ଚୁମ୍‌କି ଶାଢିରେ ଦାଗ ଲାଗି ଗଲେ କେମିତି କରିବେ ସଫା

ଭୁବନେଶ୍ଵର, ୦୬/୦୮ : କିଛି ଗୃହିଣୀଙ୍କର ଚୁମ୍‌କି ଶାଢି ଖୁବ୍‌ ପସନ୍ଦ । କେବେ କେବେ ଏଭଳି ଶାଢିରେ ଦାଗ ଲାଗି ଗଲେ ଛଡାଇବା ମଧ୍ୟ ସହଜ ନୁହେଁ । ଅବଶ୍ୟ ସାମାନ୍ୟ ଧ୍ୟାନ ଦେଲେ ସବୁକିଛି ସମ୍ଭବ । ଚୁମ୍‌କି ଶାଢିର ଦାଗ ଛଡାଇବା ପାଇଁ ଫାବ୍ରିକ୍‌ ସଫ୍ଟନର୍‌ ବା ବ୍ଲିଚ୍‌ର ବ୍ୟବହାର କରନ୍ତୁ ନାହିଁ । ଚୁମ୍‌କି ଶାଢିକୁ ଏସବୁ ନଷ୍ଟ କରି ଦେଇଥାଏ । ଅବଶ୍ୟ ଏବେ ଏହି ଶାଢି ଟ୍ରେଣ୍ଡ୍‌ରେ ନାହିଁ…

Read More

ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ପିନ୍ଧନ୍ତୁ ସ୍ୟାଣ୍ଡେଲିଅର୍‌ କାନଫୁଲ

ଭୁବନେଶ୍ଵର, ୦୫/୦୮ : ଷ୍ଟାଇଲିଶ୍‌ ଦେଖାଯିବା ପାଇଁ କେବଳ ଡିଜାଇନର୍‌ ଆଉଟଫିଟ୍‌ ପିନ୍ଧିବା ଯଥେଷ୍ଟ ହୋଇନଥାଏ । ବରଂ ଏହା ସହିତ ଡିଜାଇନର୍‌ ଆସେସରିଜ ପିନ୍ଧିବାକୁ ପଡେ ଯାହା କି ସାଧାରଣ ଆଉଟଫିଟ୍‌କୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ । ଷ୍ଟାଇଲିଶ୍‌ ଲୁକ୍‌ ଚାହୁଁଥିଲେ ସ୍ୟାଣ୍ଡେଲିଅର୍‌ କାନଫୁଲ ପିନ୍ଧିପାରିବେ । ସ୍ୟାଣ୍ଡେଲିଅର୍‌ କାନଫୁଲକୁ କିପରି ଷ୍ଟାଇଲାଇଜ୍‌ କରିବେ ଜାଣନ୍ତୁ । ସ୍ୟାଣ୍ଡେଲିଅର କାନଫୁଲ ବହୁତ ବଡ଼ ହୋଇଥାଏ ।  ତେଣୁ ଷ୍ଟାଇଲ କରିବା ସମୟରେ ଧ୍ୟାନ ରଖିବା  ଉଚିତ…

Read More

ଶିଶୁ ଚାଲାଣରେ ଆଗରେ ଓଡ଼ିଶା, ୫ ବର୍ଷ ମଧ୍ୟରେ ଚାଲାଣ ହୋଇଛନ୍ତି ୧୧୦୫

ଭୁବନେଶ୍ଵର, ୦୪/୦୮ : ରାଜ୍ୟରେ ବଢ଼ିଚାଲିଛି ନାବାଳକ-ବାଳିକା (୧୮ ବର୍ଷରୁ କମ୍‌) ଚାଲାଣ । ପଡ଼ୋଶୀ ରାଜ୍ୟମାନଙ୍କର ରେକର୍ଡ ଭାଙ୍ଗିଛି ଓଡ଼ିଶା । ଗତ ୫ ବର୍ଷ ମଧ୍ୟରେ (୨୦୧୭-୨୧) ମଧ୍ୟରେ ରାଜ୍ୟରୁ ୧୧୦୫ ଜଣ ଚାଲାଣ ହୋଇଛନ୍ତି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । ଓଡ଼ିଶାରେ ପିଲା ଚାଲାଣ ୪ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୧୭ ମସିହାରେ ରାଜ୍ୟରୁ ୧୧୭ଜଣ…

Read More

ଚର୍ମରେ କୁଞ୍ଚନ ସୃଷ୍ଟି କରେ ଏହି ସବୁ ଜିନିଷ

ଭୁବନେଶ୍ୱର, ୨/୮ : ଚର୍ମରେ ଫାଇନଲାଇନ୍ସ ବା କୁଞ୍ଚନ ସୃଷ୍ଟି ହେବା କାହାରିକୁ ବି ପସନ୍ଦ ନୁହେଁ । କିନ୍ତୁ ଅନେକ ସମୟରେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯାଏ । ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ ଦାୟୀ । ଆମେ ଦୈନନ୍ଦିନ ଯାହା ଖାଦ୍ୟ ଭାବେ ଗ୍ରହଣ କରୁ ସେଥିରେ ବ୍ୟବହାର ହେଉଥିବା କିଛି ଜିନିଷ…

Read More

ରକ୍ତଚାପରେ ପୀଡ଼ିତ ଅଧିକାଂଶ ଯୁବବର୍ଗ, ଜାଣନ୍ତୁ ନିରାକରଣ

ଭୁବନେଶ୍ୱର, ୩୧/୦୭ : ଆଜିକାଲି ବ୍ଲଡପ୍ରେସର ବା ରକ୍ତଚାପ ସାଧାରଣ ହୋଇଗଲାଣି । ପୂର୍ବରୁ ବୟସ୍କ ବ୍ୟକ୍ତିମାନେ ରକ୍ତଚାପର ଶିକାର ହେଉଥିଲେ । କିନ୍ତୁ ଏବେ ସମୟ ବଦଳି ଯାଇଛି । ଏବେ ଯୁବବର୍ଗ ଏହାର ଅଧିକ ଶିକାର ହେଉଛନ୍ତି । ଏବେ ଆମେ କହୁନୁ, ଏମ୍ସର ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଭାରତୀୟ ଯୁବବର୍ଗ ଅଧିକ ରକ୍ତଚାପଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶେଷକରି ସହରାଞ୍ଚଳ ଯୁବବର୍ଗ ଅଧିକ ଆକ୍ରାନ୍ତ…

Read More

ଅଗଷ୍ଟ ପହିଲାରୁ ଡାକ ବିଭାଗ ପକ୍ଷରୁ ଢାଇ ଆଖର ପତ୍ରଲିଖନ ପ୍ରତିଯୋଗିତା, ରାଜ୍ୟ ଓ ଜାତୀୟ ସ୍ତରରେ ଅର୍ଥ ପୁରସ୍କାର ଜିତିପାରିବେ ପ୍ରତିଯୋଗୀ

ଭୁବନେଶ୍ଵର, ୨୮/୦୭ : ଭାରତୀୟ ଡାକ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ଜାତୀୟ ସ୍ତରୀୟ ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ଆୟୋଜନ କରାଯିବ। ଅଗଷ୍ଟ ପହିଲାରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି ଡିଜିଟାଲ ଇଣ୍ଡିଆ ଫର୍ ନ୍ୟୁ ଇଣ୍ଡିଆ (ନୂତନ ଭାରତ ପାଇଁ ଡିଜିଟାଲ ଭାରତ)। ମୁଖ୍ୟ ମହାଡାକପାଳ, ଓଡ଼ିସା ମଣ୍ଡଳ, ଭୁବନେଶ୍ଵର-୭୫୧୦୦୧ ଠିକଣାରେ ପ୍ରତିଯୋଗୀମାନେ ପତ୍ର ଲେଖି ପଠାଇ ପାରିବେ। ଦୁଇଟି ବୟସ…

Read More

ଇକୋ ଫ୍ରେଣ୍ଡଲି ଗ୍ରାମ ତିଆରି କରିଛନ୍ତି ଏହି ଅଧିକାରୀ, ଗାଁରେ ଅବାଧରେ ଚଳପ୍ରଚଳ କରୁଛନ୍ତି ବନ୍ୟପ୍ରାଣୀ

ଭୁବନେଶ୍ଵର, ୨୮/୦୭ : ଗତ ଏକ ବର୍ଷ ଧରି ଓଡିଶାର ଡେବ୍ରିଗଡ ବନ୍ୟପ୍ରାଣୀ ଅଭୟାରଣ୍ୟର ସମସ୍ତ ପ୍ରାଣୀ ବିନା ଭୟରେ ଜଙ୍ଗଲରେ ବୁଲୁଛନ୍ତି। ପରିବେଶ ଅନୁକୂଳ ଗାଁ ଧୋଡ୍ରୋକୁସୁମର ୪୮ ପରିବାର ଏହି ପଶୁମାନଙ୍କୁ ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶ ଯୋଗାଇବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ଏଠାରେ ରହୁଥିବା ପ୍ରାୟ ୨୦୦ ରୁ ୨୫୦ ଲୋକ ନିଜ ଗାଁକୁ ପ୍ଲାଷ୍ଟିକ ମୁକ୍ତ କରିଛନ୍ତି। ଗାଁରେ ଡଷ୍ଟବିନ ଅଛି ଏବଂ ସମସ୍ତ ଘରେ ଇନ୍ଧନ ସଞ୍ଚୟ କରୁଥିବା…

Read More

ମା’ ଓ ଶିଶୁ ପାଇଁ ମାରାତ୍ମକ ଏହି ରୋଗ, ଜାଣନ୍ତୁ କିଭଳି କରିବେ ପ୍ରତିକାର

ନୂଆଦିଲ୍ଲୀ, ୨୬/୭ : ଗର୍ଭବସ୍ଥା ସମୟରେ ଜଣେ ମହିଳାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ସମୟରେ ମହିଳାଙ୍କୁ ଅନେକ ଶାରୀରିକ ଓ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଗର୍ଭାବତୀମାନେ ଡାଇବେଟିସ୍, ରକ୍ତଚାପ ଓ ଅବସାଦ ଭଳି ସ୍ୱାସ୍ଥ୍ୟଗତ ସମସ୍ୟାର ଶିକାର ମଧ୍ୟ ହୋଇଥାନ୍ତି । ଗର୍ଭାବସ୍ଥାରେ ହେଉଥିବା ରୋଗମାନଙ୍କ ମଧ୍ୟରୁ ପ୍ରିକ୍ଲାମ୍ପିସିଆ ଏକ ଏଭଳି ସମସ୍ୟା ଯେଉଁଥିରେ ମହିଳାମାନେ ସାଧାରଣତଃ ଚିଡ଼ଚିଡ଼ା ହୋଇଥାନ୍ତି । ଏହି ରୋଗ ଫଳରେ ଅନେକ ଗର୍ଭବତୀ ମହିଳା…

Read More

ନିଜ ପିଲାଙ୍କ ନାମରେ କିଭଳି କରିବେ ସମ୍ପତ୍ତି ଟ୍ରାନ୍ସଫର, ଜାଣନ୍ତୁ ଏହି ନିୟମ…

ଭୁବନେଶ୍ଵର, ୨୪/୦୭ : ଜୀବନରେ ଅନେକ କଠିନ ପରିଶ୍ରମ କରି ଲୋକମାନେ ଧନ ସଂଗ୍ରହ କରନ୍ତି। ଯେତେବେଳେ ଲୋକମାନେ ବୃଦ୍ଧ ହୁଅନ୍ତି, ସେମାନେ ମଧ୍ୟ ସେମାନଙ୍କର ସମ୍ପତ୍ତି ନିଜ ପିଲାମାନଙ୍କୁ ହସ୍ତାନ୍ତର କରନ୍ତି। ତଥାପି ସମ୍ପତ୍ତି ସ୍ଥାନାନ୍ତର ପଛରେ ଏକ ପ୍ରକ୍ରିୟା ଅଛି, ଯାହାକୁ ମଧ୍ୟ ଅନୁସରଣ କରିବାକୁ ପଡିବ। ତେବେ ଜାଣିବା କିପରି ପିତାମାତାମାନେ ବିବାଦ ବିନା ସେମାନଙ୍କ ପିଲାମାନଙ୍କୁ ସମ୍ପତ୍ତି ସ୍ଥାନାନ୍ତର କରିପାରିବେ… ଯଦି ପିତାମାତା ତାଙ୍କ ସମ୍ପତ୍ତି ତାଙ୍କ ପିଲାମାନଙ୍କୁ ହସ୍ତାନ୍ତର କରିବାକୁ…

Read More

ଭୁବନେଶ୍ୱରରେ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ, ଜୁଲାଇ ୨୨ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଚାଲିବ

ଭୁବନେଶ୍ୱର, ୨୧/୦୭ : ସିନେମା ଦେଖିବା, ଶିଖିବା ଏବଂ ବନେଇବାର ପ୍ରୟାସ କରିବା। ସୃଜନଶୀଳତା, କଳ୍ପନାକୁ ରୂପ ଦେବା ସହ ସିନେମାର ଯାଦୁକୁ ଅନ୍ୱେଷଣ କରିବା । ଏମିତି ସୁଯୋଗ ଆଣି ଦେଇଛି ଭୁବନେଶ୍ୱର ଶିଶୁ ଚଳଚ୍ଚିତ୍ର ମହୋତ୍ସବ । ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଠାରୁ ୧୦-୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଛି । ଏହା ଭୁବନେଶ୍ୱର ଫିଲ୍ମ ସୋସାଇଟି ଦ୍ୱାରା ଆୟୋଜନ କରାଯାଇଛି । ଜୁଲାଇ ୨୨…

Read More