
ସ୍କୁଲରୁ ଆସିବା ପରେ ଚିଡ଼ଚିଡ଼ା ହେଉଛନ୍ତି କି ଆପଣଙ୍କ ପିଲା, ଜାଣନ୍ତୁ କିଭଳି ସମ୍ଭାଳିବେ…
ନୂଆଦିଲ୍ଲୀ, ୦୧/୦୯: ପ୍ରତି ପିଲାଙ୍କର ଅଲଗା ଅଲଗା ପ୍ରକାରର ସ୍ୱଭାବ ଥାଏ । କିଛି ପିଲା ସ୍କୁଲ ଯିବା ସମୟରେ ଖୁବ୍ ଖୁସି ହୋଇଥାନ୍ତି, ଆଉ ସ୍କୁଲର ପୂରା ସମୟକୁ ଖୁସି ମନରେ ଉପଭୋଗ କରିଥାନ୍ତି । କିନ୍ତୁ ଘରକୁ ଆସିବା ପରେ ଏହି ପିଲାଙ୍କର କାନ୍ଦିବା ଓ ଚିଡ଼ି ଚିଡ଼ା ସ୍ୱଭାବ ଆରମ୍ଭ ହୋଇଯାଏ । ଏହି ସ୍ଥିତିରେ ଅନେକ ସମୟରେ ମାଆଙ୍କ କଥା ଶୁଣିବାକୁ ମିଳେ କି ତୁମେ ସ୍କୁଲରେ ତ ବହୁତ ଖୁସି…