ମହିଳାଙ୍କ ବରଦାନ କେଶର, ଚିନ୍ତାରୁ ମୁକ୍ତି ମିଳିବା ସହ ମିଳେ ଏହି ଫାଇଦା
ଭୁବନେଶ୍ଵର, ୦୮/୦୯ : ନ୍ୟୁଟ୍ରିନିଷ୍ଟଙ୍କ ଅନୁସାରେ କେଶର ମହିଳାମାନଙ୍କ ପାଇଁ ବେଶୀ ସ୍ୱାସ୍ଥ୍ୟପ୍ରଦ । କ୍ଷୀର ସହ କେଶର ମିଶାଇ ପିଇବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର । -ଋତୁସ୍ରାବ ସମୟରେ ହେଉଥିବା ସମସ୍ୟାରୁ ଆରାମ ଦେବା ସହ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ କେଶରଯୁକ୍ତ କ୍ଷୀର । -ସେହିପରି କେଶରଯୁକ୍ତ କ୍ଷୀର ଥକ୍କାପଣ ଓ ଚିନ୍ତାରୁ ମଧ୍ୟ ଦୂରେଇ ଥାଏ । ଫଳରେ ରାତିରେ ଭଲ ନିଦ ହୋଇଥାଏ । ଯଦି ଅଫିସର କୌଣସି ଚିନ୍ତା…