ଚିକେନପକ୍ସ ଠାରୁ ପିଲାଙ୍କୁ କିପରି ରଖିବେ ସୁରକ୍ଷିତ, ଜାଣନ୍ତୁ ଏହାର ଲକ୍ଷଣ…
ଭୁବନେଶ୍ଵର, ୨୦/୯ : ଭେରିସେଲା-ଜୋଷ୍ଟର ଭାଇରସ କାରଣରୁ ହୋଇଥାଏ ଚିକେନପକ୍ସ। ଏହା ଏକ ସଂକ୍ରାମକ ରୋଗ। ବୈଜ୍ଞାନିକଙ୍କୁ ଏହି ପ୍ରାଣଘାତୀ ଚିକେନପକ୍ସର ନୂଆ ଭାରିଆଣ୍ଟ ଭାରତରେ ମିଳିଛି। ଚିକେନପକ୍ସର ଏହି ଭାରିଆଣ୍ଟକୁ କ୍ଲେଡ-୯ କୁହାଯାଉଛି। ଭେରିସେଲା ଜୋଷ୍ଟର ଭାଇରସ ମାଧ୍ୟମରେ ବ୍ୟାପି ଥିବା ଏହି ରୋଗ ଭାରତରୁ ପ୍ରଥମେ ଆମେରିକା, ବ୍ରେଟେନ ଓ ଜର୍ମାନୀ ଭଳି ଦେଶରେ ବ୍ୟାପି ସାରିଛି। ଚିକେନପକ୍ସର ନୂଆ ଭାରିଆଣ୍ଟର ମାମଲା ଭାରତରେ ମିଳିବା ପରେ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହି…