ଝୁମ୍ପୁଡି ଘରୁ ହାକିମ ବାବୁ- ଆଜିର ଦିନଟି ମୋର

ଅଭାବୀ ଜହ୍ନ ଦିଶୁଥିବା ଝୁମ୍ପୁଡି ଘରେ ସ୍ବପ୍ନ ଦେଖିବା ପାଇଁ ରାତି ନିଅଣ୍ଟ । ଆଗକୁ ଯ଼ିବା ପାଇଁ ଅର୍ଥ ସବୁବେଳେ ବାଧକ । ତେଣୁ ଏଠି ସ୍ବପ୍ନ ଦେଖିବା ମନା । ବାପା ମା କହୁଥାନ୍ତି ଭଲ ପାଠ ପଢୁଛୁ ଶିକ୍ଷକ ହେଇଯା। କିନ୍ତୁ ପୁଅ ଆଖି ଖୋଲି ସ୍ପପ୍ନ ଦେଖିବା ଶିଖି ଯ଼ାଇଥିଲା। ସେହି ସ୍ପପ୍ନରେ ସେ ନିଜକୁ ଖୋଜି ଖୋଜି ଆଗକୁ ବଢ଼ିବାକୁ ଚାହୁଁଥିଲା । ପ୍ରଥମ ପାହାଚ ଚଢ଼ିବା ପାଇଁ ସେ…

Read More

କ୍ରିକେଟ ମୈଦାନରୁ ୱିମ୍ବଲଡନ ଚାମ୍ପିୟନ

ଅଷ୍ଟ୍ରେଲିଆର ଆସଲେ ବାର୍ଟି ଏଥରର ୱିମ୍ବଲଡନ ଚାମ୍ପିୟନ ହୋଇଛନ୍ତି । ଚେକ ଗଣରାଜ୍ୟର କ୍ୟାରୋଲିନା ପ୍ଲିସ୍କୋଭାଙ୍କୁ ପରାସ୍ତ କରି ବାର୍ଟି ତାଙ୍କର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି । କ୍ୟାରୋଲିନାଙ୍କୁ ସେ 6-3, 6-7, 6-3 ସେଟରେ ପରାସ୍ତ କରି 41 ବର୍ଷ ପରେ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଟାଇଟଲ ହାସଲ କରିଛନ୍ତି । 1980 ମସିହାରେ ଏଭୋନ ଗୁଲାଗଙ୍ଗ କ୍ୟାଲେ ଶେଷ ଅଷ୍ଟ୍ରେଲିୟ ଖେଳାଳି ଭାବେ ୱିମ୍ବଲଡନ ଜିତିଥିଲେ । କ୍ୟାଲେ ଏବଂ ମାର୍ଗାରେଟ କୋର୍ଟଙ୍କ…

Read More

ହାର୍ଲିନ ଦେଓଲଙ୍କୁ ବାଜିଗର କୁହାଯାଏ – Watch Video

ବେଳେ ବେଳେ ଟିମ୍ ହାରିଯାଇଥିଲେ ବି ଜଣେ କେହି ବାଜିଗର ହୋଇଯାଏ । ଯେମିତି ହୋଇଛି ହାର୍ଲିନ ଦେଓଲଙ୍କ କ୍ଷେତ୍ରରେ ଇଲଂଣ୍ଡରେ ସେନେଇଥିବା ସୁପରକ୍ୟାଚ ଏବେ ଇଲେକ୍ଟ୍ରି ଭଳି ଭାଇରାଲ ହେବାରେ ଲାଗିଛି। ଇଂଲଣ୍ଡ ଗସ୍ତରେ ଯ଼ାଇଥିବା ଭାରତୀୟ ମହିଳା କ୍ରିକେଟ ଟିମ୍ ପ୍ରଥମ ଟିଟ୍ବେଣ୍ଟି ମ୍ୟାଚରେ ପରାଜିତ ହୋଇଛି। ଡିଏଲଏସ ମେଥଡ଼ରେ ଭାରତ ଆଗରେ ଇଂଲଣ୍ଡ  178 ରନର ଟାର୍ଗେଟ ଦେଇଥିବା ବେଳେ ଭ୍ରମଣକାରୀ ଦଳ 18 ରନରେ ପଛରେ ରହିଯାଇଥିଲା। ହେଲେ ମ୍ୟାଚରେ ହର୍ଲିନ…

Read More

ପିଲାଙ୍କୁ ମାଡ଼ ମାରି ସିଧା କରିବା ଚେଷ୍ଟା କରନ୍ତୁନି, ବେଶୀ କ୍ଷତି

ସ୍କୁଲରେ ହେଉ କିମ୍ବା ଘରେ ପିଲାଙ୍କୁ ଯ଼ଦି ମାଡ଼ ମାରୁଛନ୍ତି ଏବଂ ଏହାଦ୍ବାରା ପିଲାର ଆଚରଣରେ ସୁଧାର ଆସିବ ବୋଲି ଆଶା ରଖୁଛନ୍ତି ତେବେ ଆପଣଙ୍କ ଭାବନାରେ କିଛି ତ୍ରୁଟି ରହିଛି । ଏକଥା ଆମେ କହୁନୁ ଏକ ବିଶ୍ବସ୍ତରୀୟ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଛୋଟଛୋଟ ପିଲାଙ୍କୁ ମାଡ଼ ମାରି ସୁଧାରିହେବନାହିଁ । ବରଂ ଏହାଦ୍ବାରା ପିଲାମାନେ ଅଧିକ ବିଗିଡ଼ିଯାଇଥାନ୍ତି। ଏବଂ ସେମାନଙ୍କ ଆଚରଣ ଅଧିକ ଉଗ୍ର ଏବଂ ଅଧିକ ଅସାମାଜିକ ହୋଇଥାଏ। ସାଧାରଣରେ ଛୋଟ…

Read More

ଅନଲାଇନ ପାଠପଢ଼ା ନାଁରେ କଣ ଚାଲିଛି ନଜର ରଖନ୍ତୁ- ଜାଣିବା ଜରୁରୀ

ମହାମାରୀ ସମୟରେ ସ୍କୁଲ ବନ୍ଦ । ବିନା ପରୀକ୍ଷାରେ ବି ଏବର୍ଷ ମାଟ୍ରିକରେ ଭଲ ମାର୍କ ଅମଳ ହୋଇଛି। ଏଭଳି ସମୟରେ ପିଲାଙ୍କ ସମୟ ବିତୁଛି ପବଜି ଓ ଫ୍ରି ଫାୟାରରେ । ଭାରତରୁ ବ୍ୟାନ ହୋଇଥିବା ପବଜି ନିକଟରେ ପୁଣି ବୁଲେଇ ବଙ୍କେଇ ଏଣ୍ଟ୍ରି ମାରିଛି। ପୂରା ଦେଶୀ ଭର୍ସନରେ ଆସିଛି ବ୍ୟାଟଲ ଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ ।  ଯେଉଁମାନେ ପୂର୍ବରୁ ପବଜିରେ ରେଜିଷ୍ଟ୍ରି କରିଥିଲେ ସେମାନଙ୍କୁ ବିନା କଷ୍ଟରେ ଏହା ଉପଲବ୍ଧ ହୋଇଯାଉଛି ।…

Read More

ଟୁଆଁଟୁଇଁ ଦେଖିବା ବେଳକୁ ବାଘମାମୁ କୂଅରେ-(Watch)

    ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଟୁଆଁଟୁଇଁ ଗପ ସମସ୍ତଙ୍କ ପ୍ରିୟ । ପିଠା ଖାଇବାକୁ ଆସି ବାଘମାମୁ କୂଅରେ ପଡ଼ିବା ଗପରେ ଆମେ ତାଳିମାରିଛେ। ଏବେ କିନ୍ତୁ ସେମିତି ଏକ ଭିଡିଓ ଆସିଛି ଆସାମରୁ। କୂଅରେ ପାଣି ଭିତରେ ପଡ଼ିଛି ଏକ ଚିତାବାଘ। ବାଘଟି କୂଅ ଭିତରୁ ଗର୍ଜନ ତର୍ଜନ କରୁଛି। 20 ଫୁଟ ଗଭୀର କୂଅ ଭିତରେ ବାଘଟି ପଡ଼ିଯ଼ାଇଥିବା ଦେଖାଯ଼ାଇଥିଲା। ଘଟଣା ହେଉଛି ଆସାମର ଗରଭଙ୍ଗା ବନାଞ୍ଚଳର ମାଧବନଗର ।   ଗାଁ…

Read More

ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ : ଅସନ୍ତୁଷ୍ଟଙ୍କୁ ସୁଯୋଗ ନା ଚେତାବନୀ

      ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ଯ଼େଉଁଭଳି ଢଙ୍ଗରେ ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାକୁ ଓହ୍ଲାଇଲେ, ଫଳ ପ୍ରକାଶନକୁ ନେଇ ଅସନ୍ତୋଷ ଜାହିର କଲେ ତାକୁ ନେଇ ସବୁଆଡ଼େ ଖୁବ ଚର୍ଚ୍ଚା ଲମ୍ବିବାରେ ଲାଗିଥିଲା । ଛାତ୍ରଛାତ୍ରୀଙ୍କ ମାଟ୍ରିକ ଫଳ ନିର୍ଣ୍ଣୟ କରାଯ଼ିବାରେ ଯ଼ଥେଷ୍ଟ ସତର୍କତା ଅବଲମ୍ବନ କରାଯ଼ାଇଛି ଏବଂ କୌଣସି ତ୍ରୁଟି ହୋଇନାହିଁ ବୋଲି ବୋର୍ଡ ପକ୍ଷରୁ ବାରମ୍ବାର ସ୍ପଷ୍ଟୀକରଣ ଦିଆଯ଼ିବା ସତ୍ତ୍ବେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସେମାନଙ୍କ ସ୍ବର ନରମ…

Read More

ସୁନା ଝିଅ ଦୀପିକା କୁମାରୀ – ସ୍ବାମୀଙ୍କ ସହ ଧନୁତୀର ଖେଳି, ମାରିଲେ ବାଜି

ସୁପରଷ୍ଟାର ଭାରତୀୟ ଆଥଲେଟ ଦୀପିକା କୁମାରୀ ହ୍ୟଟ୍ରିକ ଗୋଲ୍ଡ ଜିଣି ଭାରତକୁ ଗୌରବାନ୍ବିତ କରିଛନ୍ତି । ପ୍ୟାରିସରେ ଚାଲିଥିବା ବିଶ୍ବକପ ଆର୍ଚେରୀ (ଧନୁଚାଳନା) ଷ୍ଟେଜ 3 ବିଶ୍ବକପରେ ଦୀପିକା ତିନି ତିନି ଥର ସଫଳତା ଅର୍ଜନ କରିଛନ୍ତି। ପ୍ରଥମେ ମହିଳା ଏକକ ରିକର୍ଭ ଇଭେଣ୍ଟରେ ଦୀପିକା ସ୍ବର୍ଣ୍ଣ ଜିଣିଥିଲେ । ଏହାପରେ ମିକ୍ସଡ ଇଭେଣ୍ଟରେ ପତି ଅତନୁ ଦାସଙ୍କ ସହିତ ମିଶି ମଧ୍ୟ ସେ ସ୍ବର୍ଣ୍ଣ ଜିଣିଥିଲେ। ଉଭୟ ନେଦରଲ୍ୟାଣ୍ଡସର ଜେଫ ଭ୍ୟାନ ଡେନ ବର୍ଗ ଏବଂ…

Read More

ମହିଳାଙ୍କ ଛୋଟ ଡ୍ରେସ ଉପରେ ଇମ୍ରାନଙ୍କ ନଜରିୟା, ପୁଣି ବିବାଦରେ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନାରୀ ବା ମହିଳାମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ମନ୍ତବ୍ୟ ସୋସିଆଲ ମିଡିଆରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିବାରେ ଲାଗିଛି । ବିରୋଧୀଦଳ ନେତା ତଥା ସାମ୍ବାଦିକମାନେ ତାଙ୍କର ଏହି ଭାବନାରେ କ୍ରୋଧ ଏବଂ ଘୃଣା ପ୍ରକାଶ କରିଛନ୍ତି ପାକିସ୍ତାନ ସୀମା ଡେଇଁ ଅନ୍ୟ ଦେଶରେ ବି ପ୍ରତିକ୍ରିୟା ସୃଷ୍ଟି କଲାଣି । ଦେଶରେ ବଢୁଥିବା ଯୌନ ଉତ୍ପୀଡ଼ନ ମାମଲାକୁ ଦେଖି ଇମ୍ରାନ ଏମିତି କିଛି କହିଛନ୍ତି ଯାହା ପ୍ରତିକ୍ରିୟା ସୃଷ୍ଟି କରିଛି…

Read More

50 ବର୍ଷ ବୟସରେ ଏହି ମହିଳା ଚାଖିଲେ ସଫଳତାର ଘିଅ

କିଛି ଗୋଟେ ଆରମ୍ଭ କରିବା ପାଇଁ କଦାପି ସମୟ ବିଳମ୍ବ ହୋଇନପାରେ।  ପାରିପାର୍ଶିକ ସ୍ଥିତି ବି ପ୍ରତିବନ୍ଧକ ସୃଷ୍ଟି କରିପାରିବନି।  ଯଦି ଆପଣଙ୍କ ପାଖରେ ଇଚ୍ଛା ଶକ୍ତି ଅଛି ସବୁ କିଛି ସମ୍ଭବ ହୋଇପାରିବ । ସେହି ଇଚ୍ଛା ଶକ୍ତି ବଳରେ ଆପଣ ଛୋଟରୁ ଆରମ୍ଭ କରିପାରିବେ ଏବଂ ସଫଳତାର ପାହାଡ଼ ଚଢ଼ିପାରିବେ। କମଲଜିତ କୌରଙ୍କ ଉଦାହରଣ ନିଅନ୍ତୁ ।  କରୋନାରୁ ସୁସ୍ଥ ହେବା ପରେ ସେ ଭାବିଲେ ଈଶ୍ବର ତାଙ୍କୁ ନୂଆ ଜୀବନ ଜୀଈବା ପାଇଁ…

Read More