ଦିନ ମଜୁରିଆରୁ ବ୍ୟବସାୟୀ, ମହିଳାଙ୍କ ପାଇଁ ପ୍ରେରଣା ପାଲଟିଲେ ଆଶା ଦେବୀ
ଆଲିଗଡ, ୧୬/୦୯ : କୁହନ୍ତି ଦୃଢ ଆତ୍ମବିଶ୍ଵାସ ଥିଲେ ସବୁ ସମ୍ଭବ ହୋଇଥାଏ। ଏହାକୁ ଚରିତାର୍ଥ କରିଛନ୍ତି ଅଲିଗଡ଼ ଜିଲ୍ଲାର ଆଶା ଦେବୀ। ଦିନେ ଥିଲେ ଦିନ ମଜୁରିଆ, କଠିନ ପରିଶ୍ରମ ବଳରେ ଆଜି ଜଣେ ସଫଳ ବ୍ୟବସାୟୀ। ଅଲିଗଡ଼ର ଟପ୍ପଲ ବ୍ଲକର ଖଣ୍ଡେହା ଗ୍ରାମର ଆଶା ଦେବୀ ଓ ତାଙ୍କ ସ୍ଵାମୀ ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ୨୦୧୫ରେ ଆଶା ଦେବୀ ଏକ ସ୍ଵୟଂ ସହାୟିକା ଗୋଷ୍ଠୀରେ ଯୋଗ ଦେଇଥିଲେ। ଯେଉଁଥିରୁ ତାଙ୍କୁ…
