ଶିକ୍ଷୟିତ୍ରୀରୁ ଜଣେ ସଫଳ ରାଜନୀତିଜ୍ଞ, ଜାଣନ୍ତୁ ମାୟାବତୀଙ୍କ କାହାଣୀ…

ନୂଆଦିଲ୍ଲୀ, ୨୫।୦୧ : ଭାରତୀୟ ରାଜନୀତିରେ ପୁରୁଷଙ୍କ ଭଳି ମହିଳାଙ୍କର ରହିଛି ସକ୍ରିୟ ଭୂମିକା। ଦେଶର ରାଷ୍ଟ୍ରପତିଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଭୂମିକାରେ ଅଛନ୍ତି ମହିଳା। ଏହି ଶକ୍ତିଶାଳୀ ମହିଳା ରାଜନୀତିଜ୍ଞଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ସେ ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ। ତେବେ ଆପଣ ଜାଣିଛନ୍ତି କି ? ମାୟାବତୀଙ୍କ ପରିବାରରେ କେହିବି ରାଜନୈତିକ ପୃଷ୍ଠଭୂମିରୁ ନଥିଲେ। ସେ ଏକ ସାଧାରଣ ପରିବାରରୁ ଥିଲେ।…

Read More

ଶୀତ ଦିନେ ବଗିଚାରେ ଲଗାନ୍ତୁ ଏହି ସବୁ ଫୁଲ ଗଛ, ବୃଦ୍ଧି ହେବ ଆପଣଙ୍କ ଘରର ସୌନ୍ଦର୍ଯ୍ୟ 

ଭୁବନେଶ୍ଵର, ୨୪/୦୧ : ଘରକୁ ସୁନ୍ଦର କରିବାକୁ ତିଆରି କରନ୍ତୁ ବଗିଚା। ଏହା ଦ୍ଵାରା ଘରର ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଆପଣଙ୍କୁ ମିଳିବ ସକାରାତ୍ମକ ଉର୍ଜା। ଏବେ ଶୀତ ଦିନ ହୋଇଥିବାରୁ ଆପଣ ଆପଣଙ୍କ ଘରେ ବିଭିନ୍ନ ଶୀତ ଦିନିଆ ଫୁଲ ଗଛ ଲଗାଇ ପାରିବେ। ଏହି ସବୁ ଫୁଲ ଗଛ ଚାରା ଆପଣଙ୍କୁ ଯେକୌଣସି ନର୍ସରୀରୁ ମଧ୍ୟ ମିଳିବ। ଆଷ୍ଟର- ଏହି ଫୁଲ ଗଛକୁ ଖୁବ୍ କମ୍ ଯତ୍ନ ନେବାକୁ ପଡ଼େ। ଏହି…

Read More

ଚର୍ମ ଓ କେଶ ପାଇଁ ଲାଭଦାୟକ ଚାଉଳ ପାଣି

ନୂଆଦିଲ୍ଲୀ ୨୨/୦୧ : ଆମ ରୋଷେଇ ଘରେ ଥିବା ଅନେକ ଜିନିଷ ଖାଦ୍ୟ ପ୍ରସ୍ତୁତ ବ୍ୟତୀତ ବିଭିନ୍ନ ଉପାୟରେ ବ୍ୟବହୃତ ହୁଏ। ଅନେକ ଥର, ସୂଚନା ଅଭାବରୁ, ଆମେ ଉପକାରୀ ଜିନିଷ ମଧ୍ୟ ଫିଙ୍ଗି ଦେଇଥାଉ। ଏଥି ମଧ୍ୟରୁ ଗୋଟିଏ ହେଉଛି ଚାଉଳ ପାଣି। ଅନେକ ଥର ଲୋକମାନେ ଏହାକୁ ଫୋପାଡି ଦିଅନ୍ତି କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଦୀର୍ଘ ଦିନ ଧରି ଜାପାନରେ ଚାଉଳ ପାଣି ଅନେକ ଉପାୟରେ ବ୍ୟବହୃତ ହୋଇଆସୁଛି। ସ୍ୱାସ୍ଥ୍ୟ…

Read More

ଆପଣଙ୍କ ହୃଦୟକୁ ସୁସ୍ଥ ରଖେ ଏହି ସବୁ ଖାଦ୍ୟ, ଜାଣନ୍ତୁ…

ଭୁବନେଶ୍ୱର, ୨୧/୦୧ : ହୃଦଘାତ ଏବେ ଏକ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ହୃଦଘାତରେ ଶିକାର ହୋଇ ଅକାଳରେ ବହୁ ଜୀବନ ଚାଲିଯାଉଛି। ସବୁବେଳେ ଫିଟନେସ୍‌କୁ ଗୁରୁତ୍ୱ ଦେଉଥିବା ସେଲିବ୍ରିଟି ବି ଏଥିରୁ ବାଦ ପଡ଼ୁ ନାହାନ୍ତି। ନିକଟ ଅତୀତରେ ପୁନୀତ ରାଜକୁମାର, କେକେ, ସିଦ୍ଧାର୍ଥ ଶୁକ୍ଳାଙ୍କ ପରି ସେଲିବ୍ରିଟି ହୃଦଘାତର ଶିକାର ହୋଇ ପ୍ରାଣ ହରାଇ ସାରିଛନ୍ତି। ଏବେ ପ୍ରସିଙ୍ଗ କମେଡିଆନ ରାଜୁ ଶ୍ରୀବାସ୍ତବ ହୃଦଘାତର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ…

Read More

ରାଜ୍ୟରେ କମୁଛି ଝିଅ ସଂଖ୍ୟା, ହଜାରେ ପୁଅରେ ୭୪୫ ଝିଅ

ଭୁବନେଶ୍ଵର, ୧୮/୦୧ : ଝିଅ ଜନ୍ମ ହ୍ରାସ ପାଇବାରେ କଟକ ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ୨୦୧୫-୧୬ ମସିହାରେ କଟକ ଜିଲ୍ଲାରେ ପ୍ରତି ହଜାରେ ପୁଅରେ ୯୮୭ ଝିଅ ଜନ୍ମ ହେଉଥିଲେ । କିନ୍ତୁ ୨୦୧୯ ରୁ ୨୦୨୧ ଭିତରେ ହଜାରେ ପୁଅରେ ୭୪୫ ଜଣ ଝିଅ ଜନ୍ମ ହୋଇଛନ୍ତି । କଟକ ପଛକୁ ପୁରୀ ଜିଲ୍ଲା ରହିଛି । ଏହି ଜିଲ୍ଲାରେ ପ୍ରତି ହଜାରେ ପୁଅରେ ୭୬୨ ଝିଅ ଜନ୍ମ ହୋଇଛନ୍ତି…

Read More

ଓଡ଼ିଶା ବାହାରେ ଓଡ଼ିଶାର ପରିଚୟ ବହନ କରୁଥିବା ଖାଦ୍ୟ

 ଆପଣ ଯଦି ଓଡ଼ିଶା ବାହାରକୁ ଯାଇଥିବେ ତେବେ ଏମିତି କିଛି ଖାଦ୍ୟ ବଜାରରେ କିମ୍ବା ହୋଟେଲରେ କିମ୍ବା ସ୍ବିଟ ଷ୍ଟଲରେ ଦେଖିଥିବେ, ଯାହା ଆପଣଙ୍କର ଅତି ପରିଚିତ ଓ ଅତି ଚିହ୍ନା ହୋଇଥିବ । କୌତୁହଳ ବଶତଃ ଆପଣ ସେହି ମିଠା କିମ୍ବା ଖାଦ୍ୟ ବିଷୟରେ ପଚାରିଥିବେ କିନ୍ତୁ ଦୋକାନି କହିପାରିନଥିବ ଯେ ସେହି ମିଠା ଓଡ଼ିଶାର ଲୋକପ୍ରିୟ ମିଠା ବୋଲି। ଏହା ଏମିତି ହୋଇଛି କାରଣ ଆମର ମିଠା ତ ଖୁବ ସୁସ୍ବାଦୁ ଏବଂ ଅନ୍ୟସ୍ଥାନରେ…

Read More

ପାରିବାରିକ ବ୍ୟବସାୟରେ ବଢୁଛି ଝିଅଙ୍କ ନେତୃତ୍ଵ

ନୂଆଦିଲ୍ଲୀ, ୧୬/୦୧ : ପାରବାରିକ ବ୍ୟବସାୟ ସମ୍ଭାଳିବାରେ ଝିଅମାନେ ବେଶ୍‌ ପାରଙ୍ଗମ । ଝିଅମାନେ ବି ବ୍ୟବସାୟକୁ ନୂଆ ଶିଖରରେ ପହଞ୍ଚାଇପାରିବେ । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବର୍ଣ୍ଣାଡ ଅର୍ଣ୍ଣଲ୍‌ଟ ନିଜର ପ୍ରାୟ ୭୨.୪ ହଜାର କୋଟି ମୂଲ୍ୟଯୁକ୍ତ ଲକ୍‌ଜ୍ୟୁରୀ ସାମଗ୍ରୀ ବ୍ରାଣ୍ଡ ଡିୟରର ଦାୟିତ୍ୱ ଝିଅ ଡେଲ୍‌ଫିନ୍‌ଙ୍କ ହାତରେ ନ୍ୟସ୍ତ କରିଛନ୍ତି । ଫେବ୍ରୁଆରୀ ୧ରୁ ନୂଆ ପଦ ସମ୍ଭାଳିବେ ଡେଲ୍‌ଫିନ୍‌ । ଆମ ଦେଶରେ ବି ଅନେକ ବଡ଼ ବଡ଼ ଉଦ୍ୟୋଗୀ ପରିବାର…

Read More

ଦିଲ୍ଲୀର ସଫଳ ଶାଶୂ-ବୋହୂ, ଫୁଡ୍ ବିଜନେସ୍ କରି ମାସକୁ ଆୟ କରୁଛନ୍ତି ୪ଲକ୍ଷ ଟଙ୍କା

ନୂଆଦିଲ୍ଲୀ, ୧୫/୦୧ : ଚର୍ଚ୍ଚାରେ ଦିଲ୍ଲୀର ଶାଶୂ-ବୋହୂ। ଘରେ କ୍ଲାଉଡ୍ କିଚେନ୍ କରି କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଆୟ। ଅନ୍ୟ ଘରୋଇ ମହିଳାଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ହୋମ୍ କିଚେନ୍ ରେ ବିହାରୀ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହକଙ୍କୁ ଦେଉଛନ୍ତି। ଦିଲ୍ଲୀରେ ରହୁଥିବା ବିହାରୀ ଲୋକଙ୍କ ପାଖରେ ବିହାରୀ ଖାଦ୍ୟ ପହଞ୍ଚାଇବାକୁ ତାଙ୍କର ଲକ୍ଷ୍ୟ। ସୂଚନାଯୋଗ୍ୟ, ନୂଆଦିଲ୍ଲୀର ୫୮ ବର୍ଷୀୟା ହିରଣ୍ୟମୟୀ ଦେବୀ ଏବଂ ତାଙ୍କ ୩୫ ବର୍ଷୀୟା ବୋହୂ ମଞ୍ଜରୀ ସିଂହ ଲକଡାଉନରେ କିଛି…

Read More

ଆପଣ ମଧ୍ୟ ଆରମ୍ଭ କରିପାରିବେ ଆପଣଙ୍କ ବ୍ୟବସାୟ, ସହାୟକ ହେବ ଏହି ସବୁ ଯୋଜନା…

ଭୁବନେଶ୍ଵର, ୧୩/୦୧ : ସଫଳତାର ଶିଖର ଛୁଇଁଲେଣି ଆଜିର ନାରୀ। ପୁରୁଷ ସହ କାନ୍ଧରେ କାନ୍ଧ ମିଶେଇ ହୋଇପାରିଛନ୍ତି ଆତ୍ମନିର୍ଭର। ଘରକରଣା ସାଙ୍ଗକୁ ଉଠାଉଛନ୍ତି ପରିବାରର ବୋଝ। ଘର ସମ୍ଭାଳିବା ଠାରୁ ଆରମ୍ଭ କରି ଚାକିରୀ ହେଉ ଅବା ବ୍ୟବସାୟ ସବୁ କ୍ଷେତ୍ରରେ ଆଗେଇଲେଣି ନାରୀ। କଣ ଆପଣ ମଧ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଆପଣଙ୍କ ବ୍ୟବସାୟ। ତେବେ ଏହି ଯୋଜନା ଆପଣଙ୍କୁ କରିବ ସାହାଯ୍ୟ। ଜାଣନ୍ତୁ ଏହି ସବୁ ସ୍କିମ୍ ବିଷୟରେ- ୧-ଅନ୍ନପୂର୍ଣ୍ଣା ଯୋଜନା- ଏହି…

Read More

ସାକ୍ଷରତା ବଢ଼ାଇ ବ୍ୟାଙ୍କ ଠକେଇ ହ୍ରାସ କରିଛନ୍ତି ହର୍ଷିକା

ନୂଆଦିଲ୍ଲୀ, ୧୨/୦୧ : କୁହାଯାଏ ଜିଲ୍ଲାପାଳ ଚାହିଁଲେ ସାଧାରଣ ଲୋକଙ୍କ ପାଇଁ ସବୁ କିଛି କରିପାରିବେ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଜିଲ୍ଲାପାଳ ହର୍ଷିକା ସିଂ । ମଧ୍ୟ ପ୍ରଦେଶ ବାସିନ୍ଧା ୩୮ ବର୍ଷୀୟା ସରିତା ଦେବୀ ଅନେକ ମାସ ଧରି ଟଙ୍କା ସଞ୍ଚୟ କରିଥିଲେ । ସଞ୍ଚିତ ଅର୍ଥରେ ଝିଅ ପାଇଁ ସାଇକେଲ୍‌ଟିଏ କିଣିବେ । ଫଳରେ ଝିଅକୁ ସ୍କୁଲ ଯିବାରେ ସୁବିଧା ହେବ । କିନ୍ତୁ ଗତ କିଛି ମାସ ତଳେ ବ୍ୟାଙ୍କ…

Read More