ସୁନ୍ଦର ଦେଖାଯିବାକୁ ପିନ୍ଧୁଛନ୍ତି କି ଆକର୍ଷଣୀୟ ପୋଷାକ, ଆରାମଦାୟକ ନହେଲେ ସ୍ଵାସ୍ଥ୍ୟ ପାଇଁ ସୃଷ୍ଟି କରେ ସମସ୍ୟା

ଭୁବନେଶ୍ଵର, ୦୪/୧୧ : ପୋଷାକ ପ୍ରତିଟି ମଣିଷ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ସୁନ୍ଦର ଦେଖାଯିବା ପାଇଁ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥାଉ। କିନ୍ତୁ ଆମେ ଧ୍ୟାନ ଦେବା ଉଚିତ୍‌ ଯେ ପୋଷାକ ଆକର୍ଷଣୀୟ ସହ ଆରାମଦାୟକ ହେବା ମଧ୍ୟ ଜରୁରି । ଅନେକ ସମୟରେ ଆମ ପୋଷାକ ହିଁ ଆମ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଚାଲନ୍ତୁ ଜାଣିବା କ’ଣ ସେ ଭୁଲ୍‌ଗୁଡିକ, ଯାହା ଆମେ ସୁଧାରିପାରିବା । ଟାଇଟ୍‌ ପୋଷାକ : ଆଜିକାଲି…

Read More

ଚର୍ମ ପାଇଁ ବିଷାକ୍ତ ହୋଇପାରେ ଏସବୁ ଜିନିଷ…

ଭୁବନେଶ୍ୱର, ୦୩/୧୧: ଚର୍ମରେ ଫାଇନଲାଇନ୍ସ ବା କୁଞ୍ଚନ ସୃଷ୍ଟି ହେବା କାହାରିକୁ ବି ପସନ୍ଦ ନୁହେଁ । କିନ୍ତୁ ଅନେକ ସମୟରେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯାଏ । ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ ଦାୟୀ । ଆମେ ଦୈନନ୍ଦିନ ଯାହା ଖାଦ୍ୟ ଭାବେ ଗ୍ରହଣ କରୁ ସେଥିରେ ବ୍ୟବହାର ହେଉଥିବା କିଛି ଜିନିଷ ଆମ…

Read More

ଆପଣଙ୍କର ଅଛି କି ରୁପି ସମସ୍ୟା, ଜାଣନ୍ତୁ କେମିତି କରିବେ ଦୂର…

ଭୁବନେଶ୍ୱର, ୨୪/୧୦: ଅନେକଙ୍କ କ୍ଷେତ୍ରରେ ଡ୍ୟାଡରଫ୍ ବା ରୁପି ସମସ୍ୟା ଦେଖାଦେଇଥାଏ । କେତେକଙ୍କ କ୍ଷେତ୍ରରେ ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ । ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ । ହେଲେ ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖିହେବ, ଜାଣି ରଖିବା ଜରୁରୀ । • ରୁପି ହେବାର ବିଭିନ୍ନ କାରଣ ରହିଛି • ରୁପି ହେବା ଜେନେଟିକ୍ କାରଣରୁ ହୋଇପାରେ • ଏହାସହ କେଉଁ ପରିବେଶରେ…

Read More

ସୌନ୍ଦର୍ଯ୍ୟ ବଢାଏ ସିଲ୍କ ଶାଢି

ଭୁବନେଶ୍ଵର, ୧୯/୧୦ : ସିଲ୍କ ଏକ ପ୍ରାକୃତିକ ଓ ଦାମିକିଆ ଫାବ୍ରିକ୍‌ । ତେଣୁ ଏହାକୁ ‘କ୍ୱିନ୍‌ ଅଫ୍‌ ଫାବ୍ରିକ୍ସ’ ବା ‘ଫାବ୍ରିକ୍‌ ରାଣୀ’ ମଧ୍ୟ କୁହାଯାଏ । ମହିଳାମାନେ ଏହାକୁ ପସନ୍ଦ ନ କରିବେ ଏହା କଣ ସମ୍ଭବ? ଭାରତୀୟ ସିଲ୍‌କର ଗୌରବମୟ ଇତିହାସ : ଭାରତୀୟ ସିଲ୍‌କ କେବଳ ଗୌରବମୟ ଇତିହାସର ପ୍ରମାଣ ଦିଏନା ବରଂ ସାଂସ୍କୃତିକ ବିବିଧତାକୁ ମଧ୍ୟ ଦର୍ଶାଇଥାଏ । ଭାରତୀୟ ସିଲ୍‌କର ବୁଣା ଷ୍ଟାଇଲ୍‌, ପାର୍ଟନ୍‌, ରଙ୍ଗ ଓ ଡିଜାଇନ୍‌ର…

Read More

ନାରୀକୁ ସୁନ୍ଦର କରେ ଗହଣା, ପର୍ଲ ଦିଏ ଷ୍ଟାଇଲିସ୍‌ ଲୁକ୍

ଭୁବନେଶ୍ଵର, ୧୭/୯ : ନାରୀକୁ ସୁନ୍ଦର କରେ ଗହଣା। ଯଦି ଗହଣା କଥା ଉଠେ, ତେବେ ମହିଳାଙ୍କ ମନରେ ଉତ୍ସାହ ଭରିଯାଏ । କାରଣ ନାରୀ ନିଜକୁ ଷ୍ଟାଇଲିସ୍‌ ଓ ସୁନ୍ଦର ଭାବେ ଉପସ୍ଥାପିତ କରିବାକୁ ଭଲ ପାଏ । ଆଉ ପର୍ଲ ବା ମୋତି ଗହଣା ତା’ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଅବଶ୍ୟ ବିଭିନ୍ନ ଗହଣା ଭିନ୍ନ ଭିନ୍ନ ଲୁକ୍‌ ଦେଇଥାଏ । ବିଭିନ୍ନ ଗହଣା ପିନ୍ଧି ଯଦି ବୋର୍‌ ହୋଇଯାଇଥାନ୍ତି, ତେବେ ପର୍ଲ…

Read More

କର୍ମଜୀବୀ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜ ରୋଷେଇ, ଜାଣନ୍ତୁ କିଛି ଘରୋଇ ଟିପ୍ସ…

ଭୁବନେଶ୍ଵର, ୧୫/୯ : ଆଜିକାଲି ପ୍ରାୟ ମହିଳା କର୍ମଜୀବୀ ଅବା ରୋଜଗାରକ୍ଷମ । ଘର କାମକୁ ସାରି ସେମାନେ ନିଜକୁ ଅନ୍ୟ କାମରେ ବ୍ୟସ୍ତ ରଖୁଛନ୍ତି । ତେଣୁ ରୋଷେଇ କାମକୁ କେତେ ସହଜରେ ଓ କମ୍‌ ସମୟରେ ସାରି ହେବ ତା’ ଉପରେ ଗୁରୁତ୍ୱ ଦେଉଛନ୍ତି । ଚାଲନ୍ତୁ ଜାଣିବା ଏମିତି କିଛି ଉପାୟ, ଯଦ୍ୱାରା ରୋଷେଇ ଖୁବ୍‌ କମ୍‌ ସମୟରେ ହୋଇପାରିବ । ଖାଦ୍ୟ ପ୍ରସ୍ତୁତି ସମୟରେ ଏମିତି ଅନେକ ଚ୍ୟାଲେଞ୍ଜକୁ ସାମ୍‌ନା କରିବାକୁ…

Read More

ମାତ୍ର ୫୦୦ ଟଙ୍କା ବିନିଯୋଗ କରି ମହିଳା ହୋଇପାରିବେ ଇନଭେଷ୍ଟର, ଜାଣନ୍ତୁ କେଉଁଠାରେ କରିବେ ନିବେଶ

ଭୁବନେଶ୍ଵର, ୦୭/୦୮ : ମହିଳାମାନେ ଅଳ୍ପ ପରିମାଣରେ ସଞ୍ଚୟ କରି ନିଜ ପରିବାରକୁ ଆର୍ଥିକ ସହାୟତା କରିପାରିବେ। ସମୟ ଦ୍ରୁତ ଗତିରେ ବଦଳୁଛି। ମହିଳାମାନଙ୍କର ହାରାହାରି ବୟସ ପୁରୁଷଙ୍କ ତୁଳନାରେ ଅଧିକ। ଯଦିଓ ଗୃହିଣୀମାନେ ଆଦୌ ରୋଜଗାର କରନ୍ତି ନାହିଁ ଏବଂ କାର୍ଯ୍ୟରତ ମହିଳାମାନେ ଶିଶୁ ପାଳନର ଦାୟିତ୍ବ ଯୋଗୁଁ ବାଧ୍ୟ ହୋଇ ପୁରୁଷଙ୍କ ତୁଳନାରେ କମ୍ ରୋଜଗାର କରନ୍ତି। ଏପରି ପରିସ୍ଥିତିରେ, ସେଥିରେ ବିନିଯୋଗ କରିବାର ସଠିକ୍ ଉପାୟ ଜାଣିବା ଜରୁରୀ ଅଟେ। ମହିଳାମାନେ କେବଳ…

Read More

ଚୁମ୍‌କି ଶାଢିରେ ଦାଗ ଲାଗି ଗଲେ କେମିତି କରିବେ ସଫା

ଭୁବନେଶ୍ଵର, ୦୬/୦୮ : କିଛି ଗୃହିଣୀଙ୍କର ଚୁମ୍‌କି ଶାଢି ଖୁବ୍‌ ପସନ୍ଦ । କେବେ କେବେ ଏଭଳି ଶାଢିରେ ଦାଗ ଲାଗି ଗଲେ ଛଡାଇବା ମଧ୍ୟ ସହଜ ନୁହେଁ । ଅବଶ୍ୟ ସାମାନ୍ୟ ଧ୍ୟାନ ଦେଲେ ସବୁକିଛି ସମ୍ଭବ । ଚୁମ୍‌କି ଶାଢିର ଦାଗ ଛଡାଇବା ପାଇଁ ଫାବ୍ରିକ୍‌ ସଫ୍ଟନର୍‌ ବା ବ୍ଲିଚ୍‌ର ବ୍ୟବହାର କରନ୍ତୁ ନାହିଁ । ଚୁମ୍‌କି ଶାଢିକୁ ଏସବୁ ନଷ୍ଟ କରି ଦେଇଥାଏ । ଅବଶ୍ୟ ଏବେ ଏହି ଶାଢି ଟ୍ରେଣ୍ଡ୍‌ରେ ନାହିଁ…

Read More

ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ପିନ୍ଧନ୍ତୁ ସ୍ୟାଣ୍ଡେଲିଅର୍‌ କାନଫୁଲ

ଭୁବନେଶ୍ଵର, ୦୫/୦୮ : ଷ୍ଟାଇଲିଶ୍‌ ଦେଖାଯିବା ପାଇଁ କେବଳ ଡିଜାଇନର୍‌ ଆଉଟଫିଟ୍‌ ପିନ୍ଧିବା ଯଥେଷ୍ଟ ହୋଇନଥାଏ । ବରଂ ଏହା ସହିତ ଡିଜାଇନର୍‌ ଆସେସରିଜ ପିନ୍ଧିବାକୁ ପଡେ ଯାହା କି ସାଧାରଣ ଆଉଟଫିଟ୍‌କୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ । ଷ୍ଟାଇଲିଶ୍‌ ଲୁକ୍‌ ଚାହୁଁଥିଲେ ସ୍ୟାଣ୍ଡେଲିଅର୍‌ କାନଫୁଲ ପିନ୍ଧିପାରିବେ । ସ୍ୟାଣ୍ଡେଲିଅର୍‌ କାନଫୁଲକୁ କିପରି ଷ୍ଟାଇଲାଇଜ୍‌ କରିବେ ଜାଣନ୍ତୁ । ସ୍ୟାଣ୍ଡେଲିଅର କାନଫୁଲ ବହୁତ ବଡ଼ ହୋଇଥାଏ ।  ତେଣୁ ଷ୍ଟାଇଲ କରିବା ସମୟରେ ଧ୍ୟାନ ରଖିବା  ଉଚିତ…

Read More

ଚର୍ମରେ କୁଞ୍ଚନ ସୃଷ୍ଟି କରେ ଏହି ସବୁ ଜିନିଷ

ଭୁବନେଶ୍ୱର, ୨/୮ : ଚର୍ମରେ ଫାଇନଲାଇନ୍ସ ବା କୁଞ୍ଚନ ସୃଷ୍ଟି ହେବା କାହାରିକୁ ବି ପସନ୍ଦ ନୁହେଁ । କିନ୍ତୁ ଅନେକ ସମୟରେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯାଏ । ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ ଦାୟୀ । ଆମେ ଦୈନନ୍ଦିନ ଯାହା ଖାଦ୍ୟ ଭାବେ ଗ୍ରହଣ କରୁ ସେଥିରେ ବ୍ୟବହାର ହେଉଥିବା କିଛି ଜିନିଷ…

Read More