ଗର୍ଭବତୀ ଥିବା ସମୟରେ ହିମୋଗ୍ଲୋବିନ୍ କମିଲେ କଣ ସମସ୍ୟା ହୁଏ, ଜାଣନ୍ତୁ କେତେ ରହିବା ଉଚିତ୍ HB
ଭୁବନେଶ୍ଵର, ୧୯/୦୯ : ଗର୍ଭଧାରଣ ସମୟରେ ମହିଳାଙ୍କୁ ନିଜ ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ତେବେ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ନିହାତି ଜରୁରୀ। ଯଦି ମହିଳାମାନେ ଗର୍ଭଧାରଣ କରିବା ପରେ ଡାଇଟ୍କୁ ଠିକ୍ ଭାବରେ ଧ୍ୟାନ ନଦେବେ ତେବେ ଶରୀରରେ ରକ୍ତହୀନତା ସୃଷ୍ଟି ହେବ। ଏହି ସମୟରେ ମହିଳାଙ୍କ ଶରୀରରେ ରକ୍ତହୀନତା ସୃଷ୍ଟି ହେବାରୁ ଉଭୟ ମାଆ ଓ ଛୁଆ ଦୁହିଁଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବ। ସାଧାରଣତଃ ଗର୍ଭଧାରଣ କରିବା ପରେ…
