ନାରୀକୁ ସୁନ୍ଦର କରେ ଗହଣା, ପର୍ଲ ଦିଏ ଷ୍ଟାଇଲିସ୍‌ ଲୁକ୍

ଭୁବନେଶ୍ଵର, ୧୭/୯ : ନାରୀକୁ ସୁନ୍ଦର କରେ ଗହଣା। ଯଦି ଗହଣା କଥା ଉଠେ, ତେବେ ମହିଳାଙ୍କ ମନରେ ଉତ୍ସାହ ଭରିଯାଏ । କାରଣ ନାରୀ ନିଜକୁ ଷ୍ଟାଇଲିସ୍‌ ଓ ସୁନ୍ଦର ଭାବେ ଉପସ୍ଥାପିତ କରିବାକୁ ଭଲ ପାଏ । ଆଉ ପର୍ଲ ବା ମୋତି ଗହଣା ତା’ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଅବଶ୍ୟ ବିଭିନ୍ନ ଗହଣା ଭିନ୍ନ ଭିନ୍ନ ଲୁକ୍‌ ଦେଇଥାଏ । ବିଭିନ୍ନ ଗହଣା ପିନ୍ଧି ଯଦି ବୋର୍‌ ହୋଇଯାଇଥାନ୍ତି, ତେବେ ପର୍ଲ…

Read More

ୟୁପିଏସସି କ୍ରାକ୍ କରିବା ପାଇଁ ଆଇଏଏସ୍ ଅଧିକାରୀ ଦିବ୍ୟା ମିତଲଙ୍କ ୫ଟି ଟିପ୍ସ, ଜାଣନ୍ତୁ…

ଭୁବନେଶ୍ଵର, ୧୬/୦୯ : ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ବହୁ ପିଲାଙ୍କର ସ୍ଵପ୍ନ ଥାଏ। ଏହାକୁ ସାକାର କରିବା ପାଇଁ କଠିନ ଅଧ୍ୟବସାୟ ଏବଂ ପରିଶ୍ରମ କରିବାକୁ ପଡ଼େ। ବିନା ପରିଶ୍ରମରେ ପ୍ରଶାସନିକ ଅଧିକାରୀ ହେବା ବଡ଼ କଷ୍ଟ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଦିନ ରାତି ବହି ପଢିଲେ ହେବ ନାହିଁ। ଏଥିପାଇଁ ଉପଯୁକ୍ତ ଶୈକ୍ଷିକ ପଦ୍ଧତି ଅବଲମ୍ଵନ କରିବାକୁ ପଡ଼େ। ତେବେ ୟୁପିଏସସି କ୍ରାକ୍ କରିବା ପାଇଁ ଜାଣନ୍ତୁ ଆଇଏଏସ୍ ଅଧିକାରୀ…

Read More

କର୍ମଜୀବୀ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜ ରୋଷେଇ, ଜାଣନ୍ତୁ କିଛି ଘରୋଇ ଟିପ୍ସ…

ଭୁବନେଶ୍ଵର, ୧୫/୯ : ଆଜିକାଲି ପ୍ରାୟ ମହିଳା କର୍ମଜୀବୀ ଅବା ରୋଜଗାରକ୍ଷମ । ଘର କାମକୁ ସାରି ସେମାନେ ନିଜକୁ ଅନ୍ୟ କାମରେ ବ୍ୟସ୍ତ ରଖୁଛନ୍ତି । ତେଣୁ ରୋଷେଇ କାମକୁ କେତେ ସହଜରେ ଓ କମ୍‌ ସମୟରେ ସାରି ହେବ ତା’ ଉପରେ ଗୁରୁତ୍ୱ ଦେଉଛନ୍ତି । ଚାଲନ୍ତୁ ଜାଣିବା ଏମିତି କିଛି ଉପାୟ, ଯଦ୍ୱାରା ରୋଷେଇ ଖୁବ୍‌ କମ୍‌ ସମୟରେ ହୋଇପାରିବ । ଖାଦ୍ୟ ପ୍ରସ୍ତୁତି ସମୟରେ ଏମିତି ଅନେକ ଚ୍ୟାଲେଞ୍ଜକୁ ସାମ୍‌ନା କରିବାକୁ…

Read More

ମୋବାଇଲ୍‌ ଓ ଇଣ୍ଟରନେଟ୍‌ର ନକାରାତ୍ମକ ପ୍ରଭାବ, ନିୟନ୍ତ୍ରିତ କରନ୍ତୁ ପିଲାଙ୍କ ସ୍କ୍ରିନ୍‌ ସମୟ

ଭୁବନେଶ୍ଵର, ୧୪/୯ : ଗୋଟେ ପଟେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ପିଲାଙ୍କୁ ସ୍ମାର୍ଟ ଓ ଟେକ୍‌-ଫ୍ରେଣ୍ଡଲୀ କରୁଥିବା ବେଳେ ଅନ୍ୟପଟେ ପିଲା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଆଜିକାଲିର ବାପାମା’ଙ୍କ ପାଇଁ ପିଲାଙ୍କୁ ମୋବାଇଲ୍‌ ନଦେବା ଏକ ଚ୍ୟାଲେଞ୍ଜ ହୋଇପଡିଲାଣି । ଅଭିଭାବକ ପିଲାଙ୍କୁ ସମ୍ପୂର୍ଣ୍ଣ ମୋବାଇଲ୍‌ ଦେଇପାରୁ ନାହାଁନ୍ତି, କିମ୍ବା ପୁରା ମନା କରି ମଧ୍ୟ ଚ୍ୟାଲେଞ୍ଜକୁ ସାମ୍‌ନା କରିପାରୁ ନାହାଁନ୍ତି । ତେଣୁ ସେମାନେ ତ୍ରିଶଙ୍କୁ ସ୍ଥିତିରେ ରହୁଛନ୍ତି । ପିଲା ହାତରେ…

Read More

ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଜି-୨୦ ଶିଖର ସମ୍ମିଳନୀରେ ହୋଇଥିଲେ ସାମିଲ

ନୂଆଦିଲ୍ଲୀ, ୧୪/୯ : ସେପ୍ଟେମ୍ଵର ୯ ଏବଂ ୧୦ରେ ଭାରତର ଅଧ୍ୟକ୍ଷତାରେ ଜି -20 ଶିଖର ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀରେ ଆୟୋଜିତ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ବିଦେଶୀ ଅତିଥିମାନଙ୍କ ରହିବା ଏବଂ ଖାଦ୍ୟ ଉପରେ ବିଶେଷ ଯତ୍ନ ନିଆଯାଇଥିଲା। ତେବେ ଜି -20 ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଅନେକ ଆଲୋଚନା କରାଯାଉଛି। ଜର୍ଜିଆ ମେଲୋନି ହେଉଛନ୍ତି ଇଟାଲୀର ପ୍ରଥମ…

Read More

୯୦ ବର୍ଷ ବୟସରେ ଜାରି ରଖିଛନ୍ତି ସଙ୍ଗୀତ ସାଧନା… ଜାଣନ୍ତୁ ଆଶା ଭୋସଲେଙ୍କ କାହାଣୀ

ଭୁବନେଶ୍ଵର, ୧୨/୦୯ : ନିଜର ସ୍ଵରର ଯାଦୁରେ ଲୋକମାନଙ୍କୁ ବାନ୍ଧି ରଖିଛନ୍ତି ସଙ୍ଗୀତଜ୍ଞ ଆଶା ଭୋସଲେ। ସେ ବଲିଉଡକୁ ଗୋଟିଏରୁ ବଳିକି ଗୋଟିଏ ଗୀତ ଭେଟି ଦେଇଛନ୍ତି। ସଙ୍ଗୀତଜ୍ଞମାନଙ୍କ ପାଇଁ ଆଦର୍ଶ ହେଉଛନ୍ତି ଆଶା। ୯୦ ବର୍ଷ ବୟସରେ ବି ସେ ତାଙ୍କ ସଙ୍ଗୀତ ସାଧନା ଜାରି ରଖିଛନ୍ତି। ପ୍ୟାର ହମାରା ଅମର ରହେଗା, ଚନ୍ଦା ମାମା ଦୂର କେ ହେଉଛି ତାଙ୍କର ଏଭରଗ୍ରୀନ୍ ଗୀତ। ୮ ସେପ୍ଟେମ୍ବର ୧୯୩୩ରେ ଆଶା ଭୋସଲେଙ୍କ ଜନ୍ମ ହୋଇଥିଲା। ୧୦…

Read More

ଲାଇଟ୍ ଗାର୍ଲ ଖୁସି, ଲକ୍ଷ୍ନୌ ରାସ୍ତାରେ ଯାଉଥିବା ୧୫୦୦ ସାଇକେଲ୍‌ରେ ଲଗାଇଛନ୍ତି ସେଫଟି ଲାଇଟ୍

ମୁମ୍ଵାଇ, ୦୯।୦୯ : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଦେଶରେ ୪୦୦୦ ରୁ ଅଧିକ ସାଇକେଲ ଚାଳକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ଏହାର ଏକ ପ୍ରମୁଖ କାରଣ ହେଉଛି ସାଇକେଲରେ ଜଳୁଥିବା ଆଲୋକର ଅନୁପସ୍ଥିତି। କେବଳ ଗୋଟିଏ ସୁରକ୍ଷା ଆଲୋକ ସହିତ ସାଇକେଲ ଚାଳକମାନେ କୁହୁଡି ଏବଂ ଅନ୍ଧକାରରେ ଦେଖିବା ସହଜ ହୋଇପାରେ। ଏଭଳି ଅସୁବିଧାକୁ ହୃଦୟଙ୍ଗମ କରିପାରି ଲକ୍ଷ୍ନୌ ରାସ୍ତାରେ ଯାଉଥିବା ପ୍ରତ୍ୟେକ ସାଇକେଲରେ ସୁରକ୍ଷା ଆଲୋକ…

Read More

ମହିଳାଙ୍କ ବରଦାନ କେଶର, ଚିନ୍ତାରୁ ମୁକ୍ତି ମିଳିବା ସହ ମିଳେ ଏହି ଫାଇଦା

ଭୁବନେଶ୍ଵର, ୦୮/୦୯ : ନ୍ୟୁଟ୍ରିନିଷ୍ଟଙ୍କ ଅନୁସାରେ କେଶର ମହିଳାମାନଙ୍କ ପାଇଁ ବେଶୀ ସ୍ୱାସ୍ଥ୍ୟପ୍ରଦ । କ୍ଷୀର ସହ କେଶର ମିଶାଇ ପିଇବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ହିତକର । -ଋତୁସ୍ରାବ ସମୟରେ ହେଉଥିବା ସମସ୍ୟାରୁ ଆରାମ ଦେବା ସହ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ କେଶରଯୁକ୍ତ କ୍ଷୀର । -ସେହିପରି କେଶରଯୁକ୍ତ କ୍ଷୀର ଥକ୍କାପଣ ଓ ଚିନ୍ତାରୁ ମଧ୍ୟ ଦୂରେଇ ଥାଏ । ଫଳରେ ରାତିରେ ଭଲ ନିଦ ହୋଇଥାଏ । ଯଦି ଅଫିସର କୌଣସି ଚିନ୍ତା…

Read More

ଦେଶର ସର୍ବ କନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ନନ୍ଦିନୀ ଅଗ୍ରୱାଲ୍‌, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ଵର, ୦୮/୦୯ : ମଧ୍ୟପ୍ରଦେଶର ମୋରେନାର ଝିଅ ନନ୍ଦିନୀ ଅଗ୍ରୱାଲ୍‌ । ନିକଟରେ ଦେଶର ସର୍ବ କନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ବା ସିଏ ହେବାର ଗୌରବ ହାସଲ କରିଛନ୍ତି । ସେ ସିଏର ଶେଷ ପରୀକ୍ଷାରେ ଦେଶରେ ସର୍ବାଧିକ ସ୍କୋର ହାସଲ କରିଛନ୍ତି । ନନ୍ଦିନୀ ସବୁବେଳେ ଦ୍ରୁତ ବେଗରେ ଶ୍ରେଣୀ ଅତିକ୍ରମ କରିବାର ରେର୍କଡ ରହିଛି । ସେ ବର୍ଷକୁ ଦୁଇଟି ଶ୍ରେଣୀ ଅତିକ୍ରମ କରିବା ସହ ମାତ୍ର ୧୩ ବର୍ଷ ବୟସରେ ଦଶମ ବୋର୍ଡ…

Read More

ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଦେହାନ୍ତ ପରେ ବିଦେଶରୁ ଚାକିରୀ ଛାଡ଼ିଲେ ଝିଅ, ଚଳାଉଛନ୍ତି ବାପାଙ୍କ ସ୍କୁଲ

ଭୁବନେଶ୍ଵର, ୦୫/୦୯ : ୨୦୦୦ ମସିହାରେ ନିଜ ପ୍ରଚେଷ୍ଟାରେ ଶତାଧିକ ଅଭାବୀ ନିରକ୍ଷର ପିଲାଙ୍କୁ ଶିକ୍ଷିତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ କଟକର ପଦ୍ମଶ୍ରୀ ଡି ପ୍ରକାଶ ରାଓ। ତାଙ୍କ ମାଧ୍ୟମରେ ବହୁ ଗରିବ ପରିବାରରେ ଶିକ୍ଷାର ଆଲୋକ ପ୍ରଜ୍ଜ୍ଵଳନ ହୋଇଥିଲା। ସମାଜରେ ତାଙ୍କ ଏଭଳି ପ୍ରମୁଖ ଯୋଗ ଦାନ ପାଇଁ ତାଙ୍କୁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରକାଶ ରାଓ ନିଜେ ୧୦ମ ପାସ୍ କରିନଥିଲେ ମଧ୍ୟ ସେ ଶିକ୍ଷାର ଗୁରୁତ୍ଵକୁ ବୁଝି ପାରିଥିଲେ।…

Read More