ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ଵ, ଏସ୍ଏଚ୍ଜି ପାଇଁ ୧୦ ହଜାର କୋଟିର ବ୍ୟବସାୟ ସୁଯୋଗ
ଭୁବନେଶ୍ଵର, ୨୬/୦୨ : ମହିଳା ଏବଂ ଶିଶୁଙ୍କ ବିକାଶ ଲାଗି ବଜେଟରେ ୩୬୭୦ କୋଟି ଟଙ୍କାର ଖର୍ଚ୍ଚ ନେଇ ପ୍ରସ୍ତାବ ରହିଛି । ବାପା ମାଆଙ୍କ ସମର୍ଥନ ହରାଇଥିବା ପିଲାଙ୍କ ପାଇଁ ଆଶିର୍ବାଦ ଯୋଜନାରେ ୫୨ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ମମତା ଯୋଜନାରେ ୨୧୯ କୋଟି ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ୨୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ…
