଁ ବାରମ୍ବାର ଗ୍ରାହକଙ୍କ ପାଖରେ କାନଫଟା ବିଜ୍ଞାପନ କରୁଛି ସେତେବେଳେ ଦେଶରେ ଆଜିଠାରୁ ବିଏସଏନଏଲର 4G ସେବା ଆରମ୍ଭ ହୋଇଛି । ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଥମେ ବିଏସଏନଏଲ କଲ କରି ଏହାର ଶୁଭାରମ୍ଭ କରିଛନ୍ତି । ଦେଶ ବିଏସଏନଏଲର ଏହି 4G ସେବାକୁ ନେଇ କି କି ପ୍ରତିକ୍ରିୟା ପ୍ରକାଶ କରିଛି ଏହା ଉଲ୍ଲେଖ…

Read More

ସୋନୁ ସୁଦଙ୍କ ଘରେ ଆଇଟି ଚଢ଼ାଉ

ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ଚଢ଼ାଉ କରିଛି। ସୋନୁଙ୍କ ମୁମ୍ବାଇସ୍ଥିତ ବାସଭବନ ଓ କାର୍ଯ଼୍ୟାଳୟରେ ଆୟକର ବିଭାଗ ଛାପା ମାରିଛି । ତାଙ୍କ ପ୍ରପର୍ଟି ଆକାଂଉଟ ବୁକରେ ହେରଫେର ଥିବା ଅଭିଯୋଗ ଆସିବା ପରେ ଆଇଟି ବିଭାଗ ଏହାର ଯାଂଚ ଆରମ୍ଭ କରିଛି । ସୋନୁଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ବିଭାଗ ସର୍ଭେ କରିଛି । ତାଙ୍କର କୌଣସି ସାମଗ୍ରୀ ଜବତ କରାଯାଇ ନାହିଁ । ସମ୍ପୂର୍ଣ୍ଣ ଯାଂଚ ସରିବା ପରେ ଏ…

Read More

ମାନସିକ ରୋଗ କେନ୍ଦ୍ରରେ ମହିଳାଙ୍କୁ ହୀନସ୍ଥା ହେବାକୁ ପଡୁଛି କାହିଁକି?

ମାନସିକ ଅନଗ୍ରସର ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିବା ମହିଳାମାନଙ୍କୁ ଲଣ୍ଡା କରିବା ସେମାନଙ୍କର ମାନବାଧିକାର ଉଲ୍ଲଂଘନ । ଏନେଇ ସର୍ବୋଚ୍ଚ ଅଦାଲତ  ଗଭୀର କ୍ଷୋଭ ପ୍ରକାଶ କରିବା ସହିତ କେନ୍ଦ୍ରକୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କ ସହିତ ଯୋଗାଯୋଗ ରଖି ଏ ବାବଦରେ ତୁରନ୍ତ ପଦକ୍ଷେପ ନେବା ଲାଗି କୋର୍ଟ କହିଛନ୍ତି। ସେହିପରି ମାନସିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ ଓ ସେଠାକାର କର୍ମଚାରୀମାନଙ୍କୁ ତୁରନ୍ତ କୋଭିଡ ଭାକ୍ସିନ ଦେବା…

Read More

ଦେଶ ମୋର ରଙ୍ଗୀଲ ରଙ୍ଗୀଲା- ଏ ଚିତ୍ର ଦେଖିଲେ ଛାତି ଫୁଲି ଉଠିବ

କୁହାଯାଏ ଉତ୍ସବ ଅପେକ୍ଷା ଉତ୍ସବର ପୂର୍ବରାତିଟି ହିଁ ବେଶେ ଉତ୍ସାହପ୍ରଦ ହୋଇଥାଏ। ସାରାଦେଶରେ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଦେଶ ବିଦେଶରେ ଯେଉଁଭଳି ଭାବେ ତ୍ରିରଙ୍ଗାର ଛାଇଆଲୁଅ ଚିତ୍ର ମାନ ସାମ୍ନାକୁ ଆସୁଛି ତାହା ଦେଖିଲେ ଜଣେ ଭାରତୀୟ ଭାବେ ଛାତି ଉଲ୍ଲାସରେ କୁଣ୍ଢେମୋଟ ହୋଇଯିବ। ସ୍ବାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ ଏବଂ ଦେଶ କିପରି ବିଭାଜନ ବିଭୀଷିକା ଦିବସ ପାଳନ କରିଛି ଏସବୁ ଉପରେ ଆପଣଙ୍କ ନଜର ନିଶ୍ଚୟ ଥିବ କିନ୍ତୁ କାଶ୍ମୀରରେ କିପରି…

Read More

ଭିଜୁଆଲ ଦେଖି କୁହନ୍ତୁ କାହାର ଭୁଲ-ଏଠି କଣ କରାଯିବା କଥା

() ନେଟ ଦୁନିଆରେ ଏବେ ଟ୍ରେଣ୍ଡ କରୁଛି ବା ଭାଇରାଲ ହେଉଛି #Arrestlucknowgirl ବା ଲକ୍ଷ୍ନୌର ଏହି ଝିଅକୁ ଗିରଫ କର। କାହିଁକ ସମସ୍ତେ ଏକ ସ୍ବରରେ ଏମିତି ଏହି ଝିଅର ଗିରଫଦାରି ଦାବି କରୁଛନ୍ତି ଏହି ପ୍ରଶ୍ନ ଉଠିବା ସ୍ବାଭାବିକ । ଏ ଝିଅ ଏମିତି କଣ କଲା ଯେ ସମସ୍ତେ ତାର ଗିରଫ ଦାବି କରୁଛନ୍ତି । ତା ସହିତ ଅନ୍ୟ କିଛି ଲୋକ ତାକୁ ଇନୋସେଣ୍ଟ ବା ନିର୍ଦ୍ଦୋଷ ମଧ୍ୟ କହିବା ଆରମ୍ଭ…

Read More

ବରକୁ ଧରି ମାରିଲା ଛୁ … ସମସ୍ତେ ଜଳକା

ବରକୁ ନେଇ ଛୁ … ଗଲା ତ ଗଲା ସମସ୍ତଙ୍କ ଅକଲ ଗୁଡ଼ୁମ। ବାହାଘର କେମିତି ହେବ ଚହଳ ପଡ଼ିଗଲା। ବର ଠିକ କନିଆ ଘର ପାଖରେ ପହଞ୍ଚିଯ଼ାଇଥିଲା । ବାଜା ବାଣରେ ଫାଟି ପଡୁଥିଲା ପରିବେଶ। ସମସ୍ତେ ନାଚରେ ମସଗୁଲ ଥିଲେ । ଏତିକିବେଳେ ବରକୁ ନେଇ ଛୁ ହୋଇଗଲା ଘୋଡ଼ି।ପ୍ରଥମେ ଦେଖନ୍ତୁ ଭିଜୁଆଲ ତାପରେ ପୂରା ଘଟଣା ବର୍ଣ୍ଣନା କରିବା। ଘଟଣା ହେଉଛି ରାଜସ୍ଥାନର ଆଜମେରର । ଆଜମେରର ରାମପୁରା ଗାଁରେ ବାହାଘର ଚାଲିଥିଲା।…

Read More

ବୋହୂ ଆମର ଏମଏ ପଢ଼ିଛି-ଝାନସୀର ରାଣୀ

ଆଜି କାଲି ବାରମ୍ବାର ଗୋଟିଏ କାହାଣୀ ପଢ଼ି ପଢ଼ି ସମସ୍ତେ ବିରକ୍ତ ହୋଇଗଲେଣି- ବୋହୂ ଶାଶୂଶ୍ବଶୂରଙ୍କୁ ଏମିତି କଲା ସେମିତି କଲା , ଘରୁ ବାହାର କରିଦେଲା, ମାଡ଼ ମାରିଲା, ଇତ୍ୟାଦି ଇଦ୍ୟାଦି … କିନ୍ତୁ ଏହି କାହାଣୀ ଆମେ ଏଇଥିପାଇଁ ଲେଖିଛୁ ଯେ ଏହାକୁ ପଢ଼ିବା ପରେ ନିଶ୍ଚୟ ଅନ୍ୟମାନେ ପ୍ରେରଣା  ପାଇବେ। ଏ କାହାଣୀ ହେଉଛି ଉତ୍ତରପ୍ରଦେଶର ଝାନସିର ଏକତା ଗୁପ୍ତାଙ୍କର । ଏକତା ଗୁପ୍ତା ଯ଼େତେବେଳେ ନିଜ କାହାଣୀ ବର୍ଣ୍ଣନା କଲେ ଏବେ…

Read More

ଭୁଶୁଡ଼ି ପଡ଼ିଲା ଶଗଡ଼ : ନେତାଙ୍କୁ ମିଳିଲା ଶିକ୍ଷା

ପେଟ୍ରୋଲ ଡିଜେଲ ଦରବୃଦ୍ଧି ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଲାଣି । ଲୋକେ ସହିପାରୁନାହାନ୍ତି କିନ୍ତୁ ଜରୁରୀ ଥିବାରୁ ଅଧିକ ଦରରେ ତେଲ ପକାଇବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ କିଛି ନେତା ପେଟ୍ରୋଲ ଡିଜେଲ ଦର ବୃଦ୍ଧିରେ ଏତେ ଅତିଷ୍ଠ ହୋଇପଡିଲେ ଯେ ଶଗଡ଼ ମେରୁଦଣ୍ଡ ଭାଙ୍ଗିଦେଲେ। କଥାଟା ମହାରାଷ୍ଟ୍ରର । କଂଗ୍ରେସ ନେତାମାନେ ପେଟ୍ରୋଲ ଦରବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ମୁମ୍ବାଇରେ କଂଗ୍ରେସ କର୍ମୀ ଓ ନେତାମାନେ ଏକାଠି ହୋଇଥିଲେ। ଏକ ଶଗଡ଼ ଯ଼ୋଗାଡ଼…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମ୍ବ ଉପହାର – ଏଥର ବାଂଲାଦେଶରୁ

“ମୋତେ ଆମ୍ବ ଖାଇବାକୁ ଭାରି ଭଲ ଲାଗେ”, ଅକ୍ଷୟ କୁମାରଙ୍କୁ ଏକ ଇଣ୍ଟରଭ୍ୟୁ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଦା ଏହା କହିଥିଲେ। ସେ କହିଥିଲେ ଯେ “ଆମ୍ବ କାଟିକି ନୁହେଁ ସିଧା ଗୋଟା ଖାଇବାକୁ ମୋତେ ଭଲ ଲାଗେ।” ଆଉ ଏବେ ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମ୍ବ ଉପହାର ବଢ଼ିଚାଲିଛି । ଆମ୍ବ କଥା କହିବା ବେଳକୁ ଆପଣ ନିଶ୍ଚୟ ମନେ ପକାଇ ସାରିବେଣି ଯେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

Read More

ରାଷ୍ଟ୍ରପତି କେତେ ଦରମା ପାଆନ୍ତି, କେତେ ଟ୍ୟାକ୍ସ ଦିଅନ୍ତି ?

ରାଷ୍ଟ୍ରପତି କେତେ ଦରମା ପାଉଥିବେ ? ସାଙ୍ଗସାଥୀଙ୍କ ସହିତ ଏହି ପ୍ରସଙ୍ଗରେ ନିଶ୍ଚୟ ଆପଣ ଆଲୋଚନା କରିଥିବେ । ନଗର ବିଜ୍ଞାନ ବହିରେ ଯ଼ାହା ପଢ଼ିଥିଲେ ସେ ଜ୍ଞାନକୁ ମନେ ପକାଉଥିବେ । ତେବେ ରାଷ୍ଟ୍ରପତି କେତେ ଦରମା ପାଉଛନ୍ତି ତାହା ନିଜେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସ୍ପଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ସେ କେତେ ଦରମା ପାଆନ୍ତି ଏବଂ କେତେ ସେଥିରୁ ଟ୍ୟାକ୍ସ ଦିଅନ୍ତି ଏହା ମଧ୍ୟ ସର୍ବସାଧାରଣରେ ପ୍ରକାଶ କରିବାରେ…

Read More