ପିଲାଙ୍କ ମନରେ ଅଛି କି ଷ୍ଟେଜ୍ ଫିଅର୍ ? କିପରି କରିବେ ଦୂର…
ଭୁବନେଶ୍ଵର, ୨୮/୦୯ : ପିଲାମାନେ ସ୍କୁଲରେ ପଢିବା ସମୟରେ ଅଲଗା ଅଲଗା ଇଭେଣ୍ଟ୍ରେ ଅଂଶଗ୍ରହଣ କରିଥାନ୍ତି । ଏହି ସମୟରେ ଅଧିକାଂଶ ପିଲାଙ୍କ ମନରେ ଷ୍ଟେଜ୍ ବା ମଞ୍ଚକୁ ନେଇ ଭୟ ରହିଥାଏ ଅର୍ଥାତ ମଞ୍ଚକୁ ଯିବାକୁ ଭୟ କରିଥାନ୍ତି । ଯଦି ଆପଣଙ୍କ ପିଲା ମନରେ ଷ୍ଟେଜ୍ ଫିଅର୍ ବା ମଞ୍ଚ ଭୟ ରହିଥାଏ, ତେବେ ଅଭିଭାବକ ଭାବେ ତାଙ୍କ ମନରୁ ସେ ଭୟ ଦୂର କରିବା ଆପଣଙ୍କ ଦାୟିତ୍ୱ । ଏଥିପାଇଁ ପିଲା ମନରେ…