ଓଜନ ହ୍ରାସ କରିବାରେ ସହାୟକ ହେବ ବ୍ରୋକୋଲି ସାଲାଡ୍, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଭୁବନେଶ୍ଵର, ୧୮/୦୪ : ବ୍ରୋକୋଲି ହେଉଛି ଏକ ସବୁଜ ପନିପରିବା ଯାହା ଫୁଲକୋବି ପରି ଦେଖାଯାଏ। ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍, ଜିଙ୍କ, ସେଲେନିୟମ୍, ଭିଟାମିନ୍-ଏ ଏବଂ ସି ପରି ଗୁଣ ରହିଛି। ଏହାକୁ ଖାଇବା ଦ୍ଵାରା ଆପଣଙ୍କର ମଧୁମେହ ନିୟନ୍ତ୍ରଣରେ ରହିଥାଏ। ଏହା ବ୍ୟତୀତ ଆପଣଙ୍କ ଯକୃତ ମଧ୍ୟ ସୁସ୍ଥ ରହିଥାଏ । ଏହାକୁ ଆପଣ ବିଭିନ୍ନ ଉପାୟରେ ଖାଇ ପାରିବେ। ଆଜି ଆମେ ଆପଣଙ୍କୁ ବ୍ରୋକୋଲି ସାଲାଡ ରେସିପି ବିଷୟରେ କହିବାକୁ ଯାଉଛି। ବ୍ରୋକୋଲି…

Read More

ଭାରତର ପ୍ରଥମ ମହିଳା ଇଞ୍ଜିନିୟର ଏ. ଲଳିତା

ଭୁବନେଶ୍ଵର, ୧୮/୦୪ : ଭାରତର ପ୍ରଥମ ମହିଳା ଇଞ୍ଜିନିୟର ଏ. ଲଳିତା। ସେ ଜଣେ ବୈଦ୍ୟୁତିକ ଇଞ୍ଜିନିୟର ଥିଲେ। ସେ ୨୭ ଅଗଷ୍ଟ ୧୯୧୯ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଲଳିତାଙ୍କ ପିତାଙ୍କ ନାମ ପପୁ ସୁବା ରାଓ। ସେ ବୃତ୍ତିରେ ଜଣେ ବୈଦ୍ୟୁତିକ ଇଞ୍ଜିନିୟରିଂର ପ୍ରଫେସର ଥିଲେ। ଲଲିତା ତାଙ୍କ ପିତାମାତାଙ୍କ ପଞ୍ଚମ ସନ୍ତାନ ଥିଲେ। ଯାହା ପରେ ତାଙ୍କର ଆଉ ଦୁଇ ସାନ ଭଉଣୀ ଥିଲେ। ତାଙ୍କ ପରିବାରରେ ପୁଅମାନଙ୍କୁ ଇଞ୍ଜିନିୟରିଂ ଶିକ୍ଷା ଦିଆଯାଇଥିଲା ଏବଂ…

Read More

ୱାଶିଂ ମେସିନ୍‌ରେ ସଫା କରନ୍ତୁନି ଏହି ୪ ପ୍ରକାରର ପୋଷାକ

ଭୁବନେଶ୍ଵର, ୧୬/୦୪ : ଅଧିକାଂଶ ଲୋକ ପୋଷାକ ସଫା କରିବା ପାଇଁ ଘରେ ୱାଶିଂ ମେସିନ୍‌ର ବ୍ୟବହାର କରିଥାନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଜଣା ନଥାଏ ଯେ କେଉଁ ପୋଷାକ ୱାଶିଂ ମେସିନ୍‌ରେ ସଫା କରିବା ଉଚିତ୍‌ । ଫଳରେ ସବୁ ପୋଷାକପତ୍ରକୁ ୱାଶିଂ ମେସିନ୍‌ରେ ପକାଇ ସଫା କରିଥାନ୍ତି । କିନ୍ତୁ ଆପଣ ଜାଣିନାହାଁନ୍ତି  ଏହା ପୋଷାକକୁ ଖରାପ କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ପୋଷାକକୁ ୱାଶିଂ ମେସିନ୍‌ରେ ସଫା କରିବା ଉଚିତ୍…

Read More

ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ, ଚଳଚଞ୍ଚଳ ଗାଁ ଠୁ ସହର

ଭୁବନେଶ୍ୱର ୧୪/୦୪: ଆଜି ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି। ଏହି ଦିନକୁ ଓଡ଼ିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ । ହନୁମାନ ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ । କେବଳ ସେତିକି ନୁହେଁ ଓଡିଆ ପାଞ୍ଜି ମଧ୍ୟ ଉନ୍ମୋଚିତ ହୋଇଥାଏ। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସ୍ଥାନାନ୍ତରଣକୁ ସଂକ୍ରାନ୍ତି କୁହାଯାଏ। ୧୨ଟି ରାଶି ଅନୁସାରେ ୧୨ଟି ସଂକ୍ରାନ୍ତି ରହିଛି। ମକର ସଂକ୍ରାନ୍ତିରୁ ସୂର୍ଯ୍ୟ କ୍ରମଶଃ ବିଷୁବରେଖା…

Read More

ପ୍ରବଳ ଖରା ଓ ଗରମ କାରଣରୁ ଲାଲ ପଡ଼ିଯାଏ ତ୍ୱଚା, ଜାଣନ୍ତୁ ଉପଚାର…

ଭୁବନେଶ୍ଵର, ୧୨/୦୪ : ପ୍ରବଳ ଖରା ଓ ଗରମ କାରଣରୁ କୋମଳ ତ୍ୱଚା ଲାଲ ପଡ଼ିଯାଇ ଥାଏ । ତ୍ୱାଚାରେ ଏହି ରେଡ୍‌ନେସ୍‌ ଅନେକ ଥର ସନବର୍ନ ବା ଆଲର୍ଜିକ ରିଆକ୍ସନ କାରଣରୁ ବି ହୋଇଥାଏ। ଯଦି ଆପଣଙ୍କର ଏଭଳି ହେଉଛି ତେବେ କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ। ତ୍ୱଚାକୁ ଲାଲ୍‌ ପଡ଼ିବାରୁ ସୁରକ୍ଷା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ ଗୋଲାପ ଜଳ- ଗରମ ଦିନରେ ତ୍ୱଚାରେ ଗୋଲାପ…

Read More

ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀ, ସମାଜ ସେବା ଦିଗରେ ଥିଲା ତାଙ୍କର ମହତ୍ତ୍ଵପୂର୍ଣ୍ଣ ଅବଦାନ

ଭୁବନେଶ୍ଵର, ୧୧/୦୪ : ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ ‘ବେଲ’ ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ…

Read More

୫ ଘଣ୍ଟାରୁ କମ୍ ଶୋଉଥିବା ଲୋକଙ୍କୁ ହୋଇପାରେ ଏହି ଭୟଙ୍କର ରୋଗ…

ଭୁବନେଶ୍ଵର,୯/୪ : ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକେ ଅନେକ ଭୁଲ କରି ବସୁଛନ୍ତି। କାମ ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ପାରୁନାହାଁନ୍ତି। ଯେଉଁଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ରାତିରେ ବି କାମ କରନ୍ତି। ଯାହାଦ୍ୱାରା ନିଦ ସମ୍ପୂର୍ଣ୍ଣ ହୁଏନାହିଁ। କିନ୍ତୁ ଆପଣ ଜାଣନ୍ତି କି ନିଦ୍ରା ଅଭାବରୁ ଶରୀରରେ ଅନେକ କ୍ଷତି ହୋଇପାରେ। ଯେଉଁମାନେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥାନ୍ତି ସେମାନଙ୍କର ଦିନକୁ ସାତରୁ ଆଠ…

Read More

ମହିଳାମାନେ କାହିଁକି ପିନ୍ଧନ୍ତି ଗୋଡମୁଦି, ଜାଣିଛନ୍ତି କି ?

ଭୁବନେଶ୍ଵର, ୦୬/୦୪ : ହିନ୍ଦୁ ଧର୍ମରେ ମହିଳାମାନେ ଗୋଡମୁଦି ପିନ୍ଧିବା ବିବାହିତାର ସଂକେତ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ? ଏହି ଗୋଡ ମୁଦି ପିନ୍ଧିବା ପଛର କାରଣ କଣ ? ବିବାହ ପରେ, ମହିଳାମାନଙ୍କ ଶରୀରରେ ଅନେକ ହରମୋନାଲ ପରିବର୍ତ୍ତନ ହୋଇଥାଏ । ଏହି କାରଣରୁ, ଅନିୟମିତ ମାସିକ ଋତୁସ୍ରାବ କିମ୍ବା ହରମୋନରେ ଅସନ୍ତୁଳନ ଭଳି ସମସ୍ୟା ଦେଖାଯାଏ ।ତେଣୁ ଗୋଡମୁଦି ପିନ୍ଧିବା ଦ୍ୱାରା ଏହା, ହରମୋନ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ…

Read More

ମାତ୍ର ୨୨ ବର୍ଷ ବୟସରେ ପାଇଥିଲେ ୟୁପିଏସସି, ବ୍ୟାଚ୍‌ର ଥିଲେ ସର୍ବ କନିଷ୍ଠ IAS ଅଧିକାରୀ

ନୂଆଦିଲ୍ଲୀ, ୦୫/୦୪ : UPSC ପରୀକ୍ଷାକୁ ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ। ଏହି ପରୀକ୍ଷାରେ ସଫଳତା ପାଇବା ପାଇଁ ଲୋକମାନଙ୍କୁ ବର୍ଷ ବର୍ଷ ସମୟ ଲାଗିଯାଏ। ହେଲେ ଆମେ ଆଜି ଆପଣଙ୍କୁ ଏଭଳି ଜଣେ ଆଇଏଏସ୍ ଅଧିକାରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ମାତ୍ର ୨୨ ବର୍ଷ ବୟସରେ ୟୁପିଏସସି ପାଇଥିଲେ। ସେ ହେଉଛନ୍ତି ରାଜସ୍ଥାନର ସ୍ଵାତୀ ମୀନା। ସେ ତାଙ୍କ ବ୍ୟାଚରେ ସର୍ବକନିଷ୍ଠ ଆଇଏଏସ୍ ଅଧିକାରୀ ଥିଲେ। ସ୍ଵାତୀ ମୀନା ମାତ୍ର…

Read More

ବାପାଙ୍କ ପଥରେ ଅଗ୍ରସର ଶହୀଦ ମେଜରଙ୍କ ଝିଅ, ମାତ୍ର ଅଢେଇ ବର୍ଷ ବୟସରେ ହରାଇଥିଲେ ପିତା

ନୂଆଦିଲ୍ଲୀ, ୦୪/୦୪ : ଦେଶକୁ ସୁରକ୍ଷା ଦେବା ପାଇଁ ଯବାନମାନେ ନିଜ ପରିବାର କିମ୍ବା ବ୍ୟକ୍ତିଗତ ଜୀବନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ସୈନିକ ଯେତିକି ସାହସୀ, ତାଙ୍କ ପରିବାର ସେତେ ଅଧିକ ଶକ୍ତିଶାଳୀ। କାହାର ପିତା ତ କାହାର ସ୍ୱାମୀ ଦେଶ ସୁରକ୍ଷା ପାଇଁ ଶହୀଦ ହୁଅନ୍ତି। ଆତଙ୍କବାଦୀ ବିରୋଧୀ ଅପରେସନରେ ଏପରି ଜଣେ ଝିଅ ତାର ପିତାଙ୍କୁ ହରାଇ ନିଜ ପିତାଙ୍କ ପଦ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜେ ସେନାରେ ଯୋଗ…

Read More