କେରଳର ପ୍ରଥମ ଆଦିବାସୀ ମହିଳା ହେଲେ ଏୟାର ହଷ୍ଟେସ୍, ଜାଣନ୍ତୁ ଗୋପିକାଙ୍କର କିଭଳି ଥିଲା ଏହି ଯାତ୍ରା…

ନୂଆଦିଲ୍ଲୀ, ୦୭/୧୦ : ସ୍ଵପ୍ନ ଦେଖିବା ସହଜ… ହେଲେ ଏହାକୁ ପୂରଣ କରିବା ଖୁବ୍ କଷ୍ଟ। ଆଉ କଠିନ ପରିଶ୍ରମ ପରେ ଯେତେବେଳେ ସେହି ସ୍ଵପ୍ନ ସାକାର ହେବ ତାର ଖୁସିର କିଛି ନିଆରା। ଏଭଳି ଜଣେ ମହିଳା ହେଉଛନ୍ତି କେରଳର ଅଲାକୋଡେ ଏସଟି କଲୋନୀ ୱାକୁନ କୁଡିର ଗୋପିକା ଗୋବିନ୍ଦ। ସେ ହେଉଛନ୍ତି କେରଳର ପ୍ରଥମ ଆଦିବାସୀ ମହିଳା ଏୟାର ହଷ୍ଟେସ୍। ଏୟାର ହଷ୍ଟେସ୍ ହେବା ପାଇଁ ପିଲାଦିନରୁ ସ୍ଵପ୍ନ ଦେଖିଥିଲେ ଗୋପିକା। ଏଥିପାଇଁ ଗୋପିକାଙ୍କ…

Read More

କ୍ୟାଟ୍ରିନାଙ୍କ ଗୀତରେ ନାଚିଲେ ଜାପାନୀ ଝିଅ, ଡ୍ୟାନ୍ସ ଷ୍ଟେପ୍ ଦେଖି ୟୁଜର କହିଲେ- ଏମାନେ ପୁଅ ନା ଝିଅ ?

ନୂଆଦିଲ୍ଲୀ, ୦୬/୧୦ : ସାରା ଦୁନିଆରେ ହିଟ୍ ହୋଇଛି ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଗୀତ କାଲା ଚଷମା। ଏହି ଗୀତକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ବହୁ ରିଲ୍ ତିଆରି କରିଛନ୍ତି। ଏହି ଗୀତରେ ଟିମ୍ ଇଣ୍ଡିଆ ବିଜୟ ଉତ୍ସବ ପାଳନ କରିବା ପରେ ଇଣ୍ଟରନେଟ୍‌ରେ ପୁଣି ଥରେ ଏହି ଗୀତ ଭାଇରାଲ୍ ହେବାକୁ ଲାଗିଛି। ଏହି କ୍ରମରେ କାଲା ଚଷମା ଗୀତରେ କିଛି ଜାପାନୀ ଝିଅମାନେ ଏକ ରିଲ୍ କରିଛନ୍ତି। ଏହି ରିଲ୍ ପ୍ରାୟ ସମସ୍ତଙ୍କୁ…

Read More

ଭାରତର 4 କଫ ସିରଫ ପାଇଁ ଗାମ୍ବିଆରେ 66 ଶିଶୁଙ୍କ ମୃତ୍ୟୁ ସନ୍ଦେହ

() ଭାରତରେ ପ୍ରସ୍ତୁତ ହୋଇଥିବା 4ଟି କଫ ସିରପ ଉପରେ ଆଲର୍ଟ ଜାରି କରିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ଡବ୍ଲୁଏଚଓ । ମେଡେନ ଫାର୍ମାସ୍ଯୁଟିକାଲସ ଦ୍ବାରା ପ୍ରସ୍ତୁତ ଏହି 4ଟି କଫ ସିରଫ ଓ ଥଣ୍ଡା ଔଷଧର ଭୟଙ୍କର ପାର୍ଶ୍ବ ପ୍ରତିକ୍ରିୟା ଥିବାର ସନ୍ଦେହ ଉପୁଜିଛି ।ଏହି  ଔଷଧ ବ୍ୟବହାର ଯୋଗୁଁ ଗାମ୍ବିଆରେ 66 ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ଡବ୍ଲୁଏଚଓ ଏହାର ତର୍ଜମା ଆରମ୍ଭ କରିଛି । ଏ ବାବଦରେ…

Read More

ଦିବ୍ୟାଙ୍ଗଙ୍କ ପାଇଁ ବରଦାନ ବୃନ୍ଦାବନର ଏହି ସ୍କୁଲ, ଆତ୍ମନିର୍ଭର ହୋଇ ଜାତୀୟ ସ୍ତରରେ ପଦକ ଜିତୁଛନ୍ତି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ, ୩୦/୦୯ : ଯେଉଁ ପିଲାମାନେ ଶାରିରୀକ ଏବଂ ମାନସିକ ରୂପରେ ଥିଲେ ଅକ୍ଷମ ଆଜି ସେହି ପିଲାମାନେ ହୋଇପାରିଛନ୍ତି ସକ୍ଷମ। ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ସ୍ଵର୍ଣ୍ଣ ଏବଂ ରୌପ୍ୟ ପଦକ ଜିତୁଛନ୍ତି ବୃନ୍ଦାବନର ବାତ୍ସଲ୍ୟ ଗ୍ରାମ ସ୍ଥିତ ବୈଶିଷ୍ଟୟମ ଦିବ୍ୟାଙ୍ଗ ସ୍କୁଲର ଛାତ୍ରଛାତ୍ରୀ। ସେମାନଙ୍କୁ ଏଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି। ୨୦୧୪ ମସିହାରେ ମାତ୍ର ୧୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସ୍କୁଲର ଆରମ୍ଭ ହୋଇଥିଲା। ଆଜି ଏହି ସ୍କୁଲରେ ପ୍ରାୟ ୧୪୩ ଛାତ୍ରଛାତ୍ରୀ ଅଧ୍ୟୟନ…

Read More

ପିତା କୃଷକ, ଝିଅ ଆଇଏଏସ୍ ଅଫିସର… ଜାଣନ୍ତୁ କିଭଳି ଥିଲା ତପସ୍ୟାଙ୍କ ଯାତ୍ରା ?

ନୂଆଦିଲ୍ଲୀ, ୨୯/୦୯ : ୟୁପିଏସସିର ଫାଇନାଲ୍ ଲିଷ୍ଟରେ ରହିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ଯେଉଁମାନେ କଠିନ ପରିଶ୍ରମ ଓ ଅଧ୍ୟବସାୟ କରନ୍ତି ସେମାନେ ଏହି ଶୀର୍ଷରେ ପହଞ୍ଚିପାରନ୍ତି। ହେଲେ ତଫାତ୍ ଏତିକି କିଏ ପ୍ରଥମ ଚେଷ୍ଟାରେ ପାଇ ଯାଆନ୍ତି ଆଉ କେହି ବାରମ୍ଵାର ପ୍ରୟାସ କରିବା ପରେ ସଫଳ ହୁଅନ୍ତି। କାରଣ କଥାରେ ଅଛି ପରିଶ୍ରମ କରୁଥିବା ବ୍ୟକ୍ତି କେବେ ହାର୍ ମାନେ ନାହିଁ। ଏହି କଥାକୁ ଯାଥାର୍ଥ କରିଛନ୍ତି ୟୁପିଏସସି ଟପ୍ପର ତପସ୍ୟା ପରିହାର।…

Read More

ଟେକ୍ସଟାଇଲ୍ ଡିଜାଇନର ଚାକିରୀ ଛାଡି ଗାଁରେ ପରିବା ଚାଷ ଆରମ୍ଭ କଲେ ମହିଳା, ଦିନକୁ କରୁଛନ୍ତି ୫ ହଜାର ଆୟ

ନୂଆାଦିଲ୍ଲୀ, ୨୭/୦୯ : ଖୁବ୍ ଶୀଘ୍ର ବିକାଶର ନୂଆ କୀର୍ତ୍ତିମାନ୍ ସ୍ଥାପନ କରିବ ଭାରତ। ନୂଆ ଟେକ୍‌ନିକ୍ ଏବଂ ଜ୍ଞାନକୌଶଳ ଉପଯୋଗ କରି ଦେଶରେ କୃଷି କ୍ଷେତ୍ରରେ ବହୁ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ଯାହାଦ୍ଵାରା ଚାଷ କାର୍ଯ୍ୟକୁ ନେଇ ଲୋକମାନଙ୍କ ଦୃଷ୍ଟିକୋଣ ବଦଳିଛି। ଆଜି ଆମେ ଏଭଳି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଟେକ୍ସଟାଇଲ୍ ଡିଜାଇନର କାମ ଛାଡି ଏବେ ଚାଷ କାର୍ଯ୍ୟ କରୁଛନ୍ତି। ଏଥିରେ ସଫଳ ମଧ୍ୟ ହୋଇଛନ୍ତି। ଏହି ମହିଳା ଜଣଙ୍କ…

Read More

ମଡେଲ୍ ଚା’ବାଲି ! ଦିନେ ମିସ୍ ଗୋରଖପୁର ହୋଇଥିଲେ ଆଜି ବିକ୍ରି କରୁଛନ୍ତି ଚା’

ନୂଆଦିଲ୍ଲୀ, ୨୫/୦୯ : ଯିଏ ଦିନେ ମିସ୍ ଗୋରଖପୁର ହୋଇଥିଲେ ଆଜି ସିଏ ଚା ବାଲି। ୨୦୧୮ରେ ମିସ୍ ଗୋରଖପୁର ହୋଇଥିବା ସିମରନ ଗୁପ୍ତା ଏବେ ଚା ବିକୁଛନ୍ତି। ସେ ତାଙ୍କର ଚା ଷ୍ଟଲର ନାମ ମଡେଲ୍ ଚାବାଲି ରଖିଛନ୍ତି। ସିମରନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ସମସ୍ତେ ସିମରନଙ୍କୁ ପ୍ରଶଂସା କରୁଛନ୍ତି। କୌଣସି କାମ ଛୋଟ ନୁହେଁ ବୋଲି ସେ ପ୍ରମାଣିତ କରି ଦେଖାଇଛନ୍ତି।…

Read More

୬୦୦ ଦିବ୍ୟାଙ୍ଗ ଶିଶୁଙ୍କୁ ଦେଖାଇଛନ୍ତି ଶିକ୍ଷାର ଆଲୋକ, ବରେଲୀର ଦୀପମାଳାଙ୍କୁ ମନ୍ କି ବାତ୍‌ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ବରେଲି, ୨୩/୦୯ : ସ୍କୁଲର ଝରକା ଫାଙ୍କରେ ଲୁଚି ଲୁଚି ପିଲାମାନଙ୍କୁ ପାଠ ପଢୁଥିବାର ଦେଖୁଥିଲା ଅନମୋଲ। କାରଣ ତା ପାଖରେ ନଥିଲା ସ୍କୁଲ ଯିବାର ସୌଭାଗ୍ୟ। ଦିନେ ଅନମୋଲ ଉପରେ ପଡ଼ିଲା ଶିକ୍ଷୟିତ୍ରୀ ଦୀପମାଳାଙ୍କ ପାଣ୍ଡେଙ୍କ ନଜର। ଆଉ ଦୀପମାଳା ଅନମୋଲର ହାତ ଧରି ନେଇଆସିଲେ କ୍ଲାସ୍ ଭିତରକୁ। ଏହାପରେ ଅନମୋଲର ଖୁସି କହିଲେ ନସରେ। ଅନମୋଲ ଭଳି ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସେହିଦିନ ଠାରୁ ପ୍ରତିଜ୍ଞା କଲେ ଦୀପମାଳା। ଆଉ ଆରମ୍ଭ କଲେ…

Read More

ସକାଳୁ ପିଅନ୍ତୁ ଏହି ଡ୍ରିଙ୍କ୍‌ସ, ଚମକିବ ଆପଣଙ୍କର ତ୍ଵଚା

ଭୁବନେଶ୍ଵର, ୨୨/୦୯ : ରାତିସାରା ପେଟ ଖାଲି ଥିବା କାରଣରୁ ସକାଳୁ ଆମେ କଣ ଖାଉଛେ ତାହା ଖୁବ୍ ଗୁରୁତ୍ଵପୂର୍ଣ୍ଣ। କାରଣ ସକାଳୁ ଉଠିବା ସମୟରେ ପେଟରେ ପିଏଚ୍ ଏସିଡିକ୍ ଥାଏ। ମେଟାବଲିଜିମ୍ ମଧ୍ୟ ଧୀର ଥାଏ। ତେଣୁ ସକାଳୁ ଆମେ ଯେଉଁ ଖାଦ୍ୟ ଖାଉ ତାହାର ନ୍ୟୁଟ୍ରିଆଣ୍ଟ ଖୁବ୍ ଶୀଘ୍ର ଅବଜର୍ଭ ହୁଏ। ଏଥିପାଇଁ ସକାଳର ଭୋଜନ କିଛି ସ୍ଵାସ୍ଥ୍ୟକର ହେବା ଉଚିତ୍। ଏଭଳି କଲେ ଆପଣଙ୍କ କେଶ ଏବଂ ତ୍ଵଚା ପାଇଁ ଖୁବ୍ ଲାଭଦାୟକ…

Read More

୧୫ ଦିନରେ ଭାଙ୍ଗିଗଲା ବିବାହ, ୩ ଥର ଅସଫଳ ହେବା ପରେ ଆଇଆରଏସ୍ ଅଫିସର ହେଲେ କୋମଲ

ନୂଆଦିଲ୍ଲୀ, ୨୧/୦୯ : ଜଣେ ମହିଳା ଯେତେବେଳେ ନିଜ ଆତ୍ମସମ୍ମାନ ପାଇଁ ଆଗକୁ ବଢେ ସେହି ସମୟରେ ତାକୁ କେହି ଅଟକାଇ ପାରନ୍ତି ନାହିଁ। ଏହାର ଉଦାହରଣ ହେଉଛନ୍ତି ୨୦୧୩ ବ୍ୟାଚର ଆଇଆରଏସ୍ ଅଫିସର କୋମଲ ଗଣାତ୍ରା। କୋମଲଙ୍କ ଜୀବନରେ ଏଭଳି କିଛି ଘଟଣା ଘଟିଥିଲା ଯାହା ତାଙ୍କର ଆତ୍ମସମ୍ମାନକୁ ବଅଙ୍ଗି ଦେଇଥିଲା। ଏହାପରେ କୋମଲ ଦୃଢ ପ୍ରତିଜ୍ଞା କରିଥିଲେ ଏବଂ ସଫଳତା ହାସଲ କରି ପୁଣି ଥରେ ସ୍ଵାଭିମାନ ସହକାରେ ବଞ୍ଚିବା ଆରମ୍ଭ କରିଥିଲେ। ସୂଚନାନୁଯାୟୀ,…

Read More