
ଚିକିତ୍ସା କ୍ଷେତ୍ରରେ ନୋବେଲ ଜିତିଥିବା ୧୩ତମ ମହିଳା କାରିକୋ, ଜାଣନ୍ତୁ ତାଙ୍କ ବିଷୟରେ…
ଭୁବନେଶ୍ୱର, ୫/୧୦ : ହଙ୍ଗେରୀ ଜନ୍ମିତ ଆମେରିକୀୟ ବୈଜ୍ଞାନିକ କ୍ୟାଟଲିନ୍ କାରିକୋ, ମେଡିସିନରେ ନୋବେଲ ପୁରସ୍କାର ପାଇଥିବା ୧୩ତମ ମହିଳା। ସମ୍ପ୍ରତି, ସେ ଜର୍ମାନ କମ୍ପାନୀ ବାୟୋଏନଟେକର ବରିଷ୍ଠ ଉପସଭାପତି। ପୁରସ୍କାର ପାଇବା ପରେ ସ୍ୱିଡେନ ରେଡିଓ ସହ ବାର୍ତ୍ତାଳାପରେ କାରିକୋ କହିଛନ୍ତି ଯେ ୧୦ ବର୍ଷ ପୂର୍ବେ ଯେତେବେଳେ ସେ ଜଣେ ପ୍ରଫେସର ମଧ୍ୟ ନଥିଲେ, ସେତେବେଳେ ତାଙ୍କ ମା ନୋବେଲ ପୁରସ୍କାର ଘୋଷଣାକୁ ବହୁତ ଆଗ୍ରହର ସହ ଶୁଣୁଥିଲେ। ପ୍ରାୟତଃ କହିଥଲେ, ବୋଧହୁଏ ତୁମର…