ଦ୍ରାବିଡ କୋଚ, ରୋହିତ ଅଧିନାୟକ, ଖେଳ ଜମିବ ?

ହିଟମ୍ୟାନ ରୋହିତ ଶର୍ମା ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟ ପାଇଁ ଭାରତୀୟ ଦଳର ଅଧିନାୟକ ହେଲେ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଆଜି ଘୋଷଣା କରାଯାଇଛି । ଯେଉଁଥିରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଭାର ଦିଆଯାଇଛି । ପୂର୍ବରୁ ଟି ଟ୍ବେଣ୍ଟି ଫର୍ମାଟ ପାଇଁ ବିରାଟ କୋହଲି ଅଧିନାୟକ ପଦ ଛାଡିବା ଲାଗି ଘୋଷଣା କରିଥିଲେ ।  ତେଣୁ ବିରାଟଙ୍କ ପରେ କିଏ ହେବେ ଟି ୨୦ ଫର୍ମାଟର କ୍ୟାପଟେନ୍‌ ସେ ନେଇ…

Read More

ମନୀଷା କୋଇରାଲାଙ୍କ ମନ୍ତ୍ର- ସେୟାର କଲେ ଫଟୋ

ଅଭିନେତ୍ରୀ ମନୀଷା କୋଇରାଲାଙ୍କର ଫିଲ୍ମ ଦୁନିଆରେ ଏକ ନିଆରା ପରିଚୟ ରହିଛି। ଫିଲ୍ମ ସୌଦାଗର ଠାରୁ ଆରମ୍ଭ କରି ଅଗ୍ନିସାକ୍ଷୀ, ବମ୍ବେ, 1942 ଏ ଲଭଷ୍ଟୋରୀ, ଅକେଲେ ହମ ଅକେଲେ ତୁମ୍, ଏକ ଛୋଟିସୀ ଲଭ ଷ୍ଟୋରି ଏମିତି ଅନେକ ଅଭୁଲା ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନରେ ଏକ ନିଆରା ଛାପ ଛାଡ଼ିଛନ୍ତି ଏହି ଅଭିନେତ୍ରୀ। ତେବେ ମନୀଷାଙ୍କର ବର୍ତ୍ତମାନର ପରିଚୟ ହେଉଛନ୍ତି ସେ ଜଣେ କ୍ୟାନସର ସର୍ଭାଇଭର। କ୍ୟାନସରକୁ ଜିଣି ସେ ତାଙ୍କର ଅଦମ୍ୟ…

Read More

ଆବର୍ଜନାରୁ ଏମିତି କିଛି କମାଲ କରିଛନ୍ତି ବ୍ରହ୍ମପୁର ଛାତ୍ର

ପାଠ ପଢ଼ିବା ସହିତ କିଛି ନୂଆ ନୂଆ କମାଲ କରିପାରିଲେ ତାହା ହିଁ ଆଖିଦୃଶିଆ ହୋଇପାରିଥାଏ। ପାଠପଢ଼ା ସାର୍ଥକ ହୋଇଥାଏ। ନହେଲେ ତ ପୁସ୍ତକ ବିଦ୍ୟା ପୁସ୍ତକରେ ରହିଯାଏ।  ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀମାନେ ସବୁଠାରୁ ବଡ଼ ମୂର୍ତ୍ତି ତିଆରି କରିଛନ୍ତି ତାହା ପୁଣି ଇ ୱେଷ୍ଟ ଆବର୍ଜନାରୁ। ସେହି ମୂର୍ତ୍ତି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଆକାରରେ ଯେମିତି ବିଶାଳ ହୋଇଛି ଏହା ପଛରେ କିଛି ବଡ଼ ସନ୍ଦେଶ ମଧ୍ୟ ରହିଛି। ପରିବେଶ ସୁରକ୍ଷାର…

Read More

ସାଧାରଣ ବାସ୍ତୁ ସଂଶୋଧନ ଆପଣଙ୍କ ଦୁଃଖ ଶେଷ କରିବ

ବାସ୍ତୁ ଏମିତି ଏକ ବିଜ୍ଞାନ ଯେଉଁଥିରେ ପ୍ରକୃତିର ପଞ୍ଚ ତତ୍ତ୍ବକୁ ଉଚିତ ସ୍ଥାନ ଓ ଉଚିତ ଉପାଦାନରେ ଅବସ୍ଥାପିତ କରାଯ଼ାଇଥାଏ, ଯାହାଦ୍ବାରା ସକାରାତ୍ମକ ଶକ୍ତି ଆମ ଜୀବନକୁ ଉନ୍ନତି ପଥରେ ଅଗ୍ରସର କରାଇଥାଏ । ସମସ୍ତେ ଜୀବନରେ ପ୍ରଗତି ଚାହିଁଥାନ୍ତି, ସଂପର୍କରେ ଉଚିତ ସନ୍ତୁଳନ ଚାହିଁଥାନ୍ତି। ହେଲେ ଅନେକ ସମୟରେ ଆମେ ଉପଲବ୍ଧି କରିଥାଉ ଯେ ଯେତେ ଯ଼ାହା ଚେଷ୍ଟା କଲେ ବି ନାନାଦି ବାଧାବିଘ୍ନ ଆମ ରାସ୍ତାରେ ଠିଆ ହେଉଛି। ଏହା ଜୀବନର ପ୍ରକୃତ ସୁଖକୁ…

Read More

ଆରୟାନ ଖାନ ଏପିସୋଡ କି ଶିକ୍ଷା ଦେଉଛି- ଜାଣିବା ଜରୁରୀ

ଆରୟାନ ଖାନଙ୍କୁ ଜାମିନ ମିଳିବା ପରେ ମନତ( ଶାହାରୁଖ ଖାନଙ୍କ ଘର) ଓ ଶାହାରୁଖ ଖାନଙ୍କ ପରିବାରକୁ ଖୁସି ଫେରିଛି। ତେବେ ଆରୟାନ ଖାନଙ୍କ ଏହି ଏପିସୋଡ ଅନେକ କିଛି ଶିକ୍ଷା ଦେଇଛି ଯାହାକି ସେଲିବ୍ରିଟି ସନ ହିସାବରେ ଆରୟାନ ଖାନ ନିଶ୍ଚୟ ମନେ ରଖିବେ । କେବଳ ଆରୟାନ ଖାନ କାହିଁକି ଅନ୍ୟମାନଙ୍କ ପାଇଁ ମଧ୍ୟ ଏହା ଏକ ସତର୍କ ଘଣ୍ଟି ହୋଇଛି। ବିଶେଷ କରି ଏକ ସେଲିବ୍ରିଟି ପରିବାରର ଦାୟାଦ ହିସାବରେ ଆରୟାନଙ୍କୁ ଓ…

Read More

Watch- ଦେଖନ୍ତୁ କେମିତି ମହିଳାଙ୍କ ପାଖରେ ପହଞ୍ଚିଲେ ଉଦ୍ଧାରକାରୀ, କିନ୍ତୁ…

ତାମିଲନାଡୁ ସାଲେମର ଏକ ଘଟଣାର ଛାତିଥରା ଭିଜୁଆଲ ଏବେ ନେଟରେ ଖୁବ ଭାଇରାଲ ହେବାରେ ଲାଗିଛି।  ଭିଜୁଆଲଟି ଏତେ ରୋମାଞ୍ଚକର ଯେ ଆପଣ କିଛି ସମୟ ପାଇଁ ହତବାକ ହୋଇଯିବେ।  ତେବେ ଏହି ଭିଜୁଆଲ ମୋବାଇଲରୁ ମୋବାଇଲ ଡେଇଁ ଆପଣଙ୍କ ପାଖକୁ ଆସିବା ପୂର୍ବରୁ ଆମେ ଆପଣଙ୍କ ନିକଟକୁ ଆଣିଛୁ।  ଭିଜୁଆଲଟିକୁ ଦେଖିବା ପୂର୍ବରୁ ଏହା ସଂପର୍କରେ ଆମେ ସମ୍ୟକ ସୂଚନା ଦେଇଦେଉଛୁ।  ତାମିଲନାଡୁର ସାଲେମ ଅଞ୍ଚଳର, ଆଣାଇବାରି ପ୍ରପାତରେ ପାଣି ସ୍ରୋତ ହଠାତ ବଢ଼ିବାରେ ଲାଗିଥିଲା।…

Read More

ପିଲାଙ୍କୁ କେବେଠାରୁ କରୋନା ଟିକା ଦିଆଯିବ?

ଭାରତରେ ଶହେ କୋଟି ଡୋଜ କୋଭିଡ ଟିକା ଅତିକ୍ରମ ହେବା ସହିତ ଦେଶବ୍ୟାପୀ ସେଲିବ୍ରେସନ କରାଯାଇଛି, ତେବେ ଏହା ଭିତରେ ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନ ହୋଇ ରହିଛି ପିଲାଙ୍କୁ ଟିକା କେବେ ଦିଆଯିବ।  ଦେଶରେ ଯେତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ 8.5 ପ୍ରତିଶତ ହେଉଛନ୍ତି ଛୋଟ ପିଲା ବା 18 ବର୍ଷରୁ କମ ବୟସ୍କ। ଯେଉଁମାନଙ୍କର ଅନ୍ୟ କିଛି ରୋଗ ରହିଛି ସେମାନେ କରୋନାରେ ଆକ୍ରାନ୍ତ ହେବା ପରେ  ଗୁରୁତର…

Read More

କାହିଁକି ଅରୁଣାଚଳରେ ବୋଫୋର୍ସ ମୁତୟନ କଲା ଭାରତ?

ଚୀନ-ଭାରତ ସୀମା ଅରୁଣାଚଳ ପ୍ରଦେଶରେ ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଛି । ବୋଫୋର୍ସ ତୋପ M-777 ଅଲ୍ଟ୍ରାଲାଇଟ ହାଓଜର, L70 ଆଣ୍ଟି ଏୟାରକ୍ରାଫ୍ଟ ତୋପ ଭଳି ଆଧୁନିକ ଯୁଦ୍ଧାସ୍ତ୍ରକୁ ଏଲଏସିରେ ଚୀନମୁହାଁ କରିଛି। M-777 ସେନାରେ ସାମିଲ ହେବାର କିଛି ମାସ ମଧ୍ୟରେ ଭାରତ ଏହାକୁ ଏଲଏସିରେ ମୁତୟନ କରିଛି। ତେବେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ ନେଇ କଥାବାର୍ତ୍ତା ଜାରି ରହିଥିବା ବେଳେ ଭାରତ କାହିଁକି ଚୀନ ସୀମାରେ ତାର କ୍ଷମତା…

Read More

ସାବଧାନ ଏମିତି ଥଣ୍ଡା ରୋଗ ବି ବ୍ୟାପୁଛି- ସତର୍କ ରୁହନ୍ତୁ

କୋଭିଡର କହର ଟିକେ କମୁଥିବାର ଜଣାଯାଉଛି । ଦୈନିକ ସଂଖ୍ୟା ଏବେ ନିୟନ୍ତ୍ରଣାଧୀନ ରହୁଛି। ଏତିକିବେଳେ ଦେଶବ୍ୟାପୀ ଏବେ ଲୋକମାନଙ୍କ ଠାରେ  ଏକ ଅଜବ ଲକ୍ଷଣ ଦେଖାଯାଉଛି। ଅନେକ ଲୋକ ସାଧାରଣ ଥଣ୍ଡା ରୋଗରେ ଆକ୍ରାନ୍ତ ହେଉଛନ୍ତି । ନାକରୁ ପାଣି ଗଡ଼ିବା, ମୁଣ୍ଡ ପିନ୍ଧା, ଦେହହାତ ଘୋଲାବିନ୍ଧା, ସାମାନ୍ୟ ଜର କାଶ ।  ସ୍ବାଭାଭିକ ଭାବେ ସମସ୍ତେ କୋଭିଡ ଭୟରେ ଭୟଭୀତ ହୋଇପଡିବେ।  ତେବେ ପରୀକ୍ଷା କରାଇନେବା ଭଲ। ଅନେକ କିନ୍ତୁ ନେଗେଟିଭ ଆସୁଥିବାର ଦେଖାଯାଉଛି।…

Read More

ମନମୋହନଙ୍କ ଆରୋଗ୍ୟ କାମନା କରୁଛି ସାରା ଦେଶ-ଜାଣନ୍ତୁ ତାଙ୍କ ଅବଦାନ

ଏମସରେ ଚିକିତ୍ସାଧୀନ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରୁଛି ପୂରାଦେଶ। ଜଣେ ସରୋଳ ସଚ୍ଚୋଟ ନମ୍ର ରାଜନୀତିଜ୍ଞ ଭାବେ ସାରା ଦେଶ ମନମୋହନଙ୍କୁ ସମ୍ମାନ କରିଥାଏ। ମନମୋହନ ଅସୁସ୍ଥ ହୋଇଥିବା ଖବର ଶୁଣି ସମସ୍ତେ ବିବ୍ରତ ହୋଇପଡ଼ିଛନ୍ତି । 88 ବର୍ଷିୟ ମନମୋହନ ଜ୍ବରରେ ପୀଡ଼ିତ ହେବା ପରେ ଏମ୍୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଏମସ ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯ଼ାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ତାଙ୍କ…

Read More