ଶିକ୍ଷୟିତ୍ରୀରୁ ଜଣେ ସଫଳ ରାଜନୀତିଜ୍ଞ, ଜାଣନ୍ତୁ ମାୟାବତୀଙ୍କ କାହାଣୀ…

ନୂଆଦିଲ୍ଲୀ, ୨୫।୦୧ : ଭାରତୀୟ ରାଜନୀତିରେ ପୁରୁଷଙ୍କ ଭଳି ମହିଳାଙ୍କର ରହିଛି ସକ୍ରିୟ ଭୂମିକା। ଦେଶର ରାଷ୍ଟ୍ରପତିଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଭୂମିକାରେ ଅଛନ୍ତି ମହିଳା। ଏହି ଶକ୍ତିଶାଳୀ ମହିଳା ରାଜନୀତିଜ୍ଞଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ସେ ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ। ତେବେ ଆପଣ ଜାଣିଛନ୍ତି କି ? ମାୟାବତୀଙ୍କ ପରିବାରରେ କେହିବି ରାଜନୈତିକ ପୃଷ୍ଠଭୂମିରୁ ନଥିଲେ। ସେ ଏକ ସାଧାରଣ ପରିବାରରୁ ଥିଲେ।…

Read More

ରାଜ୍ୟରେ କମୁଛି ଝିଅ ସଂଖ୍ୟା, ହଜାରେ ପୁଅରେ ୭୪୫ ଝିଅ

ଭୁବନେଶ୍ଵର, ୧୮/୦୧ : ଝିଅ ଜନ୍ମ ହ୍ରାସ ପାଇବାରେ କଟକ ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ୨୦୧୫-୧୬ ମସିହାରେ କଟକ ଜିଲ୍ଲାରେ ପ୍ରତି ହଜାରେ ପୁଅରେ ୯୮୭ ଝିଅ ଜନ୍ମ ହେଉଥିଲେ । କିନ୍ତୁ ୨୦୧୯ ରୁ ୨୦୨୧ ଭିତରେ ହଜାରେ ପୁଅରେ ୭୪୫ ଜଣ ଝିଅ ଜନ୍ମ ହୋଇଛନ୍ତି । କଟକ ପଛକୁ ପୁରୀ ଜିଲ୍ଲା ରହିଛି । ଏହି ଜିଲ୍ଲାରେ ପ୍ରତି ହଜାରେ ପୁଅରେ ୭୬୨ ଝିଅ ଜନ୍ମ ହୋଇଛନ୍ତି…

Read More

ପାରିବାରିକ ବ୍ୟବସାୟରେ ବଢୁଛି ଝିଅଙ୍କ ନେତୃତ୍ଵ

ନୂଆଦିଲ୍ଲୀ, ୧୬/୦୧ : ପାରବାରିକ ବ୍ୟବସାୟ ସମ୍ଭାଳିବାରେ ଝିଅମାନେ ବେଶ୍‌ ପାରଙ୍ଗମ । ଝିଅମାନେ ବି ବ୍ୟବସାୟକୁ ନୂଆ ଶିଖରରେ ପହଞ୍ଚାଇପାରିବେ । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବର୍ଣ୍ଣାଡ ଅର୍ଣ୍ଣଲ୍‌ଟ ନିଜର ପ୍ରାୟ ୭୨.୪ ହଜାର କୋଟି ମୂଲ୍ୟଯୁକ୍ତ ଲକ୍‌ଜ୍ୟୁରୀ ସାମଗ୍ରୀ ବ୍ରାଣ୍ଡ ଡିୟରର ଦାୟିତ୍ୱ ଝିଅ ଡେଲ୍‌ଫିନ୍‌ଙ୍କ ହାତରେ ନ୍ୟସ୍ତ କରିଛନ୍ତି । ଫେବ୍ରୁଆରୀ ୧ରୁ ନୂଆ ପଦ ସମ୍ଭାଳିବେ ଡେଲ୍‌ଫିନ୍‌ । ଆମ ଦେଶରେ ବି ଅନେକ ବଡ଼ ବଡ଼ ଉଦ୍ୟୋଗୀ ପରିବାର…

Read More

ଦିଲ୍ଲୀର ସଫଳ ଶାଶୂ-ବୋହୂ, ଫୁଡ୍ ବିଜନେସ୍ କରି ମାସକୁ ଆୟ କରୁଛନ୍ତି ୪ଲକ୍ଷ ଟଙ୍କା

ନୂଆଦିଲ୍ଲୀ, ୧୫/୦୧ : ଚର୍ଚ୍ଚାରେ ଦିଲ୍ଲୀର ଶାଶୂ-ବୋହୂ। ଘରେ କ୍ଲାଉଡ୍ କିଚେନ୍ କରି କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଆୟ। ଅନ୍ୟ ଘରୋଇ ମହିଳାଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ହୋମ୍ କିଚେନ୍ ରେ ବିହାରୀ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହକଙ୍କୁ ଦେଉଛନ୍ତି। ଦିଲ୍ଲୀରେ ରହୁଥିବା ବିହାରୀ ଲୋକଙ୍କ ପାଖରେ ବିହାରୀ ଖାଦ୍ୟ ପହଞ୍ଚାଇବାକୁ ତାଙ୍କର ଲକ୍ଷ୍ୟ। ସୂଚନାଯୋଗ୍ୟ, ନୂଆଦିଲ୍ଲୀର ୫୮ ବର୍ଷୀୟା ହିରଣ୍ୟମୟୀ ଦେବୀ ଏବଂ ତାଙ୍କ ୩୫ ବର୍ଷୀୟା ବୋହୂ ମଞ୍ଜରୀ ସିଂହ ଲକଡାଉନରେ କିଛି…

Read More

ଆପଣ ମଧ୍ୟ ଆରମ୍ଭ କରିପାରିବେ ଆପଣଙ୍କ ବ୍ୟବସାୟ, ସହାୟକ ହେବ ଏହି ସବୁ ଯୋଜନା…

ଭୁବନେଶ୍ଵର, ୧୩/୦୧ : ସଫଳତାର ଶିଖର ଛୁଇଁଲେଣି ଆଜିର ନାରୀ। ପୁରୁଷ ସହ କାନ୍ଧରେ କାନ୍ଧ ମିଶେଇ ହୋଇପାରିଛନ୍ତି ଆତ୍ମନିର୍ଭର। ଘରକରଣା ସାଙ୍ଗକୁ ଉଠାଉଛନ୍ତି ପରିବାରର ବୋଝ। ଘର ସମ୍ଭାଳିବା ଠାରୁ ଆରମ୍ଭ କରି ଚାକିରୀ ହେଉ ଅବା ବ୍ୟବସାୟ ସବୁ କ୍ଷେତ୍ରରେ ଆଗେଇଲେଣି ନାରୀ। କଣ ଆପଣ ମଧ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଆପଣଙ୍କ ବ୍ୟବସାୟ। ତେବେ ଏହି ଯୋଜନା ଆପଣଙ୍କୁ କରିବ ସାହାଯ୍ୟ। ଜାଣନ୍ତୁ ଏହି ସବୁ ସ୍କିମ୍ ବିଷୟରେ- ୧-ଅନ୍ନପୂର୍ଣ୍ଣା ଯୋଜନା- ଏହି…

Read More

ସାକ୍ଷରତା ବଢ଼ାଇ ବ୍ୟାଙ୍କ ଠକେଇ ହ୍ରାସ କରିଛନ୍ତି ହର୍ଷିକା

ନୂଆଦିଲ୍ଲୀ, ୧୨/୦୧ : କୁହାଯାଏ ଜିଲ୍ଲାପାଳ ଚାହିଁଲେ ସାଧାରଣ ଲୋକଙ୍କ ପାଇଁ ସବୁ କିଛି କରିପାରିବେ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଜିଲ୍ଲାପାଳ ହର୍ଷିକା ସିଂ । ମଧ୍ୟ ପ୍ରଦେଶ ବାସିନ୍ଧା ୩୮ ବର୍ଷୀୟା ସରିତା ଦେବୀ ଅନେକ ମାସ ଧରି ଟଙ୍କା ସଞ୍ଚୟ କରିଥିଲେ । ସଞ୍ଚିତ ଅର୍ଥରେ ଝିଅ ପାଇଁ ସାଇକେଲ୍‌ଟିଏ କିଣିବେ । ଫଳରେ ଝିଅକୁ ସ୍କୁଲ ଯିବାରେ ସୁବିଧା ହେବ । କିନ୍ତୁ ଗତ କିଛି ମାସ ତଳେ ବ୍ୟାଙ୍କ…

Read More

ମାନସିକ ସ୍ତରରେ କିଭଳି ଶକ୍ତିଶାଳୀ ହେବ ଆପଣଙ୍କ ପିଲା, ଜାଣନ୍ତୁ ଟିପ୍ସ…

ଭୁବନେଶ୍ଵର, ୧୨/୦୧ : ଅଭିଭାବକମାନେ ପିଲାମାନଙ୍କ ଶାରିରୀକ ଅଭିବୃଦ୍ଧି ସହ ମାନସିକ ବିକାଶ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍। ଯାହାଦ୍ଵାରା ସେମାନଙ୍କ ମନୋବଳ ଦୃଢ ହେବ ଏବଂ ଯେକୌଣସି କଠିନରୁ କଠିନ ପରିସ୍ଥିତିରୁ ସେମାନେ ସହଜରେ ବାହାରି ଆସିବେ। ଏବେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ଯୋଗୁଁ ସମଗ୍ର ବିଶ୍ୱରେ ଲୋକମାନେ ନିଜକୁ ସାମାଜିକ ଜୀବନଶୈଳୀ ଠାରୁ ଦୂରେଇ ରଖୁଛନ୍ତି। ଘଣ୍ଟା ଘଣ୍ଟା ଫୋନରେ ବ୍ୟସ୍ତ ରହୁଛନ୍ତି। ବିଶେଷକରି ମୋବାଇଲ୍ ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍ ଯୋଗୁଁ ପିଲାମାନେ…

Read More

ବୃତ୍ତିରେ ପ୍ରଫେସର… ରୁଚିରେ ଲେଖିକା, ଜାଣନ୍ତୁ ପଦ୍ମଶ୍ରୀ ପ୍ରତିଭା ରାୟଙ୍କ ଜୀବନୀ

ଭୁବନେଶ୍ଵର, ୦୯/୦୧ : ବୃତ୍ତିରେ ପ୍ରଫେସର… ରୁଚିରେ ଲେଖିକା। ବିଭିନ୍ନ କାଳଜୟୀ ରଚନା ଓ ଅନୁବାଦ ପାଇଁ ଆଜି ଘରେ ଘରେ ପରିଚିତ ହୋଇପାରିଛନ୍ତି ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ। ପାଠକଙ୍କ ହୃଦୟକୁ ଛୁଇଁଛି ତାଙ୍କର ଅଗ୍ରଣୀ କଳ୍ପନା। ୧୯୭୪ ମସିହାରେ ପ୍ରତିଭା ରାୟଙ୍କ ଦ୍ଵାରା ଲିଖିତ ପ୍ରଥମ ଉପନ୍ୟାସ ‘ବର୍ଷା ବସନ୍ତ ବୈଶାଖ’ ପାଠକୀୟ ସ୍ଵୀକୃତି ଲାଭ କରିଥିଲା। ଏହି ଉପନ୍ୟାସକୁ ଗାଁ ଗାଁରେ ଅର୍ଦ୍ଧ ସାକ୍ଷର ମହିଳାମାନେ ମଧ୍ୟ କିଣିଥିଲେ। ତାଙ୍କ ରଚନାରେ ମାନବବାଦର…

Read More

ଘାଟୀରେ ହେଉଛି ମହିଳା ସଶକ୍ତିକରଣ, ଜାମ୍ମୁ କାଶ୍ମୀରର ପ୍ରଥମ ମହିଳା ଇ-ରିକ୍ସା ଚାଳକ ସୀମା ଦେବୀ

ନୂଆଦିଲ୍ଲୀ, ୦୭/୦୧ : ଘାଟୀରେ ହେଉଛି ମହିଳା ସଶକ୍ତିକରଣ। ମହିଳାଙ୍କୁ ନେଇ ସମାଜରେ ହେଉଛି ପରିବର୍ତ୍ତନ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ସୀମା ଦେବୀ। ଯେଉଁଠି ମହିଳାଙ୍କ ଏରୁଣ୍ଡି ବନ୍ଦ ଡେଇଁବାକୁ ଅନୁମତି ନାହିଁ ସେଠାରେ ପୁରୁଷଙ୍କ ସହ କାନ୍ଧ ମିଶାଇ କାମ କରି ଘର ଚଳାଉଛନ୍ତି ସୀମା ଦେବୀ। ସେ ଇ-ରିକ୍ସା ଚଳାଇ ତାଙ୍କର ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ଚାଲନ୍ତୁ ଜାଣିବା ତାଙ୍କର ସଙ୍ଘର୍ଷପୂର୍ଣ୍ଣ କାହାଣୀ ବିଷୟରେ। ଜାମ୍ମୁ କାଶ୍ମୀରର ନାଗରୋଟା ଜିଲ୍ଲାର ଜଣେ…

Read More

୨୦୨୨ରେ ମହିଳାଙ୍କ ହକ୍‌ରେ ଆସିଛି ବହୁ ବଡ଼ ନିଷ୍ପତ୍ତି, ନାରୀ ଶକ୍ତିର ବର୍ଷ ଥିଲା ୨୦୨୨

ନୂଆଦିଲ୍ଲୀ, ୩୧/୧୨ : ମହିଳା ସଶକ୍ତିକରଣ ପାଇଁ ଭାରତ ସରକାର, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଲଗାତର ପ୍ରୟାସରତ ଅଛନ୍ତି। ଏତଦ୍ ସତ୍ତ୍ଵେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଆଜି ବି ମହିଳା ଉପେକ୍ଷିତ। ଲିଙ୍ଗଗତ ଭେଦଭାବ ଏବଂ ଅସମାନତାର ଶିକାର ହେଉଛନ୍ତି ମହିଳା। କେତେବେଳେ ମହିଳାଙ୍କୁ କେଉଁ ମନ୍ଦିରକୁ ପ୍ରବେଶ ଅନୁମତି ମିଳୁନି ତ ଆଉ କେତେବେଳେ ସମାନ କାମ ପାଇଁ ପୁରୁଷଙ୍କ ସମାନ ବେତନ ମିଳୁନି। ତେବେ ୨୦୨୨ରେ ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ…

Read More