ୱାଶିଂ ମେସିନ୍‌ରେ ସଫା କରନ୍ତୁନି ଏହି ୪ ପ୍ରକାରର ପୋଷାକ

ଭୁବନେଶ୍ଵର, ୧୬/୦୪ : ଅଧିକାଂଶ ଲୋକ ପୋଷାକ ସଫା କରିବା ପାଇଁ ଘରେ ୱାଶିଂ ମେସିନ୍‌ର ବ୍ୟବହାର କରିଥାନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଜଣା ନଥାଏ ଯେ କେଉଁ ପୋଷାକ ୱାଶିଂ ମେସିନ୍‌ରେ ସଫା କରିବା ଉଚିତ୍‌ । ଫଳରେ ସବୁ ପୋଷାକପତ୍ରକୁ ୱାଶିଂ ମେସିନ୍‌ରେ ପକାଇ ସଫା କରିଥାନ୍ତି । କିନ୍ତୁ ଆପଣ ଜାଣିନାହାଁନ୍ତି  ଏହା ପୋଷାକକୁ ଖରାପ କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ପୋଷାକକୁ ୱାଶିଂ ମେସିନ୍‌ରେ ସଫା କରିବା ଉଚିତ୍…

Read More

ପ୍ରବଳ ଖରା ଓ ଗରମ କାରଣରୁ ଲାଲ ପଡ଼ିଯାଏ ତ୍ୱଚା, ଜାଣନ୍ତୁ ଉପଚାର…

ଭୁବନେଶ୍ଵର, ୧୨/୦୪ : ପ୍ରବଳ ଖରା ଓ ଗରମ କାରଣରୁ କୋମଳ ତ୍ୱଚା ଲାଲ ପଡ଼ିଯାଇ ଥାଏ । ତ୍ୱାଚାରେ ଏହି ରେଡ୍‌ନେସ୍‌ ଅନେକ ଥର ସନବର୍ନ ବା ଆଲର୍ଜିକ ରିଆକ୍ସନ କାରଣରୁ ବି ହୋଇଥାଏ। ଯଦି ଆପଣଙ୍କର ଏଭଳି ହେଉଛି ତେବେ କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ। ତ୍ୱଚାକୁ ଲାଲ୍‌ ପଡ଼ିବାରୁ ସୁରକ୍ଷା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ ଗୋଲାପ ଜଳ- ଗରମ ଦିନରେ ତ୍ୱଚାରେ ଗୋଲାପ…

Read More

୫ ଘଣ୍ଟାରୁ କମ୍ ଶୋଉଥିବା ଲୋକଙ୍କୁ ହୋଇପାରେ ଏହି ଭୟଙ୍କର ରୋଗ…

ଭୁବନେଶ୍ଵର,୯/୪ : ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକେ ଅନେକ ଭୁଲ କରି ବସୁଛନ୍ତି। କାମ ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ପାରୁନାହାଁନ୍ତି। ଯେଉଁଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ରାତିରେ ବି କାମ କରନ୍ତି। ଯାହାଦ୍ୱାରା ନିଦ ସମ୍ପୂର୍ଣ୍ଣ ହୁଏନାହିଁ। କିନ୍ତୁ ଆପଣ ଜାଣନ୍ତି କି ନିଦ୍ରା ଅଭାବରୁ ଶରୀରରେ ଅନେକ କ୍ଷତି ହୋଇପାରେ। ଯେଉଁମାନେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥାନ୍ତି ସେମାନଙ୍କର ଦିନକୁ ସାତରୁ ଆଠ…

Read More

ମହିଳାମାନେ କାହିଁକି ପିନ୍ଧନ୍ତି ଗୋଡମୁଦି, ଜାଣିଛନ୍ତି କି ?

ଭୁବନେଶ୍ଵର, ୦୬/୦୪ : ହିନ୍ଦୁ ଧର୍ମରେ ମହିଳାମାନେ ଗୋଡମୁଦି ପିନ୍ଧିବା ବିବାହିତାର ସଂକେତ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ? ଏହି ଗୋଡ ମୁଦି ପିନ୍ଧିବା ପଛର କାରଣ କଣ ? ବିବାହ ପରେ, ମହିଳାମାନଙ୍କ ଶରୀରରେ ଅନେକ ହରମୋନାଲ ପରିବର୍ତ୍ତନ ହୋଇଥାଏ । ଏହି କାରଣରୁ, ଅନିୟମିତ ମାସିକ ଋତୁସ୍ରାବ କିମ୍ବା ହରମୋନରେ ଅସନ୍ତୁଳନ ଭଳି ସମସ୍ୟା ଦେଖାଯାଏ ।ତେଣୁ ଗୋଡମୁଦି ପିନ୍ଧିବା ଦ୍ୱାରା ଏହା, ହରମୋନ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ…

Read More

ଓଜନ କମାଇବାକୁ ଚାହାଁନ୍ତି କି ? ଜାଣନ୍ତୁ ଏହାର ଉପାୟ…

ନୂଆଦିଲ୍ଲୀ, ୩୧/୩ : ଗରମ ଆସିବା ସହିତ ଓଜନ ସମସ୍ୟା ବଢିଥାଏ । କାରଣ ଗରମରେ ଆମେ ପ୍ରାୟତଃ ଚଲାବୁଲା କମାଇବା ସହ ବିଭିନ୍ନ ପାନୀୟର ସାହାର ନେଇଥାଉ । ତେଣୁ ଏହି ସମୟରେ ପ୍ରାୟ ଲୋକ ଓଜନ କମାଇବାକୁ ପ୍ରୟାସ କରୁଥାନ୍ତି । ଚାଲନ୍ତୁ ଓଜନ କମାଇବାର ପ୍ରୟାସ ସକାଳ ଜଳଖିଆରୁ କରିବା । ଉପଯୁକ୍ତ ଜଳଖିଆ ଖାଇଲେ ଓଜନକୁ ନିୟନ୍ତ୍ରିତ ରଖିବା ସହ ଆବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ । ସକାଳ ଜଳଖିଆ…

Read More

ଓଜନ କମାଏ ଗହମ ଘାସ, ଜାଣନ୍ତୁ ଏହାର ଉପକାରିତା

ଭୁବନେଶ୍ୱର, ୨୫।୦୩ : ଯେତେବେଳେ ସ୍ୱାସ୍ଥ୍ୟ କଥା ଆସେ, ସେତେବେଳେ କୌଣସି ପ୍ରକାରର ଅସାବଧାନତା ଗ୍ରହଣ କରାଯିବା ଉଚିତ୍ ନୁହେଁ। ଯଦି ଆପଣ ସୁସ୍ଥ ଜୀବନଯାପନ କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ପ୍ରାକୃତିକ ଫଳ, ପନିପରିବା ଏବଂ ଜଡି-ବୁଟି ଆପଣଙ୍କର ଦୈନନ୍ଦିନ ଖାଦ୍ୟର ଅଂଶ କରନ୍ତୁ। ଆପଣ କେବେ ନା କେବେ ନିଶ୍ଚୟ ଘାସ ଉପରେ ବସିଥିବେ। କିନ୍ତୁ ଆପଣ ଜାଣନ୍ତୁ କି ଏହି ଘାସ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ? ଗହମ ଘାସ ସୁପରଫୁଡ୍…

Read More

ବ୍ୟାୟାମ କରିବାକୁ ସମୟ ମିଳୁନି କି ? ଚିନ୍ତା କରନ୍ତୁନି… ରୋଷେଇ ଘରେ କରିପାରିବେ ଏହି ବ୍ୟାୟାମ

ଭୁବନେଶ୍ଵର, ୨୩/୦୩ : ମହିଳାମାନେ ଘର କାମ କରିବା ସହ ଏବେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହୋଇପଡିଛନ୍ତି । ଓଜନ ନିୟନ୍ତ୍ରିତ କରିବା ପାଇଁ ଜିମ୍‌ ଯିବାଠାରୁ ଆରମ୍ଭ କରି ଯୋଗ ଓ ବ୍ୟାୟାମକୁ ଗୁରୁତ୍ଵ ଦେଉଛନ୍ତି । ତେବେ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରୁନାହାଁନ୍ତି । କାରଣ ସେମାନଙ୍କର ଅଧିକ ସମୟ ରୋଷେଇ ଘରେ କଟିଥାଏ । କେବେ ସ୍ୱାମୀ ଓ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି  ତ ଆଉ କେତେବେଳେ ବନ୍ଧୁବାନ୍ଧବଙ୍କ…

Read More

ଗରମ ଯୋଗୁଁ ତ୍ଵଚା ହରାଉଛି କି ଉଜ୍ଜ୍ଵଳତା, ପାଣିକୁ ଏମିତି କରନ୍ତୁ ବ୍ୟବହାର…

ଭୁବନେଶ୍ଵର, ୧୭/୦୩ : ଗ୍ରୀଷ୍ମ ଆସିବା ମାତ୍ରେ ଚର୍ମ ସହିତ ଜଡିତ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିବା ଆରମ୍ଭ କରେ। ଏଥିପାଇଁ ଚର୍ମ ରୋଗ ବିଶେଷଜ୍ଞମାନେ ଲୋକଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ ପରାମର୍ଶ ଦିଅନ୍ତି। ଜଳ ଶରୀରକୁ ହାଇଡ୍ରେଟ୍ ରଖେ। ଯେଉଁଥି ପାଇଁ ଶରୀରରେ ଚମକ ଅକ୍ଷୁର୍ଣ୍ଣ ରହିଥାଏ। ଯଦି ଆପଣଙ୍କ ଶରୀରରେ ଜଳର ଅଭାବ ଥାଏ, ତେବେ ଏହା ଆପଣଙ୍କ ତ୍ୱଚାକୁ ସିଧାସଳଖ ପ୍ରଭାବିତ କରିବ। ଜଳର ଅଭାବ ଶରୀରରେ ଅନମନୀୟତା ଆଣିଥାଏ। ଏହା…

Read More

ବିଦେଶରେ ପ୍ରସିଦ୍ଧି ଲାଭ କରୁଛି ଭାରତର ତୋରଣ, ବ୍ୟବସାୟର ମାଧ୍ୟମ କରି ଆତ୍ମନିର୍ଭର ହୋଇପାରିବେ ଘରୋଇ ମହିଳା

ଭୁବନେଶ୍ଵର, ୧୦/୦୩ : ଭାରତର ପ୍ରତି ପ୍ରାନ୍ତର ନିଜର ପରିଚୟ ରହିଛି। ବିଶେଷ କରି ଯେତେବେଳେ ହସ୍ତକଳା ଏବଂ କାରିଗରୀ କଥା ଉଠେ ଭାରତର ପ୍ରତି ପ୍ରାନ୍ତର ଲୋକମାନେ ସେମାନଙ୍କର ହସ୍ତକଳା ପାଇଁ ବିଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି। ଯେପରି ଘରର ଦ୍ଵାର ବନ୍ଧରେ ଲାଗୁଥିବା ତୋରଣ। ଦକ୍ଷିଣ ଭାରତରେ ଆମ୍ଵ ତୋରଣ ପ୍ରସିଦ୍ଧ ଥିବା ବେଳେ ଉତ୍ତର ଭାରତରେ ଗେଣ୍ଡୁ ଫୁଲ ତୋରଣ ଖୁବ୍ ପ୍ରସିଦ୍ଧ। ସେହିଭଳି ଓଡ଼ିଶାରେ ଧାନରେ ତିଆରି ବେଣ୍ଟି ଖୁବ୍ ପ୍ରସିଦ୍ଧ।…

Read More

ଶିଡି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି କି ? ଜାଣନ୍ତୁ କାରଣ…

ଭୁବନେଶ୍ୱର, ୨୮/୦୨ : ଶିଡି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି କି ? କିଛି ଲୋକ ୨/୪ଟି ଶିଡି ଚଢିବା ପରେ ଏଭଳି ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ବିଭିନ୍ନ ବୟସର ଲୋକଙ୍କଠାରେ ଦେଖାଦିଏ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏଭଳି ସମସ୍ୟା ଉପୁଜିଥାଏ । ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ । -ଯେଉଁ ଲୋକଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଥାଏ ସେମାନଙ୍କଠାରେ ଏଭଳି ସମସ୍ୟା…

Read More